• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Check In Bag
ସାବଧାନ ! ସିଲ୍‌ ଥାଇ ବି ବିମାନବନ୍ଦରରେ ବ୍ୟାଗ୍‌ରୁ ହୋଇପାରେ ଚୋରି...

‘ବିନୋଦ ଆହୁରି କହିଛନ୍ତି ଯେ, ବ୍ୟାଗ୍‌ରେ ଟଙ୍କା ଥିବା ନେଇ ମଧ୍ୟ ମୁଁ ପ୍ରମାଣ କରିଛି । ବ୍ୟାଙ୍କରୁ ମୁଁ ଟଙ୍କା ଉଠାଇ ଆଣିଥିବାର ପ୍ରମାଣ ମଧ୍ୟ ରହିଛି। ମୁଁ ନିୟମିତ ଭାବେ ବିମାନରେ ଯାତାୟାତ କରେ । କିନ୍ତୁ ଏଭଳି ସ୍ଥିତି କେବେ ଉପୁଜିନଥିଲା ।’

Ninth Class Student
ନବମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଲେ ଛୁଆ, ହଷ୍ଟେଲ ୱାଡେନ୍‌ ସସ୍‌ପେଣ୍ଡ

ପୋଲିସ ଏହି ଘଟଣାରେ ପୋକ୍ସୋ ଆକ୍ଟ ଜରିଆରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Naxal
ପୋଲିସ୍‌ ଇନଫର୍ମର ସନ୍ଦେହ, ନିଜର ପୁରୁଣା ସାଥୀକୁ ହତ୍ୟା କଲେ ନକ୍ସଲ

ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।

MLA - MP
MP-MLAଙ୍କ ବିରୋଧରେ ଫୌଜଦାରୀ ମାମଲା, ଖୋର୍ଦ୍ଧାରେ ସର୍ବାଧିକ !

‘ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା’ । ‘୫୩ଟି ମାମଲା ସହ ସୁନ୍ଦରଗଡ଼ ଦ୍ବିତୀୟ ସ୍ଥାନରେ’ ।

ARM Loot
ATM କାଟି ଦୁର୍ବୃତ୍ତ ବୁଲାଇଲେ କଳାକନା, ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କା

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ARM Loot
ମାତ୍ର ୭ ମିନିଟରେ ATM ସଫା, ୧୨ ଲକ୍ଷ ଲୁଟ୍

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Simulia BDO
ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ! ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି?

Cyber Fraud
ସାଇବର ଲୁଟେରାଙ୍କ ନୂଆ ତରିକା ! ନୂଆ ଆକାଉଣ୍ଟ ଖୋଲନ୍ତୁ, ୫% କମିଶନ ନିଅନ୍ତୁ

ଠକେଇ ଘଟଣାର ତଦନ୍ତ ସମୟରେ ପୋଲିସ ଆଇଟି ଟିମ୍‌ର ସହାୟତା ନେଇଥିଲା ।

Hitech Tragedy
ହାଇଟେକ୍ ଟ୍ରାଜେଡି: ହସ୍ପିଟାଲକୁ ସ୍ୱତନ୍ତ୍ର ଟିମ୍ ପଠାଇ ସରଜମିନ ତଦନ୍ତ କଲା ଶ୍ରମ ବିଭାଗ

ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବାକୁ ଲେବର କମିଶନ ପକ୍ଷରୁ କୁହାଯାଇଛି ।

Man kills self
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଆତ୍ମହତ୍ୟା ପରେ ପରେ ଝୁଲି ପଡ଼ିଲେ ସ୍ୱାମୀ

ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଫଳରେ ଗୋଟିଏ ପରିବାରରୁ ଏକା ଦିନେ ଲିଭିଯାଇଛି ଦୁଇଟି ଜୀବନଦୀପ ।

Crime Against Women
ହସ୍ପିଟାଲ୍‌ ବେଡ୍‌ରେ ମାଆ-ପୁଅଙ୍କୁ ଛାଡ଼ି ଫେରାର୍‌ ସ୍ୱାମୀ

ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍‌ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ।

Police
ଫାଇନ୍ କାଟି ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼, କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ

କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ୍ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ ।

Group Clash
ବଣଭୋଜିରୁ ଗଣ୍ଡଗୋଳ; ସାଙ୍ଗ ସାଙ୍ଗ ଭିତରେ ପିଟାପିଟି ସହ ଫୁଟିଲା ଗୁଳି

ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।

Google Mapping
ଏଣିକି ଗୁଗଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ, ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ

ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ । ଆପ୍ଲିକେସନ ଜରିଆରେ କ୍ରାଇମ ପ୍ଲଟକୁ ଠାବ କରିବ ପୋଲିସ ।

CEO mother
ଫିଟୁଛି ନୃଶଂସ ସିଇଓ ମା’ର ଗୁମର; ତକିଆରେ ଚାପି ୪ ବର୍ଷର ପୁଅକୁ କରିଥିଲା ହତ୍ୟା !

ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ ।

Karnataka Assembly
ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ; ଦେହରେ କିରୋସିନି ଢାଳିଲେ ଗୋଟିଏ ପରିବାରର ୮ଜଣ

ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ପୋଲିସର କହିବା ଅନୁସାରେ ଋଣ ଫେରସ୍ତ ନକରିବାରୁ ବ୍ୟାଙ୍କ ସେମାନଙ୍କ ଘର ନିଲାମ କରିଥିଲା ।

Crime
ନୃଶଂସ ପ୍ରେମିକ !! ପ୍ରେମିକାକୁ ବୁଲିବାକୁ ଡାକି ନେଇ ଛୁରୀ ଭୁଷିଲା..

ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି ।

Urinated
ରାକ୍ଷସ ପାଲଟିଲା ପୋଲିସ; ବନ୍ଧୁକ ମୁନରେ ଡରାଇ ମୁହଁରେ ପରିସ୍ରା କଲା..

କାନପୁର ପୋଲିସର ଜଣେ ହେଡ୍‌ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Dillip Deadbody
ହାଇଟେକ୍ ଟ୍ରାଜେଡି; ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ?

Bhubaneswar
ଲୁଟେରାଙ୍କ ଟାର୍ଗେଟରେ ବଡ଼ ବାବୁ, ନଗଦ ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ

ଲୁଟେରାଙ୍କୁ କାବୁ କରିପାରୁନାହିଁ ପୋଲିସ । ନା ଲୁଟ ରୋକି ପାରୁଛି ନା ଲୁଟେରାକୁ ଧରି ପାରୁଛି । ଏଥର ଲୁଟେରା ଟାର୍ଗେଟ କରିଛନ୍ତି ଜଣେ ବଡବାବୁଙ୍କୁ ।

MVI
ଭିଜିଲାନସକୁ ଜଳକା କଲା ନୟାଗଡ଼ MVIଙ୍କ ଆୟ ବହିର୍ଭୂତ ସମ୍ପତ୍ତି

5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ ।

MVI
ଖାଇ ଖୋଳ କରିଦେଇଛନ୍ତି MVI ବାବୁ; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍‌

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI ।

DNA Test
ହାଇଟେକ୍ ଟ୍ରାଜେଡି: ଆସିଲା DNA ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲୀପ

ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି ।

Suchana seth
ବଡ଼ ଖୁଲାସା ! କାହିଁକି ନିଜ ଛୁଆକୁ ମାରି ବ୍ୟାଗ୍‌ରେ ଧରି ବୁଲିଲେ ମହିଳା CEO ?

କର୍ଣ୍ଣାଟକର ଚିତ୍ରାଦୁରଗାଠାରେ ପୁଅର ମୃତଦେହକୁ ଗୋଟିଏ ବ୍ୟାଗରେ ଧରି ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଗୋଆର ଏକ ହୋଟେଲରେ ସୂଚନା ସେଠ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ କର୍ଣ୍ଣାଟକ ନେଇ ଚାଲିଯାଇଥିଲେ ।

  • Tuesday, 09 January 2024
Crime
ମହିଳା ସବ୍‌ ଇନ୍‌ସ୍ପେକ୍ଟରଙ୍କୁ ଘେରି ଗଲେ ୨୦ ମଦ୍ୟପ, କହିଲେ...

ସବୁଠାରୁ ବଡ଼ କଥା ହେଲା ମହିଳା ସବ୍‌ ଇନ୍‌ସ୍ପେକ୍ଟରଙ୍କୁ ଆକ୍ରମଣ କରାଯାଇଥିଲେ ମଧ୍ୟ ଏହି ଘଟଣାରେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । 

  • Tuesday, 09 January 2024