ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...
ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ନିର୍ଘାତ ମାଡ଼ ! ରାସ୍ତାକୁ ଘୋଷାଡ଼ି ଆଣିବା ପରେ ଛାତି ଉପରେ ବସି ପଡ଼ିଲା ନୃଶଂସ ବୋହୂ
ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…
ମୋଡ ନେଲା ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା। କୁଖାତ ଜାମତାରା ଗ୍ୟାଙ୍ଗ୍ ସହ ରାଜଧାନୀର ଇଂଜିନିୟରିଂ ଛାତ୍ରଙ୍କ ଲିଙ୍କ୍। ପୋଲିସ୍ ଉଠେଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ୨ ଜଣ କୁଖ୍ୟାତ ଜାମତାରା ଗ୍ୟାଙ୍ଗ୍ ଲିଙ୍କ୍ରେ ଥିବା ଜାଣିବାକୁ ପାଇଛି ସମ୍ବଲପୁର ପୋଲିସ୍।
ପୁଅର ପ୍ରେମ ପାଇଁ ଦଣ୍ଡ ପାଇଲା ମା’ । ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ତା ମାଆ କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି।
ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍।
ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା।
ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍ଅପ୍ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍ […]