• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

ଭାଇରାଲ ଧରିବ QR କୋଡ୍‌
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।

କାଳ ସାଜିଛି ଚାଇନିଜ୍‌ ମାଞ୍ଜା ସୂତା
Manja Sutaa: ଖେଳ ସାଜିଛି କାଳ, ଚାଇନିଜ୍ ମାଞ୍ଜା ସୂତା ପାଇଁ ଘଟୁଛି ଅଘଟଣ

ଖେଳ ସାଜିଛି କାଳ । ଚାଇନିଜ୍ ମାଞ୍ଜା ସୂତାରେ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । କାହାର ହାତ ତ ପୁଣି କାହାର ବେକରେ ସୂତା ଲାଗି କଟିଯାଉଛି ।

Tri City
Tri-City: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ହେବ ଟ୍ରାଇ ସିଟି; ବଢ଼ିବ ସହରର କଳେବର

ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ।

ଟ୍ୱିନ୍ ସିଟିରେ ଘନ କୁହୁଡ଼ି
Dense Fog: ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି, ୧୦ ମିଟର ବି ଦେଖାଯାଉନି ରାସ୍ତା

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଉ ଦିନେ ପରେ ରାଜ୍ୟରେ ବଢିପାରେ ତାପମାତ୍ରା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବା ଫଳରେ ଶୀତ କମିବ ।

କିଏ କଂସ, କିଏ ରାବଣ
Video: ବିଜେଡିରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

କିଏ କଂସ, କିଏ ରାବଣ
Pravat Biswal: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

Commissionerate Police
Commissionerate Police: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା

କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ ।

Job Scam In Cuttack
Job Scam In Cuttack: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ଠକେଇ ରାକେଟରେ ମାଆ ମାଷ୍ଟର ମାଇଣ୍ଡ । ପୂରା ପରିବାରକୁ କରିଥିଲା ସାମିଲ୍ । ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଠକେଇ କରୁଥିଲା । ଏହି ରାକେଟରେ ନିଜ ପୁଅ ଓ ଝିଅଙ୍କୁ ବି ସାମିଲ୍ କରିଥିବାର ପୋଲିସ୍ କହିଛି । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି ।

Cuttack Murder Case
UPI ପେମେଣ୍ଟରୁ ଧରାପଡ଼ିଲା ହତ୍ୟାକାରୀ

ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ।

Cuttack Murder Case
Cuttack Murder Case: UPI ପେମେଣ୍ଟରୁ ଧରାପଡ଼ିଲା ହତ୍ୟାକାରୀ; ପରକୀୟା ପ୍ରୀତି ସନ୍ଦେହରୁ ମହିଳାଙ୍କୁ ଜଘନ୍ୟ ହତ୍ୟା 

ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ।

Weather Update
Weather Update: ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା; ଚିନ୍ତାରେ ଚାଷୀ...

ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। 

ମୁଣ୍ଡ ଖାଉଛି ଡ୍ରେନ୍
Cuttack Drain Tragedy: କଟକରେ ପୁଣି ଡ୍ରେନ ଟ୍ରାଜେଡି...ଯାଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

କଟକ ସହରରେ ବାରମ୍ବାର ଡ୍ରେନ୍ ଦୁର୍ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷା ଉପକରଣରେ କେମିତି ଚାଲିଥିଲା ଡ୍ରେନ୍ ନିର୍ମାଣ।

Cuttack City College Tension
Cuttack City College Tension : ଛେଚି ଦେଇ ଗଲେ ବିଧା-ଗୋଇଠା, କଲେଜ୍ କ୍ୟାମ୍ପସ୍ ପାଲଟିଲା ରଣକ୍ଷେତ୍ର

ସୂଚନା ଅନୁସାରେ, କିଛି ଅଣ ଛାତ୍ର ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ପାସ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି ।

ଚୟନ କମିଟି ବିରୋଧରେ ବିଷୋଦଗାର
Allegation Against OCA Selection Committee: ନିଜ କ୍ଲବ ପିଲାଙ୍କୁ ଦେଉଛନ୍ତି ସୁଯୋଗ, ସିନିୟରଙ୍କୁ ଅଣଦେଖା !

ଚୟନ ପ୍ରକ୍ରିୟାରେ ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଛି । ପ୍ରତିଭା ଓ ଭଲ ପ୍ରଦର୍ଶନ ଥିବା ସତ୍ତ୍ୱେ ଟିମରେ ତାଙ୍କୁ ସ୍ଥାନ ମିଳିନଥିବା ଅଭିଯୋଗ କରିଛନ୍ତି । ଚୟନ କମିଟି ଉପରେ ଆରୋପ ଲଗାଇ ସେ କହିଛନ୍ତି ଯେ, ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା ।

Cuttack Rail Station
Cuttack Rail Station: ନୂଆ ରୂପରେ, ନୂଆ ରଙ୍ଗରେ; କଟକ ରେଳ ଷ୍ଟେସନ ଲାଗୁଛି ଏୟାରପୋର୍ଟ... 

ସଜେଇ ହେଲାଣି କଟକ ରେଳ ଷ୍ଟେସନ। ଯାତ୍ରୀଙ୍କୁ ମିଳିବ ବିମାନ ବନ୍ଦର ଭଳି ସୁବିଧା। ଆରାମଦାୟକ ଚେୟାର, ଶୀତତାପ ନିୟନ୍ତ୍ରିତ ବିଶ୍ରାମାଗାର।

Murder
Father Sets Fire On Son: ଜହ୍ଲାଦ ବାପାର ଜଘନ୍ୟକାଣ୍ଡ; ପେଟ୍ରୋଲ ଢାଳି ପୋଡ଼ିଥିଲା, ବୋହୂ ପଛେ ପଛେ ଚାଲିଗଲା ପୁଅ

ପୁଅ ଦେଲାନି ଟଙ୍କା, ବାପା ପାଲଟିଲା ଜହ୍ଲାଦ। ପୁଅ-ବୋହୂଙ୍କୁ ପୋଡ଼ି ମାରିଦେଲା। ପୂର୍ବରୁ ବୋହୂ ସସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ପୁଅ।

Father & Son
ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ !

ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । କଟକ ଗୋଡ଼ିସାହି ଅଂଚଳରେ ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ବୋହୂ ସସ୍ମିତାଙ୍କ ଜୀବନ । ପୁଅ ମୃତ୍ୟୁ ସହ ଲଢ଼େଇ କରୁଛି ହସପିଟାଲ୍ ବେଡରେ । 

ଦଲାଲ ଦମ୍ପତି ଗିରଫ
Bangladeshi Women in Sex Racket: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଗିରଫ ଦଂପତିଙ୍କୁ ମଧୁପାଟଣା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Bangladeshi Woman Linked To Sex Trafficking Network
ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ?

କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।

Bangladeshi Woman Linked To Sex Trafficking Network
Bangladeshi Woman Linked To Sex Trafficking Network: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ

ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ?

ବାଲିଯାତ୍ରାରେ ଏତେ ଭିକାରୀ ?
Cuttack Bali Yatra: ବାଲିଯାତ୍ରାରେ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀ ?

କଟକ ବାଲିଯାତ୍ରା ପଡ଼ିଆରେ ଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ଭିକାରୀ । ଏଥର କିନ୍ତୁ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ ।

Minor Girl Rape Incident Accused Arrested by Police
Cuttack Girl Rape Case: କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣା; ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ପୋଲିସ

କଟକରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । 

Minor Girl Raped
Cuttack Girl Rape Case: କଟକରେ ପୁଣି ଲଜ୍ଜା!! ୮ ବର୍ଷର କୁନିଝିଅକୁ ଦୁଷ୍କର୍ମ ଅଭିଯୋଗ

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । କଟକ ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା ।

ସମୀର ଦେ'ଙ୍କ ସଂଘର୍ଷମୟ କାହାଣୀ
Samir Dey Political Struggle: ସମୀର ଦେ’ଙ୍କ ସଂଘର୍ଷମୟ କାହାଣୀ, ଜିରୋରୁ ହୋଇଥିଲେ ହିରୋ

କାହିଁକି ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜନୀତିରେ ଚଢି ଚାଲିଥିଲେ ସଫଳତାର ଶିଡି । ବିରୋଧୀଙ୍କୁ କେମିତି ଦେଉଥିଲେ ମାତ୍ । ଏଇ ବିଶେଷ ଗୁଣ ପାଇଁ ସେ ହୋଇଯାଇଥିଲେ ଅଜାତଶତ୍ରୁ ।

Husband Wife Brass Statue
Bali Yatra 2024: ବାଲି ଯାତ୍ରାରେ ମିଳୁଛନ୍ତି ସ୍ୱାମୀ-ସ୍ତ୍ରୀ !! ଦର ୪୦ ହଜାର ..

ସ୍ୱାମୀ ସ୍ତ୍ରୀଙ୍କ ଦର ୪୦ ହଜାର । ସତ ସତିକା ନୁହେଁ ପିତ୍ତଳର ସ୍ୱାମୀ ଓ ସ୍ତ୍ରୀଙ୍କ ମୂର୍ତ୍ତିର ଦର ହେଉଛି ୪୦ ହଜାର ଟଙ୍କା ।