• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

Cuttack Politics
କଟକରେ ହାଇଡ୍ରାମା ରାଜନୀତି: ସୋଫିଆ-ସୁବାସ ମୁହାଁମୁହିଁ

ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ MLA କହି ତାତ୍ସଲ୍ୟ କଲେ ମେୟର ସୁବାସ ସିଂ । ଏଥିସହ ପ୍ରଶ୍ନ କରିଛନ୍ତି ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ । ସେ ପ୍ରସ୍ତାବ ଦେଇପାରିବେ । କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି ଓ ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି ।

Elephant Menace
Elephant Menace: ଜି.ଉଦୟଗିରି ଗଳିକନ୍ଦିରେ ବୁଲୁଛି ଦନ୍ତା, ଆଠଗଡକୁ ଫେରିଛନ୍ତି ୨୨ ଟିକିଆ ହାତୀପଲ

କନ୍ଧମାଳ ଜି.ଉଦୟଗିରି ସହର ଭିତରେ ବୁଲୁଛି ଦନ୍ତାହାତୀ । ଗୋଠଛଡା ଦନ୍ତାକୁ ସହର ଭିତରେ ବୁଲୁଥିବାର ଦେଖି ଆତଙ୍କିତ ଲୋକେ । ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲ ଛାଡି ଆଠଗଡ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି୨୨ ଟିକିଆ ହାତୀପଲ ।

Big Gift
Major Gift for Odisha: ଓଡ଼ିଶାକୁ କେନ୍ଦ୍ରର ବଡ଼ ଭେଟି, ନିର୍ମାଣ ହେବ ୧୧୦ କିଲୋମିଟର ଲମ୍ବା ୬ ଥାକିଆ ରାସ୍ତା

ମିଶନ ପୂର୍ବୋଦୟରେ ସାମିଲ ହେଲା ଆଉ ଏକ ବଡ ପ୍ରକଳ୍ପ। ଓଡିଶାର ସଡକ ଭିତ୍ତିଭୁମି କ୍ଷେତ୍ରରେ କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୬ ଲେନ୍ ବିଶିଷ୍ଟ ୧୧୦ କିମି ଲମ୍ବା ଭୁବନେଶ୍ବର ବାଇପାସ ନିର୍ମାଣକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଏହି ପ୍ରକଳ୍ପ ହେଲେ ଖୋର୍ଦ୍ଧା-ଭୁବନେଶ୍ବର-କଟକ ସହରରୁ କମିବ ଟ୍ରାଫିକ ସମସ୍ୟା। ଏଥିସହ ଓଡିଶାର ବିଭିନ୍ନ ଜିଲ୍ଲାକୁ ଗମନାଗମନ ଅଧିକ ସୁଗମ ହେବ। ପ୍ରସ୍ତାବିତ ରାମେଶ୍ବର-ଟାଙ୍ଗୀ ବାଇପାସକୁ ନେଇ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।

jaundice
Jaundice Outbreak: ବ୍ୟାପୁଛି ଜଣ୍ଡିସ୍, ଟେଷ୍ଟ ପାଇଁ ଗଲା ୩୩ ନମୁନା

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋବିନ୍ଦପୁର ଗାଁରେ ଜଣେ ଜଣ୍ଡିସ୍ ପଜିଟିଭ ବାହାରିବା ପରେ ୩୩ ଜଣଙ୍କ ନମୁନା ଟେଷ୍ଟ ହେବା ପାଇଁ ପଠାଯାଇଛି। ଗାଁରେ ମେଡିକାଲ ଟିମ ପହଞ୍ଚି ଚିକିତ୍ସା ସେବା ଜାରି ରଖିଛି।

Cough Syrup Bust
Cough Syrup Bust: ନିଶାର ନୂଆ ଜହର 'କଫ୍ ସିରପ୍'

ଶସ୍ତା ଓ ସଜହରେ ଉପଲବ୍ଧ ହେଉଥିବାରୁ ଏବେ ନୂଆ ନିଶା କଫସିରପ୍ କବଳରେ ନିଶାଡ଼ି। ବିହାର ପାଟନାରୁ କୋରିୟରରେ ଟ୍ବିନସିଟିକୁ ଆସୁଛି ବେଆଇନ୍ କଫ ସିରପ୍। ମେଡିସିନ୍ ଦୋକାନ ବଦଳରେ ନିଶା ବେପାରୀଙ୍କ ପାଖକୁ ଚାଲାଣ ହେଉଛି।

State Police
୭୭ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟ ବଲ ପ୍ରତିଯୋଗିତା: କଟକ ଷଷ୍ଠ ବାଟାଲିୟନ ଟିମ ବିଜୟୀ

କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି ଯେ,ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜିତିବା ହାରିବା ବଡ଼ ନୁହେଁ । ଜଣେ କ୍ରୀଡ଼ାବିତ ହେବାର ଲକ୍ଷ୍ୟ ରହିବା ଆବଶ୍ୟକ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସ ଅନେକ କୃତିତ୍ବ ଅର୍ଜନ କରିଛି ।

College
ICC Report: ICC ରିପୋର୍ଟ ନ ଦେଲେ କଲେଜ ଅଧ୍ୟକ୍ଷ ସସପେଣ୍ଡ ହେବେ: ଜିଲ୍ଲାପାଳଙ୍କ କଡ଼ା ତାଗିଦ

ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରିନଥିବାରୁ କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ICC ରିପୋର୍ଟ ନ ଦେଲେ କଲେଜ ଅଧ୍ୟକ୍ଷ ସସପେଣ୍ଡ ହେବେ ବୋଲି କଡା ତାଗିଦ କରିଛନ୍ତି।

ନୂଆ ଢାଞ୍ଚାରେ ମେଟ୍ରୋ
ନୂଆ ଢାଞ୍ଚାରେ ମେଟ୍ରୋ

ନୂଆ ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ । ବସିଛି ସବ୍ କମିଟିର ପ୍ରଥମ ବୈଠକ। ଆଗକୁ ଆହୁରି ଦୁଇରୁ ତିନି ରାଉଣ୍ଡ ବୈଠକ ହେବ। ତାପରେ ନିଆଯିବ ଶେଷ ନିଷ୍ପତ୍ତି।

Patient
Ayushman Bharat: ଜୀବିତ ରୋଗୀଙ୍କୁ ମୃତ ଦେଖାଇ ହରଡଘଣାରେ ଘରୋଇ ହସ୍ପିଟାଲ୍, ତଦନ୍ତ କରୁଛି ପୋଲିସ୍

ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ତାଙ୍କ ପରିବାର ଲୋକ ବ୍ୟସ୍ତ ହୋଇ ଅନ୍ୟ ଏକ ହସ୍ପିଟାଲକୁ ଯାଇ କାର୍ଡ ଦେଖାଇଥିଲେ । ଏହି କାର୍ଡ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି ପୋର୍ଟାଲରେ ଥିବାର ଜାଣିବାକୁ ପାଇଥିଲେ।

Bicycle Into Bike
Father Transforms Bicycle Into Bike: ଅଳି କଲା ପୁଅ, ସାଇକେଲକୁ ବାଇକ୍‌ କରିଦେଲେ ଗରିବ ବାପା...

ଗରିବ ହେଲେ କ’ଣ ହେବ ପୁଅର ଇଚ୍ଛା ପାଇଁ ବାପା ସବୁ କିଛି କରିପାରେ । ବାଇକ୍‌ କିଣିବାକୁ ବାପା ପାଖରେ ଅର୍ଥ ନଥିଲା । ତେଣୁ ଇଞ୍ଜିନିୟରିଂ ବୁଦ୍ଧି ଖଟାଇ ତିଆରି କଲେ ଅଜବ ଅଜଗ ଯାନ । ଯାହାକୁ ଉପରୁ ଦେଖିଲେ ମଟର ସାଇକେଲ୍ ଆଉ ତଳୁ ଦେଖିଲେ ସାଇକେଲ୍ ।

D Brothers
D Brothers Acquitted: ଓମ୍‌ ଓ ଦୀପୁ ହତ୍ୟା ମାମଲା, ଡି.ବ୍ରଦର୍ସ ପ୍ରମାଣ ଅଭାବରୁ ଖଲାସ

ପ୍ରାୟ ୩ ବର୍ଷ ପରେ ଚାଉଳିଆଗଞ୍ଜ ଥାନାରେ ଏ ନେଇ କେଶ୍ ରୁଜୁ ହୋଇଥିଲା । ଅଭିଯୁକ୍ତମାନଙ୍କ ନାଁରେ ହତ୍ୟା, ଅପହରଣ, ଦାଦାବଟି ଆଦାୟ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଆଦି ଅଭିଯୋଗରେ ପ୍ରାୟ ୨୦ଟି କେଶ୍ କରାଯାଇଥିଲା । ଅନ୍ୟ ମାମଲା ସବୁ ରୁଜୁ ହେବା ପରେ ଦୀପୁ ଓ ଓମ୍ ହତ୍ୟା ମାମଲା ସେମାନଙ୍କ ନାଁରେ ଯୋଡା ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର ।

ଶିଶୁ ଭବନ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା
ଶିଶୁ ଭବନ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା

ଲଗାଣ ବର୍ଷାରୁ ଅଘଟଣ। ଭୁଶୁଡ଼ି ପଡ଼ିଲା କଟକ ଶିଶୁ ଭବନର ନୂଆ ବିଲଡିଂ କାନ୍ଥ। ଲଗାଣ ବର୍ଷା ଯୋଗୁଁ ନୂଆ ବିଲ୍ ଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ ଚାପି ହୋଇଗଲା କିଛି ବାଇକ୍।

drama
Kidnapping Drama: ଅପହରଣ ନାଟକ ରଚି ଟଙ୍କା ମାଗିଥିଲେ, ସତ ବାହାର କରିଦେଲା ପୋଲିସ୍

ଅପହରଣ ହୋଇଥିବା କହି ସେ ତାଙ୍କ ଘରକୁ ଫୋନ୍ କରି ଟଙ୍କା ମାଗିଥିଲେ । ତାଙ୍କ ବାପା ମଧ୍ୟ କିଛି ଟଙ୍କା ଦେଇଥିଲେ । ତାଙ୍କ ଭଉଣୀକୁ ଫୋନ୍ କରି ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ତାଙ୍କ ଭଉଣୀ ଏ ସଂପର୍କରେ ପୋଲିସକୁ ଜଣାଇଥିଲେ ।

Man Killed Brother
Man Killed Brother: କଟକରେ ହତ୍ୟାକାଣ୍ଡ, ମାରିଦେଲେ ଭାଇ-ଭାଉଜ-ପୁତୁରା

ଭାଇକୁ ହତ୍ୟା କଲା ଭାଇ । ପୈତୃକ ସମ୍ପତ୍ତି ହଡପ କରିବା ପାଇଁ ବଡଭାଇକୁ ମିଶି ମାରିଦେଲେ ଭାଇ, ଭାଉଜ ଓ ପୁତୁରା । କଟକ ବକ୍ସି ବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ହତ୍ୟାକାଣ୍ଡ ।

Murder
Murder: କଟକରେ ଚାଞ୍ଚଲ୍ୟ; ଯୁବକଙ୍କ ଗଳା କାଟି ବୀଭତ୍ସ ହତ୍ୟା

କଟକର ବକ୍ସିବଜାର ସ୍ଥିତ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଜଣେ ଯୁବକଙ୍କୁ ଗଳା କାଟି ବୀଭତ୍ସ ହତ୍ୟା କରାଯାଇଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି।

Diarrhea Spreads
Diarrhea Spreads In Banki: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା

ଯାଜପୁର ଓ ଭଦ୍ରକ ପରେ କଟକ ଜିଲ୍ଲା ବାଙ୍କୀକୁ ବ୍ୟାପିଲା ଝାଡ଼ାବାନ୍ତି । ୨୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଠଗଡ଼ ହସ୍ପିଟାଲରେ ୫ ଜଣ ଚିକିତ୍ସାଧୀନ ଅଛନ୍ତି । ପ୍ରଭାବିତ ଗାଁରେ ପହଞ୍ଚି ମାଗଣା ଔଷଧପତ୍ର ବଣ୍ଟନ କଲେ ଡାକ୍ତରୀ ଟିମ୍ ।

 SCB Cuttack
ସିନ୍ଦୁର ପୋଛି ସ୍ତ୍ରୀ ବୋହୁଛି ସ୍ବାମୀ ଶବ

ମଥାରୁ ସିନ୍ଦୁର ଲିଭିସାରିଛି। ସ୍ୱାମୀ ଶବ ହୋଇ ପଡ଼ିରହିଛନ୍ତି। ଆଉ କୋଳରେ କାନ୍ଦୁଛି ମାସକର କୁନି ଝିଅ। ଚିକିତ୍ସା ପାଇଁ ଆସିଥିବା ସ୍ୱାମୀଙ୍କ ଅକାଳ ମୃତ୍ୟୁ ଘଟିବା ପରେ ତାଙ୍କ ଶବ ସତ୍କାର ପାଇଁ ସମ୍ୱଳ ଅଭବାରୁ ଅସହାୟ ପାଲଟି ଯାଇଛି ସ୍ତ୍ରୀ ।

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର ଖୋଳତାଡ଼
କଟକ ଜନନୀ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଖୋଳତାଡ଼

ଚିକିତ୍ସା ଅବହେଳା ଓ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣାରେ ଖୋଳତାଡ଼ । ଆଜି କଟକ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ ହସ୍ପିଟାଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି ।

Accident
Road Accident: ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ଆଜି ସକାଳେ ଯୋଗାଣ ମନ୍ତ୍ରୀ କୌଣସି କାମରେ ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ କାର୍‌ର ଧକ୍କା ହୋଇଥିଲା । ଦୁର୍ଘଟଣାରେ ମନ୍ତ୍ରୀ ଓ ତାଙ୍କ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ସମ୍ମୁଖ ଅଂଶଟି ଭାଙ୍ଗିଯାଇଛି।

Covid Case Detected
COVID-19 Case in Cuttack: ଭୁବନେଶ୍ୱର ପରେ କଟକରେ କୋଭିଡ୍, ଆକ୍ରାନ୍ତଙ୍କର ନାହିଁ ଟ୍ରାଭେଲ ହିଷ୍ଟ୍ରି

ରାଜ୍ୟରେ ୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଟ୍ୱିନସିଟିରେ ପଶିଲା କରୋନା । ଭୁବନେଶ୍ୱର ପରେ କଟକରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି ।

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା
Water Sports Training: ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ

ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା । ଜଳକ୍ରୀଡ଼ା ପାଇଁ ପ୍ରତିଭା ଅନ୍ବେଷଣ ଓ ପ୍ରଶିକ୍ଷଣ । କଟକ ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା ପାଇଁ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ସୁଯୋଗ ଆଣିଦେଇଛି ଓଡ଼ିଶା ୟାଚିଂ ସଂଘ ।

gold
Gold Price: ସୁନା କିଣିବାକୁ ଚାହୁଁଛନ୍ତି କି ? ଚେକ କରନ୍ତୁ ରେଟ୍‌

ଭାରତରେ ପ୍ରତ୍ୟେକ ଘରେ ଜନ୍ମଦିନ ହେଉ କି ବିବାହ କିମ୍ବା କୌଣସି ଉତ୍ସବ, ଉପହାର ଦେବା ପାଇଁ ପ୍ରଥମେ ମନରେ ସୁନା ହିଁ ଆସିଥାଏ। ତେବେ ହୁ ହୁ ହୋଇ ବଢୁଥିବା କାରଣରୁ ସୁନା କିଣିବା ପାଇଁ ଲୋକଙ୍କ ମନରେ ଛନକା ପଶିଛି ।

Sonalika Mishra
Commercial Pilot: ପୂରଣ ହେଲା ସ୍ୱପ୍ନ; କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ

ସୋନାଲିକା ମିଶ୍ର, ନରସିଂହପୁରର ଏକ ବିନୀତ ଝିଅ ବଣ୍ଟି କମର୍ସିଆଲ ପାଇଲଟ୍ ହେବାରେ ସଫଳ ହୋଇଛନ୍ତି, ତାଙ୍କର ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ମନ୍ଜୁଲ ପଥ ଦେଇଛି।

Attack on Police Van
Attack On Police Van : ପାଟ୍ରୋଲିଂ ବେଳେ ପୋଲିସ ଭ୍ୟାନ ଉପରକୁ ଢେଲା ମାଡ଼, ଜଣେ ଅଟକ

ପୋଲିସକୁ ବି ଛାଡିଲେନି । ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଗାଡି ଉପରକୁ ଢେଲାମାଡ଼ କରିଛନ୍ତି ଦୁବୃର୍ତ୍ତ । ଫଳରେ ଗାଡ଼ିର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Anti-National Slogans
ବିଜେଡି ନେତାଙ୍କ ତୁଣ୍ଡରେ ପାକିସ୍ତାନ ଜିନ୍ଦାବାଦ୍ !

କଟକରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ସୈାରଭ ସାହୁ ଏବଂ ଗୌତମ କୁମାର ଲେଙ୍କା ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଗୌତମ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ନେତା ଥିବା ଜଣାପଡିଛି । କିଛି ବିଜେଡି ନେତାଙ୍କର ସହ ତାଙ୍କ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।