ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର ହେବା ସତ୍ତ୍ୱେ ବୋଲର୍ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍କୁ ଭାରତ ଜିତିନେଇଥିଲା ।
ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।
ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର ।
ଅଣ୍ଡର-୧୯ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ଫଫେବ୍ରୁଆରୀ ୮ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଯଦି ଏହି ମ୍ୟାଚ୍ରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟଲାଭ କରେ ତେବେ ୧୮ ବର୍ଷ ପରେ ପୁଣି ଥରେ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିପାରେ ମହାମୁକାବିଲା।
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଫିଚର୍ ପ୍ରକାଶ କରିଛି ଆଇସିସି । ଜୁନ ପହିଲାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..
ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ତିଆର ଲଗାତର ଅଷ୍ଟମ ବିଜୟ । ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ସଚିନ-ସୋଏବଙ୍କ ମଧ୍ୟରେ ଠଟ୍ଟାମଜା ।
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର ।
ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ ।
ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ବର୍ଷା ଧୋଇ ଦେଇଛି।
ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ।
ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍ ମ୍ୟାଚ୍ରେ ଦର୍ଶକଙ୍କ କୋଳାହଳ ତ ସାଧାରଣ କଥା । ଶେଷ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ। ବନ୍ଦେ ମାତରମ୍ ଗୀତରେ କମ୍ପିଲା ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମ ।
ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।
ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍ ?
ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ ।
୨୦୦୭ ବିଶ୍ୱକପର ହେବ କି ପୁନରାବୃତ୍ତି ? ପୁଣି ଥରେ ପାକିସ୍ତାନକୁ ମାତ୍ ଦେଇ ଟ୍ରଫି ହାତେଇବ କି ଟିମ୍ ଇଣ୍ତିଆ ?
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଚାଲି ଥିବାବେଳେ ଜଣେ ପାକିସ୍ତାନୀ ଫ୍ୟାନ୍ ଓଲଟା ପତାକା ଉଡ଼ାଉଛନ୍ତି।
ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ ।
ମେଲବର୍ଣ୍ଣରେ ଆଜି ମହାମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍ବଷ୍ଟର ମ୍ୟାଚ୍ ।
ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।
ପାକିସ୍ତାନ ଆଗରେ ୧୮୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।
ଏସିଆ କପ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଭେଟିବ ଟିମ୍ ଇଣ୍ଡିଆ ।