• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ind Vs Pak

ସବୁଠି କୋହଲି ଆଉ କୋହଲି
Virat Kohli: ମେଲବର୍ଣ୍ଣ- ବାରବାଡୋସ୍‌ ପରେ ଏବେ ଦୁବାଇ, ସବୁଠି କିଙ୍ଗ୍ କୋହଲିଙ୍କ ଜଲୱା

୨୩ ଫେବ୍ରୁଆରୀ (ରବିବାର) ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନୀ ଦଳ ବିପକ୍ଷରେ ବିରାଟ କୋହଲି ଏପରି ଏକ ଇନିଂସ ଖେଳିଥିଲେ, ଯାହା ପ୍ରଶଂସକଙ୍କ ମନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ।

ଭୁଲ୍‌ ହୋଇଗଲା ବାବାଙ୍କ ଅଙ୍କ
Viral IIT Baba's Prediction: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

ଦୁବାଇରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ଆଉ IIT ବାବାଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଛି । ଆଉ ଏବେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ମଧ୍ୟ IIT ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ICC Champions Trophy 2025 
IND vs PAK: ୨୦୧୭ର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ !

୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ । ଧୂଳି ଚଟିଲା ପାକିସ୍ତାନ । ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଟିମ୍‌ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଲେ । 

କୋହଲିଙ୍କ ‘ବିରାଟ’ ରେକର୍ଡ
Virat Kohli: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକରଙ୍କ ନାମରେ ଥିଲା ।

India vs Pakistan Paksitan all out for 241
IND vs PAK: ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର; ଭାରତ ସାମ୍ନାରେ ୨୪୨ ଟାଗେର୍ଟ...

ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ।

T20 World Cup
କ୍ୟାମେରା ସାମ୍ନାରେ ପତ୍ନୀଙ୍କ ସହ ଘର କଥା ଗପିଲେ ବୁମ୍‌ରା, ଭିଡିଓ ହେଲା ଭାଇରାଲ୍

ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର ହେବା ସତ୍ତ୍ୱେ ବୋଲର୍‌ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍‌କୁ ଭାରତ ଜିତିନେଇଥିଲା ।

India-Pakistan Match
ଟି-ଟ୍ୱେଣ୍ଟି ବିଶ୍ୱକପ: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।

Cricket
ଆଜି ଭାରତ-ପାକିସ୍ତାନ ମହାମୁକାବିଲା, କମ୍ପୁଛି କ୍ରିକେଟ ଜଗତ

ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର ।

Ind vs Pak
ଭାରତ-ପାକିସ୍ତାନ ମଧ୍ୟରେ ହେବ ‍ବିଶ୍ୱକପ୍‌ ଫାଇନାଲ ? ୧୮ ବର୍ଷ ପରେ ହୋଇପାରେ ମହାମୁକାବିଲା

ଅଣ୍ଡର-୧୯ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଫଫେବ୍ରୁଆରୀ ୮ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଯଦି ଏହି ମ୍ୟାଚ୍‌ରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟଲାଭ କରେ ତେବେ ୧୮ ବର୍ଷ ପରେ ପୁଣି ଥରେ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିପାରେ ମହାମୁକାବିଲା।

Ind Vs Pak
ଟି-ଟ୍ୱେଣ୍ଟି ବିଶ୍ୱକପ୍‌; ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫିଚର୍ ପ୍ରକାଶ କରିଛି ଆଇସିସି । ଜୁନ ପହିଲାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

Ind vs Pak
ପାକିସ୍ତାନ ପାଇଁ ବଦଳିଯିବ ଭାରତର ସେମିଫାଇନାଲ ଭେନ୍ୟୁ ! ଜାଣନ୍ତୁ କାରଣ..

ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

Ind Vs Pak
ସୋଏବଙ୍କୁ ଚିଗୁଲେଇଲେ ସଚିନ୍‌, କହିଲେ..‘ସବୁକିଛି ଥଣ୍ତା ରଖିଥିଲୁ’

ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ତିଆର ଲଗାତର ଅଷ୍ଟମ ବିଜୟ । ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ସଚିନ-ସୋଏବଙ୍କ ମଧ୍ୟରେ ଠଟ୍ଟାମଜା ।

Ind Vs Pak
ଭାରତୀୟ ବୋଲରଙ୍କ କମାଲ; ପାକିସ୍ତାନ ୧୯୧ରେ ସୀମିତ

ପାକିସ୍ତାନ ୧୯୧ ରନ୍‌ରେ ଅଲଆଉଟ୍‌ କଲା ଟିମ୍‌ ଇଣ୍ତିଆ ।

Ind Vs Pak
ଭାରତ-ପାକିସ୍ତାନ ମହାମୁକାବିଲା: ଇଶାନଙ୍କ ସ୍ଥାନରେ ଖେଳିବେ ଗିଲ୍

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Ind Vs Pak
ସୁପରସଣ୍ତେରେ ମହାମୁକାବିଲା; ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର

କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର ।

Ind Vs Pak
ଭାରତ-ପାକ୍‌ ହାଇଭୋଲଟେଜ୍‌ ମ୍ୟାଚ୍‌ରେ କମ୍ପିଲା ‘ରାମ ନାମ’, ଭାଇରାଲ ହେଲା ଭିଡିଓ..

ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ ।

Ind Vs Pak
ବର୍ଷା ଧୋଇଦେଲା ଭାରତ-ପାକ୍‌ ମୁକାବିଲା; ପଏଣ୍ଟ ଭାଗ କଲେ ଦୁଇ ଟିମ୍‌

ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ଧୋଇ ଦେଇଛି।

Ind Vs Pak
Asia Cup 2023: ବର୍ଷା ଧୋଇଦେବ ଭାରତ-ପାକ୍‌ ମ୍ୟାଚ୍‌ର ମଜା...!

ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍‌ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

KL Rahul
ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ଏସିଆ କପ୍‌ର ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ରାହୁଲ୍‌

ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ।

Ind Vs Pak
ଭାରତ-ପାକ୍‌ ହାଇଭୋଲଟେଜ୍‌ ମ୍ୟାଚ୍‌; ବନ୍ଦେ ମାତରମ୍‌ ଧ୍ୱନିରେ କମ୍ପିଲା ଷ୍ଟାଡିୟମ

ଭାରତ-ପାକିସ୍ତାନ ଭଳି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଦର୍ଶକଙ୍କ କୋଳାହଳ ତ ସାଧାରଣ କଥା । ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ଏକତରଫା ଭାବେ ଧୂଳି ଚଟାଇଛି ଭାରତୀୟ ହକି ଟିମ। ବନ୍ଦେ ମାତରମ୍‌ ଗୀତରେ କମ୍ପିଲା ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମ । 

Ind Vs Pak
ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

World Cup 2023
ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ଧମକ; ଭାରତ ଏସିଆ କପ୍ ଖେଳିବାକୁ ନଆସିଲେ, ଆମେ ବି..

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ତ ପାକିସ୍ତାନ କ୍ରିକେଟ୍ ଟିମ୍ ?

IND vs PAK
ଆଜି ଫାଇନାଲ ଟିକେଟ୍‌ କାଟି ପାକିସ୍ତାନ୍‌ର ତୋଡ଼ ଭାଙ୍ଗିବ କି ଭାରତ ?

୨୦୦୭ ବିଶ୍ୱକପର ହେବ କି ପୁନରାବୃତ୍ତି ? ପୁଣି ଥରେ ପାକିସ୍ତାନକୁ ମାତ୍‌ ଦେଇ ଟ୍ରଫି ହାତେଇବ କି ଟିମ୍‌ ଇଣ୍ତିଆ ?

Ind Vs Pak Match: Pakistani Fan Flag Viral Video
ଓଲଟା ପତାକା ଉଡ଼ାଇ ଟ୍ରୋଲ୍‌ ହେଲେ ପାକ୍‌ ଫ୍ୟାନ୍‌, ୟୁଜର୍ସ କହିଲେ- ‘ଏମାନଙ୍କୁ କୁଆଡ଼େ କାଶ୍ମୀର ଦରକାର...’

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଚାଲି ଥିବାବେଳେ ଜଣେ ପାକିସ୍ତାନୀ ଫ୍ୟାନ୍‌ ଓଲଟା ପତାକା ଉଡ଼ାଉଛନ୍ତି।