• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Woman

Travel Advisory
Travel Advisory: ଭାରତ ପାଇଁ ଆମେରିକାର କଡ଼ା ଟ୍ରାଭେଲ୍ ଆଡଭାଇଜରି, ଜୋର୍ ଧରିଛି ରାଜନୀତି

ସରକାରଙ୍କ ପକ୍ଷରୁ କୁହାଯାଇଛି ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଭାରତର ଆର୍ଥିକ ଅଭିବୃଦ୍ଧିରେ ବ୍ରେକ୍ ଲଗାଇବାକୁ ଆମେରିକାର ଏହା ଏକ ଚକ୍ରାନ୍ତ। ସେପଟେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତ ହେଲା ପହଲଗାମ ହମଲା, ମାଓବାଦୀ ଦମନ ପ୍ରକ୍ରିୟା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛି ଆମେରିକା।

ଝିଅ ଜନ୍ମ କରିବାରୁ ହତ୍ୟା
Woman Murdered: ଝିଅ ଜନ୍ମ କରିବାରୁ ଶାଶୁଘର ଲୋକେ ଦେଲେ ଅକଥନୀୟ ନିର୍ଯାତନା, ଜୀବନ ହାରିଲା ବୋହୂ

ନିଜର ଜନ୍ମିତ ଝିଅକୁ ଛାଡି ଜୀବନ ହାରିବାକୁ ଉଚିତ ମନେ କଲା ନମିତା। ତେବେ ନମିତା ଆତ୍ମହତ୍ୟା କରିଥିବା କଥା ଶାଶୁଘର ଲୋକେ କହୁଥିବା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁଘର ଲୋକେ ମାରିଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।

ଶୁଖୁଆ ବେପାର
Dry Fish Business: ଉନ୍ନତ ମାନର ଶୁଖୁଆ ବିକ୍ରି କରି ସ୍ବାବଲମ୍ବୀ ହେଉଛନ୍ତି ମହିଳା

ବିନା କେମିକାଲରେ ଶୁଖୁଆ ପ୍ରସ୍ତୁତ କରାଯାଉଥିବାରୁ ଵଜାରରେ ଏହାର ଚାହିଦା ଅଧିକ ରହିଛି। ମାଛକୁ ଭଲ ଭାବରେ ଧୋଇ ଖରାର ଶୁଖାଇ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ଶୁଭଦ୍ରା ଶକ୍ତି ମେଳାରେ ଶୁଖୁଆ ବିକୁଛନ୍ତି ମହିଳା। ଦାମ କିଲୋପ୍ରତି ୪୦୦ ଟଙ୍କାରୁ ଅଧିକ ରହିଛି।

ରାତି ଅଧରେ ରହସ୍ୟମୟୀ ମହିଳା
Crime Story: ବିଳମ୍ବିତ ରାତିରେ ସମସ୍ତଙ୍କ ନିଦ ଭାଙ୍ଗୁଥିବା ସେଇ ରହସ୍ୟମୟୀ ମହିଳା କ’ଣ ଭୂତ ?

ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରର କବାଟ ବାଡ଼େଇବା ଭିଡିଓ ଭାଇରାଲ ହେବା ପରେ ଚନ୍ଦନନଗର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଏହା ପରେ ପୁଲିସ ଟିମ୍ ସତ ଜାଣିବାକୁ ଉଦ୍ୟମ କରିଥିଲା। ଏହା କୌଣସି ଭୂତ ପ୍ରେତ କିମ୍ବା ଚୋର ଦଳଙ୍କ କାମ ବୋଲି ପ୍ରଥମେ ସନ୍ଦେହ ହୋଇଥିଲା। ସିସିଟିଭି ଯାଞ୍ଚ କରି ସେହି ମହିଳାଙ୍କୁ ପୁଲିସ ଠାବ କରିଥିଲା। 

ମହିଳା ହୋମଗାର୍ଡଙ୍କୁ ବଦଳି
Police Officer Arrest: ମହିଳା ହୋମଗାର୍ଡଙ୍କ ନାଁରେ ପାଲଟା ଅଭିଯୋଗ, ସୁରକ୍ଷା ଲୋଡିଲେ ବାପା

ଆଜିଠୁ ଏସପିଙ୍କ କାର୍ଯ୍ୟାଳୟରେ ଡ୍ୟୁଟି କରିବେ ମହିଳା ହୋମଗାର୍ଡ । ଅଭିଯୁକ୍ତ ନିଲମ୍ୱିତ ପୋଲିସ ଅଧିକାରୀ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଅଛନ୍ତି । ଅଭିଯୁକ୍ତ ପୋଲିସ ଅଧିକାରୀ ତପନ ନାହାକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଜଗତସିଂହପୁର ସଦର ଥାନାରେ ପାଲଟା ଅଭିଯୋଗ କରାଯାଇଛି।

ମହାକୁମ୍ଭରେ ହଜିଗଲେ ଓଡିଆ ମହିଳା
Maha Kumbh Mela 2025: ମହାକୁମ୍ଭରେ ହଜିଗଲେ ଓଡ଼ିଆ ମହିଳା, ପରିବାର ସହ ଭେଟ କରାଇଲେ OSRTC କର୍ମଚାରୀ

ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା ପରିବାରର ଅନ୍ୟ ସଦସ୍ୟମାନେ ବି ତାଙ୍କୁ ଖୋଜୁଥିଲେ । କିନ୍ତୁ ପାଉନଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଖୋଜି ପାଇବା ବି କଷ୍ଟକର ଥିଲା ।

Minister In Angry Mood
Minister Gets Angry: ହଠାତ୍ ରାଗିଗଲେ ମନ୍ତ୍ରୀ, କହିଲେ ଡାକ ଆଜି ସସପେଣ୍ଡ କରିବି

ଜଣେ ଗରିବ ଲୋକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ କାହିଁକି ବାରମ୍ୱାର ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କାହିଁକି ତାଙ୍କ କାମ ଠିକରେ ହେଉନାହିଁ । ୭ ଦିନ ମଧ୍ୟରେ କାହିଁକି ଆକ୍ସନ ଟେକେନ୍ ରିପୋର୍ଟ ଦିଆଯାଉନି ବୋଲି ରାଗିଯାଇ କହିଥିଲେ । ଦ୍ବିତୀୟ ଥର ଜଣେ କାହିଁକି ଆସିବେ ? ଥରକରେ କାହିଁକି ତାଙ୍କ କାମ ହେଉନାହିଁ ? ତୁରନ୍ତ ସେ ଯନ୍ତ୍ରୀଙ୍କୁ ଡାକ । ଆଜି ସସପେଣ୍ଡ କରିବି ।

Russian Woman Clever Hack
Russian Woman: ଭାରତୀୟଙ୍କୁ ଅଫର ଦେଲେ ରସିଆନ୍ ମହିଳା; କହିଲେ ୧୦୦ ଟଙ୍କା ଦିଅ, ଦେଖନ୍ତୁ ଭିଡିଓ

ସମୁଦ୍ରକୂଳରେ ଏକ କାଗଜ ଧରି ବୁଲିଲେ। ଯେଉଁଥିରେ ଲେଖାଅଛି ୧୦୦ ଟଙ୍କାକୁ ଗୋଟିଏ ସେଲଫି। ଅର୍ଥାତ ନିଜ ସହ ଫଟୋ ଉଠାଇବା ପାଇଁ ଜଣକୁ ୧୦୦ ଟଙ୍କା ଲେଖାଁ ମାଗୁଛନ୍ତି ମହିଳା ଜଣକ। 

Woman Beaten With Hot Iron Rods
Woman Beaten With Hot Iron Rods: ହାତ ଗୋଡ଼ ବାନ୍ଧି ତତଲା ରଡ୍‌ରେ ପିଟିଲେ, ପରିସ୍ରା ପିଆଇଲେ, ଶେଷରେ ଚପଲ ମାଳ ପିନ୍ଧାଇ ବୁଲାଇଲେ...

ମରିଗଲା ମଣିଷ ପଣିଆ । ୭୭ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଲେ ।  ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଗରମ ଲୁହା ରଡ୍‌ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। 

Woman Stabbed to Death
Woman Stabbed to Death: କମ୍ପାନୀ ସାମ୍ନା ରାସ୍ତାରେ ମହିଳାଙ୍କୁ ହାଣିଦେଲେ ସହକର୍ମୀ.. ଭିଡ଼ିଓ ଭାଇରାଲ

ଦିନ ଦ୍ୱିପହର ... ରାସ୍ତା ମଝି ... ଖୋଲା ମେଲା ଯାଗା, ପ୍ରବଳ ଲୋକ ଗଦା । ତଥାପି ହେଲା ଛୁରା ମାଡ଼ । ଶହ ଶହ ଲୋକଙ୍କ ସାମ୍ନାରେ ଜଣେ ଯୁବକ, ନିଜ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଛୁରାମାଡ଼ କରିଛି ।

ମେଟ୍ରୋରେ ଚୁଟି ଟଣାଟଣି
Delhi Metro: ଦିଲ୍ଲୀ ମେଟ୍ରୋରେ ସିଟ୍‌କୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କାଝିଙ୍କି, ଭିଡିଓ ଭାଇରାଲ୍

ନିକଟରେ ସିଟକୁ ନେଇ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିବାର ଭିଡ଼ିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ଦୁଇ ଜଣ ମହିଳା ସିଟରେ ବସିବା ପାଇଁ ପରସ୍ପର ସହ ଝଗଡା କରିଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

UK murder convict transferred to Surat
UK murder convict transferred to Surat: ବ୍ରିଟେନରେ ପ୍ରେମିକାକୁ ମାରିଲା, ଭାରତରେ ଭୋଗିବ ସଜା

ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା ।

Allu Arjun arrested
Allu Arjun arrested: ପୋଲିସ ସାମ୍ନାରେ ନଇଁଲେ ପୁଷ୍ପା ! ଦଳାଚକଟା ଘଟଣାରେ ହେଲେ ଆରେଷ୍ଟ

ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ ।

ପ୍ରକୃତ ଅପରାଧ ଜାଣିବାକୁ...
Criminology Student Kills woman: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

‘କେମିତି ଅନୁଭବ ହେଉଛି’ ଜାଣିବା ପାଇଁ କ୍ରିମିନୋଲୋଜି ଛାତ୍ର ମାରିଦେଲା ମହିଳାଙ୍କୁ । ଜହ୍ନରାତିରେ ସମୁଦ୍ର କୂଳରେ ଅଚାନକ ଛୁରୀ ଭୁସି ଚାଲିଲା ଦୁଇ ମହିଳାଙ୍କୁ ।

Maoist Brutality Strikes Again
Maoist Brutality Strikes Again: ବୀଭତ୍ସ ... ବର୍ବର !! ପ୍ରଜାକୋର୍ଟରେ ସ୍ୱାମୀ ସାମନାରେ ପତ୍ନୀଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।

Jharkhand Horror
Jharkhand Horror: ବର୍ବର, ଭୟଙ୍କର, ସାଙ୍ଘାତିକ ... କୁନି ଝିଅକୁ କାଟି ଖାଇଲା ମାଆ!!

ଅନ୍ଧବିଶ୍ୱାସ ମଣିଷକୁ କେତେ ଅନ୍ଧ କରିପାରେ ... କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିପାରେ .. ମାନବ ବଳିଦାନର ଏକ ଭୟଙ୍କର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

Half Burnt Body Recovered
Half Burnt Body Recovered: ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ; ବୋହୂ କାହାକୁ ନ ଜଣାଇ ଶାଶୁର କରୁଥିଲା ଶବ ଦାହ !

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ। ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ।

Woman
ବୋଉ ତୁ ଫେରିଆ ଲୋ ..

ଏ ଭିଡ଼ ଓ କାନ୍ଦ ବୋବାଳିକୁ ଦେଖି ନିସ୍ତବ୍ଧ ପାଲଟି ଯାଇଛନ୍ତି ଦୁଇ ଶିଶୁ । କୁନି କୁନି ଆଖିରେ ତାଙ୍କ ମାଆର ଫେରିବା ବାଟକୁ ଚାହିଁ ରହିଛନ୍ତି । ହେଲେ ସେ ଜାଣି ନାହାନ୍ତି ମାଆ ଆଉ ଫେରିବନି। କାରଣ ସେ ଚାଲିଯାଇଛି ଅଫେରା ରାଇଜକୁ ।

Viral Video
ଆସୁଥିଲା ମୃତ୍ୟୁ କିନ୍ତୁ ହାତରେ ଥିଲା ଆପଲ୍, ବଞ୍ଚିଗଲେ ମହିଳା ! ଦେଖନ୍ତୁ ଦୃଶ୍ୟ

ଆପଣ କେବେ ଭାବିଛନ୍ତି, ରାସ୍ତାରେ ଚାଲୁ ଚାଲୁ ଯଦି ଆପଣଙ୍କ ଉପରେ ପାଣି ଟାଙ୍କି ପଡ଼ିଯାଏ, ତେବେ କ’ଣ ହେବ । ନିଶ୍ଚିତ ମୃତ୍ୟୁ ବୋଧେ ।

Odisha woman raped
ଅଭାବନୀୟ କାଣ୍ଡ; ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ, ପୀଡ଼ିତାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କଲା ପୋଲିସ୍ !

ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ! ସରାଇ କାଲେ ଖାନ୍ ଅଞ୍ଚଳର ଘଟଣା ଏଭଳି ଜଘନ୍ୟ ଘଟଣା ଘଟିଛି ବୋଲି କୁହାଯାଉଛି । ଦୁଷ୍କର୍ମ ପରେ ପରିତ୍ୟକ୍ତ ଅଞ୍ଚଳରେ ଫୋପାଡ଼ି ମହିଳାଙ୍କୁ ଦେଇଥିଲେ ।  

Odisha Family
ଏକ ନିଆରା ପ୍ରେମ, ପତ୍ନୀ ଛାଡ଼ି ଗଲା ପରେ ସ୍ମୃତିରେ ତିଆରି କଲେ ସ୍ୱାମୀ

ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ ।

Sleeping Contest
ଶୋଇ ଶୋଇ ବେଙ୍ଗାଲୁରୁର ମହିଳା ପାଆନ୍ତି ଏତିକି ଟଙ୍କା, ଜାଣନ୍ତୁ କିପରି ..

ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।

Cancer-Ridden Woman
ସୁନା ଭଳି ଗରିବ କୁଡ଼ିଆର ଥିଲେ ଆଶାର ଆଲୋକ, ଏବେ ସହାୟତା ଅପେକ୍ଷାରେ କନକଲତା

ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି ।

Mahanadi River
ବଢିରେ ଭାସି ଆସିଲେ ଛତିଗଡ଼ରୁ ଓଡ଼ିଶା

ନଦୀରେ ଭରି ରହିଥିଲା ଅକାତ କାତ ବଢିପାଣି। ଏହି ସମୟରେ ଭାସିଆସିଥିଲେ ଜଣେ ମହିଳା। ପାଦରେ ତାଙ୍କ ଶିକୁଳି ପଡିଥିଲା। ପାଖାପାଖି ୫୦ କିମି ସେ ନଦୀ ଜଳରେ ଭାସି ଆସିଥିଲେ। ଦେଖନ୍ତୁ ଏହି ରିପୋର୍ଟ ।

Woman
ପୂର୍ଣ୍ଣଗର୍ଭା ମହାନଦୀ, ୨ ଗୋଡ଼ରେ ଲୁହା ଶିକୁଳି; ୫୦ କିଲୋମିଟର ଭାସିବା ପରେ ବି ଜୀବିତ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି ଉକ୍ତିଟି ବାସ୍ତବରେ ପରିଣତ ହୋଇଛି, ଛତିଶଗଡ଼ର ଜଣେ ମାନସିକ ଅନଗ୍ରସର ମହିଳାଙ୍କ କ୍ଷେତ୍ରରେ ।