ଅନୀଲ ଓ ହଂସିତା ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ। ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠକିବା। କୋଟି କୋଟି ଟଙ୍କା ଲୁଟୁଥିଲେ। ନାମୀଦାମୀ ଗାଡ଼ି ଚଢି ବୁଲୁଥିଲେ। ଠକେଇ ଟଙ୍କାରେ କରୁଥିଲେ ମଉଜ।
ଲୁଟ୍ପାଟ କରୁଥିଲେ ତାର ସହଯୋଗୀ ଲଣ୍ଡା ଓ ସାନ ଲଣ୍ଡା । ଏହି ସୁନ୍ଦରୀ ଲୁଟେରା ସମେତ ପୁରା ଗ୍ୟାଙ୍ଗକୁ ତଡ଼ିପାର କରିବାକୁ ଯୋଜନା କରୁଛି ପୋଲିସ୍ ।