• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

World Earth Day 2025
World Earth Day 2025: ଆସନ୍ତୁ ଧରିତ୍ରୀ ମା’କୁ ରକ୍ଷା କରିବା; ମାନିବା ଏହି ୫ଟି କଥା

ପ୍ରକୃତିର ମହତ୍ତ୍ୱ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୨୨ ଏପ୍ରିଲରେ ‘ବିଶ୍ୱ ପୃଥିବୀ ଦିବସ’ ବା ‘ଅନ୍ତର୍ଜାତୀୟ ମାତୃ ପୃଥିବୀ ଦିବସ’ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ କେବଳ ପରିବେଶ ବିଷୟରେ ସଚେତନତା ବୃଦ୍ଧି କରିବା ନୁହେଁ ବରଂ ଗ୍ଲୋବାଲ୍ ୱାର୍ମିଂ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରିବା।

ଇଂଲଣ୍ଡରେ ବଣ୍ଟାହେଲା ପଣା ।
Shri Hanuman Jayanti in England: ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ

ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସବ। ଏଥିପାଇଁ ଇଂଲଣ୍ଡର ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା ।

ମାଛ ଦେଲା ୫୦ ହଜାର ।
Telia Borei Fish Price: ଗୋଟିଏ ମାଛ ବିକି ୫୦ ହଜାର ପାଇଲେ ମତ୍ସ୍ୟଜୀବୀ

୫ କିଲୋଗ୍ରାମରୁ ଅଧିକ ଓଜନର ତେଲିଆ ବୋରେଇ ମାଛ କିଲୋ ପ୍ରତି ୫୦ ହଜାର ଟଙ୍କା । ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଭେକ୍ଟି, ସାପମାଛ ପୁଟି ମଧ୍ୟ ଅଧିକ ମୂଲ୍ୟରେ ବିକ୍ରି ହେଉଛି ।

ଇଛା ଶକ୍ତି ଆଗରେ ହାର ମାନିଛି ବୟସ ।
MBA Degree At The Age Of 84: ୮୪ ବର୍ଷ ବୟସରେ ଏମବିଏ ଡ଼ିଗ୍ରୀ..., ପାଠପଢ଼ା ନିଶା ଆଗରେ ହାର ମାନିଲା ବୟସ

ଦିଲ୍ଲୀର ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରୀଶ ମୋହନ ଗୁପ୍ତା ସମ୍ୱଲପୁର IIM ସମାବର୍ତ୍ତନ ଉତ୍ସବରେ ବିଜନେସ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଆଗକୁ ମଧ୍ୟ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Unexpected Money
Unexpected Money : ଅଳିଆ ସଫା ବେଳେ ପୁରୁଣା ପାସ୍‌ବୁକ୍‌ ପାଇଲେ; କୋଟିପତି ବନିଗଲେ

ହିନୋଜୋସାଙ୍କ ବାପା ୧୯୬୦-୭୦ ଦଶକରେ ଏକ ବ୍ୟାଙ୍କରେ ପ୍ରାୟ ୧.୪୦ ଲକ୍ଷ ଟଙ୍କା ଜମା ରଖିଥିଲେ । ପରିବାର ସଦସ୍ୟ ଏହି ଟଙ୍କା ବିଷୟରେ ଅବଗତ ନଥିଲେ । କିଛି ବର୍ଷ ପରେ ଘରେ ଥିବା ଅଳିଆ ସଫା କରିବା ସମୟରେ ହିନୋଜୋସା ଏହି ପାସ୍‌ବୁକ୍‌ ପାଇଥିଲେ ।

ଶାଶୁର ଏକା ଜିଦ୍‌, ଜ୍ୱାଇଁ ପୁଅ ସହ ରହିବି
Special Story: ମା’ ଭାଙ୍ଗିଦେଲା ଝିଅ ବାହାଘର

ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଉଭୟ। ଶାଶୁ-ଜ୍ବାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ଦୁଇଟି ମା’ର, ଦୁଇଟି କାହାଣୀ
Jayanti Mallik vs Sonali Panda: ଦୁଇଟି ମା’ର, ଦୁଇଟି କାହାଣୀ

ଦୃଷ୍ଟି ବାଧିତ ଜୟନ୍ତି ମଲ୍ଲିକଙ୍କ ପୁଅ କେଶବଙ୍କ ଅପହରଣ ବେଶ ଚର୍ଚ୍ଚାରେ। ଭ୍ବନେଶ୍ବରର ରାମ ମନ୍ଦିର ସମ୍ମୁଖରୁ କେଶବକୁ ତା ମା କୋଳରୁ ଅପହରଣ କରିନେଥିଲେ ଅଭିଯୁକ୍ତ କେଦାରସନ।

Ambedkar Jayanti 2025
Ambedkar Jayanti 2025: ହେଉଥିଲେ ଅସ୍ପୃଶ୍ୟତାର ଶିକାର; ବିଦ୍ୟାଳୟର ଏକ କ’ଣରେ ବସୁଥିଲେ

ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ଆମ୍ବେଦକରଙ୍କର ଏକ ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସାମାଜିକ ସମତାର ନିର୍ମାଣକାରୀ ଥିଲେ।

 ମଶାଣିରୁ ଶବ ଚୋରି ।
Body Disappears : ଦଶାହ କ୍ରିୟା ପୂର୍ବରୁ ଶ୍ମଶାନରୁ ଗାଏବ ହୋଇଗଲା ଶବ

ଦଶ ଦିନ ତଳେ ମୃତ୍ୟୁପରେ ମାଆର ଶବ ପୋତିଥିଲା ପୁଅ । ହେଲେ ଦଶାହ କର୍ମ ଆବଶ୍ୟକୀୟ ଦଶାହ କର୍ମ ଦୀପ ନେଇ ଶ୍ମଶାନକୁ ଯାଇ ଶବ ଗାଏବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ପୁଅ ।

sanitary napkin
Pads Initiative: ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଓଡ଼ିଶାର ପ୍ୟାଡ୍‌ ମ୍ୟାନ୍‌

ସାନିଟାରୀ ନାପକିନ୍‌ ତିଆରି କରି ଚର୍ଚ୍ଚାରେ ସତ୍ୟ ନାରାୟଣ ନାୟକ । ପ୍ରଥମେ ପ୍ୟାଡ୍‌ ବନାଇ ପରୀକ୍ଷା ମୂଳକ ଭାବେ ନିଜ ସ୍ତ୍ରୀଙ୍କୁ ବ୍ୟବହାର ପାଇଁ ଦେଲେ ଆଉ ଆଜି ସେ ପାଲଟି ଯାଇଛନ୍ତି ଉଦ୍ୟୋଗପତି ।

Odisha Politics
BJD Suffering for Pandian: ପାଣ୍ଡିଆନ୍‌ଙ୍କ ଘା’ରେ ବବି ଛିଞ୍ଚୁଛନ୍ତି ଲଙ୍କାଗୁଣ୍ଡ !

ବବି ସାଜୁଛନ୍ତି ଭୂତ, ବବି ବି ସାଜୁଛନ୍ତି ଗୁଣିଆ । ଭୂତ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଆପେ ଆପେ ଝାଡ଼ୁଛନ୍ତି ।

Myanmar Earthquake
Myanmar Earthquake: ଦାଉ ସାଧିଛି ପ୍ରକୃତି, ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା

ମିଆଁମାରରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦେଖିଲେ ନିହାତି ଆପଣଙ୍କ ଛାତି ଥରି ଉଠିବ । ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଥିଲା ସବୁ କିଛି ।

ସ୍ତ୍ରୀ ପାଇଁ, ଶ୍ୱଶୁର ଘରେ ବମିଂ
Special Story: ଏମିତି ଜ୍ୱାଇଁ ଆମର ଦରକାର ନାହିଁ, ସ୍ତ୍ରୀ ପାଇଁ ଶ୍ୱଶୁର ଘରେ ସ୍ୱାମୀ ପକାଇଲା ବୋମା

ସ୍ତ୍ରୀକୁ ନ ଛାଡ଼ିବାରୁ ରକ୍ତ ଚାଉଳ ଚୋବାଉଥିଲା ଜ୍ୱାଇଁ । ଶ୍ୱଶୁର ଘର ଲୋକଙ୍କୁ ପାନେ ଦେବା ପାଇଁ ରଚିଥିଲା ପ୍ଲାନ ଆଉ ନିଶବ୍ଦ ରାତିରେ କରିଥିଲା ଭୟଙ୍କର ଆକ୍ରମଣ।

ଗ୍ରାହକ ସେବା କେନ୍ଦ୍ର ଖୋଲି, ସାରା ଗାଁ ଲୁଟିଦେଲା
Special Story: ଗ୍ରାହକ ସେବା କେନ୍ଦ୍ରରେ ଜମାକାରୀଙ୍କ ଟଙ୍କା ହଡ଼ପ

ହିତାଧିକାରୀଙ୍କ ଅଜାଣତରେ ଗାୟବ ହୋଇଯାଇଛି ହଜାର ହଜାର ଟଙ୍କା। ଏନେଇ ସେମାନେ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିବା ବେଳେ, ନିଜେ ଟଙ୍କା ଉଠାଇ ନେଇଥିବା କଥା ସେ ସ୍ୱୀକାର କରିଥିଲେ।

ଭୂତକୋଠି ପାଲଟିଛି ପାନ୍ଥିକା
Special Story: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି

ଦିନେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ବେଶ୍ ଚଳଚଂଚଳ, ଲୋକବାକରେ ପୁରି ଉଠୁଥିଲା । ଏବେ ଶ୍ରୀହୀନ, ପାଲଟି ଯାଇଛି ଭୂତକୋଠି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଥିବା ପାନ୍ଥିକା ।

World Health Day 2025
World Health Day 2025: ନିଜ ଶରୀରକୁ ଫିଟ୍ ଆଣ୍ଡ୍ ଫାଇନ୍ ରଖିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ୪ଟି ଟିପ୍ସ

କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଏହି ବିଚାର ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ପ୍ରତିବର୍ଷ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ ହେଉଛି। ଏହି ଦିନ ଆମକୁ ସ୍ମରଣ କରାଏ ଯେ ସ୍ୱାସ୍ଥ୍ୟ କେବଳ ରୋଗକୁ ଦୂର କରିବା ନୁହେଁ, ବରଂ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥ ରଖିବା।

Online Dating App
Ex-Army Officer Assaulted : ଧୋକାଦେଲା ଅନ୍‌ଲାଇନ ପ୍ରେମିକା; ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଉଲଗ୍ନ କରି ମାଡ଼ ମାରି ଟଙ୍କା ନେଇଗଲା

ପରିଣତ ବୟସରେ ଦ୍ୱିତୀୟ ଥର ଘର ସଂସାର କରିବାକୁ ମନ କରିଥିଲେ । ହେଲେ ପ୍ରେମ ବଦଳରେ ମିଳିଲା ଧୋକା । ଆକାଉଣ୍ଟରୁ ଟଙ୍କା ଗଲା । ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ।

ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା
Special Story: ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ହାରିଲେ ଜୀବନ

ସ୍ତ୍ରୀର ନିର୍ଯାତନା ରାମଚନ୍ଦ୍ରଙ୍କୁ ଏପରି ଅଥୟ କରିଥିଲା ଯେ, ଚରମ ନିଷ୍ପତ୍ତି ନେବାକୁ ସେ ପଛାଇ ନାହାନ୍ତି । ବାପା, ମାଆ, ଆଉ ଜନ୍ମ କଲା ଝିଅକୁ ପର କରି ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।

Flight Lieutenant Siddharth
Jaguar Jet Crash : ସରିଥିଲା ନିର୍ବନ୍ଧ, ବିମାନ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ

୨୦୧୬ରେ ଏନ୍‌ଡିଏ ପରୀକ୍ଷାରେ ପାସ୍‌ କରିବା ପରେ ତିନି ବର୍ଷର କଠୋର ତାଲିମ ନେଇଥିଲେ ସିଦ୍ଧାର୍ଥ । ଦୁଇ ବର୍ଷ ଚାକିରି ପରେ ତାଙ୍କର ପ୍ରମୋସନ ହୋଇଥିଲା ଏବଂ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ ଦାୟିତ୍ୱ ମିଳିଥିଲା ।

Echoes of 'Jay Jagannath' Fill the Air
Special Story: କରୁଣା କଲା କାଳିଆ ଠାକୁର, ଘର ପାଲଟିଲା ଶ୍ରୀମନ୍ଦିର...

ଦିନେ ମିନତି ସାହୁଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲା । କାଳିଆକୁ ଦର୍ଶନ କରିବା ସହ ସମୁଦ୍ର କୂଳରେ ବୁଡ଼ ପକାଇଥିଲେ ସମସ୍ତେ । ହେଲେ ସେଠରେ ମହାପ୍ରଭୁ କରିଥିଲେ ଅଲୌକୀକ ଲୀଳା ।

Jatra Controversy
Jatra Controversy: ଚିଠି ଲେଖିଲେ ପୀୟୂଷଙ୍କ ବାପା, ଏବେ ଯାତ୍ରା ମଞ୍ଚ ଛାଡ଼ିବ ମୋ ପୁଅ...

ପୁଅର ଅସୁସ୍ଥତା ପାଇଁ ସଂଘର ସଭାପତିଙ୍କୁ ଚିଠି ଲେଖିଛନ୍ତି ପୀୟୁଷଙ୍କ ବାପା ନରେନ୍ଦ୍ର ନାଥ ତ୍ରିପାଠୀ । ଟଙ୍କା ନେଣଦେଣକୁ ନେଇ ଯାତ୍ରା ମାଲିକଙ୍କ ସହ ପୀୟୂଷ ବିବାଦକୁ ଆସିବା ପରେ ଏବେ ସାମ୍‌ନାକୁ ଆସିଛି ଚିଠି । 

Bhakta Das On Naveen Patnaik
Congress Questions BJD-BJP Ties: ବିଜେଡି- ବିଜେପି ମଧ୍ୟରେ ଚାଲିଛି ସଲାସୁତରା, ଗେରୁଆ ଦଳରେ ମିଶିବେ ନବୀନ ? 

ବିଜେଡି- ବିଜେପି ମଧ୍ୟରେ ଚାଲିଛି ସଲାସୁତରା ? ମେଣ୍ଟ କରିଛନ୍ତି ବିଜେଡି ବିଜେପି ଦଳ? ଉଭୟର ସଂସଦ ଓ ବିଧାନସଭାରେ ବିଜେପିକୁ ବିଜେଡି କାହିଁକି କରୁଛି ସମର୍ଥନ ?

Waqf ବିଲ୍‌ କ’ଣ ?
Special Story: ଇଂରେଜ ସରକାରଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ୱାକଫ୍ ଆଇନ କ'ଣ ?

ପ୍ରକୃତରେ, 'ୱକଫ' ଆରବି ଶବ୍ଦ 'ୱକୁଫା'ରୁ ଆସିଛି, ଯାହାର ଅର୍ଥ ରୋକିବା ବା ପ୍ରତିବନ୍ଧକ। ଯଦି ଆଇନଗତ ଦୃଷ୍ଟିରୁ ବୁଝାଯାଏ, ତେବେ ୱାକଫର ଅର୍ଥ ହେଉଛି- ଇସଲାମ ଧର୍ମର ବ୍ୟକ୍ତିଟିଏ ଯଦି ନିଜର ଘର, ଜମି, ଟଙ୍କା କିମ୍ୱା କୌଣସି ମୂଲ୍ୟବାନ ଧାତୁ ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱାକଫ ହୋଇଯାଏ।

World Autism Awareness Day 2025
World Autism Awareness Day 2025: ଅଟିଜିମ୍ ସଚେତନତା ଦିବସ; ଆସନ୍ତୁ ଜାଣିବା ଅଟିଜିମ୍‌ର ସାଧାରଣ ଲକ୍ଷଣ

ପ୍ରତିବର୍ଷ ୨ ଏପ୍ରିଲରେ ‘ବିଶ୍ୱ ଅଟିଜିମ୍ ସଚେତନତା ଦିବସ’ ପାଳନ କରାଯାଏ। ଅଟିଜିମ୍ ହେଉଛି ଏକ ଜଟିଳ ବ୍ୟାଧି, ଯାହା ଯୋଗାଯୋଗ,ସାମାଜିକ ସଂପର୍କ ଏବଂ ଆଚରଣକୁ ପ୍ରଭାବିତ କରିଥାଏ।

ଗୋଟିଏ ଗାଁ ୫ ଟି ନାଁ
Special Story: ଓଡ଼ିଆରେ ପଚାରିଲେ ଚୁପ୍; ତେଲୁଗୁରେ ପଚାରିଲେ ଉତ୍ତର ଦେଉଛନ୍ତି ଓଡ଼ିଆ ସ୍କୁଲ୍ ପିଲା

ଆନ୍ଧ୍ର ସୀମାବର୍ତ୍ତୀ ଓଡ଼ିଶା ମାଟିରେ କେମିତି ବଞ୍ଚିଛି ଓଡ଼ିଆ ଭାଷା ? କେମିତି ଚାଲିଛି ସରକାରୀ ଓଡ଼ିଆ ସ୍କୁଲ୍ ? ଉତ୍ତର ଖୋଜିବାକୁ ଓଟିଭି ଟିମ୍ ପହଞ୍ଚିଥିଲା ମାଲକାନଗିରି ଜିଲ୍ଲାର ଧୂଳିପୁଟ ପଞ୍ଚାୟତରେ ।