• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

kills delivery agent
ଆଇଫୋନ୍ ନିଶା; ଅନଲାଇନ୍‌ରେ ଅର୍ଡର କଲେ, ଟଙ୍କା ମାଗିବାରୁ ଡେଲିଭରି ବୟକୁ ମାରିଦେଲେ

ଆଇଫୋନ୍ ପାଇଁ ହତ୍ୟା । ଅନ୍‌ଲାଇନ୍‌ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍‌ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ । 

Police ASI Suspended
ରାଜନଗରରେ ପୋଲିସର ଦବଙ୍ଗଗିରି; ଦୋକାନୀଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ASI

ରାଜନଗର ଅଞ୍ଚଳରୁ ଆସିଛି ଆଉ ଏକ ବିବାଦୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ରାଜନଗର ଥାନା ପୋଲିସ ବିନା କାରଣରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। 

Fake note
RBI ନୁହେଁ ଏହି ବ୍ୟାଙ୍କ ଛାପୁଛି ଟଙ୍କା ! ୫୦୦ ଟଙ୍କିଆ ନୋଟ୍‌ରେ ଅନୁପମ ଖେର୍

ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି।

PEO Death Case
Special Story: ପାପର ପେଡ଼ିରୁ ହଟିବ ପରଦା; ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ !

 ବିଜେଡି ସରକାର ସମୟରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ସେହି ଘଟଣା ଉପରୁ ପରଦା ହଟାଇବେ ମୋହନ ସରକାର । 

Money Seized
ପୋଲିସ କରୁଥିଲା ଚେକିଂ, କାରରୁ ମିଳିଲା ପୁଳା ପୁଳା ଟଙ୍କା !

ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

  • Sunday, 29 September 2024
Father Killed 4 Daughter
ବାପା ପ୍ରଥମେ ୪ ଦିବ୍ୟାଙ୍ଗ ଝିଅଙ୍କୁ ଦେଲା ବିଷ, ତାପରେ ନିଜେ ଖାଇଲା...!

ହିରାଲାଲ ଜଣେ ବଢ଼େଇ । ସେ କାଠ କାମ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ଷେ ତଳେ ତାଙ୍କ ପତ୍ନୀ କ୍ୟାନ୍‌ସରରେ ମୃତ୍ୟୁ ବରଣ କରିଛନ୍ତି ।

  • Saturday, 28 September 2024
  • Suicide
Sarapancha
ସରପଞ୍ଚଙ୍କ ଗୁଳିରେ ଯୁବକ ଗୁରୁତର, ପୂର୍ବଶତ୍ରୁତାକୁ ନେଇ ଗୁଳିକାଣ୍ଡ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଗୁରୁତର । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରେ ।

Bhadrak Tension
ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ

ପୁରୁଣା ବଜାର ଥାନା ଇଲାକାରେ ଲାଗିଲା ବିଏନଏସଏସ୍ ଧାରା-163 । ସହରରେ ଭଦ୍ରକ ପୋଲିସର ଫ୍ଲାଗ୍ ମାର୍ଚ୍ଚ ।

Lootera
ଧରାପଡ଼ିଲେ ଟ୍ବିନ୍ ସିଟି ଚେନ୍ ଲୁଟେରା, ସୁରତରୁ ଆସି ରାଜଧାନୀରେ ଝାମ୍ପୁଥିଲେ ସୁନା ଚେନ୍

ଭୁବନେଶ୍ବର ଓ କଟକରେ ଏକାଧିକ ସୁନା ଚେନ୍ ଲୁଟ୍ ମାମଲାରେ ସଂପୃକ୍ତ ଥିବା ଗ୍ୟାଙ୍ଗକୁ ପୋଲିସ୍ ଧରିଛି । ୭ ଜଣ ସାବାଳକ ଓ ଜଣେ ନାବାଳକଙ୍କୁ କାବୁ କରାଯାଇଛି ।

Bharatpur Incident
ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ ପଲିଗ୍ରାଫ ଟେଷ୍ଟ, ଅନୁମତି ଦେଲେ SDJM କୋର୍ଟ

ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ ।

‘Human sacrifice’
ହାଥରସ୍‌ରେ ଚାଞ୍ଚଲ୍ୟ, ସ୍କୁଲର ଉନ୍ନତି ପାଇଁ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି !

ପୋଲିସ୍‌ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ ।

Rourkela Crime
ରାଉରକେଲାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା! ଅପରାଧୀଙ୍କ ପାଲଟିଛି ଚରାଭୂଇଁ

ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ?

theft
କିଣିବାର ଥିଲା iPhone; ପ୍ରେମିକାର ଇଚ୍ଛା ପୂରଣ ପାଇଁ ଚୋର ସାଜିଲା ଆଇନ୍‌ ଛାତ୍ର...

ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି ।

Bangluru murder
ବେଙ୍ଗାଳୁରୁରେ କ୍ରାଇମ୍...ଓଡ଼ିଶାରେ ସୁଇସାଇଡ୍

ଅଭିଯୁକ୍ତ ହେଲା ମୁକ୍ତିରଞ୍ଜନ ରାୟ। ବୟସ ୩୨। ୨୭ ବର୍ଷିୟା ପ୍ରେମିକା ମହାଲକ୍ଷ୍ମୀଙ୍କୁ ବେଙ୍ଗାଳୁରୁର ଭାୟାକୁଲା ଅଞ୍ଚଳରେ ୫୯ ଖଣ୍ଡ କରି ବୀଭତ୍ସ ହତ୍ୟା ପରେ ଭଦ୍ରକ ଆସି କରିଛି ସୁଇସାଇଡ୍।

  • Thursday, 26 September 2024
Bangluru murder
ମାରିଥିଲା ବେଙ୍ଗାଳୁରୁରେ, ଜୀବନ ହାରିଦେଲା ଭଦ୍ରକରେ

୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।

  • Thursday, 26 September 2024
  • Murder
Excise Department
ସାଙ୍ଘାତିକ !! ବାର୍‌ରେ ମିଳୁଥିଲା ନକଲି ମଦ, ଚଢ଼ାଉ ପରେ ମିଳିଲା ପ୍ରମାଣ

ବାର୍ ଉପରେ ଅବକାରୀ ଟିମ୍‌ର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର୍ ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

Bengaluru Horror
ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା!!! ଓଟିଭି ହାତରେ EXCLUSIVE ସୂଚନା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।

Bengaluru Crime
ମହାଲକ୍ଷ୍ମୀଙ୍କୁ ୫୯ ଖଣ୍ଡ କାଟି ଫ୍ରିଜରେ ରଖିଥିଲା !

ହତ୍ୟା ପରେ ମୁକ୍ତିରଞ୍ଜନ ଓଡ଼ିଶା ପଳାଇ ଆସିଥିଲା ।

  • Wednesday, 25 September 2024
  • Murder
Bharatpur Police Station Case
ଭରତପୁର ଥାନା କଳଙ୍କ ପଛର ସତ କ’ଣ ? ମେଜର ଓ ବାନ୍ଧବୀଙ୍କୁ ନେଇ ସିନ ରି-କ୍ରିଏସନ କଲା କ୍ରାଇମବ୍ରାଞ୍ଚ

ଭରତପୁର କଳଙ୍କର ପ୍ରମାଣ ଯୋଗାଡ଼ରେ ଲାଗିଛି କ୍ରାଇମବ୍ରାଞ୍ଚ। ଆଜି ଶେଷ ହୋଇଛି ସିନ୍ ରିକ୍ରିଏସନ୍।

Odisha
ଧନୁ ତୀର ଧରି ୫ ଦିନ ହେଲା ଡରାଉଥିଲା, ଶେଷରେ ଧରାପଡ଼ିଲା

ଧନୁତୀର ଧରି ଗତ ଶନିବାର ଠାରୁ ବଡଜଲ ସ୍କୁଲକୁ ଅକ୍ତିଆରରେ ରଖିଥିଲା ଯୁବକ ଜଣକ। ଏପରିକି ତାର ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ଥାନାଧିକାରୀଙ୍କ ସହ ଦୁଇ ଜଣ ପୋଲିସ ଓ ପ୍ରଧାନଶିକ୍ଷକ।

  • Wednesday, 25 September 2024
Blot on Khaki again
ଖାକିରେ ଲାଗିଲା ଦାଗ; ପୋଲିସ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା...

ରାଜ୍ୟରେ ଭରତପୁର କାଣ୍ଡ ନେଇ ହଇଚରି ସୃଷ୍ଟି ହୋଇଛି। ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଏବେ ମାହୋଲ ଗରମ ଥିବା ବେଳେ ବିଭିନ୍ନ ସ୍ଥାନରୁ ପୋଲିସ ନାଁରେ ଆସୁଛି ସଂଗିନ ଅଭିଯୋଗ।

100 Crore Demand
ଶହେ କୋଟି ମାଗିଲା ସ୍କୁଲ କବ୍‌ଜା କରିଥିବା ଯୁବକ, ଗତକାଲି IICଙ୍କୁ ତୀର ମାରି କରିଥିଲା ଆହତ

ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା ।

Polygraph Test
ଭରତପୁର ଥାନାର ନିଲମ୍ବିତ IICଙ୍କର ହେବ ପଲିଗ୍ରାଫ ଟେଷ୍ଟ, କୋର୍ଟରେ ହାଜର ହୋଇ ଦେଲେ ସହମତି

SDJM କୋର୍ଟରେ ହାଜର ହୋଇ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସେ ସହମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପଲିଗ୍ରାଫ ଟେଷ୍ଟ ହୋଇପାରେ ।

Suicide Pod'
ସୁଇଚ୍ ଟିପିଲେ, ଚାଲିଗଲା ଜୀବନ; ଆତ୍ମହତ୍ୟା ପାଇଁ 'ସୁଇସାଇଡ୍ ପଡ୍‌'କୁ ବାଛିଲେ ମହିଳା...

୬୪ବର୍ଷୀୟ ଜଣେ ଆମେରିକୀୟ ମହିଳା ସୁଇଜରଲ୍ୟାଣ୍ଡରେ ଆତ୍ମହତ୍ୟା ମେସିନ୍ ବା ସୁଇସାଇଡ୍ ପଡ୍‌ରେ ଆତ୍ମହତ୍ୟା କରିଛନ୍ତି। ଏପରି ଯନ୍ତ୍ର ବ୍ୟବହାର କରି ଜୀବନ ହାରିବାରେ ସେ ପ୍ରଥମ ବ୍ୟକ୍ତି।

Fear Grips Village in Sundargarh
ସ୍କୁଲ ଛାତ ଉପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଯାହାକୁ ଦେଖୁଛି ମାରୁଛି ତୀର, ହୋଇପାରୁନି କାବୁ... 

ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର।