ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସିବିଆଇ କ୍ଲୋଜର୍ ରିପୋର୍ଟ ଦେବା ସହ ରିୟା ଚକ୍ରବର୍ତ୍ତୀଙ୍କୁ ଦେଇଛି କ୍ଲିନଚିଟ୍।
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ତଦନ୍ତକାରୀ ସଂସ୍ଥା। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସିବିଆଇ କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।
ନବ ଦାସ ହତ୍ୟା ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ,‘ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ ।'
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
ବିଷ୍ଣୁପଦଙ୍କ ଆବେଦନ ଆଧାରରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହୋଇଛି। ତେବେ ଏହି ଜବାବର ପ୍ରତିଜବାବ ଦାଖଲ କରିବାକୁ ବିଷ୍ଣୁପଦଙ୍କ ପକ୍ଷରୁ ସମୟ ମଗାଯାଇଛି। ହାଇକୋର୍ଟ ଆସନ୍ତା ୧୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି।
CBI ତଦନ୍ତ କଥା ଉଠାଇ କାହିଁକି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦାବି ଜଣାଉନାହାନ୍ତି ଦୀପାଳି? ପୁଣି କ୍ରାଇମବ୍ରାଞ୍ଚ ନୋଟିସ ପରେ ନିରବତା ପଛରେ କାରଣ କଣ? ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଜି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, କାଳେ ସିବିଆଇ ତଦନ୍ତ ହେଲେ ହତ୍ୟା ପଛରେ ଥିବା ବିଜେଡିର ଦୁଇ ଜଣ ନେତା ଫସିବେ, ଜେଲ୍ ଯିବେ, ସେଥିପାଇଁ ବିଜେଡି ଚାପରେ CBI ତଦନ୍ତ ପାଇଁ ଲେଖୁ ନାହାନ୍ତି ନବଙ୍କ ପରିବାର।
ଦିଲ୍ଲୀ CBI ଅଫିସରେ ପହଞ୍ଚିଲେ ଅଭୟାଙ୍କ ପରିବାର । ଝିଅକୁ ନ୍ୟାୟ ଦାବିରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଥିବା ସୂଚନା । ଆବଶ୍ୟକ ହେଲେ ରାଷ୍ଟ୍ରପତିଙ୍କୁ ଭେଟିବି ବୋଲି କହିଛନ୍ତି ଅଭୟାଙ୍କ ବାପା ।
ଭୁବନେଶ୍ବର AIIMSରେ CBI ରେଡ୍ । ଏମ୍ସରେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ବଡ ଘୋଟାଲା ହୋଇଥିବା ଅଭିଯୋଗରେ ରେଡ୍ ଚାଲିଛି ।
ବିଷ୍ଣୁପଦଙ୍କ ଭୁବନେଶ୍ବର ଫରେଷ୍ଟ ପାର୍କ ସ୍ଥିତ ସରକାରୀ ବାସଭବନରେ CBI ପକ୍ଷରୁ ରେଡ୍ ଜାରି ରହିଛି । ଆଜି ସକାଳୁ CBI ର ୮ ଜଣିଆ ଟିମ୍ ଖୋଳତାଡ କରୁଛି ।
ସିବିଆଇ ଖୋଲିଲା ସିଲ୍ । ଏବେ ଖୋଲିବ ପୋଲ୍ । ସାମ୍ନାକୁ ଆସିବ ଗୋଟିଏ ଗୋଟିଏ ଲାଞ୍ଚ କାରନମା । ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗର ବରିଷ୍ଠ ପ୍ରଫେସର ବୁଲୁ ମହାରଣାଙ୍କ ଜ୍ୟୋତି ବିହାରରେ ଥିବା ସରକାରୀ କ୍ବାଟର ଖୋଲିଛି ସିବିଆଇ ।
ଟଙ୍କା ଦେଲେ ମିଳୁଛି କି ଇଚ୍ଛା ମୁତାବକ ନାକ୍ ଗ୍ରେଡ୍? ବିଶ୍ବବିଦ୍ୟାଳୟକୁ, ଭଲ ରେଟିଂ ଦେବା ଲାଗି ନାକ୍ ଟିମକୁ ଲାଞ୍ଚ ଅଭିଯୋଗ ମାମଲାରେ ଜଣେ କୁଳପତିଙ୍କ ସମେତ 10 ଜଣ CBI ଦ୍ବାରା ଗିରଫ ହେବା ଘଟଣାକୁ ନେଇ ହଇଚଇ।
ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଭଦେଶ୍ୱରମ୍ରେ ରହିଛି କୋନେରୁ ଲକ୍ଷ୍ମାୟା ଏଜୁକେସନ୍ ଫାଉଣ୍ଡେସନ୍ (KLEF)। ଏହି ଶିକ୍ଷାନୁଷ୍ଠାନଟି ସରକାରୀ ନୁହେଁ, ଡିଇମ୍ଡ ଟୁ ବି ପ୍ରାଇଭେଟ୍ ୟୁନିଭର୍ସିଟି।
ଗିରଫଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ସଦସ୍ୟ ବୁଲୁ ମହାରଣା । CBI ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜ୍ୟୋତି ବିହାର ପରିସରରେ ଥିବା ବୁଲୁ ମହାରଣାଙ୍କ ସରକାରୀ ବାସ ଭବନକୁ ସିଲ କରିଛନ୍ତି।
ଦୀପାଲି ଚିଠିରେ ଲେଖୁଛନ୍ତି କ’ଣ ? ବିତିଲାଣି ୧୫ ଦିନ । ଆହୁରି ଦରକାର ଦୁଇ ସପ୍ତାହ । ବାପାଙ୍କ ହତ୍ୟାକାରୀକୁ ଖୋଜିବାକୁ ଚାହୁଁନାହାନ୍ତି କି ଦୀପାଲି ? ନା ନେତାଙ୍କ ବିବୃତି ବାଧ୍ୟ କରୁଛି CBI ତଦନ୍ତ ଚିଠି ଲେଖିବାକୁ ।
ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି ଦାସ । ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏଥି ସହ ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ୍ ଶୀଘ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ।
ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ତ । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ରାଜନୈତିକ ହଟଚମଟ। ଫୋରେନସିକ୍ ଟୁଇଷ୍ଟ ପରେ ତେଜିଲା ରାଜନୀତି। ବିଜେପି ଆଣିଲା ସାଂଘାତିକ ଅଭିଯୋଗ ।
ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ ।
କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।
ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା ।
ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି ।
ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ।