• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Talcher Odisha

Unique Love In Odishas Talcher
ଚତୁର୍ଥୀରେ ପ୍ରେମିକ ପାଖକୁ ଫେରିଗଲେ ନବବଧୂ

ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ନୂଆବୋହୂ ବେଶରେ ସଜେଇ ହୋଇଥିବା ଯୁବତୀଙ୍କ ମନରେ ଟିକେ ବି ସରାଗ ନଥିଲା । କାରଣ ତାଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଇଥିଲା ।

Unique Love In Odisha's Talcher
Bride Leaves Husband For Lover: ମାନିଲେନି ବାଧା,ବନ୍ଧନ ଚତୁର୍ଥୀରେ ପ୍ରେମିକ ପାଖକୁ ଫେରିଗଲେ ନବବଧୂ

ଦୁଇ ଆତ୍ମା ଏକ୍ ହୋଇ ସାତ ଜନ୍ମର ସାଥୀ ହେବାର ବନ୍ଧନକୁ ବିବାହ କୁହାଯାଏ । ଏଥିରେ ବ୍ୟତିକ୍ରମ ଘଟିଲେ ବିଶୃଙ୍ଖଳିତ ହୋଇଯାଏ ଦାଂପତ୍ୟ ଜୀବନ। ଏହି ସମ୍ବେଦନଶୀଳ ଦିଗ ପ୍ରତି ଆଖି ବୁଜିଦେଉଥିବା ବାପା, ମା’ ବି ବେଳେବେଳେ ନିଜ ଇଚ୍ଛାକୁ ଲଦି ଦିଅନ୍ତି ପିଲାଙ୍କ ଉପରେ । ଏଠି କିନ୍ତୁ ସାହସ ଦେଖାଇ, ନବବଧୂ ଫେରିଯାଇଛି ପ୍ରେମିକ ପାଖକୁ, ତା’ପୁଣି ଚତୁର୍ଥୀରେ।

ସୁଭଦ୍ରା ପରେ E-KYC ଟେନସନ୍
ଚତୁର୍ଥୀ ଦିନ ସ୍ତ୍ରୀ କହୁଛି ମୁଁ ପ୍ରେମିକ ପାଖକୁ ଯିବି

ଟିକନ ବାହାହେବା ପରେ ଚତୁର୍ଥୀ ଦିନ ପ୍ରେମିକ ସହ ରହିବାକୁ ସ୍ତ୍ରୀ ଜିଦ୍‌ ଧରିଥିଲେ । ଆଉ ସ୍ୱାମୀଙ୍କ ସହ ନରହି ପ୍ରେମିକ ଶିବୁ ଦେହୁରୀଙ୍କ ନିକଟକୁ ଚାଲିଯିବାକୁ ଥାନାରେ କହିଥିଲେ । ଫଳରେ ପୋଲିସ ନିକଟରେ ହଟହଟ୍ଟା ହୋଇଥିଲେ ଉଭୟ ପରିବାର ।

Fake Doctor
ପାଠ ଯୁକ୍ତ ଦୁଇ ହେଲେ ପରିଚୟ ଡାକ୍ତର, ରୋଗୀ ବେଶରେ ଆସି ନକଲି ଡାକ୍ତରଙ୍କୁ ଧରିଲା ପୋଲିସ୍

ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି ।