• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

Deadbody On Railway Tracks
Deadbody Found Near Lingaraj Station: ରାଜଧାନୀରେ ଚାଞ୍ଚଲ୍ୟ: ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଲିଙ୍ଗରାଜ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

Jawan death
Bolangir Killer Lover: ଇଏ କେମିତିକା ପ୍ରେମିକା, ମାରିବାକୁ ଧମକ ଦେଇଥିଲା, ତା' ପରେ...

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା ! ପ୍ରଥମେ ଧମକ ଦେଲା, ତା’ ପରେ ମାରି ଟାଙ୍ଗିଦେଲା ! କଳଙ୍କିତ ପ୍ରେମର ଏ ହେଉଛି ସେହି କଳଙ୍କିତ ନାୟିକା । ଯିଏ ପ୍ରେମ ପାଇଁ ଗଡ଼ାଇଛି ମୁଣ୍ଡ ଆଉ ଲିଭାଇଛି ଜଣେ ସ୍ତ୍ରୀର ସିନ୍ଦୂର ।

murder
ମର୍ଡର କରିବାକୁ କୋର୍ଟରେ ବୁଲୁଛି ଖଣ୍ଡା

ଭଲକରି ଦେଖନ୍ତୁ ଏ ସିସିଟିଭି ଭିଜୁଆଲକୁ, ଇଏ ହେଉଛି ଟିଟିଲାଗଡ କୋର୍ଟ ଭିତରର ଦୃଶ୍ୟ । ହାତରେ ଖଣ୍ଡା ଧରି କୋର୍ଟ ଭିତରେ ପଇଁନ୍ତରା ମାରୁଛି ଜଣେ ଯୁବକ । କାହାକୁ ଆକ୍ରମଣ ନକଲେ ବି, ପୂରା କୋର୍ଟ ପରିସରରେ ବୁଲୁଛି । ସତେ ଯେମିତି କାହାକୁ ଖୋଜୁଛି ଆକ୍ରମଣ କରିବାକୁ ।

Odisha Sibling Murder
Odisha Sibling Murder: ବୀଭତ୍ସ୍ ହତ୍ୟା; ମଝିଆ ଉଭଣୀକୁ ଛୁରି ଭୁସି ମାରିଦେଲେ ୨ ଭାଇ-ଭଉଣୀ...

ବୀଭତ୍ସ ହତ୍ୟା...ଭୁଲିଗଲେ ମାନବିକତା... ଭୁଲିଗଲେ ରକ୍ତର ସମ୍ପର୍କ ...ନିଜ ଜନ୍ମ କଲା ମା’ ପେଟର ସାନ ଭାଇ ଓ ବଡ଼ ଭଉଣୀ ମିଶି ମଝିଆ ଭଉଣୀକୁ କଲେ ହତ୍ୟା।

Engineer Killed Over Dispute
Software Engineer Murder : ସିଗାରେଟ୍ ନଦେବାରୁ ହତ୍ୟା, ହିଟ୍ ଆଣ୍ଡ ରନରେ ସଫ୍ଟୱେୟାର ଇଞ୍ଜିନିୟର ମୃତ

ସିଗାରେଟ୍ ପାଇଁ ତୁମୁଳକାଣ୍ଡ । ହିଟ୍ ଆଣ୍ଡ ରନ ମାମଲାରେ ଗଲା ଇଞ୍ଜିନିୟରଙ୍କ ଜୀବନ । ପ୍ରଥମେ ସିଗାରେଟ୍ ମାଗିଲା ଅଭିଯୁକ୍ତ, ନଦେବାରୁ ଚଢାଇଦେଲା କାର୍ ।

Murder
Security Agency Owner Murder: ବ୍ୟାଗରୁ ମିଳିଲା ବ୍ୟବସାୟୀଙ୍କ ଖଣ୍ଡବିଖଣ୍ଡିତ ମୃତ ଶରୀର, ସଂପତ୍ତି ଲୋଭରେ ମାରିଦେଇଥିଲା କର୍ମଚାରୀ

ଗୁଜରାଟର ସୁରଟରେ ସିକ୍ୟୁରିଟି ଏଜେନ୍ସି ଖୋଲିଥିବା ଜଣେ ବ୍ୟବସାୟୀଙ୍କ ହତ୍ୟା କରି ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଦୁଇଟି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ । ମାଲିକଙ୍କୁ ମାରି ମାଲିକଙ୍କ ୧ କୋଟି ଟଙ୍କା ହାତେଇବା ଆଶାରେ ଜୀବନରୁ ମାରିଦେଲା କର୍ମଚାରୀ । ସନ୍ଦେହ ନ ଉପୁଜିବା ପାଇଁ ମିଛିମିଛିକା ଖୋଜିବାରେ ଲାଗିଲା ।

Murder
Puri Baseli Sahi Murder: ପୂରା ଫିଲ୍ମ ଷ୍ଟାଇଲ; ଲଙ୍କା ଗୁଣ୍ଡ ପକାଇଲେ, ହାଣିଦେଲେ

କୁନା ନିଜ ଘରେ ରାତିରେ ଶୋଇଥିଲେ। ଏହି ସମୟରେ ଲିପୁନୁ ଭୋଇ ନାମକ ଜଣେ ଯୁବକ ଓ ତାର କିଛି ସହଯୋଗୀ ଆସି କବାଟ ବାଡ଼େଇ କୁନାଙ୍କୁ ଡାକିଥିଲେ।

murder
Love Triangle Tragedy in Talcher: ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ନୂଆ ଫଣ୍ଡା; ଟ୍ରକ୍ ଚକା ତଳେ ଶୁଆଇଦେଲେ

ପୋଲିସ ତଦନ୍ତ କରି ଅଭିଯୁକ୍ତ ଆନନ୍ଦ ନାଏକକୁ ଗିରଫ କରିଥିବା ବେଳେ, ସମ୍ପୃକ୍ତ କାର୍ ଜବତ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଅନୁଗୁଳ ଏସପି ରାହୁଲ ଜୈନ କହିଛନ୍ତି।

Triple Murder
Triple Murder in Andhra: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା

ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ସିଲେରୁ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକମାନେ ଓଡ଼ିଶାର ହୋଇଥିବା ସୂଚନା ।

dead
Girl Found Dead: ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ୨୬ ତାରିଖରେ ଭୁବନେଶ୍ବର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଭୁବନେଶ୍ବର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା। ପରେ ସେ ଏକ ଅଟୋରେ ତାଳଚେର ରୋଡ୍ ଯାଇଥିଲେ। ସେଠୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ ପରିବାର।

ତଣ୍ଟକାଟି ହତ୍ୟା
Mysterious Murder in Deogarh: ତଣ୍ଟି କାଟି ହତ୍ୟା କଲେ, ଜଙ୍ଗଲରେ ଶବ ଫିଙ୍ଗି ଫେରାର୍ ହୋଇଗଲେ

ଘରୋଇ କାମ ପାଇଁ ସୁରେଶ ବୁଧବାର ରାତିରେ ଔତଳ ଗ୍ରାମକୁ ଶ୍ରମିକ ଯୋଗାଡ କରିବାକୁ ଯାଇଥିଲେ । ମାତ୍ର ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଗାଁ ଠାରୁ କିଛି ଦୂରରେ ତାଙ୍କ ବାଇକ ପଡିଥିବା ବେଳେ ସୁରେଶଙ୍କ କୌଣସି ପତା ମିଳିନଥିଲା ।

ଜଙ୍ଗଲ ଭିତରେ ବିଭତ୍ସ ହତ୍ୟା
Murder of 10th wife in Chhattisgarh forest: ଘଞ୍ଚ ଜଙ୍ଗଲରେ ବିଭତ୍ସ କାଣ୍ଡ...ଶବ ସହ ରାତି କାଟିଲା ହତ୍ୟାକାରୀ

ଶବ ଚିହ୍ନଟ ହେଇପାରୁନଥିଲା। ମୁହଁ ନଷ୍ଟ ହେଇଯାଇଥିଲା। ପୁଲିସ ଗାଁ ଲୋକଙ୍କ ସହାୟତା ନେଲା। ମୃତଦେହକୁ ସେମାନେ ଶେଷରେ ଚିହ୍ନଟ କଲେ। ଏହି ମହିଳା ଥିଲେ ସୁଲେସା ଗାଁର ବାସନ୍ତୀ ବାଈ(୩୫)। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବାସନ୍ତୀଙ୍କୁ କେହି ଓଜନିଆ ବସ୍ତୁରେ ବାରମ୍ବାର ଆଘାତ ଦେବାରୁ ମୃତ୍ୟୁ ହୋଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡି଼ଥିଲା।

Mob Lynching
Mob Lynching of Youth in Mangaluru: ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବା ପରେ, ଏମିତି କାଣ୍ଡ କରିଦେଲେ ଉତ୍ତ୍ୟକ୍ତ ଯୁବକ

ମ୍ୟାଚ ବେଳେ ପାକିସ୍ତାନ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଥିଲେ ଜଣେ ଯୁବକ । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପ୍ରାୟ ୨୫ ଜଣ ଯୁବକ ।

ହତ୍ୟାର କାରଣ ସଂପତ୍ତି ବିବାଦ
Video Call Murder Live: ଦେହରେ ଢାଳିଲେ ଟକ୍‌ମକ୍ ଫୁଟୁଥିବା ତେଲ, ଆଖିରେ ପକାଇଲେ ଲଙ୍କାଗୁଣ୍ଡ

ଘର ସାରା ରକ୍ତ ଛିଟିକି ପଡ଼ିଥିଲା। ଏମିତି ଏକ ଉତ୍କଟ ଗନ୍ଧ ଘର ଭିତରୁ ଆସୁଥିଲା ଯେ ତଦନ୍ତକାରୀ ଅଧିକାରୀ ଏମିତି ପରିସ୍ଥିତିର ସାମନା ବି କରିପାରୁନଥିଲେ।

Social Activist Shot Dead
Social Activist Shot Dead: କାଶ୍ମୀରରେ ପୁଣି ବୋହିଲା ରକ୍ତ, ସାମାଜିକ କର୍ମୀଙ୍କୁ ଘରେ ପଶି ମାରିଦେଲେ ଆତଙ୍କୀ

ଜମ୍ମୁ-କାଶ୍ମୀରର କୁପଓ୍ବାରା ଅଞ୍ଚଳରେ ଆତଙ୍କୀମାନେ ଜଣେ ସାମାଜିକ କର୍ମୀଙ୍କୁ ଘରେ ପଶି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ଗୁଲାମ ରସୁଲ ମାଗରେ । କାଣ୍ଡି ଖାସ ଅଞ୍ଚଳରେ ଗୁଲାମ ରୁହନ୍ତି । ସେ ଘରେ ଥିବାବେଳେ କିଛି ଆତଙ୍କବାଦୀ ଜୋରଜବରଦସ୍ତ ତାଙ୍କ ଘରେ ପଶିବା ସହ ଏପରି କାଣ୍ଡ ଭିଆଇଛନ୍ତି । 

Jatani Murder
Man Killed At In-Laws House: ସ୍ତ୍ରୀକୁ ମାରିବାକୁ ଆସିଥିଲା, ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଚାଲିଗଲା ଜ୍ୱାଇଁ ଜୀବନ

ଶ୍ଵଶୁର ଘର ଲୋକଙ୍କ ଆକ୍ରମଣରେ ଚାଲିଗଲା ଜ୍ୱାଇଁର ଜୀବନ । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଜ୍ୱାଇଁର ମୃତ୍ୟୁ ହୋଇଛି । ଜ୍ୱାଇଁ ଆକ୍ରମଣରେ ସ୍ତ୍ରୀ ଓ ଶାଶୁ ଗୁରୁତର ଅଛନ୍ତି ।

Murder of Brothers
Murder of Brothers in Ganjam: ଶାଳବଣରେ ୨ ଭାଇଙ୍କୁ ମାରି ନିଆଁ ଲଗାଇଦେଲେ...

ଗଞ୍ଜାମ ବେଗୁନିଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ବେଗୁନିଆପଡ଼ା ଥାନା ଶାଳବଣରେ ଦୁଇ ଭାଇଙ୍କୁ ହତ୍ୟା କରିବା ପରେ ନିଆଁ ଲଗାଇ ଦେଲେ । ପୋଲିସର ତଦନ୍ତ ଜାରି ।

gopal
Naba Das Murder Investigation: ନବ ଦାସ ହତ୍ୟା ରହସ୍ୟ ଭେଦିବାକୁ ତନାଘନା, ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କେବଳ ଗୋପାଳ ଗୁଳି ମାରିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ ଷଡ଼ଯନ୍ତ୍ରକାରୀ ଛପିଛନ୍ତି। ସେ ରହସ୍ୟ ଭେଦିବାକୁ ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଖେଦୁଛି କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରୁ ୩ ଜଣିଆ ଟିମ୍ ଗୋପାଳ ପରିବାର ଲୋକଙ୍କ ସହ ବ୍ରଜରାଜନଗରରେ ତା ଭାଇ କରିଥିବା ହୋଟେଲର ରୋଷେୟାକୁ ବି ଡାକି ବୟାନ ରେକର୍ଡ କଲାଣି।

ଛୁଆ ଆଗରେ ବାପା-ମା’ଙ୍କ ମୃତ୍ୟୁ
Poisonous Sweets in Family Feud: ଭାଇ ଆଗରେ ଲିଭିଗଲା ଭଉଣୀର ସିନ୍ଦୁର, କୁନି ଝିଅ ଦେଖିଲା ବାପା-ମା’ଙ୍କ ବିକଳ ମୃତ୍ୟୁ

ଏପ୍ରିଲ ୧୭ ତାରିଖ। ଦିନ ୧୧ଟା ୧୫। ସନ୍ଦୀପ ଆଇଟିଆଇ ପରୀକ୍ଷା ଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଭିଣୋଇଙ୍କ ଭଏସ୍ ଏସଏମଏସ ଦେଖିଲେ। ଏହାକୁ ଖୋଲି ଶୁଣିବା ପରେ ତାଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା। ଆଉ କିଛି ସମୟ ପରେ ଯେ ଭଉଣୀ-ଭିଣୋଇ ମରିବାକୁ ଯାଉଛନ୍ତି ଏକଥା ସେ ବିଶ୍ବାସ କରିପାରୁନଥିଲେ।

ପ୍ରେମିକାକୁ ହତ୍ୟା
Crime of Passion : ପ୍ରେମିକାର ଜୀବନ ନେବାକୁ କିଣିଲା ବନ୍ଧୁକ, ଗୁଳି ବି କିଣିଲା... ତା’ପରେ ଜିରୋ ରେଞ୍ଜରୁ କଲା ଫାୟରିଂ

ରିଜଓ୍ଵାନା ତା’ ପ୍ରେମିକା ସାଇରାଙ୍କୁ ଫୋନ୍ ମାଧ୍ୟମରେ ବିବାହ ପ୍ରସ୍ତାବ ଦେଇଥିଲା। ଉଭୟ ଏହି ପ୍ରସ୍ତାବକୁ ନେଇ ଆଗକୁ ବଢ଼ିଲେ। ନିକଟତର ହେଲେ। ହଠାତ୍ ସବୁ କିଛି ବଦଳିଗଲା। ରିଜୱାନ ତା ପ୍ରେମିକା ସାଇରାକୁ ଅନ୍ୟ ଜଣେ ପୁଅ ସହିତ ଦେଖିଥିଲେ। ଯାହାକୁ ନେଇ ରିଜୱାନ ତାଙ୍କୁ ସେଇ ପୁଅକୁ ନ ଭେଟିବାକୁ ଅନେକ ଥର କହିଥିଲା।

Delang Minor Boy Murder
Delang Minor Boy Murder: ଆଶୀର୍ବାଦକୁ କାହିଁକି ହତ୍ୟା କରିଥିଲା ଜହ୍ଲାଦ ଦାଦା ? କାରଣ କହିଲେ ଏସ୍‌ପି

ପିପିଲି ଡେଲାଙ୍ଗ ଥାନା ରତନପୁର ଗାଁରେ ନାବାଳକ ଆଶୀର୍ବାଦ ସାହୁ ହତ୍ୟାକାଣ୍ଡ ଘଟଣାର ଚାଞ୍ଚଲ୍ୟକର ଖୁଲାସା । କାହିଁକି ନାବାଳକଙ୍କୁ ହତ୍ୟା କରିଥିଲା ଦାଦା ବାପି, ବିସ୍ତୃତ ସୂଚନା ଦେଲେ ପୁରୀ ଏସ୍‌ପି ।

ସଂସାର ଭାଙ୍ଗିଦେଲା ଇନ୍‌ଷ୍ଟାଗ୍ରାମ
Instagram Murder Shock: ସୁନାର ସଂସାର ଭାଙ୍ଗିଦେଲା ସୋସିଆଲ ମିଡିଆ...ରକ୍ତର ହୋଲି ଖେଳିଲେ ପତ୍ନୀ

ହରିୟାନାର ଭିଓ୍ଵାନି ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ପ୍ରବୀଣଙ୍କ ବିବାହ ରେୱାଡ଼ିର ଜୋଡି ଗାଁର ବାସିନ୍ଦା ରବିନା ରାଓ (୩୨)ଙ୍କ ସହିତ ହୋଇଥିଲା। ଆଜକୁ ୮ ବର୍ଷ ତଳେ ବାହାଘର ହୋଇଥିଲା। ଏହି ଦମ୍ପତ୍ତିଙ୍କ ଏକ ଛଅ ବର୍ଷର ପୁଅ ମୁକୁଲ। ମୁକୁଲର ଜୀବନ ଆରମ୍ଭରୁ ମୋଡ଼ ଏମିତି ଗୋଟିଏ ଅଜଣା ଦିଗକୁ ମୁହାଁଇବ, ଏକଥା ସେ କେବେ ସ୍ବପ୍ନରେ ବି ଚିନ୍ତା କରିନଥିଲା। ଯେତେବେଳେ ଜାଣୁଛି ଚାରିଆଡ଼ ତାକୁ ଖାଲି ଅନ୍ଧାର ଦିଶୁଛି।

Bangladesh
Bhabesh Chandra Ray Murder Case: ସଂଖ୍ୟାଲଘୁଙ୍କୁ ହତ୍ୟା, ତଥାପି ନୀରବ ୟୁନୁସ ସରକାର: ବିବାଦୀୟ ମୋଡ଼ରେ ଭାରତ-ବାଂଲାଦେଶ ସମ୍ପର୍କ

ଭବେଶ ରାୟଙ୍କୁ ହତ୍ୟା ଏବଂ ଏହା ପରେ ଦେଖା ଦେଇଥିବା ବିବାଦ ଭାରତ-ବାଂଲାଦେଶ ସମ୍ପର୍କକୁ ଏକ ନୂଆ ବିବାଦପୂର୍ଣ୍ଣ ମୋଡ଼ରେ ପହଞ୍ଚାଇ ଦେଇଛି । ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳନୀ ସରକାର ଗଠନ ହେବା ଘଟଣାକୁ ଭାରତ ଆରମ୍ଭରୁ ସତର୍କତାର ସହ ଦେଖୁଛି ।

murder
SpecialStory : ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ !ମହୁଁକୁ ଫିଙ୍ଗିଲା ପୁଳା ପୁଳା ଲଙ୍କା ଗୁଣ୍ଡ ! ବାରମ୍ବାର ପେଟରେ ଭୁଷିଲା ଛୁରି ! ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ତଥା କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ହଇଚଇ।

murder
ପୁଅ IITରେ ପଢିଥାନ୍ତା ହେଲେ...

ଆଇ ଆଇ ଟି ପଢାଇବାକୁ ସ୍ବପ୍ନ ଦେଖିଥିଲି। ଗୋଟିଏ ବୋଲି ପୁଅ ମୋର। ପୁଅ କହିବାନୁସାରେ ମୁଁ ତାକୁ ଘରୋଇ ସ୍କୁଲରେ ପଢାଇଲି। ହେଲେ ଏମିତି ଅଘଟଣ ମୋ ପୁଅ ସହ ଘଟିବ ବୋଲି ଭାବି ନଥିଲି। ଏମିତି କହି କହି କାନ୍ଦି ପକାଉଛି ବାପା ।