• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral News

Kalki Avatar Puja Incident
Odisha Kalki Avatar Puja Incident: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

ଆଶ୍ରମରୁ ବାବା କୁହାଯାଉଥିବା ନାବାଳକ ଗାଏବ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । କହିଛନ୍ତି ...

Birth Mother
Man Discovers His Birth Mother: ବର୍ଷ ବର୍ଷ ଧରି ଯେଉଁଠି ଖାଉଥିଲେ, ଏବେ ଜାଣିଲେ ସେଇ ରେଷ୍ଟୁରାଣ୍ଟ ନିଜ ମାଆର...

କେବେ ଭାବିଛନ୍ତି, ଯେଉଁଠାରେ ଆପଣ ରେଗୁଲାର୍ ଖାଇବାକୁ ଯାଉଛନ୍ତି ତାହା ଆପଣଙ୍କର ଅତି ନିଜ ଲୋକଙ୍କର ହୋଇଥିବ ! ସେ ବେକେରୀ ବା ରେଷ୍ଟୁରାଣ୍ଟର ମାଲିକ ଆପଣଙ୍କର ବାପା କିମ୍ବା ମାଆ ହୋଇଥିବେ ଓ ଏହି ଖବର ଆପଣଙ୍କୁ ଜଣାନଥିବ ।

Odia girl trishna ray crowned miss teen universe 2024
Miss Teen Universe 2024: ବାଜିମାରିଲେ ଓଡ଼ିଆ ଝିଅ; ସବୁ ଦେଶକୁ ପଛରେ ପକେଇ ହେଲେ ମିସ୍ ୟୁନିଭର୍ସ

ମିସ୍ ଟିନ୍ ୟୁନିଭର୍ସରେ ଚମକିଲେ ଓଡ଼ିଆ ଝିଅ। ଭାରତକୁ ଆସିଲା ମୁକୁଟ। ଭାରତକୁ ଏହି ମୁକୁଟ ଦେଇଛନ୍ତି ତୃଷ୍ଣା ରୟ। ଆସନ୍ତୁ ଜାଣିବା ସେ କିଏ?

Pleasure Marriage
Pleasure Marriage: ଭାରତର ଏହି ପଡ଼ୋଶୀ ଦେଶରେ ମାତ୍ର କିଛି ଦିନ ପାଇଁ ବିବାହ, ତା’ପରେ ହୁଏ ଛାଡ଼ପତ୍ର !

ଆଜ୍ଞା ହଁ । ଆମେ ଯାହା କହୁଛୁ ସତ କହୁଛୁ । ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ । ଆଉ ଏହା ଆଇନ ସଂଗତ ମଧ୍ୟ । ଦେଶରେ ଏଭଳି ନିୟମ ମଧ୍ୟ ରହିଛି ।

Grandpa receives hate for dancing at teen grandson's funeral
VIRAL VIDEO: ନାତିର ଅନ୍ତିମ ସଂସ୍କାର ବେଳେ ନାଚିଲେ ଜେଜେ, ପ୍ରକୃତ କାରଣ ଆପଣଙ୍କୁ କନ୍ଦାଇବ...

ଅତି ଆପଣାର ଲୋକଙ୍କୁ ହରାଇ ଲୋକ କାନ୍ଦୁଥିବାର ଆପଣ ଦେଖିଥିବେ । ମାତ୍ର ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ।

Lawrence Bishnoi T-shirts
Lawrence Bishnoi T-shirt: ଗ୍ୟାଙ୍ଗଷ୍ଟର୍ ନାଁରେ Meeshoରେ ବିକ୍ରି ହେଉଛି ଟି-ସାର୍ଟ ! ତେଜିଲା ବିବାଦ

ଅନଲାଇନ୍‌ରେ ଆଜି କାଲି ପ୍ରାୟ ସବୁ ଜିନିଷ ମିଳିଯାଉଛି । ଯାହା ଖୋଜିବେ ତାହା ପାଇବେ ।

Mumbai Restaurant Viral Menu
Mumbai Restaurant Viral Menu: ଏମିତି ଏକ ରେଷ୍ଟୁରାଣ୍ଟ, ଯେଉଁଠି ମଟନ୍ ନାମରେ ମିଳେ ଏହି ସବୁ ଖାଦ୍ୟ ...

ବର୍ତ୍ତମାନର ସମୟରେ କୌଣସି ଏକ ରେଷ୍ଟୁରାଣ୍ଟକୁ ଗଲେ ସେମାନଙ୍କର ମେନୁରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିବା ଦେଖିବାକୁ ମିଳୁଛି । ଏହା ସହ ଏପରି ମଧ୍ୟ କେତେକ ରେଷ୍ଟୁରାଣ୍ଟ ଅଛି, ଯେଉଁଥିରେ କେବଳ ନିରାମିଷ କିମ୍ବା କେବଳ ଆମିଷ ମିଳେ ।

Canada cops 'punching' Hindus
Canada Hindu Temple Attack: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ; ଶ୍ରଦ୍ଧାଳୁଙ୍କୁ କଲେ ମାରପିଟ୍...

ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । 

flight plays erotic film for all passengers
ବିମାନରେ ଚାଲିଲା ଅଶ୍ଳୀଳ ଫିଲ୍ମ; ଚେଷ୍ଟା କଲେ ବି ବନ୍ଦ ହେଲାନି, ଯାତ୍ରୀ ଅସନ୍ତୁଷ୍ଟ

ଅଷ୍ଟ୍ରେଲିଆର ସିଡନୀରୁ ଜାପାନ ହାନେଡା ଯାଉଥିବା ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ। QF59 ବିମାନରେ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା।

Ram
ରାମଙ୍କ ଅଭିନୟ କରୁ କରୁ ଡାକିନେଲେ ଭଗବାନ, ଦେଖନ୍ତୁ ଭିଡିଓ...

ଭିଡିଓରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି।

Bhuteshwar Nath
ଜୀବନ୍ତ ଶିବଲିଙ୍ଗ, ଧୀରେ ଧୀରେ ବଢ଼ୁଛି ଉଚ୍ଚତା

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୩ କିମି ଦୂରରେ ଥିବା ମରୋଡା ଗାଁର ଭୂତେଶ୍ୱର ନାଥଙ୍କ ଶିବଲିଙ୍ଗ । ଯାହାକୁ ସ୍ଥାନୀୟ ଅଂଚଳରେ ଭକୁରା ମହାଦେବ ନାମରେ ସମସ୍ତେ ଜାଣନ୍ତି ।

theft
କିଣିବାର ଥିଲା iPhone; ପ୍ରେମିକାର ଇଚ୍ଛା ପୂରଣ ପାଇଁ ଚୋର ସାଜିଲା ଆଇନ୍‌ ଛାତ୍ର...

ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି ।

first-woman-duffedar-transfer
ଲିପଷ୍ଟିକ୍ ଲଗାଇବାରୁ ମହିଳା ମାର୍ଶଲଙ୍କୁ ସଜା; ମେୟର ଧରାଇଦେଲେ ଟ୍ରାନ୍ସଫର ଅର୍ଡର୍ !

ସରକାରୀ ଅଫିସରେ ମେୟରଙ୍କ ଅଜବ ନିୟମ। ଲିପଷ୍ଟିକ ଲଗାଇ ଆସିବାରୁ ମାର୍ଶଲଙ୍କୁ ଅନ୍ୟତ୍ର ବଦଳି କରିଦେଲେ। ଗ୍ରେଟର ଚେନ୍ନାଇ ନିଗମର ପ୍ରଥମ ମହିଳା ଅଫିସର (ମାର୍ଶଲ)ଙ୍କୁ ଲିପଷ୍ଟିକ ଲଗାଇବାରୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଛି।

Taxi driver
ଟ୍ୟାକ୍ସି ଚାଳକଙ୍କ ଦେଶ ଭକ୍ତିରେ ସାରାଦେଶ ଗର୍ବିତ

ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାରୁ ଗାଡ଼ିରୁ ଓହ୍ଲାଇଦେଲେ ଡ୍ରାଇଭର । ଅଧରାତିରେ ପ୍ରେମୀଯୁଗଳ ହଟହଟ୍ଟା ।

Auto driver's fluent English
ଅଟୋ ଡ୍ରାଇଭରଙ୍କ ନନଷ୍ଟପ୍‌ ଇଂରାଜୀ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍‌ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି।

Paper Plate
ରୋଗୀଙ୍କ ରିପୋର୍ଟରେ ତିଆରି ହେଉଛି ପେପର ପ୍ଲେଟ୍, ପରସାଯାଉଛି ଖାଦ୍ୟ

ସୂଚନା ଅନୁଯାୟୀ, ରୋଗୀଙ୍କ ଡକ୍ୟୁମେଣ୍ଟ ଯେପରି କି ସିଟିସ୍କାନ ରିପୋର୍ଟ, ,ଏମ୍‌ଆର୍‌ଆଇ ରିପୋର୍ଟ ଆଦିରୁ ଏହି ପ୍ଲେଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ତ ଗୋପନୀୟ ତଥ୍ୟ ରହିଥିବା ବେଳେ ନାଁ ମଧ୍ୟ ଉଲ୍ଲେଖ ରହିଛି।

Apology note
ଚୋର ଛାଡ଼ିଲା ଚିଠି; ‘କ୍ଷମା କରିଦେବ, ମାସେ ପରେ ସବୁ ଫେରାଇ ଦେବି’

ପ୍ରଥମେ ଲୁଟିଲା, ପରେ ଜିନିଷ ଫେରାଇ ଦେବ ବୋଲି କହିଲା । ଏମିତି ଏକ ଚୋର, ଯିଏ ଚୋରି କରିବା ପରେ ଏକ ମାସ ଭିତରେ ଜିନିଷ ଫେରାଇ ଦେବ ବୋଲି କହିଛି ।

Master's Degree
ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବୟସ; ୮୩ବର୍ଷ ପରେ ହାସଲ କଲେ ମାଷ୍ଟର୍ସ ଡିଗ୍ରୀ

ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ଯୋଗ ଦେବା ସହ ତାଙ୍କୁ ସମର୍ଥନ କରିଥିଲେ।

Sahid Jawan
ବାପା ଆଉ ନାହାନ୍ତି ! ହେଲେ ପୁଅ କହୁଛି ଥରେ ଘରକୁ ଆସ..ତାପରେ ପୁଣି ମିଶନରେ ଯାଅ...

ଯବାନଙ୍କ ପରିବାରର ପିଲାମାନେ ବାପାଙ୍କ ବାଟକୁ ସବୁଦିନ ଅପେକ୍ଷା କରି ରହିଥାନ୍ତି । କେତେବେଳେ ବାପା ଆସିବେ... ।

Social Media
ମେଣ୍ଟେନ୍‌ ହେଉନି ହାଇଜିନ୍‌ ! ଫ୍ଲାଇଟ୍‌ ଖାଇବାରେ ବାହାରିଲା ବ୍ଲେଡ୍‌...

ମାଥୁରେସ ପଲ୍‌ଙ୍କୁ ଯାତ୍ରା ସମୟରେ ମିଲ୍‌ ଯୋଗାଇ ଦିଆଯାଇଥିଲା। ସେ ଏହାକୁ ଖାଉଥିବା ବେଳେ ରୋଷ୍ଟେଡ ସ୍ୱିଟ ପୋଟାଟୋ ଭିତରୁ ଗୋଟିଏ ବ୍ଲେଡ ମିଳିଥିଲା।

Dad to be found dead hours before daughter's birth
ପାଇପାରିଲେନି ଖୁସି, ଝିଅ ଜନ୍ମ ହେବାର କିଛି ସମୟ ପୂର୍ବରୁ ଚାଲିଗଲା ବାପାର ଜୀବନ

ଝିଅକୁ ହେଲାଣି ଆସି ଏକ ବର୍ଷ । କିନ୍ତୁ ପାଇନାହିଁ ବାପାର ସ୍ନେହ । ଆଜି ବି ଝୁରିଛନ୍ତି ମାଆ ଓ ଝିଅ । ଭୁଲ ଚିକିତ୍ସା ପାଇଁ ଚାଲିଗଲା ବାପାଙ୍କ ଜୀବନ । କିନ୍ତୁ ତଥାପି ମାନୁନି ମନ । ମନେ ପଡ଼ୁଛି ସେହି ଦିନର କାହାଣୀ ।

thief
ଚୋରି କରିବାକୁ ଆସି ଏସିରେ ଶୋଇଗଲା ଚୋର, ସକାଳୁ ଉଠାଇଲା ପୋଲିସ

ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍‌ କରି ଶୋଇ ପଡିଥିଲା।

Flight
ଉନ୍ମତ ଯାତ୍ରୀଙ୍କ ବିଚିତ୍ର କାରନାମା; ଉଲଗ୍ନ ହେଲେ, ବିମାନ ଭିତରେ ଦୌଡ଼ିଲେ...

ପୁରୁଷ ଯାତ୍ରୀଙ୍କ ଉନ୍ମତ କାଣ୍ତ । ବିମାନରେ ଉଲଗ୍ନ ହୋଇ ଦୌଡ଼ିଲେ, କ୍ରିଉ ମେମ୍ବରଙ୍କୁ ତଳେ ପକାଇଲେ । ସେତେବେଳକୁ ଉଡ଼ାଣ ଭରି ସାରିଥିଲା ବିମାନ । ଏହି ସମୟରେ କ୍ରିଉ ମେମ୍ବରମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀ ଉଲଗ୍ନ ହୋଇ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛନ୍ତି ।

Divorce
ଅଜବ ଘଟଣା: କ୍ଷୀରରେ ପାଣି ମିଶାଇ ବିକ୍ରି କରୁଥିଲା ସ୍ୱାମୀ, ସ୍ତ୍ରୀ ମାଗିଲା ଛାଡ଼ପତ୍ର...

ସ୍ୱାମୀର ଠକେଇ ବିଷୟରେ ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଘଟଣା ଏମିତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Head transplant
କଟାମୁଣ୍ତ ଯୋଡ଼ିବ ରୋବୋଟ୍ ! ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।