• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Encounter

maoist
Anti-Maoist Operation Chhattisgarh: ନକ୍ସଲ ବିରୋଧୀ ଲଢ଼େଇରେ ୧୦ ହଜାର ସୁରକ୍ଷାକର୍ମୀ, ଶାନ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ମାଓବାଦୀଙ୍କୁ ଆଉ ତ୍ରାହି ନାହିଁ । ରକ୍ତରଂଜିତ ହିଂସାର ଖେଳ ଖେଳୁଥିବା ନକ୍ସଲଙ୍କୁ ଆଉ ରକ୍ଷା ନାହିଁ। ଆରପାର୍ ଲଢ଼େଇ ଚାଲିଛି ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ତେଲେଙ୍ଗାନା-ଛତିଶଗଡ଼ ସୀମା ବିଜାପୁର ଜିଲ୍ଲାର କସ୍ତୁରବା ଗାଁ କେରଗୁଟ୍ଟା ଜଙ୍ଗଲରେ। ବିତିଲାଣି ୭୨ ଘଣ୍ଟା...ସାମିଲ ହୋଇଛନ୍ତି ୧୦ ହଜାର ସୁରକ୍ଷାକର୍ମୀ।

 Police encounter
Police Encounter in Rourkela: ଢାବା ମାଲିକଙ୍କୁ ଗୁଳିକରି ଛୁ' ମାରୁଥିଲେ, ୨ ଡକାୟତଙ୍କୁ ଏନକାଉଣ୍ଟର

ରାଉରକେଲାରେ ୨ ଡକାୟତଙ୍କୁ ପୋଲିସର ଏନ୍‌କାଉଣ୍ଟର । ଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନ୍‌କାଉଣ୍ଟର କଲା ପୋଲିସ । ୨ ଜଣ ଆହତ ଅବସ୍ଥାରେ ରାଉରକେଲା ମେଡିକାଲରେ ଭର୍ତ୍ତି ।

Gun
Dhenkanal Notorious Criminal Encounter: ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ; ଫାୟାରିଂ କଲା ପୋଲିସ

ଗତ ରାତିରେ ଜଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା ହୁଣ୍ଡ। ପୋଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ହୁଣ୍ଡଙ୍କୁ ଧରିବାକୁ ଚେଷ୍ଟା କରିଥିଲା ପୋଲିସ। ହେଲେ ହୁଣ୍ଡ ପୋଲିସକୁ ଦେଖି ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା।

Encounter
Maoist Encounter in Jharkhand: ବଡ଼ ଏନକାଉଣ୍ଟର; ଟଳିଲେ ୮ ନକ୍ସଲ

ଲଲ୍ ପାନିଆ ଅଞ୍ଚଳ ଲୁଗୁ ପାହାଡରେ ନକ୍ସଲ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ପୋଲିସ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଲଲ୍ ପାନିଆ ଅଞ୍ଚଳ ଲୁଗୁ ପାହାଡରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ।

Encounter
Police Encounter in Cuttack: କଟକରେ ଡବଲ୍ ଏନକାଉଣ୍ଟର; ୨ ଅପରାଧୀକୁ ପୋଲିସ ମାରିଲା ଗୁଳି

ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି ସେମାନେ ଗୁଳି ଚାଳନା କରିଥିଲେ।

ସମ୍ବଲପୁରରେ ଏନକାଉଣ୍ଟର
Sambalpur Police Encounter: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଗୋବିନ୍ଦପୁର ଥାନାର ଏକ ମାମଲାରେ ପୋଲିସ୍ ସୀତାରାମକୁ ରଙ୍ଗିଆଟିକ୍ରାରେ ଗିରଫ କରିବାକୁ ଯାଉଥିବା ବେଳେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେଇଥିଲା ପୋଲିସ୍ ।

Odisha Police Encounter Strategy
Odisha Police Encounter Strategy: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ?

ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।

Encounter
Encounter: ଭୁବନେଶ୍ବରରେ ପୁଣି ଏନକାଉଣ୍ଟର୍

ନିଶା ବେପାରୀକୁ ଗୁଳି । ଧଳା ଜହର କାରବାର କରୁଥିବା କୁଖ୍ୟାତ ଅପରାଧୀ ଶେଖ୍ ଜାମସେଦକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ । ଜାମସେଦ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାବେଳେ ତାକୁ ଗିରଫ କରି ଏମ୍ସରେ ଭର୍ତ୍ତି କରିଛି ପୋଲିସ ।

Double encounter
Double Encounter in Jharsuguda: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

ଝାରସୁଗୁଡାରେ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । କୋର୍ଟରେ ହାଜର ହେବାକୁ ଯିବାବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳି ଚାଳନାରେ ଉଭୟ ଗୁରୁତର ।

Encounter
Encounter in Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର

ବିଳମ୍ବିତ ରାତିରେ ଭୁବେନଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର୍ । ପୋଲିସ ଗୁଳିରେ ବ୍ରାଉନସୁଗାର ମାଫିଆ ଶେଖ୍ ଜାମସେଦ ଗୁରୁତର । ତା' ଗୋଡରେ ବାଜିଛି ଗୁଳି ।

ଅନୁଗୁଳରେ ଏନକାଉଣ୍ଟର
Encounter in Angul: ଅନୁଗୁଳରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର

ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍‌ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍‌ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା ।

ଭୁବନେଶ୍ୱରରେ ପଶିଲେ ଗୁଳି ଖାଇବ
Encounter: ଭୁବନେଶ୍ୱରରେ ପଶିଲେ ଗୁଳି ଖାଇବ

ପୁଣି ଗର୍ଜିଛି କମିସନରେଟ୍‌ ପୋଲିସର ବନ୍ଧୁକ। ବ୍ଲାକ୍‌ପଲସର୍‌ ଆତଙ୍କରେ ଲଗାଇଛି ଫୁଲ୍‌ଷ୍ଟପ୍‌। କାବୁ ହୋଇଛନ୍ତି ଦୁଇ ଲୁଟେରା।

Double encounter
Encounter: ଲୁଟେରାଙ୍କୁ କମିଶନରଙ୍କ ଚରମବାଣୀ; ଫ୍ଲାୱାର ସମଝେ କ୍ୟା, ଫାୟାର ହୈ...

ଗୁରୁବାର ରାତିରେ ରାଜଧାନୀରେ ଡବଲ ଏନ୍‌କାଉଣ୍ଟର ପରେ ଲୁଟେରାଙ୍କୁ ଚରଣବାଣୀ ଶୁଣାଇଲେ ପୋଲିସ କମିଶନରଙ୍କ । ପୁଷ୍ପା ଷ୍ଟାଇଲରେ କହିଲେ, ଫ୍ଲାୱାର ସମଝେ କ୍ୟା ! ଫାୟାର ହୈ ମେଁ...

Bhubaneswar encounter
Bhubaneswar Encounter: ୨ ଲୁଟେରାଙ୍କୁ ଏନକାଉଣ୍ଟର, ରାଜଧାନୀରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ

ରାଜଧାନୀରେ ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର । ଲୁଟେରାଙ୍କ ଗୋଡ଼ରେ ଗୁଳି ବାଜିଛି । ଏହି ଦୁଇ ଲୁଟେରା କଳା ପଲସରରେ ଯାଇ ଛିନତାଇ କରୁଥିଲେ । ଅଧିକ ପଢନ୍ତୁ

Encounter
Encounter: ଚକ୍ରବ୍ୟୁହରେ ଫସିଗଲା ଝାମୁ; ପୋଲିସ କଲା ଏନକାଉଣ୍ଟର

ତାଳଚେର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡି ପଳାଉଥିଲା । ତେବେ ପୋଲିସ ପିଛା କରିବା ବେଳେ ଝାମୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଝାମୁ ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ୍ । ଝାମୁର ବାମ ଗୋଡ଼ରେ ଗୁଳି ବାଜିଥିଲା ।

Chhattisgarh encounter
Chhattisgarh Encounter: ଲାଲବାହିନୀକୁ ଆଉ ନିସ୍ତାର ନାହିଁ; ପୁଣି ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର...

ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।

17 Naxals Killed in Chhattisgarh's Sukma Encounter
Naxals Killed in Chhattisgarh: ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ; ମୂଳପୋଛ ହୋଇଯିବେ ବିକାଶ ବିରୋଧୀ !

ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। ଆଜି ଭୋରରୁ ସଫା ହୋଇଯାଇଛନ୍ତି ସତର ସତର ଜଣ ମାଓବାଦୀ। 

ପୁଣି ୧୭ ନକ୍ସଲ ସଫା
ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।

ବିହାରରୁ ଆସିଥିଲା, ଏନକାଉଣ୍ଟର ହେଲା
ଗୁଳି ମାରିଲା ପୁଲିସ, ଘାଇଲା ହେଲା ବ୍ୟାସ୍‌

ଆଜି ଭୋରୁ ଇସ୍ପାତ ନଗରୀରେ ଫୁଟିଛି ଗୁଳି। ଦୀର୍ଘ ଦିନ ଧରି ନିଦ ହଜାଇଥିବା ୱାଣ୍ଟେଡ ଅପରାଧିକୁ ଏନକାଉଣ୍ଟର କରିଛି ପୋଲିସ। ଘାଇଲା ହୋଇଛି ବ୍ୟାସ ଲକୁଆ।

Encounter
Police Encounter: ବାୟାସକୁ ଏନକାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

ଆଜି ଭୋର ୪ଟା ସମୟରେ ବାୟାସ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ପ୍ରଥମେ ବାୟାସ ଗୁଳି ଚାଳନା କରିଥିଲା।

cattle smugglers racket
Cattle Smuggling: ଗୋରୁ ବୋଝେଇ ଟ୍ରକ ନେଇ ଖସିଯାଉଥିଲେ ପଶ୍ଚିମବଙ୍ଗ, ସିନେମା ଷ୍ଟାଇଲରେ ହେଲା ଏନକାଉଣ୍ଟର

ସମ୍ବଲପୁରରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ଏନକାଉଣ୍ଟର । ଓଡ଼ିଶାରୁ ଗୋରୁ ବୋଝେଇ ଟ୍ରକ ନେଇ ପଶ୍ଚିମବଙ୍ଗକୁ ଯାଉଥିଲେ । ସମ୍ବଲପୁରଠାରେ ସିନେମା ଷ୍ଟାଇଲରେ ଏନକାଉଣ୍ଟର କଲା ପୋଲିସ । ଦୁଇ ଗୋରୁ ମାଫିଆ ଆହତ ।

Encounter
Police Encounter: ଗୋ ଚାଲାଣକାରୀଙ୍କୁ ଏନ୍‌କାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

ଆଜି ଭୋର ସମୟରେ ଏକ ଟ୍ରକ୍‌ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍‌ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍‌ ଯୋଗେ ଟ୍ରକ୍‌ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।

encounter
ରାଜଧାନୀରେ ଏନକାଉଣ୍ଟର

ରାଜଧାନୀରେ ବିଳମ୍ବିତ ରାତିରେ ଏନକାଉଣ୍ଟର । ଏଟିଏମ ରୁ ଲୁଟ୍ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର କଲା ସ୍ପେଶାଲ ସ୍କ୍ୱାର୍ଡ । ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ।ପୋଲିସ କୁ ଦେଖି ପୋଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୋଲିସ ର ପାଲଟା ଆକ୍ରମଣରେ ଗୋଡ଼ରେ ବାଜିଛି ଗୁଳି ।

Encounter in Bhubaneswar
Bhubaneswar Encounter: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର

ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍‌ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ।

police
Police Encounter: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।