• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Madhya Pradesh

sofia-qureshi
Madhya Pradesh Minister Controversy: ମଧ୍ୟପ୍ରଦେଶ ମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କହିଲେ- ଜଣେ ମନ୍ତ୍ରୀଙ୍କ ମୁହଁରେ ଏଭଳି ଭାଷା ଶୋଭାପାଏନି

ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହଙ୍କ ପାଇଁ ବଢ଼ିଲା ଅଡୁଆ। ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି। କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ।

Top Boarding Schools India
Top Boarding Schools India: ଏଇଠି ପଢିଛନ୍ତି ସଲମାନଙ୍କଠୁ ସୁନୀଲ ମିତ୍ତଲ; ଭାରତର ସବୁଠାରୁ ପୁରୁଣା ବୋର୍ଡିଂ ସ୍କୁଲ,ଜାଣନ୍ତୁ...

ଆଜି ଆମେ ଏମିତି ଏକ ସ୍କୁଲ୍‌ ବିଷୟରେ କହିବୁ...ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

Husband Murder
Wife Stabs Husband: ପୁଣି ଅନୈତିକ ପ୍ରେମ, ସ୍ୱାମୀକୁ ମର୍ଡର...ମଦ ବୋତଲ ଭୁସି ମାରିଲା ସ୍ତ୍ରୀ

ସ୍ୱାମୀ ପେଟରେ ୩୬ ଥର ବିଅର୍ ବୋତଲ ଭୁସି ହତ୍ୟା କଲା ସ୍ତ୍ରୀ । ସ୍ୱାମୀକୁ ମାରିବା ପରେ ଭିଡିଓ କଲ୍ କରି ପ୍ରେମିକକୁ ମୃତଦେହ ଦେଖାଇଲା । ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ପୁଣି ବଳି ପଡିଛି ଆଉ ଜଣେ ସ୍ୱାମୀ...

Fake Doctor
Fake Doctor Heart Surgery Scandal: ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା ନକଲି ଡାକ୍ତର

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଥିବା ମିଶନ ହସ୍‌ପିଟାଲରେ ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଇଛି ଜଣେ ନକଲି ଡକ୍ଟର । ନିଜକୁ ବ୍ରିଟେନର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଏନ୍ ଜନ୍ କାଇମ୍ ଭାବେ ପଚିଚୟ ଦେଇ, ସେ ସମ୍ପୃକ୍ତ ହସ୍‌ପିଟାଲରେ ଚାକିରି କରିଥିଲା । କିନ୍ତୁ, ତା'ର ପ୍ରକୃତ ନାମ ହେଉଛି ବିକ୍ରମାଦିତ୍ୟ ଯାଦବ । ତା' ନିକଟରେ କୌଣସି ଡାକ୍ତରୀ ଡିଗ୍ରୀ ନଥିବା ବେଳେ, ସେ ଜନ୍ କାଇମଙ୍କ ନାଁରେ ଏକ ଫେକ୍ ଡିଗ୍ରୀ ଦେଖାଇ ଚାକିରି ପାଇଥିଲା ।

Fake Doctor
Fake Doctor: ନକଲି ଡାକ୍ତର ଆତଙ୍କ, ହାର୍ଟ ଅପରେସନ୍ କରି ୭ ଜୀବନ ନେଲା

ନକଲି ଡାକ୍ତର ଆତଙ୍କରେ ଛାନିଆ ରୋଗୀ । ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା । ରୋଗୀ ଯାହାକୁ ଭାବୁଥିଲେ ଭଗବାନ, ସେ ପାଲଟିଲା ସୈତାନ ।

Well
Tragedy: ଏହି କୂଅରେ ହୋଇଥାଆନ୍ତା ମୂର୍ତ୍ତି ବିସର୍ଜନ, ହୋଇଗଲା ୮ ଜୀବନ ବିସର୍ଜନ

ଯେଉଁ କାଦୁଅ ଓ ଅଳିଆ ସଫା କରିବାକୁ ସେ ଯାଇଥିଲେ, ସେ ସେହି କାଦୁଅ ଭିତରେ ପଡିଗଲେ । ତାଙ୍କୁ ଅନ୍ୟମାନେ ଉପରୁ ଡାକିଲେ ବି ସେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ । କିଛି ଅଘଟଣ ହୋଇଥିବାର ଆଶଙ୍କା କରି ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଜଣେ ଗ୍ରାମବାସୀ ତା’ ଭିତରେ ପଶିଲେ । ସେ ବି ସେମିତି କୂଅ ଭିତରେ ନିରବିଗଲେ । ଡାକିଲେ ବି ଉତ୍ତର ଦେଲେ ନାହିଁ । ସେଠି ଉପସ୍ଥିତ ଥିବା ଗ୍ରାମବାସୀ ଜଣକ ପରେ ଜଣେ କୂଅ ଭିତରେ ପଶିଲେ । ପ୍ରାୟ ଅଧ ଘଣ୍ଟାଏ ମଧ୍ୟରେ ଜଣକୁ ବଞ୍ଚାଇବାକୁ ଜଣକ ପରେ ଜଣେ ଏମିତି ୭ ଜଣ ପଶିଲେ । କେହି ବାହାରକୁ ବାହାରିଲେନି ।

 Reels
Instagram Reels Stunt: ରିଲ୍ସ ନିଶା; ଗ୍ୟାସ୍ ସିଲିଣ୍ଡର ଖୋଲି କଲେ ଏମିତି କାଣ୍ଡ

ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ସ୍ଥିତ ଦି ଲିଗାସି ବିଲ୍ଡିଂ। ଏଠାରେ ରୁହନ୍ତି ଅନିଲ ଜାଟ ଓ ତାଙ୍କ ଭାଉଜ ରଞ୍ଜନା ଜାଟ୍‌। ଦୁହେଁ ରିଲ୍ସ ପ୍ରେମୀ। ସବୁ ଦିନ ଭଳି ମାର୍ଚ୍ଚ ୭ ତାରିଖରେ ଏମାନଙ୍କୁ ଘାରିଥିଲା ରିଲ୍ସ ନିଶା। ରିଲ୍ସରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଭାବିଥିଲେ ଏମାନେ।

ବାଘ ସହ ଲଢ଼ିଲା କୁକୁର
Faithful Dog: ଏମିତି ୱଫାଦାର୍ ! ନିଜେ ମରିଗଲା, ହେଲେ ବାଘ ସହ ଲଢ଼ି ମାଲିକକୁ ବଞ୍ଚାଇଦେଲା

ମାଲିକର ଜୀବନ ବଞ୍ଚାଇବାକୁ ବାଘ ସହ ଲଢିଲା କୁକୁର । ଶେଷ ନିଶ୍ୱାସ ଯାଏ ଲଢି ମାଲିକକୁ ବଞ୍ଚାଇଲା, ହେଲେ ନିଜେ ଆଖି ବୁଜିଦେଲା । କୁକୁର କେତେ ଯେ ୱଫାଦାର୍ ହେଇପାରେ, ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ ।

5 year old raped
Brutal Rape: ନୃଶଂସ, ବର୍ବର...ମୃତ୍ୟୁ ସହ ଲଢେଇ କରୁଛି ଦୁଷ୍କର୍ମର ଶିକାର ଶିଶୁକନ୍ୟା, ଗୁପ୍ତାଙ୍ଗରେ ପଡିଛି ୨୮ ଷ୍ଟିଚ୍

୫ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ । ପ୍ରାଇଭେଟ୍ ପାର୍ଟରେ ପଡିଛି ୨୮ଟି ଷ୍ଟିଚ୍ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଦେହସାରା କାମୁଡା ‍ଓ କ୍ଷତ ଚିହ୍ନ ରହିଛି ।

ଘୋଡ଼ା ଉପରେ ଉଡ଼ିଗଲା ପ୍ରାଣ
ଘୋଡ଼ା ଉପରେ ବରକୁ ଆସିଲା ସାଇଲେଣ୍ଟ ହାର୍ଟ ଆଟାକ୍‌

ନାଚ ଗୀତରେ ଲାଗି ଯାଇଥିଲା ଫୁଲ ଷ୍ଟପ୍। ମାଡ଼ି ଆସିଲା ଦୁଃଖର କଳାବାଦଳ। ଡିଜେ ଶବ୍ଦ ବଦଳରେ ଶୁଣିବାକୁ ମିଳିଥିଲା ଚିତ୍କାର। କନିଆଁ ଦୂଆରେ ପହଞ୍ଚିବା ପରେ ଟଳିପଡିଥିଲେ ଘୋଡା ଉପରେ ବସି ଥିବା ବର। ସାତ ଫେରା ନେବା ପୂର୍ବରୁ ଉଠିଲା କୋକେଇ।

Woman Dies While Dancing
Woman Dies While Dancing: ବିବାହ ଉତ୍ସବରେ ନାଚି ନାଚି କାହିଁକି ଟଳିପଡ଼ିଲେ ଯୁବତୀ ?

କଥାରେ ଅଛି ମହି ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଅର୍ଥାତ୍ ପୃଥିବୀ ପୃଷ୍ଠରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏହି ମୃତ୍ୟୁ କାହାକୁ,କେବେ ଏବଂ କେମିତି ଗ୍ରାସ କରେ କେହିବି ଜାଣିନଥା'ନ୍ତି ।

ପୁଣି ବିମାନ ଦୁର୍ଘଟଣା ।
Fighter Jet Crashes: ଜଳି ପାଉଁଶ ହୋଇଗଲା ବାୟୁସେନାର ଫାଇଟର୍ ବିମାନ

ପୁଣି ଥରେ ଭାରତରେ ଘଟିଛି ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Viral Video
Viral video: ରିଲ୍ଦ କରି ଫସିଲେ କନଷ୍ଟେବଲ; ମାଗିଲେ କ୍ଷମା

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନଷ୍ଟେବଲ ଜିତେନ୍ଦ୍ର ସିଂହ ତନୱାର ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଛନ୍ତି। ବିନା ହେଲମେଟ୍‌ରେ ହାତରେ ସିଗାରେଟ୍‌ ଧରି ବିଚ୍‌ ରାସ୍ତାରେ ରିଲ୍ସ କରୁଛନ୍ତି। ପୁଷ୍ପା ଫିଲ୍ମର ଡାଇଲଗ୍ ମଧ୍ୟ କହୁଛନ୍ତି।

father shoots daughter
Father Shoots Daughter: ବାହା ହେବାକୁ ଅମଙ୍ଗ ହେଲା ଝିଅ; ଗାଁ ସଭାରେ ଗୁଳି ମାରିଦେଲେ ବାପା-ଭାଇ

ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

ଟ୍ରେନ୍ ବଗି ତଳେ ଯାତ୍ରା କଲେ ୨୯୦ କିଲୋମିଟର
Madhya Pradesh Viral Video: ପାଖରେ ନଥିଲା ଟଙ୍କା...ଟ୍ରେନ୍ ବଗି ତଳେ ଝୁଲି ଝୁଲି ଗଲେ ୨୯୦ କିଲୋମିଟର

ପାଖରେ ଟଙ୍କା ନଥିଲେ ବି ମାଗଣା ଯିବାକୁ ଯୁବକ ଜଣକ ଯେଉଁ ଉପାୟ ଚିନ୍ତା କଲେ, ସେକଥା ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ। ଟ୍ରେନ୍‌ର ବଗି ତଳେ ଲୁଚି ସେ ଆରମ୍ଭ କଲେ ତାଙ୍କ ଯାତ୍ରା। ଏମିତି ଝୁଲି ଝୁଲି ସେ ଯାତ୍ରା କଲେ ମଧ୍ୟପ୍ରଦେଶର ଇଟାରିସରୁ ଜବଲପୁର। ଟ୍ରେନ୍‌ର ବିକଟାଳ ଶବ୍ଦକୁ ତାଙ୍କର ଟିକିଏ ବି ଖାତିର ନଥିଲା। ସାମାନ୍ୟ ଅସାବଧାନତା ଯେକୌଣସି ସମୟରେ ଜୀବନ ନେଇପାରେ।

Student Shoots Himself
Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର

ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।

Gun
ବାସନ ସାବୁନରେ ରଗଡ଼ି ରଗଡ଼ି ବନ୍ଧୁକ ମଜା

ବନ୍ଧୁକ ମାଜିଲେ ମହିଳା, ପୋଲିସ ପାଇଗଲା କାରଖାନା ଠିକଣା । ଦେଖୁନାହାନ୍ତି ବନ୍ଧୁକୁ କେମିତି ରଗଡ଼ି ରଗଡ଼ି ମଜା ଚାଲିଛି ।

Juvenile Justice Act
ମୋବାଇଲ ଓ ଟିଭି ଦେଖିବାକୁ ଦେଲେନି ବାପା-ମାଆ, କେସ୍‌ କଲେ ଭାଇ ଭଉଣୀ

୨୦୨୧ ମସିହା କୋଭିଡ୍ ଲକଡାଉନ୍‌ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍‌ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ।

Madhya Pradesh HighCourt
ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ସ୍ୱାମୀଠୁ ଦାବି କରିପାରିବେନି ଭରଣପୋଷଣ

ଛାଡ଼ପତ୍ର ପରେ ସ୍ତ୍ରୀର ପରକୀୟା ସମ୍ପର୍କ ଥିଲେ ଦେବାକୁ ପଡ଼ିବନି ଭରଣପୋଷଣ ଟଙ୍କା। ଏକ ମାମଲାର ଶୁଣାଣି ବେଳେ ଏହି ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପ୍ରକାଶ ଚନ୍ଦ୍ର ଗୁପ୍ତା।

Doctor couple dies
ଋଣ ନେଲା ଜୀବନ; ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ବାପା-ମାଙ୍କର ମୃତଦେହ ପଡିଥିବା ଦେଖିଥିଲେ।

13 killed as bus catches fire after accident in Madhya Pradesh
ଦୁର୍ଘଟଣା ପରେ ଜଳିଗଲା ବସ୍‌; ୧୩ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି ।

Madhya Pradesh BJP
ପୂରଣ ହେଲା ମାନସିକ; କ୍ଷମତାକୁ ଫେରିଲା ବିଜେପି, ଜୋତା ପିନ୍ଧିଲେ ଜିଲ୍ଲା ସଭାପତି

ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ଏବେ ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିଛି ।

Dinosaur Eggs
ଇଷ୍ଟଦେବତା ଭାବେ ପୂଜା କରି ଆସୁଥିଲେ, ଏବେ ଜଣାପଡ଼ିଲା ଡାଇନୋସର ଅଣ୍ଡା

ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପରେ ସେମାନେ ଏହାକୁ ଡାଇନୋସର ଅଣ୍ଡା ବୋଲି ଚିହ୍ନଟ କରିଛନ୍ତି ।

Shivraj Singh Chauhan
କ’ଣ ହେବ ଶିବରାଜଙ୍କ ଭବିଷ୍ୟତ ? ହଠାତ୍‌ ଦିଲ୍ଲୀ ଯାଇ କାହିଁକି ଭେଟିଲେ ନଡ୍ଡାଙ୍କୁ...

ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଚମତ୍କାର ବିଜୟ ପରେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ଏହି ପଦରୁ ହଟାଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।

BJP's New CM for 3 state
ବିଜେପିର ସରପ୍ରାଇଜ୍ ସିଏମ୍‌; ବିଷ୍ଣୁ, ମୋହନ, ଭଜନ

କେବଳ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି ବିଜେପି ଖେଳିଛି ସରପ୍ରାଇଜ କାର୍ଡ ।