ପୂରା କାର୍ଯ୍ୟାଳୟ ଖୋଲିଥିଲା ସଟ୍ଟାଡନ ହିତେଶ ଜୈନ । ପୋଲିସ ଜବତ କରଥିବା ୨୦ ଟି ମୋବାଇଲ ଓ ତିନୋଟି ଲ୍ୟାପଟପରୁ ଜଣାପଡୁଛି, କେମିତି ଚାଲିଥିଲା ଅନଲାଇନ ଗେମିଂ । ଅଶୀ ଗୁଣ ଫେରସ୍ତର ଲୋଭ ଦେଖାଇ, ଯୁବକ ମାନଙ୍କୁ ଦୀର୍ଘ ଦିନରୁ ଲୁଟି ଆସୁଛି ହିତେଶ । କଣ୍ଟାବାଂଜିରୁ ସଟ୍ଟା କାରବର ଆରମ୍ଭ କରି, ଏବେ ଦୁଇ ତିନୋଟି ରାଜ୍ୟରେ ନିଜର କାରବାର ବଢାଇ ଚାଲିଛି ସଟ୍ଟାଡନ ହିତେଶ ଜୈନ । ତେଣୁ କାହିଁ କେତେ ଦିନରୁ ତିନିଜଣ ବିହାରୀ ଯୁବକଙ୍କୁ ଆଣି କାମରେ ଲଗାଇଥିଲା ହିତେଶ ।
ସି.ସି.ଟିଭି ଫୁଟେଜରେ ଯୁବକ ଜଣକ ଟିକେଟ ଧରି ଏକା ଆଉଟଡୋର ଆଗରେ ଘୁରି ବୁଲୁଥିବା ଜଣାପଡିଛି । ଯଦି ରୋଗୀଙ୍କ ଆଟେଣ୍ଡାନସ ନଥିବେ , ତାହେଲେ ଆମ୍ବୁଲାନସ କର୍ମଚାରୀ ତଥା ହେଲ୍ପଡେକ୍ସର କର୍ମଚାରୀ, ରୋଗୀକୁ ୱାର୍ଡରେ ଭର୍ତ୍ତି କରିବା କଥା । କିନ୍ତୁ ସେସବୁ କରାଯାଇନାହିଁ ।
୬ ମାସ କାଳ ପୁଅକୁ ନପାଇ ଶୁଦ୍ଧି ସାରିଦେଲେ ପରିବାର । ଜେଲ୍ କର୍ତ୍ତୃପକ୍ଷଙ୍କ ସନ୍ଦେହରୁ ଖୋଲିଲା ଗୁମର, ମିଳିଲା ମୁକ୍ତି ।
୬ ମାସ କାଳ ପୁଅକୁ ନପାଇ ଶୁଦ୍ଧି ସାରିଦେଲେ ପରିବାର । ଜେଲ୍ କର୍ତ୍ତୃପକ୍ଷଙ୍କ ସନ୍ଦେହରୁ ଖୋଲିଲା ଗୁମର, ମିଳିଲା ମୁକ୍ତି ।