ଝିଅ ଯେତେବେଳେ ଦୋକାନ ବାହାରକୁ ଆସିଥିଲେ ସେହି ସମୟରେ ଅଚାନକ ୪ ଜଣ ଯୁବକ ବାଇକରେ ମାସ୍କ ପିନ୍ଧି ଆସି ଜବରଦସ୍ତ ଯୁବତୀଙ୍କୁ ଉଠାଇ ନେଇଗଲେ। ବାପା ମାଆ ବିରୋଧ କରିବାରୁ ଜୀବନରୁ ମାରିଦେବାର ଧମକ ଦେଇ ଅପହରଣ କରି ନେଇ ଚାଲି ଯାଇଛନ୍ତି ଯୁବକମାନେ।
ମର୍ଣ୍ଣିଂ ୱାର୍କରେ ଯିବା ବେଳେ ପୂର୍ବତନ ସରପଞ୍ଚଙ୍କୁ ଟେକିନେଲେ । କାରରେ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହେଇଛି। ଯାହାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି l
ଗତ କାଲି ରାତି ୧୨ଟା ୩୦ ସମୟରେ ଡୁମୁଡୁମା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ୨ ଜଣ ବଙ୍ଗୀୟ ଯୁବକଙ୍କୁ ପୋଲିସ ହାତରେ ଦେଇଛନ୍ତି । ନାବାଳିକାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।
ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । କାଲି ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିବାହର ୨ ଦିନ ଆଗରୁ କନିଆ କିଡ୍ନାପ୍ । କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ ।
ଟଙ୍କା ପାଇଁ ଟ୍ୟସନ୍ ସାର ରଚିଥିଲା ଅପହରଣର ନାଟକ । ଏହି ଘଟଣାରେ ସେହି ଗାଁର ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।
ଘଣ୍ଟାର ନନଷ୍ଟପ୍ ଅପରେସନ୍ । ଚାରି ଚାରିଟି ଟିମର ଛାନଭିନ୍ । ଶେଷରେ ମିଳିଲା ଅପହୃତ ନାବାଳକ ପ୍ରତ୍ୟୁଷର ପତ୍ତା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡ୍ନାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ ।
ପୁଣି ୮ ବର୍ଷର ପିଲାକୁ ଅପହରଣ । କିଛି ଘଣ୍ଟା ଭିତରେ ଉଦ୍ଧାର କଲା ପୋଲିସ। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ୫ ବର୍ଷର ଶିଶୁ କନ୍ୟାକୁ ଜଣେ ଛଦ୍ମବେଶୀ କିନ୍ନର ଚୋରି କରିନେବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
ଆଜି ସତେ ଯେମିତି ଏ ମାଆକୁ ମିଳିଯାଇଛି ଜୀବନଧନ। କାରଣ ଦୀର୍ଘ ୫୦ ଘଣ୍ଟା ପରେ ଜୟନ୍ତୀଙ୍କ କୋଳକୁ ଫେରିଛି ତାଙ୍କ ଆଖିର ତାରା କେଶବ। ପୁଅ ପିଠିକୁ ସେ ଟିକିଏ ଆଉଁସି ଦେଉଛି, ଆଉ ତା କୁନି ଗାଲରେ ଗେଲ କରିଦେଉଛି। ଏଥିସହ ନିଜ ପଣତ କାନିରେ ପୁଅକୁ ଢାଙ୍କି ଦେଉଛି, କାଳେ ଦୃଷ୍ଟ ସମାଜରେ ପାପୀ ଲୋକଙ୍କର ନଜର ପୁଣି ତା’ପୁଅ ଉପରେ ଲାଗିଯିବ।
୩ ଦିନ ପରେ ମା’ କୋଳକୁ ଫେରିବ ଅପହୃତ ପୁଅ। ଖୁସିରେ ଆତ୍ମହରା ଦୃଷ୍ଟିବାଧିତ ମା’ । ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର କରିଛି ପୋଲିସ ।
ଦୁନିଆ ଦେଖିପାରୁନି । ନିଜ ଜନ୍ମକଲା ପୁଅର ମୁହଁ ବି ଦେଖିନି । ହେଲେ ଲାଳନପାଳନ କରି ଦେଢ଼ ବର୍ଷ କରିଥିଲା । ତା ସ୍ପର୍ଶରେ ନିଜ ମାତୃତ୍ୱକୁ ଅନୁଭବ କରୁଥିଲା ଏ ମା’ । ହେଲେ କେଉଁ ଚଣ୍ଡାଳ ସେଇ ଟିକକ ଖୁସି ବି ଛଡ଼ାଇ ନେଲା ।
ଗତ ଶୁକ୍ରବାର ଦିନ ଏ.କୃଷ୍ଣା ରାଓ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ହେଲେ ସେଠାରେ ଏକ କାରରେ ୫ ଜଣ ଆସି ତାଙ୍କୁ ଅପହରଣ କରି ବିଶିଂପୁର୍ ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲାକାର ଏକ ଘରେ ନେଇ ରଖିଥିଲେ ।
#ମତେ_ପାହାଡ଼_ଉପରକୁ_ଟେକିନେଲେ ୫ଜଣ କାରରେ ଆସି ମତେ ଟେକିନେଲେ। ଆଖିରେ ପଟି ବାନ୍ଧି ୧୪ ଘଣ୍ଟା ପାହାଡ଼ ଉପରରେ ରଖିଲେ। ରାତି ଅଧରେ ସୁନା ଚେନରୁ ଆରମ୍ଭ କରି ସବୁ ଲୁଟିନେଲେ। ଶୌଚ ହେବା ବାହାନାରେ ମୁଁ ଯମ କବଳରୁ ଖସି ଆସିଲି। ଶୁଣନ୍ତୁ ଅପହରଣର ଲୋମଟାଙ୍କୁରା କାହାଣୀ ।
କାହିଁକି ସାନ ଏକ ମାଙ୍କଡ଼ ବେଶ ଧରିଲେ ହନୁମାନ? କିଏ ଜନ୍ମ ହେଉ ହେଉ ବ୍ରାହ୍ମଣର ଶିଶୁମାନଙ୍କୁ ଅପହରଣ କରୁଥିଲା? କୃଷ୍ଣ କାହିଁକି ଅର୍ଜୁନଙ୍କୁ ରଥରେ ବସେଇ ପୃଥିବୀ ବାହାରକୁ ଘେନି ଯାଇଥିଲେ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି।
ଭୁବନେଶ୍ୱର ଖାରବେଳନଗର ଥାନାରେ ଏକ ଅପହରଣ ମାମଲା ହୋଇଥିଲା। ଏହାର ସନ୍ଧାନ କରି ପୋଲିସ ହତ୍ୟା ରହସ୍ୟ ପଯ୍ୟନ୍ତ ପହଞ୍ଚି ପାରିଛି ।ଏହି ଘଟଣାରେ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଚନ୍ଦନ ଏବଂ ତା'ର କିଛି ସାଙ୍ଗ ବାଙ୍ଗାଲୋର ରେ କାମ କରୁଥିବା ବେଳେ ସେମାନେ ଏକ ସଙ୍ଗେ ଭୁବନେଶ୍ଵର ଫେରିଥିଲେ । ଏହି ସମୟରେ ଚନ୍ଦନଙ୍କ ପରିବାରକୁ ଫୋନ୍ ଯୋଗେ କେହି ଜଣେ ଧମକ ଦେଇ କହିଲା ପଚାଶ ଲକ୍ଷ ଟଙ୍କା ଦିଅ, ନଦେଲେ ତୁମ ପୁଅକୁ ମାରି ଦେବୁ ।
୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ।
ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ । ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ ।
ପୋଲିସ ଏକ ମିଥ୍ୟା ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି। ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କରି ଥିଲେ ଜଣେ ଯୁବକ।
ଧରାପଡ଼ିଗଲା ଭଉଣୀର ମିଛ କିଡନାପ୍ ଡ୍ରାମା । ପ୍ରେମିକ ସହ ଘର ବସାଇବା ପ୍ଲାନର ପର୍ଦ୍ଦାଫାସ୍ । ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ ଉଦ୍ୟମ କରୁଥିଲା ଭଉଣୀ ।
ଭାଇଠୁ କୋଟିଏ ଟଙ୍କା ଝଡ଼ାଇବାକୁ ଉଦ୍ୟମ କରୁଥିଲା ଭଉଣୀ । ରାଜସ୍ଥାନୀ ବୟଫ୍ରେଣ୍ଡ ସହ ଚମ୍ପଟ ମାରିବା ବେଳେ ନୟାଗଡ଼ରୁ ଗିରଫ ।
ଅପହରଣ ନାଟକରେ ସଂପୃକ୍ତ ମହିଳା ଓ ତାଙ୍କ ବନ୍ଧୁ ସାମିଲ ଥିବାର ସୂଚନା ମିଳିଛି। ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ସହ ସଂପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିଲା ପୋଲିସ।
ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି ।
ଆନ୍ଧ୍ରପ୍ରଦେଶ ନରସରାୱପେଟ୍ ଜିଲ୍ଲାର ଏକ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅପହରଣର ଶିକାର ହୋଇଥିବା ୪ ବର୍ଷର ଶିଶୁର ପିତା ନାବାଳିକାଙ୍କ ପରିବାର ଲୋକଙ୍କୁ ଏକ ବସ୍ତ୍ର କାରଖାନାରେ ଚାକିରି ଦେବା ନାଁରେ ଡୋମ୍ବିଭଲି ଆଣିବା ପରେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ ।