• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Maharashtra

ସୋସିଆଲ ମିଡିଆରେ ଚର୍ଚ୍ଚା
Kunal Kamra: କାମରାଙ୍କୁ ନେଇ ଏକ୍ସ ୱାର : ହଂସଲ ମେହଟା ଓ କଙ୍ଗନା ମୁହାଁମୁହିଁ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ । କୁନାଲ କାମରା ନିଜର ଭୁଲ ମାନି କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ କୁନାଲ ଝଡ଼
Kunal Kamra Controversy: ମହାରାଷ୍ଟ୍ ରାଜନୀତିରେ କୁନାଲ କାମ୍ରା ଝଡ଼, ଷ୍ଟୁଡିଓ ଭଙ୍ଗାରୁଜା କଲେ ଶିବସେନା ସିନ୍ଦେ ଗୋଷ୍ଠୀ

ଶିବସେନା ସିନ୍ଦେ ଯୁବ ସେନା ସାଧାରଣ ସଂପାଦକ ରାହୁଲ କାନାଲ୍ ଚେତାବନୀ ଦେଇଛନ୍ତି- ଏହା କେବଳ ଟ୍ରେଲର୍, ପିକଚର୍ ଆଗକୁ ବାକି ଅଛି ।

Patient Wakes from Coma Exposes Hospital Scam
Exposes Hospital Scam: କୋମାରୁ ଉଠି ଦୌଡିଲେ ରୋଗୀ, ହସ୍ପିଟାଲର ଖୋଲିଦେଲେ ପୋଲ୍...

ବଞ୍ଚାଇବାର ଅଛି ତ ଲକ୍ଷେ ଟଙ୍କା ଆଣ। ହେଲେ ହଠାତ ହେଲା ଚମତ୍କାର। ୟୁରିନ ବ୍ୟାଗ ଧରି ବାହାରକୁ ଦୌଡିଲେ କୋମା ପେସେଣ୍ଟ୍। ଆଉ ସର୍ବ ସମ୍ମୁଖରେ ଖୋଲିଦେଲେ ହସ୍ପିଟାଲର ପୋଲ୍ ।

 Rohini Khadse
Rohini Khadse: 'ଗୋଟିଏ ମର୍ଡର ପାଇଁ ଅନୁମତି ମିଳୁ...' ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ମହାରାଷ୍ଟ୍ର ନେତ୍ରୀ ?

ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମହିଳାଙ୍କୁ ଗୋଟିଏ ମର୍ଡର କରିବାର ଅଧିକାର ଦେବା ପାଇଁ ଦାବି କଲେ ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ରୋହିଣୀ ଖଡସେ । ଏହା ପଛରେ ଦେଲେ ବଡ଼ କାରଣ । ପଢନ୍ତୁ ପୁରା ଖବର

maharastra
Threat from Pakistan: ପାକିସ୍ତାନରୁ ଆସିଲା ଧମକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଡାଇଦେବୁ

ଧମକପୂର୍ଣ୍ଣ କଲ ଓ ମେସେଜ ଆସିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏମିତି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି। ଶୁକ୍ରବାର ଏକ ପାକିସ୍ତାନୀ ନମ୍ବରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ମିଳିଛି।

Maharashtra Student
Maharashtra Student: ପରୀକ୍ଷା ପାଇଁ ବାକି ଥିଲା ମାତ୍ର ୨୦ ମିନିଟ୍; ଟ୍ରାଫିକ ସମସ୍ୟାରୁ ବଞ୍ଚିବା ପାଇଁ ଏମିତି କଲେ ଛାତ୍ର

ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।

GBS
GBS Infection: ଗୁଇଲାନ ବାର ସିଣ୍ଡ୍ରୋମ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର, ଏହି ସବୁ ଖାଦ୍ୟ ଖାଇବାକୁ ମନା କଲେ ଡାକ୍ତର

ମହାରାଷ୍ଟ୍ରରେ ବ୍ୟାପୁଥିବା ନୂତନ ରୋଗ ଗୁଇଲାନ ବାର ସିଣ୍ଡ୍ରୋମ (ଜିବିଏସ)ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ସୋଲାପୁରରେ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କଣ କଣ ଖାଦ୍ୟରୁ ଦୂରେଇ ରହିବା ଉଚିତ ଏହାର ଏକ ତାଲିକା ପ୍ରକାଶ ପାଇଛି।

GBS First Suspected Death
GBS First Suspected Death: ପୁଣେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଆତଙ୍କ, ଏହି ରୋଗରେ ଜଣଙ୍କର ମୃତ୍ୟୁ

ଏକ ନିର୍ଦ୍ଧିଷ୍ଟ ରୋଗରେ ଶିକାର ହୋଇ ମହାରାଷ୍ଟ୍ରର ସୋଲାପୁର(Solapur) ଜିଲ୍ଲାର ଜଣେ ମୃତ୍ୟୁବରଣ କରିଛନ୍ତି । ଏହି ନୂଆ ରୋଗ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ସଂକ୍ରମିତ ହେଉଛି ।

Blast
Blast At Ordnance Factory: ଭୟଙ୍କର ବିସ୍ଫୋରଣ, ଭୁଶୁଡିଲା ଛାତ, ୮ ମୃତ

ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଛାତ ଭୁଶୁଡି ପଡିଲା । ଚାପି ହୋଇ ରହିଗଲେ ୧୨ ଜଣ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ୮ ଜଣଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣର କାରଣ ଜଣାପଡିନାହିଁ । ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।

ଗୁଜବ ପଛରେ ଚା’ ବିକାଳି !
Jalgaon Train Accident: ମହାରାଷ୍ଟ୍ର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି !

ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଶତାଧିକ ଯାତ୍ରୀ ଭୟରେ ପୁଷ୍ପକ ଏକ୍ସପ୍ରେସରେ ଚେନ ପୁଲ୍ କରି ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସଂପୃକ୍ତ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ।

Jalgaon Train Accident
Jalgaon Train Accident: ଟ୍ରେନ୍‌ରେ ନିଆଁ ଗୁଜବ; ଡେଇଁ ପଡ଼ିଲେ ଯାତ୍ରୀ, ଆଉ ତା’ପରେ...

୮ରୁ ଅଧିକ ଜୀବନ ନେଲା ଟ୍ରେନରେ ନିଆଁ ଗୁଜବ । ସୂଚନା ଅନୁସାରେ, ପଚୋରା ଷ୍ଟେସନ ନିକଟରେ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ପରେ, କିଛି ଯାତ୍ରୀ ଚେନ୍ ପୁଲ୍ କରି ଟ୍ରେନରୁ ଆତଙ୍କିତ ଅବସ୍ଥାରେ ବାହାରକୁ ଡେଇଁ ପଡ଼ିଥିଲେ।

Passengers of Pushpak Express were hit by Karnataka Express train
Train Accident: ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା; ଯାତ୍ରୀଙ୍କୁ ଧକ୍କା ଦେଲା ଏକ୍ସପ୍ରେସ୍‌ ଟ୍ରେନ୍‌...

 ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରୀଙ୍କୁ ଧକ୍କା ଦେଲା ଆଉ ଏକ ଏକ୍ସପ୍ରେସ୍‌ । ପୁଷ୍କକ ଏକ୍ସପ୍ରେସର ୮ ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ୍‌ । 

Man Kills Wife And Son in pune
Man Kills Wife And Son: ବଢିଗଲା ଋଣ ଭାର; ପତ୍ନୀ ଏବଂ ପୁଅକୁ ମାରିବା ପରେ ନେଲେ ଏମିତି ନିଷ୍ପତ୍ତି..

ନିଜ ଆୟ ଅନୁସାରେ ଅଧିକ ବ୍ୟୟ କଲେ । ୯ ଲକ୍ଷ ଟଙ୍କା ଲୋନ୍ ନେବା ପରେ ଜଣେ ବ୍ୟକ୍ତି ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇଗଲେ । ନିଜ ପରିବାର ଲୋକଙ୍କୁ ଅତ୍ୟଧିକ ପରିମାଣର ନିଦ ବଟିକା ଦେଇ ଜୀବନରେ ମାରିଦେଲେ । ପରେ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେଇଥିଲେ ମଧ୍ୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।

car Parking
No Parking Space, No Car: ମହାରାଷ୍ଟ୍ରରେ ପାର୍କିଂ ଯାଗା ନଥିଲେ କିଣି ପାରିବେନି କାର୍

ଟ୍ରାଫିକ ଜାମ ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ପାର୍କିଂ ପାଇଁ ସ୍ଥାନ ନଥିଲେ କୌଣସି ବ୍ୟକ୍ତି କାର କିଣି ପାରିବେ ନାହିଁ ବୋଲି ନିୟମ କରାଯିବାର ସମ୍ଭାବନା ରହିଛି।

Youth Defrauds
Youth Defrauds: ଦରମା ମାତ୍ର ୧୩ ହଜାର!! କିନ୍ତୁ ଚଢ଼ୁଥିଲେ BMW, ପିନ୍ଧୁଥିଲେ ହୀରା ଚଷମା

ଠିକା ଚାକିରି, ପୋଷ୍ଟ କଂପ୍ୟୁଟର ଅପରେଟର୍, ଦରମା ମାତ୍ର ୧୩ ହଜାର । ହେଲେ ଜଣେ ଯୁବକ ନିଜେ ଚାକିରି କରିଥିବା ସଂସ୍ଥାରୁ କେତେ ଠକିଛନ୍ତି ଜାଣିଛନ୍ତି ?

Fadnavis Led Maharashtra Govt
Fadnavis Led Maharashtra Govt: ଫଡ଼ନାଭିସ୍ କ୍ୟାବିନେଟରେ କାହାକୁ କ’ଣ ? କାହାକୁ ମିଳିବ ଅର୍ଥ-ଗୃହ ବିଭାଗ ?

ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା ।

ଶପଥ ନେବେ ଫଡନାଭିସ୍‌
Devendra Fadnavis: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ୍‌, ସାମିଲ ହେବେ ପ୍ରଧାନମନ୍ତ୍ରୀ

ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ । ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଫଡନାଭିସ୍‌ ।

Devendra Fadnavis
Maharashtra CM: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍। କୋର୍‌ କମିଟି ବୈଠକରେ ଫଡନାବିସ୍ ଙ୍କ ନାଁରେ ମୋହର ବାଜିଥିବା ଜଣାପଡିଛି।

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?
Maharashtra Politics: କିଏ ହେବେ 'ମହା' ମୁଖ୍ୟମନ୍ତ୍ରୀ ? ଆଜି ସସ୍‌ପେନ୍ସ ଉପରୁ ହଟିପାରେ ପରଦା

ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଛକାପଞ୍ଝା ଭିତରେ ଗତକାଲି ମୁମ୍ବାଇ ଫେରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।

ଡିସେମ୍ବର ୫ରେ ମହାୟୁତି ସରକାର !
Maharashtra Politics: ମହାରାଷ୍ଟ୍ର ମହାନାଟକ: ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ, ୫ରେ ନୂଆ ସରକାରର ଶପଥ ଗ୍ରହଣ !

ଆସନ୍ତା ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ନିର୍ବାଚନ ଫଳ ଘୋଷଣାକୁ ସପ୍ତାହେ ବିତି ଥିଲେ ବି ମହାୟୁତିର କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

accident
Maharashtra Bus Accident: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍; ୧୦ ଯାତ୍ରୀ ମୃତ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ।

ମୁଖ୍ୟମନ୍ତ୍ରୀ ପରୁ ଇସ୍ତଫା ଦେଲେ ସିନ୍ଦେ
Eknath Shinde Resigns: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ

ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।

କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
Maharastra CM Race: କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଲାଗିରହିଛି ସସପେନ୍ସ

ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?

 PM Modi On Maharashtra Election Results
PM Modi On Maharashtra Election Results: ‘ନେଗେଟିଭ୍ ପଲିଟିକ୍ସ, ପରିବାରବାଦର ପରାଜୟ ହୋଇଛି’

ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି। ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ବିଜୟ ଉତ୍ସବରେ ଦଳୀୟ ନେତା ଓ କର୍ମୀଙ୍କୁ ଏମିତି କହି ଉତ୍ସାହିତ କରିବା ସହ ବିରୋଧୀ ମହା ଅଘାତି ମେଣ୍ଟକୁ କଡ଼ା ନିଶାନା କରିଛନ୍ତି। 

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ମହାସୁନାମୀ
Maharashtra Election Results: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ, ଏକାକୀ ୧୩୩ ଆସନରେ ବିଜେପି ବିଜୟୀ

ମହାରାଷ୍ଟ୍ର... ମହାୟୁତି... ମହା ବିଜୟ । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କଲା- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' ନାରା ।