ସି.ସି.ଟିଭି ଫୁଟେଜରେ ଯୁବକ ଜଣକ ଟିକେଟ ଧରି ଏକା ଆଉଟଡୋର ଆଗରେ ଘୁରି ବୁଲୁଥିବା ଜଣାପଡିଛି । ଯଦି ରୋଗୀଙ୍କ ଆଟେଣ୍ଡାନସ ନଥିବେ , ତାହେଲେ ଆମ୍ବୁଲାନସ କର୍ମଚାରୀ ତଥା ହେଲ୍ପଡେକ୍ସର କର୍ମଚାରୀ, ରୋଗୀକୁ ୱାର୍ଡରେ ଭର୍ତ୍ତି କରିବା କଥା । କିନ୍ତୁ ସେସବୁ କରାଯାଇନାହିଁ ।