• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Boudh

Suspension Storm
Govt Action Hard: ଆରମ୍ଭ ହେଲାଣି ଆକ୍ସନ, ଠକ ବାବୁଙ୍କ ଛାତିରେ ଛନକା

୬ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରଧୀନ ଥିବା ବାଣିଜ୍ୟ ଓ ପରିବହନ ବିଭାଗର ଚିଠି ପରେ କାମଚୋର ବାବୁ ଛାନିଆ। ମେଡିକାଲ ଲିଭ୍ କହି ବିଦେଶ ବୁଲୁଥିବା ବୌଦ୍ଧ ଜିଲ୍ଲାର ୪ ଅଧିକାରୀଙ୍କ ବିରୋଧରେ ଆକ୍ସନ ପରେ ଏବେ ଅନ୍ୟ ଠକ ବାବୁଙ୍କ ଛାତିରେ ପଶିଛି ଛନକା।

Reels
Dangerous Reels: କି ଭୟଙ୍କର ନିଶା, ରେଳ ଧାରଣାରେ ଶୋଇ ରିଲ୍ସ କରିବା ତିନି ନାବାଳକଙ୍କୁ ପଡିଲା ମହଙ୍ଗା

ତଳେ ସାଙ୍ଗ ଶୋଇଛି ଓ ଉପରେ ଟ୍ରେନ୍ ଚାଲୁଛି । ଜଣେ ସାଙ୍ଗ ଏଭଳି ରିଲ୍ସ ପାଇଁ ଡାଇରେକସନ ଦେଉଥିବାବେଳେ ଜଣେ ମୋବାଇଲରେ ସୁଟ କରୁଛି । ଆଉ ଜଣେ ସାଙ୍ଗ ରେଳ ଧାରଣାରେ ଶୋଇଛି । ଭିଡିଓରୁ ଜଣାପଡୁଛି, ଟ୍ରେନ ଆସିବା ଦେଖି କରୁଛନ୍ତି ରିଲ୍ସ ।

Couple Killed In Accident
Couple Killed In Accident: ବାପାର ଶବ ସତ୍କାର ପାଇଁ ଯାଉଥିଲେ ପୁଅ-ବୋହୂ, ନିଜେ ଶବ ହୋଇଗଲେ...

ବାପାର ମୃତ୍ୟୁ ଖବର ପାଇ ଗାଁକୁ ଯାଉଥିଲେ ପୁଅ-ବୋହୂ । ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁହିଁଙ୍କ ଜୀବନ । ଶବ ସତ୍କାର ପାଇଁ ଯାଉଥିଲେ, ନିଜେ ଶବ ହୋଇଗଲେ ।

Morning office
Morning Office: ସମ୍ବଲପୁର, ବୌଦ୍ଧରେ ସକାଳୁଆ ଅଫିସ; ନାହିଁ ଲଞ୍ଚ୍ ବ୍ରେକ୍

ସମ୍ବଲପୁର ଜିଲ୍ଲାରେ ଆଜିଠୁ ଚାଲିବ ସକାଳୁଆ ଅଫିସ । ସକାଳ ୭ଟାରୁ ଦିନ ୧ ଟା ଯାଏ ଚାଲିବ ଅଫିସ୍। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି।

Old and Stale Biryani Served in Restaurant
Stale Biryani: ପ୍ରଚାର କରୁଥିଲେ ୧ନଂ ବିରିୟାନୀ, ଦେଉଥିଲେ ବାସି ଖାଇବା, ଲଗାଉଥିଲେ ଚୂନ...

ଆପଣ ବାହାରେ ବିରିୟାନୀ ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଟିକେ ସତର୍କ ହୋଇଯାଆନ୍ତୁ ଆଉ ଆପଣ ଖାଉଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର, ସେ ସମ୍ପର୍କରେ ଟିକେ ପରଖନ୍ତୁ।

ପୋଲିସ୍ ବାବୁ କରୁଥିଲେ ଗଞ୍ଜେଇ କାରବାର
ଖାକି ବର୍ଦ୍ଦିରେ କଳଙ୍କର ଦାଗ

ଖାକି ବର୍ଦ୍ଦିରେ ଦାଗ। ଜନସାଧାରଣଙ୍କ ବଦଳରେ ଅପରାଧୀଙ୍କୁ ସୁରକ୍ଷା। ଆଉ ଶାନ୍ତିଶୃଙ୍ଖଳା ରକ୍ଷା ପରିବର୍ତ୍ତେ, ନିଶା କାରବାରରେ ଲିପ୍ତ ପୋଲିସ କର୍ମଚାରୀ।

boudh
Heatwave Hotspot Boudh: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ।

boudh
Heatwave Hotspot Boudh: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ, ଭାଙ୍ଗିବ ଟିଟିଲାଗଡର ରେକର୍ଡ!

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ।

Fire breaks out
Fire Breaks Out: ଈର୍ଷାରେ ଜଳି ୫ ଲକ୍ଷର ନଡ଼ାଗଦାରେ ନିଆଁ ଲଗାଇଦେଲେ, ଏଣେ ଚାହୁଁ ଚାହୁଁ ଜଳିଗଲା ଘର

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଘରଦ୍ୱାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସହି ନପାରି ଜାଳିଦେଲେ ୫ ଲକ୍ଷ ଟଙ୍କାର ନଡ଼ାଗଦା । ପଢନ୍ତୁ ପୁରା ଖବର

Loot
Mo school yojana: ୫ହଜାର କୁ ୫୦ହଜାର ଦେଖାଇ ଲୁଟିନେଲେ ପ୍ରଧାନ ଶିକ୍ଷକ

ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଏବଂ ଆଉଥରେ ୧୨ ହଜାର ଟଙ୍କା ଏଭଳି ମୋଟ ୧୭ହଜାର ଟଙ୍କା ଜମା ହୋଇଥିଲା

Car Accident
Car Accident: ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା କାର୍‌

ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ପରେ ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

Boudh
Woman In Cot: କେବେ ଯିବ ଯନ୍ତ୍ରଣା ? କେତେ ଦିନ ଆଉ ଖଟିଆରେ ବୁହା ହେବେ ମାଆ ?

ଗାଁଠାରୁ ଏକ କିମି ଦୂରରେ ଥିବା ଲକ୍ଷ୍ମୀ ନାଳ ପାଖରେ ଅଟକିଥିଲା ଆମ୍ୱୁଲାନ୍ସ। ରାସ୍ତା ନଥିବାରୁ ଗାଁକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

Truck Accident In Boudh
Truck Accident In Boudh: ବ୍ରିଜ୍ ଉପରୁ ଖସିପଡ଼ିଲା ଟ୍ରକ୍; ୪ ଘଣ୍ଟା ଫସିରହିଲେ ଡ୍ରାଇଭର୍-ହେଲପର୍

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍। ବୌଦ୍ଧ ମନମୁଣ୍ଡା ଥାନା ମଶିଣାପଡା ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା ।

ମେନୁରେ ଭାତ-ଚିକେନ୍‌, ଥାଳିରେ ପଖାଳ-ପିଆଜ
Special Story: ମେନ୍ୟୁରେ ରହିଛି ଭାତ-ଚିକେନ୍‌, କିନ୍ତୁ ପିଲାଙ୍କୁ ମିଳୁଛି ପଖାଳ-ପିଆଜ

ଉପମା, ସୁଜି, ପାଉଁରୁଟି, ଫଳମୂଳ ଅଣ୍ଡା ଯାହା ଦେଖିବ ଏଠି ସବୁ କିଛି ପିଲାଙ୍କୁ ମିଳୁଛି । ହେଲେ କାଗଜ କଲମରେ ଛୁଆଙ୍କୁ ଯାହା ମିଳୁଛି ବାସ୍ତବରେ ତା’ର ଚିତ୍ର ପୂରା ଭିନ୍ନ ।

Vigilance Raid
Vigilance Raid In Boudh: ଭିଜିଲାନ୍ସ ଜାଲରେ ୨ ଲାଞ୍ଚୁଆ ଅଫିସର୍; ଛାଡିଦେବାକୁ କହି କାନ୍ଦି ପକାଇଲେ

ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Boudh to Get Train Service Soon
ବୌଦ୍ଧ ଦେଖିବ ରେଳ ଆଲୁଅ

ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ।

Boudh to Get Train Service Soon
Boudh To Get Train Service Soon: ବୌଦ୍ଧ ଦେଖିବ ରେଳ ଆଲୁଅ; ଦ୍ରୁତ ଗତିରେ ଚାଲିଛି ୭ ଟନେଲ୍ କାମ... 

ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ। 

Train Service
ବୌଦ୍ଧ ଜିଲ୍ଲାବାସୀଙ୍କୁ ମିଳିବ ରେଳସେବା

ଆଉ ମାତ୍ର କିଛି ମାସର ଅପେକ୍ଷା। ବୌଦ୍ଧକୁ ଗଡିବ ରେଳଗାଡି। ସରିଲା ରେଳପଥ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ଆଉ ୧୧୦ ସ୍ପିଡ଼ରେ ହୋଇଛି ପାସେଞ୍ଜର ଟ୍ରେନର ସ୍ପିଡ ଟ୍ରାଏଲ ରନ। ଯାହାକୁ ନେଇ ଏବେ ବୌଦ୍ଧବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଷ୍ଟେସନ ରେ ପ୍ରଥମ ଟ୍ରେନ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼।

Chuda Khai Jatra
ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ

ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ ଉଛୁଳି ପଡ଼ୁଛି ସାରା ପରିବେଶ । ଶହଶହ ସଂଖ୍ୟାରେ ଲୋକ ନାଚୁଛନ୍ତି ଗାଉଛନ୍ତି ଓ ଝୁମୁଛନ୍ତି । ପରମ୍ପରା ପାଳନ ପାଇଁ ସମସ୍ତେ ଏକାକାର । ମାର୍ଗଶିର ମାସର ପୂର୍ଣ୍ଣିମା ତିଥିରେ ଏହି ଯାତ୍ରା ପାଳନ କରାଯାଉଥିବା ବେଳେ ଢୋଲ ନିଶାନର ତାଳେ ତାଳେ ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ ।

IT raid
ସରୁନି ‘ମଦ ସାମ୍ରାଜ୍ୟ’ ରେଡ୍‌, ବୌଦ୍ଧ ଡିଷ୍ଟିଲାରୀ ପ୍ରା. ଲିମିଟେଡ୍ ଲିଙ୍କରେ ଚଢ଼ାଉ

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି।

ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା
ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା

ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ । ସେହିପରି ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି

Special Story | Locals allege corruption in excavation of pond in Boudh
ପୋଖରୀ ଖାଇଗଲେ ସରକାରୀ ବାବୁ

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। ଏମିତି ଅଭିଯୋଗକୁ ନେଇ ଆମର ସ୍ପେଶାଲ୍ ରିପୋର୍ଟ...

Cops Thrash Pick-Up Van Driver On False Charges In Odisha’s Boudh, Video Goes Viral
ପୋଲିସ ବୋଲି ଏତେ ଭାଉ? ବିନା ଦୋଷରେ ବି ମାରି କଲେ ରକ୍ତାକ୍ତ

ପୋଲିସ ଚାକିରି ବୋଲି ଏତେ ଭାଉ? ବିନା ଦୋଷରେ ଡ୍ରାଇଭରଙ୍କୁ ନିସ୍ତୁକ ମାରି ରକ୍ତାକ୍ତ କରିଦେଲେ...ଅନ୍ଧାର ରାତିରେ ଘଟିଥିଲା ଏମିତି ବର୍ବର ଘଟଣା

Boudh Accident
ସଚେତନତାର ଅଭାବ ହିଁ ଦୁର୍ଘଟଣାର କାରଣ, ସେପଟେ ଚେଇଁ ଶୋଇଛି NHAI

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର

Musical Instrument
କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍

କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।