• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cbi Raid

Cash-For-Query Case
ଅଡୁଆରେ ଟିଏମସି ନେତ୍ରୀ ମହୁଆ ମୈତ୍ର; ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ CBI ରେଡ୍

ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।

CBI arrests Paradip Port Health Organisation officer Dr Rajendra Panigrahi
ଲୋଭୀ ଡାକ୍ତରଙ୍କୁ ବାନ୍ଧିଲା CBI: ବିଛଣା ତଳେ ଓ ପାଇଖାନାରେ ରଖିଥିଲେ ପୁଳା ପୁଳା ଟଙ୍କା...

ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛିା କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।

FAKE CBI RAID
ନକଲି CBI ରେଡ୍‌, ପୁଣି ୩ ଗିରଫ

ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।

Viral Video
ଲାଞ୍ଚୁଆ ପୋଲିସଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଧରିଲା CBI... ଦେଖନ୍ତୁ ଭିଡିଓ...

ଭିଡିଓଟି ଦେଖିବାକୁ ଫିଲ୍ମ ଭଳି ଖୁବ୍‌ ରୋମାଞ୍ଚକର ମଧ୍ୟ ହୋଇଛି । ଅନେକ ଏହାକୁ ଲାଇକ୍ ସେୟାର କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି ।

CBI seizes Rs 20 crore cash from former CMD
ଘର ଭିତରେ ଯୁଆଡ଼େ ଖୋଜିଲେ ଖାଲି ବିଡ଼ା ବିଡ଼ା ଟଙ୍କା, ଏଯାଏ ସରକାରୀ ବାବୁଙ୍କ ଘରୁ ମିଳିଲାଣି ନଗଦ ୨୦ କୋଟି ଟଙ୍କା...

ଘର ଭିତରେ ଯୁଆଡ଼େ ଖୋଜିଲେ ଖାଲି ବିଡ଼ା ବିଡ଼ା ଟଙ୍କା। ଆହୁରି ରେଡ୍ ଚାଲିଛି, ଘନ ଘନ ଯାଞ୍ଚ ବି ହେଉଛି। ସିବିଆଇ ଅଧିକାରୀ ଏଯାଏ ନଗଦ ୨୦କୋଟିରୁ ଅଧିକ ଟଙ୍କା ଜବତ କରିସାରିଲେଣି।

Special 26 Fake CBI
Special 26 ଷ୍ଟାଇଲ୍‌ରେ ଫେକ୍‌ ରେଡ୍‌ ! ବ୍ୟବସାୟୀଙ୍କ ଘରୁ ଲୁଟିଲା ନକଲି ସିବିଆଇ

ଏହି ନକଲି ରେଡ୍‌ ରୁପଚନ୍ଦ ମୁଖାର୍ଜୀ ଲେନ୍‌ ସ୍ଥିତ ସୁରେଶଙ୍କ ଘରେ ପଡ଼ିଥିଲା ।

Charchit Mishra
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଜାମିନ

ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।

 ED Raids In Jharkhand
ରେଡ୍‌ ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଘରୁ ମିଳିଲା AK 47 ବନ୍ଧୁକ

ବେଆଇନ୍‌ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍‌ ବେଳେ ୨ଟି AK 47 ରାଇଫଲ୍‌ ମିଳିଛି।

Ahead of floor test in Bihar, CBI RAIDS residence of RJD MLC Sunil Singh
ଏପଟେ ଶକ୍ତି ପରୀକ୍ଷା, ସେପଟେ CBI ରେଡ୍‌: ସକାଳୁ ସକାଳୁ ଆରଜେଡି MLCଙ୍କ ଘରେ ପଶିଲା ସିବିଆଇ

ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି। 

Charchit Mishra
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ରହିବେ ଜେଲ୍‌ରେ

ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।

Bribery Case: Industrialist Mahima Mishra And His Son Under CBI Scanner
ଲାଞ୍ଚ ଘୋଟାଲା: ଜାଣନ୍ତୁ, ପୁରା ଘଟଣାକ୍ରମ...କେମିତି ଛନ୍ଦି ହେଲେ ମହିମା ମିଶ୍ର ଓ ତାଙ୍କ ପୁଅ

ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି। 

Industrialist Mahima Mishra's son Charchit arrested by CBI
ଘଣ୍ଟା ଘଣ୍ଟା ଧରି ଜେରା ପରେ ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି। ଆଜି ଭୋର୍‌ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ। 

Industrialist Mahima Mishra's Son Charchit Mishra Appears At CBI Office In Bhubaneswar
CBIରେ ହାଜର ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର CBI କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି।

CBI grills industrialist Mahima Mishra & his son Chandan Mishra
ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅକୁ CBIର ଘନ ଘନ ଜେରା

ପାରାଦୀପ ବନ୍ଦର ଗେଷ୍ଟ ହାଉସ୍‌ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍‌ରେ ରେଡ୍ କରିଥିଲା।

Mahima Mishra
ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର

କଟକସ୍ଥିତ OSL ଅଫିସ୍‌ରେ ସିବିଆଇ ରେଡ୍ । 

CBI's New Corruption Case Against Lalu Yadav
ଲାଲୁଙ୍କ ପିଛା ଛାଡ଼ୁନି ବିବାଦ: ସକାଳୁ ସକାଳୁ ଲାଲୁଙ୍କ ଘରେ ପଶିଲା CBI

କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ CBI ନୂଆ ମାମଲା ରୁଜୁ କରିଛି।

Child Porn in CBI Scanner
ଯୌନ ପିପାସୁଙ୍କ ମାୟା ଜାଲରେ ଶିଶୁ, ହ୍ୱାଟ୍‌ସଆପ୍‌ରେ ଚାଲିଛି ବେପାର

ଯୌନ ରାକ୍ଷସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍‌ରେ ।

CBI Attacked
CBI ଅଧିକାରୀଙ୍କୁ ଠେଙ୍ଗାରେ ପିଟିଲେ ଗାଁର ମହିଳା..

ସିବିଆଇ ଟିମ୍‌କୁ ନିର୍ଧୁମ୍‌ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍‌ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

cbi
ଭଦ୍ରକ-ଯାଜପୁରରେ ଅଚାନକ ସିବିଆଇ ରେଡ୍‌

ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ ।

cbi
ଆକ୍ସନ୍ ମୁଡରେ ସିବିଆଇ : ଲୁହାପଥର ଓ କୋଇଲା କିଣା ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ

ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ