ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।
ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛିା କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।
ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।
ଭିଡିଓଟି ଦେଖିବାକୁ ଫିଲ୍ମ ଭଳି ଖୁବ୍ ରୋମାଞ୍ଚକର ମଧ୍ୟ ହୋଇଛି । ଅନେକ ଏହାକୁ ଲାଇକ୍ ସେୟାର କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି ।
ଘର ଭିତରେ ଯୁଆଡ଼େ ଖୋଜିଲେ ଖାଲି ବିଡ଼ା ବିଡ଼ା ଟଙ୍କା। ଆହୁରି ରେଡ୍ ଚାଲିଛି, ଘନ ଘନ ଯାଞ୍ଚ ବି ହେଉଛି। ସିବିଆଇ ଅଧିକାରୀ ଏଯାଏ ନଗଦ ୨୦କୋଟିରୁ ଅଧିକ ଟଙ୍କା ଜବତ କରିସାରିଲେଣି।
କୁବେର ଅଧିକାରୀଙ୍କ ସମ୍ପତ୍ତି ଦେଖି ସିବିଆଇ ଅଧିକାରୀ ଜଳକା ।
ଏହି ନକଲି ରେଡ୍ ରୁପଚନ୍ଦ ମୁଖାର୍ଜୀ ଲେନ୍ ସ୍ଥିତ ସୁରେଶଙ୍କ ଘରେ ପଡ଼ିଥିଲା ।
ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।
ବେଆଇନ୍ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍ ବେଳେ ୨ଟି AK 47 ରାଇଫଲ୍ ମିଳିଛି।
ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି।
ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।
ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି।
ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି। ଆଜି ଭୋର୍ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ।
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର CBI କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି।
ପାରାଦୀପ ବନ୍ଦର ଗେଷ୍ଟ ହାଉସ୍ରେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ଗତକାଲି ସକାଳୁ ସିବିଆଇ ଟିମ୍ ମହିମାଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପାରାଦୀପ ଅଫିସ୍ରେ ରେଡ୍ କରିଥିଲା।
କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ CBI ନୂଆ ମାମଲା ରୁଜୁ କରିଛି।
ଯୌନ ରାକ୍ଷସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍ରେ ।
ସିବିଆଇ ଟିମ୍କୁ ନିର୍ଧୁମ୍ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅନ୍ଲାଇନ୍ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ ।
ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ