• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fraud Case

WhatsApp
ଭାରତୀୟ ମୋବାଇଲ୍ ୟୁଜର୍ସଙ୍କୁ ଧମକାଉଛି ପାକିସ୍ତାନ; ଆଡଭାଇଜରି ଜାରି କଲା ଟେଲିକମ୍ ବିଭାଗ

ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।

idbi bank
IDBI ଠକେଇ ମାମଲା; ପୂର୍ବତନ ମ୍ୟାନେଜର ସମେତ ଆଉ ୨ ଜଣଙ୍କୁ ଗିରଫ କଲା EOW

IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ । 

17 Lakh fraud
ଡାକ୍ତରଙ୍କ ମା’ଙ୍କୁ ଚୂନା ଲଗାଇଲେ...ପୁଅ-ବୋହୂଙ୍କୁ ମୁକୁଳାଇବାକୁ କହି ୧୭ଲକ୍ଷ ଠକେଇ

ଡାକ୍ତର ପୁଣ୍ୟଶ୍ଲୋକଙ୍କ ମାଆଙ୍କୁ ୨୦ ଲକ୍ଷ ଟଙ୍କା ଯୋଗାଡ କରିବାକୁ କହିଥିଲେ ପଡୋଶୀ ସମ୍ବିତ ସାମଲ । ଥାନା ଓ କୋର୍ଟରେ ଖର୍ଚ୍ଚ କରି ତାଙ୍କ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବେ କହି ୧୭ ଲକ୍ଷ ଟଙ୍କା ନେଇଥିଲେ।

jet airways founder naresh goyal family in money laundering case
ଅସୁବିଧାରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ; ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ

ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।

Soumya Ranjan Patnaik
ସୌମ୍ୟରଂଜନ ପଟ୍ଟନାୟକଙ୍କ ନାଁରେ ଲୋନ୍ ଦୁର୍ନୀତି ଅଭିଯୋଗ

ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ । ଏଚଆର୍ ହେଡ୍ ବୈଜୟନ୍ତି କରଙ୍କ ବିରୋଧରେ ବି ଅଭିଯୋଗ ହୋଇଛି ।

Magic Mirror Fraud
କୁହୁକ ଦର୍ପଣ ନାଁରେ ଠକେଇ,ତିନି ଠକ ଗିରଫ

ପଶ୍ଚିମବଙ୍ଗର ତିନି ଠକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଗୋଟିଏ କାର ସହ ୨୮ ହଜାର ଟଙ୍କା, ୫ଟି ମୋବାଇଲ ଜବତ । ବିରଳ ଦର୍ପଣ କହି ଲୋକମାନଙ୍କୁ ଭୁଆଁ ବୁଲାଉଥିଲେ ।

Postmaster
ନିରିହ ଜମାକାରୀଙ୍କ କଷ୍ଟ ଅର୍ଜିତ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର

ଡାକଘରେ ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ହଡ଼ପ କରିଦେଇଛନ୍ତି ପୋଷ୍ଟ ମାଷ୍ଟର, ପୋଷ୍ଟଲ ଡାକ ଅଧିକ୍ଷକଙ୍କ ନିକଟର ଲିଖିତ ଅଭିଯୋଗ କଲେ ହିତାଧିକାରୀ । ରାୟଗଡ଼ାରୁ ଆସିଥିବା ଏହି ଖବର ଏବେ ସମସ୍ତକୁ ଚକିତ କରିଛି । ଟଙ୍କା ଫେରି ପାଇବାକୁ ଏବେ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ..

 arrest job fraud racket’s
ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲା, ଏବେ ବନ୍ଧାହେଲା

ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।

Job Fraud
ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ୧୭ ରାଜ୍ୟରେ କରୁଥିଲା ଚାକିରି ଠକେଇ

EOW କବ୍‌ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।

Fraud Allegation Against BMW Car Show Room
ଗ୍ରାହକଙ୍କଠୁ ୨ ଲକ୍ଷ ଟଙ୍କା ଠକି ନେଲା BMW କାର୍‌ ଶୋ’ ରୁମ୍‌

କଟକ ବିଏମଡବ୍ଲ୍ୟୁ(BMW) କାର୍‌ ଶୋ’ ରୁମ୍ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଗ୍ରାହକ ବାଛିଥିବା ମଡେଲ ବଦଳରେ ଅନ୍ୟ ମଡେଲର କାର୍‌ ଦେଇ ଅଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।

Fraud, Priest loot 30 lakhs
ଚିତା ଚୈତନ୍ୟ କାଟି ଲୁଟୁଥିଲେ, ନାମ ନେଲେ

ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍‌ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ।

Chitfund Lootera
୩ ଚିଟଫଣ୍ଡ ଠକଙ୍କୁ EOW ର ମୋଷ୍ଟ ୱାଣ୍ଟେଡ୍ ଘୋଷଣା; ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ଦେଲେ ମିଳିବ ପୁରସ୍କାର

ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ ।

Rs 100 Crore Fraud Accused Nabbed
୧୦୯ କୋଟି ଠକେଇ: ଓଡ଼ିଶା ଛାଡ଼ି ପଳାଇବା ପାଇଁ ପ୍ରୟାସ ବେଳେ ଧରାପଡ଼ିଲା ଅଭିଯୁକ୍ତ

୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍‌ଡି ଦୀପକ କିଣ୍ଡୋଙ୍କୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।

doctor
ବଢ଼ି ବଢ଼ି ଚାଲିଛି ରସିକିଆ ଡାକ୍ତରଙ୍କ ସ୍ତ୍ରୀଙ୍କ ତାଲିକା, ମିଳିଲା ଆଉ ତିନି ଜଣଙ୍କ ସନ୍ଧାନ

ତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି ।

Doctor Arrested For Marrying 14 Girls,
ପଦାରେ ପଡ଼ିଲା ରସିକିଆ ଡାକ୍ତରଙ୍କ ଫେକ୍‌ ମ୍ୟାରେଜ୍‌, ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ...

ଠକ..ମହାଠକ...ଦୁର୍ଦ୍ଦାନ୍ତ ଠକ...ଯାହା କହିଲେ ବି ଏହି ବ୍ୟକ୍ତି ପାଇଁ କମ୍ ହେବ। ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ। ତଥାପି ଠକେଇ ପାଇଁ ଡାକ୍ତର ସାଜି ୧୪ଟି ବିବାହ କରିଥିଲେ ଏହି ନକଲି ଡାକ୍ତର।

Doctor Arrested For Cheating Girls
ଭାଲେଣ୍ଟାଇନ୍‌ ଡେ’ରେ ବନ୍ଧା ହେଲେ ରସିକିଆ ଡାକ୍ତର, ଯୁବତୀଙ୍କୁ ଫସାଇ କରୁଥିଲେ ଏମିତି କାଣ୍ଡ...

ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ।

Former Corporator's husband arrested
ବନ୍ଧା ହେଲେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ, ଘରୁ ମିଳିଲା ୧୫ ଲକ୍ଷ ଟଙ୍କା

ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କ ଘରେ ରେଡ୍‌ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।

Jamtara Gang Master Plan Revealed
ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ; ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍

ମୁମ୍ବାଇରୁ ଡାଟା ଚୋରି, ଝାଡ଼ଖଣ୍ଡରୁ ଅପରେସନ...ସାମ୍ନାକୁ ଆସିଲା ଜମତରା ଗ୍ୟାଙ୍ଗର ମାଷ୍ଟର ପ୍ଲାନ୍। ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ଜମତରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡରୁ କରୁଛି ଅପରେଟ୍।

EOW arrests For Impersonating ITDC Official
ITDC ଅଧିକାରୀ ପରିଚୟ ଦେଇ ଠକି ନେଲେ ୫୦ ଲକ୍ଷ

ନିଜକୁ ITDCର ବରିଷ୍ଠ ଅଧିକାରୀ ପରିଚୟ ଦେଇ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲ୍‌କୁ ବିକ୍ରି ନେଇ ଏକ ଫେକ୍ ଡିଲ୍ ହୋଇଥିଲା।