• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Vigilance Raid
Vigilance Raid: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଉପରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ରହିଛି। ତାସହ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ବି ରହିଛି ।

ସରକାରୀ ବାବୁ ଏମିତି ଖାଆନ୍ତି ଲକ୍ଷ ଲକ୍ଷ
Special Story: ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ, ଭଲ ରାସ୍ତାରେ ପ୍ୟାଚ୍‌ ପକାଇ ଲୁଟିନେଲେ

ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ରାସ୍ତା ଭଲ ଅଛି । କିନ୍ତୁ ସ୍ଥାନ ସ୍ଥାନରେ ପୂର୍ତ୍ତ ବିଭାଗର ହରିଲୁଟ୍‌ ଯୋଜନାରେ ବିଗିଡିଯାଇଛି ରାସ୍ତାର ହାଲ । ଗତ ଚାରିମାସ ତଳେ ପକାଯାଇଥିବା ପିଚୁ ଉଠି ଖାଲ ଖମାରେ ଭର୍ତ୍ତି ହେଲାଣି ।

Lightning Strike
Lightning Strike: କଲେଜ ଯିବାକୁ ସ୍ୱପ୍ନ ଦେଖୁଥିଲେ, ବଜ୍ରପାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ବଜ୍ରାଘାତରେ ଜଣେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍‌
New School Syllabus: ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ପାଠ୍ୟକ୍ରମ

ନୂଆ ସିଲାବସ୍‌ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପାନ ଦୋକାନରୁ କିଣୁଥିଲେ ଡ୍ରଗ୍‌ସ
Illegal Drug Trade: ପାନ ଦୋକାନରେ ଗଞ୍ଜେଇ କାରବାର, ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ରାଇମ୍ ୟୁନିଟ୍

ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍ । ସେହିପରି ଏକାଧିକ ଯୁବକଙ୍କୁ ମଧ୍ୟ ଉଠାଇ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ୍ ।

Sahitya Bharati Samman 2025
Sahitya Bharati Samman: ଶୈଳଜ ରବି ପାଇବେ ସାହିତ୍ୟ ଭାରତୀ ସମ୍ମାନ, ସୂର୍ଯ୍ୟ, ସଂଯୁକ୍ତା, ବିରଜା ଓ ଈପ୍ସିତା ବି ପାଇବେ ପୁରସ୍କାର

ଚଳିତ ବର୍ଷ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକ ବିରଜା ରାଉତରାୟ, କବି ଇପ୍ସିତା ଷଡ଼ଙ୍ଗୀ, ଲେଖିକା ସଂଯୁକ୍ତା ମହାନ୍ତି ଓ ଡାକ୍ତର ଫାଲଗୁନୀ ରାୟ

ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା
Naba Das Murder Case: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା

ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ।

 Ration card
Ration Card: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

ବ୍ଲକ ଅଧ୍ୟକ୍ଷାଙ୍କ ନାଁରେ ରାସନ୍ କାର୍ଡ । ମାସକୁ ମାସ ଉଠାଉଛନ୍ତି ରାସନ ଚାଉଳ । ୪ ବର୍ଷ ହେଲା ଗରିବଙ୍କ ପାଇଁ ଆସୁଥିବା ପିଡିଏସ୍‌ ଚାଉଳ ନେଉଥିବାର ଅଭିଯୋଗ । ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ବିରୋଧରେ ଆସିଛି ଏହି ସାଂଘାତିକ ଅଭିଯୋଗ ।

Chain Snatchers Terrorize Bhubaneswar
Chain Snatchers Terrorize Bhubaneswar: ମାତିଛନ୍ତି ଚେନ୍ ଲୁଟେରା: ଅସୁରକ୍ଷିତ ରାଜଧାନୀ ରାସ୍ତା, ଦିନକରେ ୪ ଜଣଙ୍କ ଠାରୁ ଝାମ୍ପିନେଲେ...

ଭୁବନେଶ୍ବରରେ ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା। ଗୋଟିଏ ଦିନରେ ଚାରି ଚାରିଟି ଘଟଣା ରାଜଧାନୀବାସୀଙ୍କୁ ଭୟଭିତ କରିଛି । କେଉଁଠି ଗୋଡାଇ ଗୋଡାଇ ଛିଣ୍ଡାଇ ନେଇଛନ୍ତି । ପୁଣି କାର୍ ଭିତରୁ ଝାମ୍ପି ନେଇଛନ୍ତି ଚେନ୍।

‘ଚାଷ କରି କମାଉଛି ୪ ଲକ୍ଷ’
Special Story: ଫୁଲ ଚାଷ କରିଛି ଲକ୍ଷ ପତି, କମାଉଛନ୍ତି ୪ ଲକ୍ଷ ଟଙ୍କା

ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି ।

କ୍ରାଇମ୍‌ବ୍ରାଞ୍ଚ ଖୋଜୁଛି କ’ଣ ?
Special Story: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ?

ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍‌ବ୍ରାଞ୍ଚର ଆଡିସନାଲ ଏସ୍‌ପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି ।

Mahasnan
Mahasnan: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ରକ୍ତଛିଟା ପଡିବାରୁ ଶ୍ରୀଜିଉଙ୍କର ହେଲା ମହାସ୍ନାନ । ଭିତରକାଠ ନିକଟରେ ଜଣେ ପାଣିଆପଟ ସେବାୟତ ପଡିଯାଇଥିଲେ । ତାଙ୍କ ଗୋଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ରକ୍ତଛିଟା ପଡିଥିଲା ।

୪୩ ଲକ୍ଷ ଗାୟବ
Special Story: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ

ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ ।

Tension Erupts at Border
Tension Erupts at Border: ଓଡ଼ିଶାର ବାଡ଼ ଡେଉଁଛି ପଶ୍ଚିମବଙ୍ଗ; ଗାଁରେ ପଶୁଛି ରାସ୍ତା ଭାଙ୍ଗୁଛି...

ସୀମା ଲଙ୍ଘି ରାସ୍ତା ଭାଙ୍ଗୁଛି । ନିଜେ ନୂଆ ରାସ୍ତା ନିର୍ମାଣ କରୁଛି । ହରକତ ଦୋହରାଉଛି, ବିରୋଧ ବଢୁଛି । ଦିନକୁ ଦିନ ଉଦ୍ଧତ ହେଲାଣି ପଶ୍ଚିମବଙ୍ଗ ପ୍ରଶାସନ । 

 New Water Policy
New Water Policy: ନୂଆ ଜଳ ନୀତି ଆଣିବେ ସରକାର, ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପ୍ଲାନ୍‌

ନୂଆ ରାଜ୍ୟ ଜଳ ନୀତି ଆଣିବେ ମୋହନ ସରକାର । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛୁ । ଚଳିତ ବର୍ଷ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

Illegal Gun Factory
Illegal Gun Factory: କଟକ ବନ୍ଧୁକ କାରଖାନା, ବନ୍ଧା ହେଲା ମାଷ୍ଟରମାଇଣ୍ଡ

ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାରେ ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆ ଗିରଫ । କଟକ ଶଙ୍କରପୁର ଅଞ୍ଚଳରୁ ଏହି କୁଖ୍ୟାତ ଅପରାଧିକୁ ଧରିଛି STF ଟିମ୍ । ପୂର୍ବରୁ ଏହି ମାମଲାରେ ୪ ଜଣ ଗିରଫ ହୋଇଥିଲେ ।

Liquor Kingpin Bikram Sahu
IT Raids: ମଦ ବ୍ୟବସାୟୀ ବିକ୍ରମଙ୍କ ଘରେ ମାରାଥନ ରେଡ୍; ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ

ଯେଉଁଠି ଦେଖିବ ସେଇଠି ରହିଛି ବିକ୍ରମ ସାହୁଙ୍କର ଦେଶୀ ମଦ ଭାଟି । ଯେଉଁ ସହରରେ ଖୋଜିବ ସେଇଠି ପାଇବ ବିକ୍ରମଙ୍କର ଆଲିଶାନ ବଙ୍ଗଳା ।

  • Saturday, 22 March 2025
  • Raids
Age Eligibility Confusion
Age Eligibility Confusion: ଗୋଟିଏ ରାଜ୍ୟରେ ଦୁଇଟି ନିୟମ; କ୍ଲାସ ୱାନ୍ ପଢିବାକୁ ଥିବା ପିଲାଙ୍କ ବାପା-ମାଆଙ୍କୁ ଟେନସନ୍

RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ । 

Similipal Tiger Reserve
Similipal Tiger Reserve: ଆଜିଠୁ ୨ ଦିନ ଶିମିଳିପାଳ ବନ୍ଦ

ଆଜି ଓ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । କାଳବୈଶାଖୀ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ନିଷ୍ପତ୍ତି ହୋଇଛି ।

Rourkela Govt Hospital
Rourkela Govt Hospital: ସରକାରୀ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା; ଖାଲି ପଡିଛି ୫୬ଟି ଡାକ୍ତର ପଦବୀ...

ରାଉରକେଲା ସରକାରୀ ହସ୍ପିଟାଲ। ଏଠାକୁ ଦୈନିକ ଆସୁଛନ୍ତି ଶତାଧିକ ରୋଗୀ। ସୁନ୍ଦରଗଡ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀଙ୍କ ଚିକିତ୍ସା କରିବ କଣ ଖୋଦ୍ ହସ୍ପିଟାଲର ଟ୍ରିଟମେଣ୍ଟ କରିବା ଜରୁରୀ ହୋଇପଡିଛି। 

Ex Odisha Minister Naba Das Murder:
Ex Odisha Minister Naba Das Murder: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ? 

ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍‌ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ?

BJD's Strategic Move
BJD's Strategic Move: ବିଜେଡି କରୁଛି ବଡ଼ ଚାଲ୍‌, ଚେନ୍ନାଇରେ ବସିଛି ମେଳି...

 ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।

Panchang
Panchang Today 22th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି- ୮ମୀ ନିଶାନ୍ତ ୦୫.୨୩ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Kalabaisakhi rainfall
Rainfall Alert: ୨୫ ଯାଏଁ କାଳବୈଶାଖୀ ବର୍ଷା ! ଆଜି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆଜି ସାରା ରାଜ୍ୟରେ କାଳବୈଶାଖୀ ଆଶଙ୍କା । ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବଜ୍ରପାତ ଓ ପବନ ବହିବା ନେଇ ସତର୍କ । ପଢନ୍ତୁ ପୁରା ଖବର

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 22 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 22 March 2025