• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia Writers

ସ୍ବଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା ।
Legendary Poet Ramakanta Rath: କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତରେ ସ୍ତବ୍ଧ ସାହିତ୍ୟଜଗତ

୯୨ ବର୍ଷ ବୟସରେ ରମାକାନ୍ତଙ୍କ ବିୟୋଗ ସହ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ବିଦେଶରେ ଥିବା ଏକମାତ୍ର ପୁଅ ଆସି ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Pradosh Mishra
ଏ ବର୍ଷର ‘ଅକ୍ଷର କଥାକାର ସମ୍ମାନ’ ପାଇବେ କଥାଶିଳ୍ପୀ ପ୍ରଦୋଷ ମିଶ୍ର

ଆସନ୍ତା ୨୯ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ କଥାଶିଳ୍ପୀ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

Biswanath Sahoo
ଚଳିତ ବର୍ଷର ‘ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର’ ପାଇବେ ବିଶ୍ୱନାଥ ସାହୁ

ଚଳିତ ବର୍ଷ ପାଇଁ ସମ୍ମାନଜନକ "ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର" ପାଇବେ ଓଡ଼ିଆ କଥା ସାହିତ୍ୟର ଯୁବ କଥାଶିଳ୍ପୀ ବିଶ୍ୱନାଥ ସାହୁ । ତାଙ୍କର ଗଳ୍ପ ସଂକଳନ "ମୂର୍ତ୍ତି ପ୍ରବେଶ" ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

Basant Muduli Memorial
କବି ବସନ୍ତ ମୁଦୁଲିଙ୍କ ୩୫ତମ ସ୍ମୃତି ସମାରୋହ; ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ

ଭଦ୍ରକସ୍ଥ ସଂସ୍କୃତି ଭବନ ଠାରେ କବି ବସନ୍ତ ମୁଦୁଲିଙ୍କ ରାଜ୍ୟସ୍ତରୀୟ ୩୫ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହେଲେ ଯୁବକବି ନରେନ୍ଦ୍ର ଭୋଇ ଓ ଚିତ୍ତରଞ୍ଜନ ନାୟକ ।