• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Srimandir

ସୁସ୍ଥ ହେଉଛନ୍ତି ମହାପ୍ରଭୁ
Khalilagi Ekadasi: ଆଜି ଖଳିଲାଗି ଏକାଦଶୀ, ସୁସ୍ଥ ହେଉଛନ୍ତି ମହାପ୍ରଭୁ

ଏକାଦଶୀରେ ମହାପ୍ରଭୁ ମସ୍ତକରେ ତୁଳସୀ ରଙ୍ଗବେରଙ୍ଗର ଫୁଲ ଓ ବସ୍ତ୍ର ପରିଧାନ କରିବେ । ଏହାସହ ଘଣ୍ଟଘଣ୍ଟା ବାଜି ପୂଜାର୍ଚ୍ଚନା କରାଯିବାର ବିଧିବିଧାନ ରହିଛି । ଏହାପରେ ଦ୍ବାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯିବ ।

Srimandir Rituals
Anasara Rituals: ଅଣସରରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତସେବା, କାଲି ଲାଗି ହେବ ଦଶମୂଳ ମୋଦକ

ଅଣସର ଘରେ ଶ୍ରୀଜିଉଙ୍କ ଗୁପ୍ତ ସେବା ଜାରି ରହିଛି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆସନ୍ତାକାଲି ଏକାଦଶୀରେ ଲାଗି ହେବ ଦଶମୂଳ ମୋଦକ । ଏହାକୁ ସମର୍ପଣ ପରେ ସୁସ୍ଥ ହେବେ ଶ୍ରୀଜିଉ ।

ଏତେ ବିଳମ୍ବ ଇତିହାସରେ ପ୍ରଥମ
ଏଥର ବିନା ପରିଚାଳନା କମିଟିରେ ଘୋଷଯାତ୍ରା !

ଶ୍ରୀମନ୍ଦିରର ସୁପରିଚାଳନାକୁ ନେଇ କେତେ ତତ୍ପର, କେତେ ଚିନ୍ତିତ ରାଜ୍ୟ ସରକାର ? ଓଟିଭି ସହ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଖୋଦ୍ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ଏ କ୍ଷୋଭରେ ହିଁ ଲୁଚିଛି ତାରି ଉତ୍ତର ।

ଏତେ ବିଳମ୍ବ ଇତିହାସରେ ପ୍ରଥମ
Srimandir Managing Committee: ଏଥର ବିନା ପରିଚାଳନା କମିଟିରେ ଘୋଷଯାତ୍ରା ! ଶ୍ରୀମନ୍ଦିର ସୁପରିଚାଳନାକୁ ନେଇ କେତେ ଚିନ୍ତିତ ସରକାର ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିରର ସୁପରିଚାଳନାକୁ ନେଇ କେତେ ତତ୍ପର, କେତେ ଚିନ୍ତିତ ରାଜ୍ୟ ସରକାର ? ଓଟିଭି ସହ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଖୋଦ୍ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ଏ କ୍ଷୋଭରେ ହିଁ ଲୁଚିଛି ତାରି ଉତ୍ତର ।

ପୁରୀ ପୁରୀ, ଦୀଘା ଦୀଘା
ଦୀଘା ଗୋଟେ ପର୍ଯ୍ୟଟନ ସ୍ଥଳୀ, ଧାମ୍ ନୁହଁ

ଚୈତନ୍ୟ ପ୍ରଭୁ ପୁରୀ ଜଗନ୍ନାଥ ଧାମ କୁ ଆସିଥିଲେ। ଆମେ ବଙ୍ଗୀୟ ହେଲେ ବି ପୁରୀ ଆସିବୁ। କାରଣ ଚାରିଧାମ ରୁ ଏ ହେଉଛି ଅନ୍ୟତମ।

ଆଖି ମିଶିଲା, ମନ ପୂରିଲା
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ

ଯେତେ ଯେତେ ସିନ୍ଦୂରା ଫାଟୁଥିଲା... ସେତେ ସେତେ ସୁନ୍ଦର ଦିଶୁଥିଲା ନୀଳମଣିଙ୍କ ନୀଳକନ୍ଦର। ବଡ଼ ଦେଉଳର ପାରା ଦଳ ଦଳ ଉଡ଼ିଯିବା ପରି, ରାତି ପାହିବା ବେଳକୁ ବଡ଼ଦାଣ୍ଡରେ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ, ଦିନ ବଢ଼ିବା ସହ... ଉଛୁଳି ଉଠୁଥିଲା ଭକ୍ତିର ଜୁଆର।

ସ୍ନାନବେଦିରେ ସାଆଁନ୍ତେ
ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ

ସ୍ନାନ ମଣ୍ଡପରେ ଦାରୁଦିଅଁ । ହାତୀ ବା ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଇଏ ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି...ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳନରେ, ରତ୍ନବେଦୀରୁ ଧାଡ଼ିପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଶ୍ରୀଜିଉ ।

ସ୍ନାନବେଦିରେ ସାଆଁନ୍ତେ
Snana Purnima: ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ

ସ୍ନାନ ମଣ୍ଡପରେ ଦାରୁଦିଅଁ । ହାତୀ ବା ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଇଏ ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି...ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳନରେ, ରତ୍ନବେଦୀରୁ ଧାଡ଼ିପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଶ୍ରୀଜିଉ ।

ଆଖି ମିଶିଲା, ମନ ପୂରିଲା
Snana Purnima 2025: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ, ଚକା ଆଖିରେ ଆଖି ମିଶାଇ ଗଦଗଦ ମୁଖ୍ୟମନ୍ତ୍ରୀ

ଯେତେ ଯେତେ ସିନ୍ଦୂରା ଫାଟୁଥିଲା... ସେତେ ସେତେ ସୁନ୍ଦର ଦିଶୁଥିଲା ନୀଳମଣିଙ୍କ ନୀଳକନ୍ଦର। ବଡ଼ ଦେଉଳର ପାରା ଦଳ ଦଳ ଉଡ଼ିଯିବା ପରି, ରାତି ପାହିବା ବେଳକୁ ବଡ଼ଦାଣ୍ଡରେ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ, ଦିନ ବଢ଼ିବା ସହ... ଉଛୁଳି ଉଠୁଥିଲା ଭକ୍ତିର ଜୁଆର।

ପୁରୀରେ ଅସମ୍ଭାଳ ଭିଡ଼
ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା

ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହା ପୂର୍ବରୁ ଆଜି ସଂଧ୍ୟାରୁ ହିଁ ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିକି ଚାଲି ଚାଲି ଯିବା ବି ଏକ ପ୍ରକାର ଅସମ୍ଭବ ହୋଇପଡିଛି।

ଦିବ୍ୟସ୍ନାନକୁ ଅପେକ୍ଷା
ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ

ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ । କାରଣ ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ହେବ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନୁମନ ।

ଦିବ୍ୟସ୍ନାନକୁ ଅପେକ୍ଷା
Snana Purnima 2025: ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ, ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ । କାରଣ ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ହେବ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନୁମନ ।

ଶ୍ରୀମନ୍ଦିରରେ ଦଇତା ପ୍ରବେଶ
ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା

ପାଖେଇ ଆସୁଛି ରଥ । ଦିନକ ପରେ ସ୍ନାନ । ପ୍ରସ୍ତୁତି ସାରିବାକୁ ସରକାର ତର ତର, ଆକ୍ସନ ମୋଡରେ ପ୍ରଶାସନ । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବସିଥିବା ଦ୍ବିତୀୟ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଗ୍ରେ ଗୁରୁତ୍ବ ।

ଶ୍ରୀମନ୍ଦିରରେ ଦଇତା ପ୍ରବେଶ
Snana Purnima: ବୁଧବାର ସ୍ନାନ ଯାତ୍ରା, ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା

ପାଖେଇ ଆସୁଛି ରଥ । ଦିନକ ପରେ ସ୍ନାନ । ପ୍ରସ୍ତୁତି ସାରିବାକୁ ସରକାର ତର ତର, ଆକ୍ସନ ମୋଡରେ ପ୍ରଶାସନ । ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ବସିଥିବା ଦ୍ବିତୀୟ ରଥ ସମନ୍ବୟ ବୈଠକରେ ଶୃଙ୍ଖଳିତ ଘୋଷଯାତ୍ରା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଗ୍ରେ ଗୁରୁତ୍ବ ।

Lord Krishna
Rukmini Haran: ଗୋଟିଏ ଚିଠିରେ ରୁକ୍ମିଣୀଙ୍କୁ ଅପହରଣ କରିନେଲେ କୃଷ୍ଣ, ଚହଳ ପଡ଼ିଗଲା...

ଶିଶୁପାଳଙ୍କ ସହ ତାଙ୍କ ବିବାହ ହେବାକଥା ଶୁଣି ସେ ଭାଙ୍ଗି ପଡିଲେ। ତେଣୁ ସେ ନିଜର ପ୍ରିୟ ସଖୀର ପରାମର୍ଶରେ ଜଣେ ବିଶ୍ବାସୀ ବ୍ରାହ୍ମଣ ଦୂତ, କୃଷ୍ଣଙ୍କ ନିକଟକୁ ପଠାଇଲେ। ଦୂତ ନିକଟରେ ରୁକ୍ମିଣୀଙ୍କୁ ଗ୍ରହଣ କରିବା ପାଇଁ ଶ୍ରୀକୃଷ୍ଣ ପ୍ରତିଶ୍ରୁତି ଦେଲେ। ବିବାହର ନିର୍ଦ୍ଦିଷ୍ଟ ଦିନରେ ବେଦୀ ଉପରେ ଶିଶୁପାଳଙ୍କ ସହିତ ପାଣି ଗ୍ରହଣ ପୂର୍ବରୁ ବିଧି ଅନୁସାରେ ରୁକ୍ମିଣୀ ଭବାନୀଙ୍କ ଦର୍ଶନ କରିବାର କଥା। ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ମହାମାୟାଙ୍କ ନିକଟରେ ପ୍ରାର୍ଥନା କଲେ।

ରଥ ଚକ କିଣିବେ କି ?
Sale of Ratha Components : ରଥ ଉପକରଣ ବିକ୍ରି ନିମନ୍ତେ ନୂଆ ଦର ଧାର୍ଯ୍ୟ, ନନ୍ଦିଘୋଷ ରଥର ଚକ ପିଛା ଦାମ୍ ୩ ଲକ୍ଷ

ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି ପ୍ରଭା ପିଛା ଦାମ୍ ରହିଛି ୨୫ ହଜାର ଟଙ୍କା । ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ଚକ କିଣିଲେ ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ।

ମହାପ୍ରଭୁଙ୍କ ପାଇଁ ଅଭାବ ପଡୁଛି କସ୍ତୁରୀ
ଶ୍ରୀଜିଉଙ୍କ ବନକଲାଗି ପାଇଁ ଅଭାବ ପଡୁଛି କସ୍ତୁରୀ

ମହାପ୍ରଭୁଙ୍କ ‘କସ୍ତୁରୀ’ ଅଭାବ। ଶ୍ରୀଜିଉଙ୍କ ବନକଲାଗି ପାଇଁ ଅଭାବ ପଡୁଛି କସ୍ତୁରୀ। ଆବଶ୍ୟକ ମାତ୍ରାରେ ମିଳୁନି କସ୍ତୁରୀ।

Anti-Drone Technology
ଶ୍ରୀମନ୍ଦିର ସୁରକ୍ଷାକୁ ନୂଆ ବଳ

ଶ୍ରୀମନ୍ଦିର ସୁରକ୍ଷାରେ ଆଗେ ରକ୍ଷକ ଭେଇକିଲ୍ ମୁତୟନ ହେଲା ତ ଏବେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଏନେଇ ଆଲୋଚନା ବି କରିଛି ଆଇନ୍ ବିଭାଗ ।

 Puri YouTuber Priyanka Senapati in Trouble
ଜ୍ୟୋତି ମାଲହୋତ୍ରା ସ୍କାନରରେ ଥିଲା କି ପୁରୀ ଓ ଶ୍ରୀମନ୍ଦିର ?

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲା କି ପାକ୍ ଜାସୁସ୍ ଜ୍ୟୋତି ? ପାକିସ୍ତାନୀ ହ୍ୟାଣ୍ଡଲର୍ କୁ ଦେଇଥିଲା କି ଶ୍ରୀମନ୍ଦିରର ଡ୍ରୋନ୍ ଫୁଟେଜ୍ ? ଜ୍ୟୋତି ମାଲହୋତ୍ରାକୁ ସହଯୋଗ କରିଥିଲେ କି ପୁରୀ ଝିଅ ପ୍ରିୟଙ୍କା ?

Jagannath Temple
Jagannath Temple Dispute in Digha: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ, ପ୍ରତିଷ୍ଠା ପାଇଁ ଯୋଗ୍ୟତା ଅଛି ତ ?

ଓଡ଼ିଶାର ଗର୍ବ ଓ ଗୌରବକୁ ଛଡାଇ ନିଆଯିବାର ଅପଚେଷ୍ଟା ହୋଇଥିବା ସେ କହିଛନ୍ତି । ରସଗୋଲା ପରେ ଜଗନ୍ନାଥ ଧାମକୁ ନିଜର କହିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପଚେଷ୍ଟା କରିଛନ୍ତି । ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଯେଉଁମାନେ ଦୀଘା ଯାଇଛନ୍ତି, ସେମାନଙ୍କର ପୂଜା କରିବାର ଅଧିକାର ନଥିବା ସେ କହିଛନ୍ତି । ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ ମଧ୍ୟ ଦୀଘା ମନ୍ଦିରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

‘ଭୁଶୁଡ଼ି ପଡ଼ିଥାଆନ୍ତା ରତ୍ନଭଣ୍ଡାର’
Repair of Ratna Bhandar: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର

ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା ମରାମତି ହୋଇ ନଥିଲେ କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା ବୋଲି ଆଶଙ୍କା କରିଛନ୍ତି ଆଇନ ମନ୍ତ୍ରୀ । ଯେହେତୁ ASIକୁ କମ୍ ସମୟ ଦିଆଯାଉଛି, ମରାମତି ବିଳମ୍ବିତ ହେଉଛି ।

Pade Akasha Odia Movie
Pade Akasha Sparks Change: ରିଲିଜ୍ ହେଲା ତରଙ୍ଗ ସିନେ ପ୍ରଡକ୍ସନର ବହୁ ପ୍ରତୀକ୍ଷିତ ସିନେମା ପାଦେ ଆକାଶ

ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ 'ପାଦେ ଆକାଶ' ଶ୍ରୁତିଙ୍କ ଜରିଆରେ ବଖାଣିଛି ଶ୍ରୀମନ୍ଦିରରେ ନିଇତି ଦିବ୍ୟାଙ୍ଗ ଭୋଗୁଥିବା ସମସ୍ୟାର କାହାଣୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ କରିଥିଲେ ହୃଦୟସ୍ପର୍ଶୀ ଘୋଷଣା ।

Lord Jagannaths special ritual Banakalagi Niti
Banakalagi Ritual: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ...

ବନକଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେବକଙ୍କ ପାଇଁ 'ଶୃଙ୍ଖଳା' ପାଠଶାଳା
Srimandir: ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶୃଙ୍ଖଳାର ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ

ଭକ୍ତଙ୍କୁ କେମିତି ଦେଖାଇବାକୁ ହେବ ଭଦ୍ରୋଚିତ ବ୍ୟବହାର ? ଶ୍ରଦ୍ଧାଳୁଙ୍କ ସହ କେଉଁ ପ୍ରକାର ଶ୍ରଦ୍ଧାରେ କରିବେ ଭାବ ବିନିମୟ ? ଆଚରଣ ସହ ଉଚ୍ଚାରଣରେ କିଭଳି ଆଣିବେ ଶୁଦ୍ଧତା ? ଶୃଙ୍ଖଳାର ଏସବୁ ପାଠ ପଢ଼ିବେ ଶ୍ରୀମନ୍ଦିର ସେବାୟତ ।

ସେବକଙ୍କ ପାଇଁ ‘ଶୃଙ୍ଖଳା’ ପାଠଶାଳା