/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି- ୮ମୀ ନିଶାନ୍ତ ୦୫.୨୩ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭସମୟ
ଦିବା- ୧୦.୨୩ ରୁ ୦୧.୦୫
ରାତ୍ରି- ୦୮.୧୮ ରୁ ୧୦.୪୧
ରାତ୍ରି- ୧୨.୧୭ ରୁ ୦୧.୫୨
ରାତ୍ରି- ୦୨.୪୦ ରୁ ୦୪.୧୬
ଅଶୁଭସମୟ
ରାହୁକାଳ- ଦିବା ୦୮.୫୩ ରୁ ୧୦.୨୩
କାଳବେଳା- ପ୍ରାତଃ ୦୫.୫୨ ରୁ ୦୭.୨୨
ଦିବା ୦୪.୨୪ ରୁ ୦୫.୫୪
ବାରବେଳା- ଦିବା ୦୧.୨୩ ରୁ ୦୨.୫୪
କାଳରାତ୍ରି- ସନ୍ଧ୍ୟା ୦୫.୫୪ ରୁ ୦୭.୨୪
ରାତ୍ରି ୦୪.୨୨ ରୁ ୦୫.୫୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)