• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Syllabus

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍‌
New School Syllabus: ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ପାଠ୍ୟକ୍ରମ

ନୂଆ ସିଲାବସ୍‌ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

PLus 2 Science Syllabus
ବଦଳିଲା +୨ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ

୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ ।

Aspirational Course
ଖାଲି ଘୋଷଣା କରିଦେଲେ କଣ ହୋଇଯିବ?

ନୂଆ ସିଲାବସ୍‌କୁ ନେଇ ଆରମ୍ଭରୁ ବିବାଦ । ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ । ନବମ ଓ ଦଶମ ଶ୍ରେଣୀରେ ନୂଆକରି ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସ ପାଠ୍ୟକ୍ରମରେ ସାମିଲ ଲାଗି ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଶିକ୍ଷାବିତ୍‌ଙ୍କ ଗୁରୁତର ଆପତ୍ତି ।

Aspirational Course
ଶିକ୍ଷାବର୍ଷ ଅଧାରୁ ନୂଆ ସିଲାବସ୍‌; ଦ୍ୱନ୍ଦ୍ୱରେ ଶିକ୍ଷାବିତ ଓ ଅଭିଭାବକ

ଶିକ୍ଷା ବର୍ଷ ଅଧାରୁ ନବମରେ ନୂଆ କୋର୍ସ ସବୁ ଲାଗୁ ହେବ । ଏହାକୁ ପଢ଼ାଇବାକୁ ସମୟ ସାରଣୀ କଣ ରହିବ ? କିଏ ଏହାକୁ ପଢାଇବେ ? ତାହା ବି ଏଯାଏ ସ୍ପଷ୍ଟ କରିନି ବୋର୍ଡ ।