• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Similipal

Forest guard death
ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Forest fire triggering panic among locals in Odisha
ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।

Similipal
ଶିମିଳିପାଳରେ ରାସ୍ତା ନାଁରେ କାଟି ଦେଲେ ଶତାଧିକ ମୂଲ୍ୟବାନ ଗଛ

କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।

Similipal Tiger Reserve
ଶିକାରୀଙ୍କ ଚରାଭୂଇଁ ଶିମିଳିପାଳ ! ଦନ୍ତା ପୋଡ଼ି ପରେ ମହାବଳ ଶିକାର.. ୭ ଫୁଟିଆ ବାଘ ଛାଲ ଧରିଲା STF

ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।

Elephant Death
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।

Elephant Death In Similipal, Forest Authorities Claim It Fell From Hill
କେମିତି ହେଲା ହାତୀର ମୃତ୍ୟୁ ?

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀ ମୃତଦେହ ଠାବ। ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ମୃତ୍ୟୁ କେମିତି ହେଲା ସେ ନେଇ ଦେଖନ୍ତୁ ଏ ଭିଡିଓ

similipal
ନିଆଁ ଘେରରେ ଶିମିଳିପାଳ ଜଙ୍ଗଲ

ମୟୂରଭଞ୍ଜ: ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ୬ରୁ ୭ ଦିନ ହେବ ୨୪ ଘଣ୍ଟା ନିଆଁ ଘେରରେ ରହିଛି ଶିମିଳିପାଳ। ଜଳି ପୋଡି ପାଉଁଶ ହୋଇଯାଉଛି ବହୁ ଔଷଧୀୟ ବୃକ୍ଷ। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର ପ୍ରକୋପ ଯୋଗୁଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛିା