• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Similipal

melanistic tiger
ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ

ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ।

Tigress Zeenat
Tigress Zeenat: ଶିମିଳିପାଳରେ ଜିନ୍ନତ୍... କେତେବେଳେ ବୁଲୁଛି, କେତେବେଳେ ପାଣିରେ ପଶୁଛି

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ, ସାମ୍ନାକୁ ଆସିଲା ଜିନ୍ନତ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ ।

Tigress Zeenat
Tigress Zeenat Tranquilized: ୨୦ ଦିନ ନାକେଦମ ପରେ କାବୁ ହେଲା ଜିନତ୍, ଫେରାଇ ଆଣିବାକୁ ଚାଲିଛି ପ୍ରକ୍ରିୟା

ଯନ୍ତାରେ ଜିନତ୍ .. ୨୦ ଦିନର ଛକାପଞ୍ଝା ପରେ କାବୁରେ ଆସିଲା । ଟ୍ରାଙ୍କୁଲାଇଜ ହେଲା ମରାଠା ବାଘୁଣୀ ।

Tiger
ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ନୂଆ ମହାବଳ ବାଘ

ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।

Smilipal
ଭାରତରେ ପ୍ରଥମ ! ଶିମିଳିପାଳରେ ଶିକାରୀଙ୍କୁ ଧରିବ AI କ୍ୟାମେରା, ଜଙ୍ଗଲରେ ଲାଗିବ ଟାୱାର

ଭାରତରେ ପ୍ରଥମ ଥର ପାଇଁ ଶିମିଳିପାଳରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା କହିଛନ୍ତି ଶିମିଳିପାଳ ଡେପୁଟି ଡାଇରେକ୍ଟର।

Similipala Fire
ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ବନାଗ୍ନି, ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ମାଡ଼ି ଚାଲିଛି ନିଆଁ

ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି । ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ସାମିଲ ଅଛନ୍ତି ।

Similipala
ଶିମିଳିପାଳରେ ଲାଗିଛି ନିଆଁ, ହୁତ୍‌ ହୁତ୍‌ ହୋଇ ଜଳୁଛି ଜଙ୍ଗଲ

ଗତକାଲି ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଏହା ଏବେ ୩୦ରୁ ଅଧିକ ପଏଣ୍ଟ ଅର୍ଥାତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।

forest department arrested two poachers
ଶିମିଳିପାଳରେ ବଢ଼ି ଚାଲିଛି ଜନ୍ତୁ ଶିକାର; ଦୁଇ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ସହ STF ମୁତୟନ କରାଯାଇଛି। ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ପୋଲିସ ଓ ବନ ବିଭାଗ ଛଅ ଶହରୁ ଅଧିକ ଦେଶୀ ବନ୍ଧୁକ ଜବତ କରିଥିବା ସହ ୪୮ ଜଣଙ୍କୁ ଗିରଫ କରାଯାଇଛି।

Tiger
ରାଜ୍ୟରେ ବଢ଼ୁଛି କଳାବାଘ ସଂଖ୍ୟା

ଦୁଇବର୍ଷରେ ମହାବଳ ସଂଖ୍ୟା ୫୦ % ବୃଦ୍ଧି ପରେ ବନ ବିଭାଗର ନିଷ୍ପତ୍ତି । ଇନବ୍ରିଡିଂ ପାଇଁ ଶିମିଳିପାଳରେ କଳାବାଘ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ।

Tiger
ରାଜ୍ୟରେ କଳାବାଘ ସଂଖ୍ୟା ବଢ଼ୁଛି, ଚିନ୍ତାରେ ବନ ବିଭାଗ

ଦୁଇବର୍ଷରେ ମହାବଳ ସଂଖ୍ୟା ୫୦ % ବୃଦ୍ଧି ପରେ ବନ ବିଭାଗର ନିଷ୍ପତ୍ତି । ଇନବ୍ରିଡିଂ ପାଇଁ ଶିମିଳିପାଳରେ କଳାବାଘ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ।

Black Tiger
ଶିମିଳିପାଳରେ ହେବ ମେଲାନିଷ୍ଟିକ ବାଘ ସଫାରୀ, ବୁଲି ଦେଖିପାରବେ ପର୍ଯ୍ୟଟକ

‘ଏକ୍ସ’ ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫାରୀରେ ବୁଲି କଳା ବାଘଙ୍କୁ ଦେଖିପାରବେ ପର୍ଯ୍ୟଟକ ।

Similpal
କିଏ ଯୋଗାଇବ ଶିମିଳିପାଳକୁ ସୁରକ୍ଷା ?

ଶିମିଳିପାଳର ସୁରକ୍ଷା ଲାଗି ନିକଟରେ ୧୪ଟି କଷ୍ଟମାଇଜଡ୍ ଭେଇକିଲ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଶିମିଳିପାଳ ଅଭୟାରଣ୍ୟରେ ଅଧା କର୍ମଚାରୀ ପଦବୀ ଫାଙ୍କା ଥିବା ଏସବୁ ଗାଡ଼ିରେ କିଏ ଓ କେମିତି ସୁରକ୍ଷା ଯୋଗାଇବ ତା’କୁ ନେଇ ଉଠିଛି ପ୍ରଶ୍ନ।

Similipal
ଶିମିଳିପାଳରେ ବାଘ ସୁରକ୍ଷା ପାଇଁ ଆସିଲା ୧୪ ନୂଆ ଅଲୱେଦର୍ କଷ୍ଟମାଇଜ୍ ବୋଲେରୋ

ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।

Similipal, LULUNG
ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା.. ମୋବାଇଲ ନେଟଓ୍ୱାର୍କଠୁ ଦୂରରେ ଦିନ କାଟିବା

ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା । ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଅବସ୍ଥିତ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗ କଥା ।

Tiger Fight
ଜଙ୍ଗଲ ଭିତରେ ଟାଇଗର ଫାଇଟ୍, ଦେଖନ୍ତୁ ଭିଡିଓ...

ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ହେଲା ଦୁଇ ମହାବଳ ଲଢ଼େଇ ? ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ କହିଛନ୍ତି, ସାଧାରଣତଃ ଅଢ଼େଇରୁ ୩ ବର୍ଷ ବୟସରେ ପହଞ୍ଚିବା ପରେ ପୁରୁଷ ମହାବଳ ନିଜସ୍ୱ ଇଲାକା ଖୋଜନ୍ତି । ଆଉ ଏଥିପାଇଁ ଲଢ଼େଇ ମଧ୍ୟ କରନ୍ତି ।

Tiger Fight
ଶିମିଳିପାଳରେ ମହାବଳଙ୍କ ମହାଫାଇଟ୍‌; କିଏ ଜିତିଲା, କିଏ ଦେଲା ପଛଘୁଞ୍ଚା ? ଜାଣନ୍ତୁ..

ମହାବଳ ବାଘଙ୍କ ମଧ୍ୟରେ ମହା ଫାଇଟ୍‌ । ଏହି ମହା ଫାଇଟ୍‌ରେ ଜଣେ ବିଜେତା ହୋଇଥିବା ବେଳେ ଆଉ ଜଣେ ଦେଲା ପଛଘୁଞ୍ଚା।

Cold Wave
ପ୍ରବଳ ଜାଡ଼ରେ ଜଡ଼ସଡ଼ ରାଜ୍ୟବାସୀ, ଶିମିଳିପାଳରେ ୧ ଡିଗ୍ରୀ ଯାଏଁ ତଳକୁ ଖସିଲା ପାରଦ

ବରେହିପାଣି, ଚହଲା, ଜରନ୍ଦା, ବାରହା କାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

Similipal
ଶିମିଳିପାଳ ଯିବାକୁ ପ୍ଲାନ୍‌ କରୁଥିଲେ ଟିକେ ଅଟକି ଯାଆନ୍ତୁ ! ଗେଟ୍‌ ଆଗରେ ବସିଛନ୍ତି ଲୋକେ...

ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।

search operation to capture
ଶିକାରୀଙ୍କ କବଜାରେ ଶିମିଳିପାଳ, ଧରିବାକୁ ସର୍ଚ୍ଚ ଅପରେସନ

ଶିମିଳିପାଳରେ ଥମୁନି ଶିକାର, ବିପଦରେ ବନ୍ୟଜନ୍ତୁ

Similipal
ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

Forester shot dead
ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।

Forester shot dead
ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।

Forest guard death
ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Forest fire triggering panic among locals in Odisha
ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।

Similipal
ଶିମିଳିପାଳରେ ରାସ୍ତା ନାଁରେ କାଟି ଦେଲେ ଶତାଧିକ ମୂଲ୍ୟବାନ ଗଛ

କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।