• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 22 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Saroj Kumar Jena
  • 23 hours ago

Lecturer Post Vaccancy: ଅଧାରୁ ଅଧିକ ୟୁନିଭର୍ସିଟିରେ ନାହାନ୍ତି କୁଳପତି, ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବୀ ଖାଲି

ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡି, ଅଧାରୁ ଅଧିକ ୟୁନିଭରସିଟିରେ ନାହାନ୍ତି କୁଳପତି, କର୍ମଚାରୀ ପଦ ଫାଙ୍କା। ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟରେ ମଞ୍ଜୁରିପ୍ରାପ୍ତ ଅଧ୍ୟାପକଙ୍କ ସଂଖ୍ୟା ୨ ହଜାର ୨୭। ସେଥିରୁ କାର୍ଯ୍ୟରତ ଅଛନ୍ତି ମାତ୍ର ୬୭୪ ଜଣ ଅଧ୍ୟାପକ। ଫାଙ୍କା ପଡିଛି ୧୩ ଶହ ୫୩ ପଦବି। ଅର୍ଥାତ୍ ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବି ଖାଲି। ସେହିପରି ୟୁନିଭରସିଟିର ବିଭିନ୍ନ ବିଭାଗରେ ମୋଟ ୨ ହଜାର ୮୭୯ ଅଣଶିକ୍ଷକ ପଦବି ରହିଥିବା ବେଳେ ଅଛନ୍ତି ମାତ୍ର ୭୯୮। More
  • Saroj Kumar Jena
  • 23 hours ago

Presumptuous JEE: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

ଭିଜିଲାନ୍ସ ରେଡରେ ସାଧାରଣତଃ ନଜରକୁ ଆସିଥାଏ ଟଙ୍କା-ସୁନା, କୋଠା-ବାଡ଼ି, ଗାଡ଼ି। ଦୁଇ ଲକ୍ଷ ନଗଦ କ୍ୟାସ୍ ସହ କାଲି ଧରାପଡ଼ିଥିବା ଯାଜପୁର ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏସବୁ ତ ଅଛି। ହେଲେ ବାବୁଙ୍କ ବେପାର ନିଶା ଭିଜିଲାନ୍ସକୁ ତାଜୁବ କରିଛି। ସାମ୍ନାକୁ ଆସିଛି ଭୀମସେନଙ୍କ ଭୁବନେଶ୍ବର ଉପକଣ୍ଠ ଆଲିସାନ୍ ବଙ୍ଗଳା ପରିସରରେ ଥିବା ତିନି ତିନିଟି ଫ୍ୟାକ୍ଟ୍ରି। More
  • Sujit kumar Swain
  • 23 hours ago

Vanishing Melody: ବାୟୁମଣ୍ଡଳରେ ପରିବର୍ତ୍ତନ: ମଡ଼କ ପଡିଲେଣି ବାଇ ଚଢ଼େଇ 

ପ୍ରକୃତିର ଏକ ସୁନ୍ଦର ଉପହାର ବାଇ ଚଢେଇ। ତା’ଠାରୁ ତା’ ବସାକୁ ନେଇ ଅଧିକ ଚର୍ଚ୍ଚା। ଏହି ସୁନ୍ଦର ପକ୍ଷୀକୁ ନେଇ କେତେ ଯେ କାହାଣୀ କେତେ ଯେ କବିତା। କିନ୍ତୁ ମନୁଷ୍ୟର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ। More
  • Sujit kumar Swain
  • 24 hours ago

Illegal Ganja Racket Busted: ରାଜଧାନୀରେ ପୋଲିସର ବଡ ରେଡ; ଚା' ଦୋକାନରେ ବିପୁଳ ଗଞ୍ଜେଇ-ଗାରେଟ୍ ଜବତ...

ଗତକାଲି କୋଲ୍ଡ ଡ୍ରିଙ୍କସ ବୋତଲରୁ ମଦ, ଆଜି ପାନ ଦୋକାନରୁ ଗଞ୍ଜେଇ। ନିଶା କାରବାର ରୋକିବାକୁ କମିଶନରେଟ୍ ପୋଲିସର ବଡ଼ଧରଣର ରେଡ୍ ।  More
  • Sujit kumar Swain
  • 24 hours ago

Suspended PEO Nabbed by Vigilance: ପେଶା ସରକାରୀ ଚାକିରି, ନିଶା ଅନଲାଇନ୍ ବେଟିଂ; ବାବୁଙ୍କୁ ଘାରିଛି ରାତାରାତି କୋଟିପତି ହେବାର ନିଶା...

ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି। More
  • Sujit kumar Swain
  • 24 hours ago

BJD is Incapable of Making Decisions: ‘ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି’

ଚେନ୍ନାଇରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଗୋଷ୍ଠୀଙ୍କ ମେଳି। ଏଥିରେ ଯୋଗ ଦେଇ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଷ୍ଟାଣ୍ଡ ରଖିଲା ବିଜେଡି। ନବୀନ ଦେଲେ ବିରୋଧୀ ବିବୃତ୍ତି। More
  • Sujit kumar Swain
  • 1 day ago

Weather Updates: କାଳ ସାଜି ଦୁଃଖ ଆଣିଦେଲା କାଳବୈଶାଖୀ; ଦେଇଗଲା କ୍ଷତି-କ୍ଷତ...

ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସାଇଁ ସାଇଁ ଗର୍ଜନ କରି ବହିଲା ପ୍ରଳୟଙ୍କାରୀ ପବନ। ତୁହାକୁ ତୁହା ବର୍ଷିଲା। ଆକାଶରୁ ଖସିଲା କୁଆପଥର।  More
  • Sujit kumar Swain
  • 1 day ago

Illegal Gun Factory Case: କେଉଁ ରଜ୍ୟକୁ ଲମ୍ବିଛି ଚଗଲାର ନେଟୱର୍କ ? ବନ୍ଧା ହେଲା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। ! 

ଜେଲରୁ ଫେରି କରୁଥିଲା ବନ୍ଧୁକ କାରବାର। ରାଜ୍ୟ ବାହାରକୁ ବନ୍ଧୁକ ପଠାଇ ମାଲାମାଲ ବି ହେଉଥିଲା। କଟକ ବୈୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। ନାଁ ତା’ର ଚଗଲା ଖୁଣ୍ଟୁଆ । More
  • Sujit kumar Swain
  • 1 day ago

Vigilance Raid: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଉପରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ରହିଛି। ତାସହ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ବି ରହିଛି । More
  • Santosh Kumar Sahoo
  • 1 day ago

Special Story: ପୂର୍ତ୍ତ ବିଭାଗର ଧୂର୍ତ୍ତ କାମ, ଭଲ ରାସ୍ତାରେ ପ୍ୟାଚ୍‌ ପକାଇ ଲୁଟିନେଲେ

ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ରାସ୍ତା ଭଲ ଅଛି । କିନ୍ତୁ ସ୍ଥାନ ସ୍ଥାନରେ ପୂର୍ତ୍ତ ବିଭାଗର ହରିଲୁଟ୍‌ ଯୋଜନାରେ ବିଗିଡିଯାଇଛି ରାସ୍ତାର ହାଲ । ଗତ ଚାରିମାସ ତଳେ ପକାଯାଇଥିବା ପିଚୁ ଉଠି ଖାଲ ଖମାରେ ଭର୍ତ୍ତି ହେଲାଣି । More
  • Santosh Kumar Sahoo
  • 1 day ago

New School Syllabus: ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ପାଠ୍ୟକ୍ରମ

ନୂଆ ସିଲାବସ୍‌ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । More
  • Santosh Kumar Sahoo
  • 1 day ago

Illegal Drug Trade: ପାନ ଦୋକାନରେ ଗଞ୍ଜେଇ କାରବାର, ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ରାଇମ୍ ୟୁନିଟ୍

ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍ । ସେହିପରି ଏକାଧିକ ଯୁବକଙ୍କୁ ମଧ୍ୟ ଉଠାଇ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ୍ । More
  • Amaresh Biswal
  • 1 day ago

Sahity Bharati Samman: ଶୈଳଜ ରବି ପାଇବେ ସାହିତ୍ୟ ଭାରତୀ ସମ୍ମାନ, ସୂର୍ଯ୍ୟ, ସଂଯୁକ୍ତା, ବିରଜା ଓ ଈପ୍ସିତା ବି ପାଇବେ ପୁରସ୍କାର

ଚଳିତ ବର୍ଷ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକ ବିରଜା ରାଉତରାୟ, କବି ଇପ୍ସିତା ଷଡ଼ଙ୍ଗୀ, ଲେଖିକା ସଂଯୁକ୍ତା ମହାନ୍ତି ଓ ଡାକ୍ତର ଫାଲଗୁନୀ ରାୟ More
  • Santosh Kumar Sahoo
  • 1 day ago

Special Story: ଫୁଲ ଚାଷ କରିଛି ଲକ୍ଷ ପତି, କମାଉଛନ୍ତି ୪ ଲକ୍ଷ ଟଙ୍କା

ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି । More
  • Santosh Kumar Sahoo
  • 1 day ago

Special Story: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ?

ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍‌ବ୍ରାଞ୍ଚର ଆଡିସନାଲ ଏସ୍‌ପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି । More
  • Santosh Kumar Sahoo
  • 1 day ago

Special Story: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ

ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ । More
  • Deepak Acharya
  • 2 days ago

Panchang Today 22th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି- ୮ମୀ ନିଶାନ୍ତ ୦୫.୨୩ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। More
  • Namita Biswal
  • 2 days ago

Rainfall Alert: ୨୫ ଯାଏଁ କାଳବୈଶାଖୀ ବର୍ଷା ! ଆଜି ୯ ଜିଲ୍ଲାକୁ ଆଲର୍ଟ

ଆଜି ସାରା ରାଜ୍ୟରେ କାଳବୈଶାଖୀ ଆଶଙ୍କା । ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ବଜ୍ରପାତ ଓ ପବନ ବହିବା ନେଇ ସତର୍କ । ପଢନ୍ତୁ ପୁରା ଖବର More
  • Sujit kumar Swain
  • 2 days ago

Former Aul MLA Devendra Sharma: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ; ଚିକିତ୍ସାଧିନ ଅବସ୍ଥାରେ ଆଜି ଦେହାନ୍ତ

ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି।  More
  • Santosh Kumar Sahoo
  • 2 days ago

Liquor Racket Busted: କାଲି ବେସନ ପ୍ୟାକେଟ୍...ଆଜି ଥଣ୍ଡା ବୋତଲ, ଦେଶୀମଦ ବିକ୍ରି ଫଣ୍ଡାକୁ ନେଇ ରାଜଧାନୀରେ ହଇଚଇ

ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ । More
  • Santosh Kumar Sahoo
  • 2 days ago

KIIT University: ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ଦାୟୀ ରହିବେ କି କିଟ୍ କର୍ତ୍ତୃପକ୍ଷ ?

ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ । More
  • Santosh Kumar Sahoo
  • 2 days ago

Odisha Assembly: ବିଧାନସଭାରେ କାହିଁକି କଂଗ୍ରେସର ଉଗ୍ରରୂପ; ଭେଦ ଖୋଲିଲେ ଜୟନାରାୟଣ, କହିଲେ...

ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ । More
  • Santosh Kumar Sahoo
  • 2 days ago

Ayushman Bharat: ଆୟୁଷ୍ମାନ ଭାରତକୁ ମିଳିଲା କ୍ୟାବିନେଟ ମଞ୍ଜୁରି, ଉପକୃତ ହେବେ ୩ କୋଟି ୪୬ ଲକ୍ଷ ଲୋକ

୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ । More