• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganjam

ElectricityProblem
SpecialStory:ନାଁକୁ ସୌଭାଗ୍ୟ ଅନ୍ଧାରରେ ୨୦ବର୍ଷ

ଦାଣ୍ଡରେ ଝୁଲୁଛି ତାର, ଘରେ ଲାଗିଛି ମିଟର ବାକ୍ସ, କିନ୍ତୁ ଦିନରେ ଗରମକୁ ରାତିରେ ଅନ୍ଧାର। ପଙ୍ଖା ଘୂରୁନି କି ବତି ଜଳୁନି। ଖାଲି ଯାହା ତାର ଆଉ ମିଟର ବାକ୍ସକୁ ଦେଖି ମନ ବୁଝୁଛି। ଦୀର୍ଘ ୨୦ ବର୍ଷ ହେଲା ଏପରି ଅବସ୍ଥା ଭୋଗୁଛନ୍ତି ଗ୍ରାମବାସୀ।

rusikulya
rusikulya Rivers Drying in Odisha: ଶୁଷ୍କ ହେଉଛି ଋଷିକୂଲ୍ୟା, ସୃଷ୍ଟି ହେଇଛି ମରୁଭୂମିର ଭ୍ରମ

ଜଳସ୍ରୋତ କମିବା ସହ କିଛି ସ୍ଥାନରେ ମରୁଭୂମି ଭଳି ଦେଖାଯାଉଥିବା ବେଳେ, ଆଗକୁ ଗ୍ରୀଷ୍ମ ଆସୁଥିବାରୁ ବଡ଼ ଜଳକଷ୍ଟ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ବର୍ଷାଭାବ, ନଦୀବନ୍ଧ ଓ ବେଆଇନ ବାଲି ଉଠାଣକୁ ଦାୟୀ କରିଛନ୍ତି ପରିବେଶବିତ୍ ।

ରୁଗ୍‌ଣ ହେଉଛି ଋଷିକୂଲ୍ୟା !
Rushikulya River: ରୁଗ୍ଣ ହେଉଛି ଋଷିକୂଲ୍ୟା ନଦୀ !

ନଦୀ ଉପରମୁଣ୍ଡରେ ପିପଳପଙ୍କା ଡ୍ୟାମ୍ ନିର୍ମାଣ ହେଲେ ନଦୀ ସମ୍ପୂର୍ଣ୍ଣ ଭାବେ ସତ୍ତା ହରାଇବ ବୋଲି ଅଭିଯୋଗ କରିଛି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।

Attack
Attack on Villagers at Wedding: ଗାଁରେ ପଶି ଆତଙ୍କ ଖେଳାଇଲେ, ଭୁଜାଲିରେ ହାଣିଲେ

ଗତକାଲି ରାତିରେ ମଙ୍ଗଳପୁର ଗ୍ରାମରେ ବିବାହ ଭୋଜି ଚାଲିଥିଲା। ଏହି ସମୟରେ ହଠାତ୍ ୧୦ରୁ ୧୨ ଜଣ ଅସାମାଜିକ ଯୁବକ ମାରଣାସ୍ତ୍ର ଧରି ପଶିଆସିଥିଲେ।

 Lord Hanuman
Lord Hanuman Idol: କୋଟିଏ ରୁଦ୍ରାକ୍ଷରେ ମହାବୀରଙ୍କ ବିଗ୍ରହ, ହଜାର କୋଟି ରାମ ନାମ ଲେଖାପତ୍ର

କୋଟିଏ ରୁଦ୍ରାକ୍ଷରେ ନିର୍ମାଣ ହୋଇଛି ମହାବୀରଙ୍କ ବିରାଟ ବିଗ୍ରହ। ଭକ୍ତଙ୍କ ଠାରୁ ସଂଗ୍ରହ କରାଯାଉଛି ହଜାର କୋଟି ରାମନାମ ଲେଖା ପତ୍ର। ଯାହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ସହ ଏହାକୁ ଇଟା ଆକାରରେ ସଂଗୃହୀତ କରି ରଖାଯାଉଛି ।

ମିଳୁନି ପାଣି
Water Scarcity in Ganjam Village: ଡହଡହ ଖରାରେ ପାଣି ଟୋପେ ଖୋଜିବାକୁ ଗରା ମାଠିଆ ଧରି ବୁଲୁଛନ୍ତି ଲୋକେ

ସକାଳୁ ଉଠିଲେ ଲୋକଙ୍କୁ ପାଣିଚିନ୍ତା । ମହିଳା ମାନେ ହାତରେ ଗରା ମାଠିଆ ଧରି ଗାଁ ନଦୀକୁ ଯାଉଛନ୍ତି । ନଦୀର ଶୁଖିଲା ବାଲିରେ ଚୁଆ କରି ସେଠାରୁ ପାଣିକୁ ମୁନ୍ଦେ ମୁନ୍ଦେ କରି ସଂଗ୍ରହ କରୁଛନ୍ତି । ସକାଳ ୯ ଟା ହୋଇଗଲେ ନଦୀର ବାଲି ତାତି ଯାଉଥିବାରୁ ତରବରିଆ ଭାବେ ମହିଳା ମାନେ ପାଣିଧରି ଘରକୁ ଫେରୁଛନ୍ତି ।

25-Year Conflict Resolution
25-Year Conflict Resolution: ଅଢେଇ ଦଶନ୍ଧିର ସଂଘର୍ଷରେ ଲାଗିବ ବିରାମ; ଭିଟାମାଟିକୁ ଫେରିବେ ୫୦ ପରିବାର...

ଗାଁରେ ପୁନବସତି ପାଇଁ ଚାଲିଛି ପ୍ରସ୍ତୁତି। ଦୀର୍ଘ ୨୫ ବର୍ଷ ପରେ ଭିଟାମାଟିକୁ ଫେରିବେ ଲୋକେ। ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ଗାଁର ସେହି ୫୦ ପରିବାରର ଲୋକ ଯେଉଁମାନଙ୍କ ଫେରିବା ପାଇଁ ପଥ ପରିଷ୍କାର କରିଛି ପ୍ରଶାସନ।

Special Story: Wife’s Night Fight, Husband’s Daylight Blast: Bomb Rocks 3 Homes After Dispute
Bomb Blast: ଝଗଡ଼ା କଲା ସ୍ତ୍ରୀ, ଘରକୁ ବୋମାରେ ଉଡାଇଦେଲା ସ୍ୱାମୀ

ରାତିରେ ଝଗଡ଼ା କଲା ସ୍ତ୍ରୀ । ଦିନରେ ଘରେ ବୋମା ପକାଇଦେଲା ସ୍ୱାମୀ । ଉଡ଼ିଗଲା ତିନୋଟି ଘରର ଟିଣ ଛପର । କାନ୍ଥ ବି ତଳେ ଭୁଶୁଡ଼ି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ପାଖ ପଡୋଶୀ । ଦିଗପହଣ୍ଡି ଥାନା କୁଶପଡାରେ ଘଟିଛି ଏଭଳି ଘଟଣା ।

ଝଗଡ଼ା କଲା ସ୍ତ୍ରୀ, ବୋମା ପକାଇଲା ସ୍ୱାମୀ
Special Story: ରାତିରେ ଝଗଡ଼ା କଲା ସ୍ତ୍ରୀ, ଦିନରେ ଘର ଉପରକୁ ବୋମା ପକାଇଦେଲା ସ୍ୱାମୀ

କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା । ଧୀରେ ଧୀରେ କହଳ ବଢ଼ିଥିଲା । ପରେ ସ୍ତ୍ରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ସ୍ଵାମୀ ।

Ganjam Suicide
Ganjam Suicide: ନିଶ୍ଚିହ୍ନ ହୋଇଗଲା ପରିବାର, ଏକାସଙ୍ଗେ ଜଳିଲା ମା’ ପୁଅ ଓ ଝିଅର ଜୁଇ

ବନ୍ଧା ସରିଛି କୋକେଇ । ମଶାଣିରେ ଜୁଇ ବି ସଜଡ଼ା ଚାଲିଛି । ସର୍ବସ୍ବାନ୍ତ ହୋଇସାରିଛି ପରିବାର । କଳହ ନେଇଛି ତିନି ତିନି ଜଣଙ୍କ ଜୀବନ । ବିଷ ପିଇ ଏକା ବେଳେ ଆଖି ବୁଜିଦେଲେ ମା’ ସହ ପୁଅ ଝିଅ ।

Water crisis
Special Story: ସରିଲା ଦୁଃଖ, ଏବେ ହସିବେ ପୂରା ବ୍ରହ୍ମପୁରବାସୀ

ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ ହେଉଛି ଋଷିକୁଲ୍ୟା ନଦୀ । ଏହାର ଉଭୟ ପାର୍ଶ୍ୱରେ ରହିଛି ହଜାର ହଜାର ଗାଁ । ଫଳରେ ନଦୀର ଜଳକୁ ବ୍ୟବହାର କରି ଧାନ ଚାଷ, ପନିପରିବା ଚାଷ କରିଥାନ୍ତି ଏଠିକାର ଲୋକେ।

family
ଜଳିବ ମାଆ ସହ ଭେଣ୍ଡିଆ ପୁଅ ଝିଅ ଜୁଇ

ବନ୍ଧା ସରିଛି କୋକେଇ । ମଶାଣିରେ ଜୁଇ ବି ସଜଡ଼ା ଚାଲିଛି । ସର୍ବସ୍ବାନ୍ତ ହୋଇସାରିଛି ପରିବାର । କଳହ ନେଇଛି ତିନି ତିନି ଜଣଙ୍କ ଜୀବନ । ବିଷ ପିଇ ଏକା ବେଳେ ଆଖି ବୁଜିଦେଲେ ମା’ ସହ ପୁଅ ଝିଅ । ସବୁ କିଛି ଠିକ୍‌ ଠାକ୍‌ ଥିଲା, ପରିବାର ବି ହସ ଖୁସିରେ ଚାଲୁଥିଲା ।

ଗୋଟିଏ ପରିବାରର ୩ ମୃତ
Woman Consumes Poison with 2 Children: ମାଆ ସହ ବିଷ ପିଇଦେଲେ ପୁଅ-ଝିଅ, ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଓ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀ ।

mythological story behind famous thakurani jatra of ganjam
Thakurani Jatra Mythology: ମଝି ରାତିରେ ମୁଣ୍ଡବାଳ ମୁକୁଳା କରି, କଳାଶାଢ଼ୀ ପିନ୍ଧି କିଛି ଦୂରରେ ଠିଆ ହୋଇ ଝିଅଟି କାହିଁକି କାନ୍ଦୁଛି?

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ କାହାଣୀ...

Tragedy Strikes Ganjam
Tragedy Strikes Ganjam: ଦଣ୍ଡନାଚ ବେଳେ ଗଣ୍ଡଗୋଳରୁ ହତ୍ୟା; ଛୁରୀ ଭୁସି ଦଣ୍ଡନାଚ କମିଟି ସଦସ୍ୟକୁ ମାରିଦେଲେ ବାପା-ପୁଅ...

ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ହତ୍ୟାକାଣ୍ଡ । ଏଥିରେ ବେଲଗାଁ ଦଣ୍ଡ ନାଚ କମିଟିର ସଦସ୍ୟ କମା ଗାଁର ଜଗଦୀଶ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଛି। 

Shot Dead
Firing: ଗୁଳି କରି ଦୁର୍ଦ୍ଦାନ୍ତ ଅପରାଧୀକୁ ମାରିଦେଲେ

ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର ।

Brutal Murder in Ganjam: Political Rivalry Suspected!
ବିଚ ରାସ୍ତାରେ ଖଣ୍ଡାରେ ହାଣି ପକାଇଲେ

ବିଚ ରାସ୍ତାରେ ଖଣ୍ଡାରେ ହାଣି ପକାଇଲେ। ଜୀବନ ଯିବା ଯାଏ ଆକ୍ରମଣ କଲେ। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ସମା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ରାଜନୈତିକ ଶତ୍ରୁତାରୁ ହତ୍ୟା କାଣ୍ଡ ଘଟିଥିବା ଏବଂ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ଇଙ୍ଗିତରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।

Migrant Labourer
Migrant Labourers: ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ, ବାନ୍ଧିକି ବାଡେଇଲେ, ଟଙ୍କା ନେଇଗଲେ

ସିନ୍ଧୁପଙ୍କ ଗ୍ରାମର ଜଣେ ଯୁବକ ଭୀମ ବେହେରା ଦାଦନ ଖଟି ଗ୍ରାମକୁ ପାହାଡ଼ କାଟି ଦୁଇ ବର୍ଷ ପୂର୍ବେ ପାଣି ଆଣିଥିଲେ । ନିଜ ଗାଁ ଲୋକଙ୍କ ପାଇଁ ସାଜିଥିଲେ ଦେବଦୂତ। ଗାଁ ଲୋକଙ୍କ ମୁହଁରେ ଫୁଟାଇଥିଲେ ହସ । ସାରା ଜିଲ୍ଲା କରିଥିଲା ଦାଦନ ଶ୍ରମିକ ଭୀମଙ୍କ ପ୍ରଶଂସା । ଏବେ ସେହି ଯୁବକଙ୍କ ସହିତ ତାଙ୍କର ଦୁଇ ସମ୍ପର୍କୀୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତିତ ହୋଇ ଫେରିଥିବା ଜଣା ପଡିଛି।

Dog
Attack: ନୃଶଂସତାର ଟପିଲା ସୀମା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲା

ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା।

Lightning Strike
Lightning Strike: କଲେଜ ଯିବାକୁ ସ୍ୱପ୍ନ ଦେଖୁଥିଲେ, ବଜ୍ରପାତରେ ଚାଲିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ବଜ୍ରାଘାତରେ ଜଣେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ।

୪୩ ଲକ୍ଷ ଗାୟବ
Special Story: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ

ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ ।

murder
Murder Due to Superstition: ଅନ୍ଧବିଶ୍ୱାସର କରୁଣ ପରିଣତି, ଗଂଜାମରେ ଗଡ଼ିଲା ୩ ମୁଣ୍ଡ

ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା, ଖାରିପଲ୍ଲୀ ଟ୍ରିପଲ ମର୍ଡର ସମ୍ପର୍କରେ କହିଲେ ଗ୍ରାମବାସୀ। ପୂର୍ବରୁ ଶତ୍ରୁତା ଥିଲା ଏବେ କିନ୍ତୁ ସବୁ ସୀମା ଡେଇଁଗଲା। ଗୁଣି ଗାରେଡି ସନ୍ଦହେରୁ ପ୍ରଥମେ ଗୋଷ୍ଠୀ ସଂଘର୍ଷ ଓ ପରେ ରକ୍ତର ହୋଲି ଖେଳିଛନ୍ତି ଖାରିପଲ୍ଲୀ ଗାଁର ଦୁଇ ଗୋଷ୍ଠୀ।

Accident
Road Accident: ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍

ପ୍ରଧାନ ଶିକ୍ଷକ ଆଜି ସକାଳେ ଏକ ବାଇକ୍ ଯୋଗେ ସ୍କୁଲ ଯାଉଥିଲେ ଦିଗପହଣ୍ଡି ଘୋଡ଼ାହାଡ଼ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ନିକଟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ୍‌ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଧାନଶିକ୍ଷକ ବାଇକରୁଛିଟିକି ତଳେ ପଡ଼ି ଯାଇଥିଲେ।

ସ୍ୱପ୍ନରେ ରହିଗଲା ମେଗା ପ୍ରକଳ୍ପ
ପୁଣି ପାଣି ପାଇଁ କଲବଲ ଦିଗପହଣ୍ଡି ବାସିନ୍ଦା

ଗାଁ ଗାଁରେ ପାଣି ଟାଙ୍କି....ଘର ଆଗରେ ପାଣି ଟ୍ୟାପ୍....ହେଲେ ଟ୍ୟାପ୍ ଖୋଲିଲେ ପାଣି ଆସୁନି......ବର୍ଷ ବର୍ଷ ଧରି ଏଭଳି ପ୍ରତାରଣା ଶିକାର ବନିଛନ୍ତି ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ଲୋକ ।

Road accident
Road Accident: ପିକଅପ୍ ଭ୍ୟାନ ସହ ଧକ୍କା ହେଲା ସ୍କୁଟି; ଜଣେ ମୃତ, ୨ ଗୁରୁତର

ପିକ୍‌ଅପ୍ ଭ୍ୟାନ୍ ସହ ଧକ୍କା ହେଲା ଦୁଇଟି ସ୍କୁଟି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି ଅଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ଦୁର୍ଘଟଣା ।