• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Peo

Suspended PEO Nabbed by Vigilance Kalahandi
Suspended PEO Nabbed by Vigilance: ପେଶା ସରକାରୀ ଚାକିରି, ନିଶା ଅନଲାଇନ୍ ବେଟିଂ; ବାବୁଙ୍କୁ ଘାରିଛି ରାତାରାତି କୋଟିପତି ହେବାର ନିଶା...

ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି।

୪୩ ଲକ୍ଷ ଗାୟବ
Special Story: ପଞ୍ଚାୟତ ଆକାଉଣ୍ଟରୁ PEO ଉଠାଇନେଲେ ୪୩ ଲକ୍ଷ ଟଙ୍କା, ବେଟିଂ ଆପରେ ଖେଳି ଉଡାଇଦେଲେ

ବାବୁଙ୍କୁ ଘାରିଥିଲା ରାତାରାତି କୋଟିପତି ହେବା ସ୍ୱପ୍ନ । ସେଥିପାଇଁ ସେ କ୍ରିକେଟ ଓ ଅନ୍ୟାନ ବେଟିଂ ଆପରେ ପଇସା ଲଗାଉଥିଲେ । ତାଙ୍କୁ ପଇସାର ଭୂତ ଏମିତି ଘାରିଥିଲା ଯେ ସରକାରୀ ପଇସାରେ ମଧ୍ୟ ଜୁଆ ଖେଳିବାକୁ ପଛାଇ ନଥିଲେ ।

Crime
ଜୋର ଜବରଦସ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ସରପଞ୍ଚ ! ଏବେ ଜୀବନ ଗଲା...

ଗତ ୩୦ ତାରିଖ ରାତିରେ ସଂପୃକ୍ତ ମହିଳା PEOଙ୍କ ବାସଭବନକୁ ଆସିଥିଲେ। ଆଉ ସଂଜିତଙ୍କୁ ଶୋଇଥିବା ଅବସ୍ଥାରେ ତକିଆରେ ମୁହଁକୁ ଚାପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଖସିଯାଇଥିଲେ। ଶେଷରେ ସଦର ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।

Jhankarpali PEO In Vigilance Net
ସମ୍ବଲପୁର ଯୁଯୁମୁରାର PEOଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧତ୍କାରୀ। ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି PEOଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ।