• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder Case

murder
Pregnant Wife Strangled by Husband: ପିଶାଚ ସ୍ୱାମୀର ନୃଶଂସ କାଣ୍ତ: ଗର୍ଭବତୀ ପତ୍ନୀର ତଣ୍ଟିଚିପି ହତ୍ୟା କଲା...

କୁହାଯାଏ ସନ୍ଦେହରୁ ସମ୍ପର୍କ ଶେଷ। ମନରେ ସନ୍ଦେହ ବସା ବାନ୍ଧିଲେ ସେଥିରୁ ରାଗ ତା’ପରେ ଭୟଙ୍କର ପରିଣାମ। ଯାହା ଘଟିଛି ଆନ୍ଧ୍ରପ୍ରଦେଶର ଅନୁଶା ଓ ଜ୍ଞାନେଶ୍ୱରଙ୍କ ମଧ୍ୟରେ।

Ashirbad Sahu Murder Case: Body Found in Toilet Tank, Relative Detained
ନିଖୋଜ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ମିଳିଛି

ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ମିଳିଛି। ତାଙ୍କ ମୃତ ଦେହ ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି। ଫଳରେ ଆଶୀର୍ବାଦକୁ କେହି ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପୋଲିସ ଆଶୀର୍ବାଦର ସଂପର୍କିୟ ଦାଦା ବାପି ସାହୁଙ୍କୁ ଅଟକ ରଖିଛି ! 

ସ୍ତ୍ରୀକୁ ମାରି ଡ୍ରେନ୍‌ରେ ଫିଙ୍ଗିଥିଲା
Decomposed Woman's Body Found in Drain: ସ୍ତ୍ରୀକୁ ହତ୍ୟା କରି ଡ୍ରେନରେ ଫିଙ୍ଗିଥିଲା ସ୍ୱାମୀ, ଧରା ପକାଇଦେଲା ନାକ ଫୁଲ !

ପ୍ରାୟ ଏକ ମାସ ପୂର୍ବରୁ ଦିଲ୍ଲୀର ଏକ ଡ୍ରେନ୍‌ରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହଟି କାହାର ତାହା ଜାଣିବା ପାଇଁ ପୋଲିସ ଆରମ୍ଭ କରି ଦେଇଥିଲା ତଦନ୍ତ ।

Gwalior Murder Case
Gwalior Murder Case: ‘ମୋ ପୁଅକୁ ମାରି ଦେଇଛି, ମୋତେ ମାରିଦେବାକୁ ପ୍ଲାନ୍‌ କରୁଛି’

ପ୍ରେମିକ ସହ ମିଶି ମୋ ପୁଅକୁ ମାରିଦେଇଛି। ଏବେ ପ୍ରେମିକ ସହ ମିଶି ମୋତେ ମାରିବାକୁ ଯୋଜନା କରୁଛି। ଏମିତି ସ୍ତ୍ରୀ ନାଁରେ ସାଂଘତିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ୱାମୀ ।

Naba Das Murder Case
Naba Das Murder Case: ଏବେ ସାମ୍‌ନାକୁ ଆସିବ କି ସତ ? ବୋଥ୍ରାଙ୍କ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ...

ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଜୟନାରାୟରଙ୍କ ମନ୍ତବ୍ୟ । ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ ।

Special Story: No Food, Only Drugs, Meerut Murder Accused Demand Narcotics in Jail
ଜେଲରେ ନଖରା ଦେଖାଉଛନ୍ତି ମୀରଟ ପତିହନ୍ତା

ଜେଲରେ ନଖରା ଦେଖାଉଛନ୍ତି ମୀରଟ ପତିହନ୍ତା ମୁସ୍କାନ ଆଉ ତାଙ୍କ ଲଭର୍ ସାହିଲ୍। ଖାଦ୍ୟ ନ ଖାଇ କହୁଛନ୍ତି ଆମକୁ ଡ୍ରଗ୍ସ ଦରକାର।

Father-in-law Murder By Daughter-in-law
Widow Woman Kills Father In Law: ଶ୍ୱଶୁରଙ୍କୁ ବ୍ୟାଟରେ ପିଟି ମାରିଦେଲା ବୋହୂ, କହିଲା ଏଇଥିପାଇଁ ମୁଁ...

କବି ନଗର ଅଞ୍ଚଳର ଗୋବିନ୍ଦପୁରମ କଲୋନି ନିବାସୀ ପତିରାମଙ୍କ ପୁଅ ଜିତେନ୍ଦ୍ର ସିଂହଙ୍କ ବିଧବା ପତ୍ନୀ ଆରତୀ ଘର ଝାଡୁ କରୁଥିବା ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅସଦାଚାରଣ କରିଥିଲେ ।

ଜେରା ହେବ ଗୋପାଳ !
ଏବେ ଗୋପାଳ ଦାସକୁ ଜେରା କରିବ କ୍ରାଇମବ୍ରାଞ୍ଚ !

ଅନେକ ପ୍ରଶ୍ନକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳକୁ ଜେରା କରିପାରେ । ଯଦି ଗୋପାଳକୁ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆଣେ ତା’ ହେଲେ ଆହୁରି କିଛି ନୂଆ ତଥ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Wife Killed Husbend
Woman Kills Husband: ବର୍ବରତାର ସବୁ ସୀମା ଟପିଲା ପତ୍ନୀ; ପ୍ରେମିକ ସହ ମିଶି ରଡ୍‌ରେ ପିଟିଲା, ତଣ୍ଟି ଚିପି ହତ୍ୟା କଲା...

ପ୍ରେମିକ ସହ ମିଶି ଘଟାଇଲା ଜଘନ୍ୟକାଣ୍ଡ। ସାଜିଲା ପିଶାଚିନି। ଯାହା ପାଇଁ ସିନ୍ଦୂର ପିନ୍ଧୁଥିଲା, ସାତ ଜନ୍ମର ସାଥୀ ହୋଇଥିଲା, ହାତ ଧରି ବାଟ ଚାଲିବ ବୋଲି କଥା ଦେଇଥିଲା, ତାକୁ ହିଁ ପ୍ରେମରେ ଅନ୍ଧ ହୋଇ ମାରିବାକୁ ପଛଇଲାନି। 

ବନ୍ଧୁକ ଛଡ଼ାଇଥିବା ଯୁବକଙ୍କୁ ଜେରା
Naba Das Murder Case: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା

ଗତକାଲି ସଦର ମେଡିକାଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ରେଡିଓଗ୍ରାଫର୍ ସସ୍ମିତା ବାଗଙ୍କ ୧୬୧ ବୟାନ ରେକର୍ଡ କରିଥିଲେ।

କ୍ରାଇମ୍‌ବ୍ରାଞ୍ଚ ଖୋଜୁଛି କ’ଣ ?
Special Story: ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ! ଏବେ କ’ଣ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ ?

ନଷ୍ଟ ହୋଇସାରିଛି ନବ ହତ୍ୟାର ସବୁ ପ୍ରମାଣ ? ଲୁଚି ସାରିଛି ଦୁଇ ବର୍ଷ ତଳର ବିରାଟ ଷଡ଼ଯନ୍ତ୍ର ! କ୍ରାଇମ୍‌ବ୍ରାଞ୍ଚର ଆଡିସନାଲ ଏସ୍‌ପି ବିଜୟ ମଲ୍ଲିକ ଓ ଦୀପ୍ତିମୟୀ ମଲ୍ଲିକ ନବଙ୍କ ହତ୍ୟା ମାମଲାରେ ଏବେ ତନାଘନା କରୁଛନ୍ତି ।

Crime Branch
କ୍ରାଇମବ୍ରାଞ୍ଚ୍ ଧରିବ ଅସଲି ଦୋଷୀ ?

ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।

ନବୀନଙ୍କୁ ଭରସା କରୁଥିଲେ ଦିପାଳୀ
ନବୀନଙ୍କୁ ଭରସା କରୁଥିଲେ ଦିପାଳୀ, କିନ୍ତୁ...

କୌଣସି ଏକ ପରିସ୍ଥିତିରେ ପଡି ଦିପାଳୀ ସେତେବେଳେ ଚୁପ ଥିଲେ। ଆଉ ଏବେ ତଦନ୍ତକାରୀ ଅଫିସର ବଦଳିବା ପରେ କିଛି ନୁଆ ତଥ୍ୟ ଦେଇ ଥାଇପାରନ୍ତି ଦିପାଳୀ ।

ନବ ହତ୍ୟା, ଆସିବ କି ଟ୍ୱିଷ୍ଟ୍‌ ?
ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ?

ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।

ହୋଲିରେ ଗଡ଼ିଲା ୫ ମୁଣ୍ଡ
Holi Horror: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ

୩ ସହର ୪ ମର୍ଡର । ରଙ୍ଗର ପର୍ବରେ ହଣାକଟା । ରଙ୍ଗ ବଦଳରେ ବୋହିଲା ରକ୍ତ । ଭୁବନେଶ୍ବର-ସମ୍ବଲପୁର-ବ୍ରହ୍ମପୁର । ପୂର୍ବ ଶତ୍ରୁତା, ପୂର୍ବ ଯୋଜନା ଆଉ କିଛି କଥା କଟାକଟିରେ ଗଡ଼ିଛି ମୁଣ୍ଡ ।

ଦୁଇ ପୁଅଙ୍କୁ ମାରିଥିଲା ବାପା
Nayagarh Murder Case: ସତ ମାନିଲା ପିଶାଚ ବାପା, ବିବାହ ପାଇଁ ବାରଣ କରିବାରୁ ୨ ପୁଅଙ୍କୁ କରିଥିଲା ହତ୍ୟା

କେବଳ ବାପା ନୁହେଁ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଜେଜେ ମାଆ ବି ଗିରଫ ହୋଇଛି ।

Naba  Das
ନୂଆମୋଡ଼ ନେଇପାରେ ନବ ଦାସ ହତ୍ୟା ମାମଲା

ଚଳିତ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ଚଳିତ ସପ୍ତାହରେ କୌଣସି ଦିନ ହାଜର ହେବାକୁ ନୋଟିସ୍ କରାଯାଇଛି।

ଦୃଶ୍ୟମ୍‌ ଫିଲ୍ମ ଷ୍ଟାଇଲରେ ମର୍ଡର
ବେଲେଶ୍ୱର ଡବଲ ମର୍ଡର, ୫ ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ

କଟକ ବେଲେଶ୍ୱର ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ ୫ ବର୍ଷ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।

ଦୃଶ୍ୟମ୍‌ ଫିଲ୍ମ ଷ୍ଟାଇଲରେ ମର୍ଡର
Murder Case: ଡବଲ ମର୍ଡର କରି ଏଣେତେଣେ ବୁଲୁଥିଲେ, ୫ ବର୍ଷ ପରେ ଗିରଫ ହେଲେ

କଟକ ବେଲେଶ୍ୱର ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ ୫ ବର୍ଷ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।

GrandFather
Hyderabad Businessman Murder: ସଇତାନ ସାଜିଲା ନାତି, ସମ୍ପତ୍ତି ପାଇଁ ୭୦ ଥର ଛୁରୀ ଭୁସି ହତ୍ୟା

ସମ୍ପତ୍ତି ପାଇଁ ନିଜ ଜେଜେଙ୍କୁ ୭୦ ଥର ଛୁରୀ ଭୁଷି ହତ୍ୟା କରିଛି ନାତି। ଜେଜେ ହେଉଛନ୍ତି ହାଇଦ୍ରାବାଦର ଜଣେ ବିଜିନେସ ଟାଇକୁନ। ଅନ୍ୟ ପକ୍ଷରେ ନାତି ଜଣଙ୍କ ଆମେରିକାରୁ ଶିକ୍ଷା ଲାଭ କରି ପ୍ରତ୍ୟାବର୍ତ୍ତନ କରିଛି। ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ନାତି ଜେଜେକୁ ହତ୍ୟା କରିଥିବା ପ୍ରକାଶ କରିଛି ପୋଲିସ।

ବିତିଲା ୨ ବର୍ଷ ଫିଟିଲାନି ରହସ୍ୟ
Naba Das Murder Case: ନବ ଦାସ ହତ୍ୟାକାଣ୍ଡ: ଦୁଇ ବର୍ଷ ପରେ ବି ଫିଟୁନି ରହସ୍ୟ, ୨ ସପ୍ତାହ ଭିତରେ CBI ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି

ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ବି ନବ ଦାସ ହତ୍ୟାକୁ ନେଇ ଅସମାହିତ ପ୍ରଶ୍ନ । କ'ଣ ସତରେ ଗୋପାଳ ଏକମାତ୍ର ଅଭିଯୁକ୍ତ ? ନା ରିମୋଟ୍ କଣ୍ଟ୍ରୋଲ୍ ଥିଲା ଆଉ କାହା ହାତରେ ?

ହତ୍ୟା ପଛର ବଡ଼ ସତ୍ୟ !
ଖୋଲିଲା ନବ ହତ୍ୟା ପଛର ଗୁମର

ନବଙ୍କ ହତ୍ୟା ପାଇଁ ଲେଖାଯାଇଥିଲା କ୍ରାଇମ୍‌ ସ୍କ୍ରିପ୍ଟ୍‌ ! ମୃତ୍ୟୁ ପାଇଁ କାହାଣୀ ଲେଖୁଥିଲେ ତିନି ତିନିଜଣ ପ୍ରଡ୍ୟୁସର ! ପ୍ଲାନିଂ ଅନୁସାରେ ସବୁ କିଛି ଠିକ୍‌ ଠାକ୍‌ ହେଲା । ଆଉ ନବ ମୃତ୍ୟୁ ମିଶନରେ ସଫଳ ହେଲେ ଷଡ଼ଯନ୍ତ୍ରକାରୀ ।

ନବ ହତ୍ୟା: ଚେତେଇଥିଲେ ଏସ୍‌ପି, କଲେକ୍ଟର
ନବ ହତ୍ୟା ମାମଲା: ହତ୍ୟା ପୂର୍ବରୁ ଚେତାଇ ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ ଓ SP

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ ।

Naba Das Murder Case
Naba Das Murder Case: ନବ ଦାସ ହତ୍ୟା ମାମଲା; ଚାଂଚଲ୍ୟକର ବୟାନ ଦେଲେ ସନ୍ତୋଷ ସିଂ ସାଲୁଜା...

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାଲୁଜାଙ୍କ ବଡ଼ ଖୁଲାସା । ଚାଂଚଲ୍ୟକର ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ନବ ଦାସଙ୍କ ଏକାନ୍ତ ଘନିଷ୍ଠ ଥିଲେ ସନ୍ତୋଷ ସିଂ ସାଲୁଜା ।

ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ
Naba Das Murder Mystery: ଯୋଜନାବଦ୍ଧ ଥିଲା କି ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ?

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।