• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Online Gaming

Online Gaming
Online Gaming: ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ

ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।

Online Gaming Addiction Turning Youth Into Criminals
ଅନଲାଇନ ଗେମ୍‌ରୁ ଅପରାଧୀ ପାଳଟିଯାଉଛନ୍ତି ଯୁବପିଢ଼ି

ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଳଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।

Online Gaming Addiction Turning Youth Into Criminals
Online Gaming: ଆଇ.ଜିଙ୍କ ବଡ଼ ବୟାନ: ଅନଲାଇନ ଗେମ୍‌ରୁ ଅପରାଧୀ ପାଲଟିଯାଉଛନ୍ତି ଯୁବପିଢ଼ି !

ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।

Cyber Loot
ମାତିଛନ୍ତି ସାଇବର ଲୁଟେରା; ସାଙ୍ଗ ବନାଇ ଲୁଟିନେଲେ ୩୫ ଲକ୍ଷ

ସାହାଯ୍ୟ କରିବା ଆଳରେ କିଶୋରଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡାଟା ନେଇ ଯାଇଥିଲେ । ପରେ ବିଭିନ୍ନ ଆକାଉଣ୍ଟକୁ ଟ୍ରାନସଫର କରି ଲୁଟି ନେଇଥିଲେ ୩୫ ଲକ୍ଷ ଟଙ୍କା ।

iQOO CGO
ଆପଣ ଅନଲାଇନ୍‌ରେ ଗେମ୍‌ ଖେଳନ୍ତି କି ? ଏହି କମ୍ପାନୀ ଦେବ ୧୦ ଲକ୍ଷ . . .

ଗେମ୍‌ ଖେଳୁଥିବା ଲୋକେ ହୋଇପାରିବେ ଅଫିସର୍‌. . .କ’ଣ କରିବାକୁ ପଡ଼ିବ ?

Online games
ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲା ୧୧ ବର୍ଷୀୟ ବାଳକ

ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।