ଗାମ୍ବଲିଂ ବେଟିଂ ଆପ୍ ଭାରତ ବା ଓଡ଼ିଶାରେ ଏତେ ଲୋକପ୍ରିୟ କେମିତି ହେଉଛି ? କଣ ରହିଛି ଏହା ପଛର କାରଣ ? କେମିତି ରାତାରାତି ଲୋକପ୍ରିୟ ହୋଇଯାଉଛି ଗାମ୍ବଲିଂ ବେଟିଂ ଆପ୍ ? ଆସନ୍ତୁ ଜାଣିବା...
ସର୍ବସ୍ୱାନ୍ତ କଲା ରାତାରାତି କୋଟିପତି ହେବାର ନିଶା । ଅନଲାଇନ୍ ଗେମ୍ ଖେଳି ୫ ଲକ୍ଷ ହରାଇବା ପରେ ନିଜକୁ ନିଜେ ଛୁରୀ ଭୁସିଦେଲେ ଯୁବକ ।
ଅନଲାଇନ୍ ଗେମ୍ ନାଁରେ କୋଟି କୋଟିର ସ୍କାମ୍ । ପଇସା ଲଗାଉଛନ୍ତି ୟୁଜର, ଲୁଟି ଚାଲିଛି ଆପ୍ । ୫୦-୫୦ ୱିନିଂ ଚାନ୍ସ୍ ପଛର ସତ୍ୟତା ଜାଣିଲେ ଉଡ଼ିଯିବ ହୋସ୍...
ରୋବଲକ୍ସ ବିଶ୍ୱର ସବୁଠାରୁ ବଡ଼ ଗେମିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଯେଉଁଥିରେ ଦୈନିକ ୮୦ ପ୍ରତିଶତ ସକ୍ରିୟ ୟୁଜର ଅନଲାଇନ ଗେମ ଖେଳନ୍ତି । ଏଥିରେ ୪୦ ପ୍ରତିଶତ ୟୁଜରଙ୍କ ବୟସ ୧୩ ବର୍ଷରୁ କମ । ଏହି ପ୍ଲାଟଫର୍ମରେ ଅନୁଚିତ କଣ୍ଟେଣ୍ଟ, ଗାଳିଗୁଲଜ ହେଉଥିବା ପରି ଅନେକ ଅଭିଯୋଗ ହେଉଛି । ଆଉ ନିଜର ଅଜାଣତରେ କୁନି କୁନି ପିଲାମାନେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ଆରମ୍ଭ କରୁଛନ୍ତି । ଦିନକୁ ଦିନ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଉଛି ।
ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।
ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଳଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।
ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।
ସାହାଯ୍ୟ କରିବା ଆଳରେ କିଶୋରଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡାଟା ନେଇ ଯାଇଥିଲେ । ପରେ ବିଭିନ୍ନ ଆକାଉଣ୍ଟକୁ ଟ୍ରାନସଫର କରି ଲୁଟି ନେଇଥିଲେ ୩୫ ଲକ୍ଷ ଟଙ୍କା ।
ଗେମ୍ ଖେଳୁଥିବା ଲୋକେ ହୋଇପାରିବେ ଅଫିସର୍. . .କ’ଣ କରିବାକୁ ପଡ଼ିବ ?
ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।