• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime Branch

ନବ ଦାସ ହତ୍ୟାକାଣ୍ଡ: ଏକାଧିକ ବନ୍ଧୁକରୁ ଗୁଳିମାଡ଼ !
Naba Das Murder Mystery: ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ ।

Khalistani Terrorist Pannun
Khalistani Terrorist Pannun: ଆତଙ୍କୀ ପନ୍ନୁ ଧମକ ମାମଲାର ଖୋଳତାଡ଼; ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ STF  

ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Crime Branch to investigate the alleged attack on Dharmasala MLA
Attack On Dharmasala MLA : ଧର୍ମଶାଳା MLAଙ୍କୁ ଆକ୍ରମଣ ମାମଲା; ଯାଜପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା

ଯାଜପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍। ସେମାନେ ଯାଜପୁର ଟାଉନ୍ ଥାନାରେ ପହଞ୍ଚିଛନ୍ତି। 

ବିଧାୟକଙ୍କୁ ଆକ୍ରମଣ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
Attack on Dharmashala MLA: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍‌

ଧର୍ମଶାଳା ବିଧାୟକଙ୍କୁ କାହିଁକି ହେଲା ଆକ୍ରମଣ ? ଏଥିପାଇଁ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମରେ କ୍ରାଇମବ୍ରାଞ୍ଚର ୨ ଜଣ ଡିଏସପି ଏବଂ ଜଣେ ଇନ୍ସପେକ୍ଟର ରହିଛନ୍ତି ।

Bharatpur Case
Bharatpur Case: 'ଲାଏ ଡିଟେକ୍ସନ୍, ବ୍ରେନ୍ ମ୍ୟାପିଂ, ନାର୍କୋ ଟେଷ୍ଟ ରିପୋର୍ଟକୁ ଅପେକ୍ଷା'

ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ ।

Sensational Revelation
ସୁପାରୀ କିଲରଙ୍କ ନିଶାନାରେ ଥିଲେ ସିଦ୍ଦିକି ବାପା-ପୁଅ

 ସୁପାରୀ କିଲରଙ୍କ ନିଶାନାରେ ଥିଲେ ସିଦ୍ଦିକି ବାପା-ପୁଅ। ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଂଚ୍ ଆଗରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛନ୍ତି ବାବା ସିଦ୍ଦିକିଙ୍କ ହତ୍ୟାକାରୀ। ଘଟଣାରେ ଏଯାଏଁ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ। 

Sensational Revelation
କ୍ରାଇମବ୍ରାଞ୍ଚକୁ ଅଭିଯୁକ୍ତଙ୍କ ଚାଞ୍ଚଲ୍ୟକର ବୟାନ୍; ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଭାଇଜାନ୍ 

ବାବା ସିଦ୍ଦିକି ଓ ପୁଅ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ । ସୁପାରୀ କିଲରଙ୍କ ଟାର୍ଗେଟରେ ଥିଲେ ଉଭୟ ସିଦ୍ଦିକି ବାପା-ପୁଅ ।

murder case
ଓଡ଼ିଶାରେ କରିଥିଲା ହତ୍ୟା, ସୁରତରୁ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗତ ୨୦୨୪ ମାର୍ଚ୍ଚ ୨୯ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ନାରାୟଣର ସଂପୃକ୍ତି ଥିଲା । ନାରାୟଣ ଓ ତା’ର ଅନ୍ୟ ସହଯୋଗୀ ମିଶି ଜଣେ ଯୁବକଙ୍କୁ ହତ୍ୟା କରିଥିଲେ ।

Crime Branch
ଭରତପୁର ଥାନା କାଣ୍ଡ: କ୍ରାଇମବ୍ରାଞ୍ଚର ତନାଘନା

ଅଳ୍ପ କେଇ ମିନିଟ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍।

Wig
ଛଦ୍ମବେଶୀ ଚୋର... ମୁଣ୍ଡରେ ନଥିଲା ଚୁଟି, ୱିଗ୍‌ ଲଗାଇ କରୁଥିଲା ଚୋରି

ଅଭିଯୁକ୍ତ ଆସାମର ହୋଜାଇ ବିମାନବନ୍ଦରରୁ ଫ୍ଲାଇଟ ଧରି ଥାନେ ଆସୁଥିଲା। ଏଠାରେ ଭଡା ଘର ନେଇ ରହିବା ସହ ଚୋରି କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଥିଲା। ଏହାପରେ ସେଠାରୁ ଚୋରି କରି ପୁଣି ଫ୍ଲାଇଟରେ ଗାଁକୁ ପଳାଇ ଆସୁଥିଲା।

crime-branch
ଶସ୍ତାରେ କାର୍ ଓ ଆଇଫୋନ ଦେବାକୁ କହି ଫସିଲା ନକଲି କ୍ରାଇମବ୍ରାଞ୍ଚ ଅଫିସର

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା।

Fake ED Officer
କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଅଧିକାରୀ, ୩ ଶହ ସରକାରୀ ଅଧିକାରୀଙ୍କଠୁ କରିଥିଲେ ଠକେଇ

ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି ଦୁଇ ଭାଇ।

Laxmi case
ଲକ୍ଷ୍ମୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ଏଣ୍ଟ୍ରି, କର୍ମଚାରୀଙ୍କ ସହ ନିର୍ଦ୍ଦେଶକଙ୍କୁ ପଚରାଉଚରା

ବଢୁଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ରହସ୍ୟ । ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିବା ଆଶଙ୍କା କରାଯାଉଛି ।

Kashmiri Fraud
ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳା ଚିଠା

କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର ।

Kashmiri Fraud
ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନ୍ୟୁଡ୍‌ କଲ୍‌ କରାଇ ଲୁଟୁଥିଲା କୋଟି କୋଟି ଟଙ୍କା

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା ।

Terrorist Bukhari
ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା

ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା। ୫ ଦିନିଆ ରିମାଣ୍ଡରେ ଆଣି ବୁଖାରୀକୁ ଭୁବନେଶ୍ବରରେ ଘାଣ୍ଟୁଛନ୍ତି କ୍ରାଇମବ୍ରାଞ୍ଚ STF ସହ IB ଅଧିକାରୀ। ଆତଙ୍କବାଦୀଙ୍କ ସହ ସମ୍ଭାବ୍ୟ ଲିଙ୍କ୍, ନିଜକୁ ଡାକ୍ତର ଦର୍ଶାଇ ବହୁ ବିବାହ ପଛର ରହସ୍ୟ ଏବଂ ଓଡ଼ିଶାରେ ଆତ୍ମଗୋପନ ପଛର ସତ ଉଗାରୁଛନ୍ତି ଅଧିକାରୀ..

Terrorist Arrested
ଆତଙ୍କୀ ସୟିଦ୍ ବୁଖାରୀକୁ ଲୁଚାଇଥିଲା କି ଯାଜପୁର ଜିଲ୍ଲା ପୋଲିସ ?

ଯେଉଁ ସମୟରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଥିଲା କାଶ୍ମୀର, ସେହି ସମୟରେ କାଶ୍ମୀରରୁ ଆସି ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତ୍ମଗୋପନ କରିଥିଲା ବୁଖାରୀ । ବନିଥିଲା ନେଉଳପୁର ଗାଁର ଜ୍ୱାଇଁ ।

terrorist
ଖୋଲିବ କି ISI ଲିଙ୍କ୍ ? ଓଡ଼ିଶାରୁ ଧରାପଡିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ...

ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ... ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ..

Terrorist Arrested
୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ?

ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ ।

Terrorist Arrested
୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ? ପାକିସ୍ତାନ ଲିଙ୍କ୍‌ର ଖିଅ ଖୋଜିବ କ୍ରାଇମ୍‌ବ୍ରାଞ୍ଚ..

ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ ।

Kashmir Terrorist in Odisha
STF କବ୍‌ଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ, ଯାଜପୁରରୁ ଧରିଲା କ୍ରାଇମବ୍ରାଞ୍ଚ୍

ସନ୍ଦିଗ୍ଧ ଯୁବକ କେତେବେଳେ ନିଜକୁ ନ୍ୟୁରୋ ସ୍ପେଶାଲିଷ୍ଟ ଡାକ୍ତର କହୁଥିଲା ତ କେତେବେଳେ ପିଏମ୍ଓ ଅଫିସର ଅଧିକାରୀ ବୋଲି କହୁଥିଲା। ତାସହ ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତା’ର ସଂପର୍କ ଥିବା ବି ସେ କହୁଥିଲା।

Bar & Pub
ବାର୍‌ ସାଜିଛି ଧଳା ଜହରର ନୂଆ ଆଡ୍ଡା

ବାରରେ ଚାଲିଛି ଡ୍ରଗ୍ସ କାରବାର । ହୁକା ବାରରେ ନାଁରେ ଡ୍ରଗସ ନେଉଛନ୍ତି ଯୁବକ ଯୁବତୀ ।

Crime Branch EOW
ସୌମ୍ୟଙ୍କୁ ମହଙ୍ଗା ପଡ଼ିଲା କି 5T ସଚିବଙ୍କୁ ନିଶାନ ? ‘ସମ୍ବାଦ’ ଅଫିସରେ କ୍ରାଇମବ୍ରାଞ୍ଚର ରେଡ୍

‘ସମ୍ବାଦ’ ଅଫିସ୍‌ରେ କ୍ରାଇମବ୍ରାଞ୍ଚ EOW ଟିମ୍‌ର ରେଡ୍ । HR ହେଡ୍ ବୈଜୟନ୍ତୀ କରଙ୍କୁ ଜେରା । ଆକାଉଣ୍ଟସ୍ ସେକ୍ସନରେ ବି ଖୋଳତାଡ଼ । ନିଜ କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ ଠକେଇ ଅଭିଯୋଗ ମାମଲାରେ ସମ୍ବାଦ ଅଫିସ୍‌ରେ ଆଜି ଚଢାଉ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ ।

Duplicate Notes
ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର; ଆତଙ୍କୀ ଲିଙ୍କ୍ ନେଇ ଚାଲିଛି ତଦନ୍ତ

ରାଜ୍ୟରେ ବଢୁଛି ଜାଲ୍ ନୋଟର କାରବାର । ଗତକାଲି ସୋନପୁରରୁ ୪୧ ଲକ୍ଷରୁ ଅଧିକ ଟଙ୍କାର ୫ଶହ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି କ୍ରାଇମବ୍ରାଂଚ STF ।

Naba Das - Gopal Das
ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ଦର୍ଶା ଯାଇଥିବା ହତ୍ୟା କାରଣକୁ ନେଇ ଚର୍ଚ୍ଚା

ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।