• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Jagannath

Jagannath Temple
ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ମନ୍ଦିର ସଂପର୍କରେ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣ

ଦୀଘା ଜଗନ୍ନାଥ ମନ୍ଦିର ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ଏଠାରୁ ଯାଇ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ବିଷୟ ତାଙ୍କୁ ବ୍ୟଥିତ କରିଥିବା ମନ୍ତ୍ରୀ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି । ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଅନ୍ତରୀଣ ରିପୋର୍ଟ ଦେବାକୁ ଶ୍ରାମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ ।

Jagannath Temple
Jagannath Temple Investigation Ordered: ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ମନ୍ଦିର ସଂପର୍କରେ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣ

ଦୀଘା ଜଗନ୍ନାଥ ମନ୍ଦିର ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ଏଠାରୁ ଯାଇ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ବିଷୟ ତାଙ୍କୁ ବ୍ୟଥିତ କରିଥିବା ମନ୍ତ୍ରୀ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି । ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଅନ୍ତରୀଣ ରିପୋର୍ଟ ଦେବାକୁ ଶ୍ରାମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ ।

Lord Jagannaths special ritual Banakalagi Niti
Banakalagi Ritual: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ...

ବନକଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Mahasnan
Mahasnan: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ରକ୍ତଛିଟା ପଡିବାରୁ ଶ୍ରୀଜିଉଙ୍କର ହେଲା ମହାସ୍ନାନ । ଭିତରକାଠ ନିକଟରେ ଜଣେ ପାଣିଆପଟ ସେବାୟତ ପଡିଯାଇଥିଲେ । ତାଙ୍କ ଗୋଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେବାରୁ ରକ୍ତଛିଟା ପଡିଥିଲା ।

Sarathi Baba
Sarathi Baba Devotees: ବିବାଦରେ ବିବାଦୀୟ ସାରଥି; ଜଗନ୍ନାଥଙ୍କୁ ଛୋଟ ଦେଖାଇଲେ ସାରଥି ଅନୁଗାମୀ

ପୁଣି ମାତିଛନ୍ତି ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ । କୋରାପୁଟ ଜୟପୁରରେ ଦେଖିବାକୁ ମିଳିଛି ସାରଥି ସତ୍‌ସଙ୍ଗ ମନ୍ଦିର । ଏହି ମନ୍ଦିରରେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ ।

mythological story behind Maa Tarini Brata initiated by devee parvati
Maa Tarini Brata: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କୁ ନେହୁରା ହେଉଥିଲେ ବ୍ରାହ୍ମଣ, ସହି ପାରିଲେ ନାହିଁ ମାତା ପାର୍ବତୀ, ତା ପରେ...

ପୁରାଣ କହୁଛି, ଦେବୀ ପାର୍ବତୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲେ। କିନ୍ତୁ ରଥଯାତ୍ରା ଦେଖୁଥିବା ବେଳେ ଏକ କରୁଣ ଦୃଶ୍ୟ ଦେଖି ଆଉ ସହିପାରିଲେ ନାହିଁ। ମନସ୍କାମନା ପୂରଣ ପାଇଁ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ବତାଇ ଦେଲେ ଏକ ସୁନ୍ଦର ଉପାୟ। ପଢ଼ନ୍ତୁ କଣ ଥିଲା ସେହି ଉପାୟ।

Team India
ଜଗା ଶରଣକୁ ଗଲେ, ଟ୍ରଫି ଜିତିଲେ

ଚାମ୍ପିୟନ୍ସ୍ ଟ୍ରଫି ପୂର୍ବରୁ ମହାପ୍ରଭୁଙ୍କ ଶରଣକୁ ଆସିଥିଲେ ଟିମ୍ ଇଣ୍ଡିଆ ଖେଳାଳି। ପୁରୀ ଆସି ଆଶିଷ ଲୋଡ଼ିଥିଲେ। ଡାକ ଶୁଣିଲେ ଲୀଳାମୟ, ୧୨ ବର୍ଷ ପରେ ଚମ୍ପିୟାନ୍ସ୍ ଟ୍ରଫି ଜିତିଲା ଭାରତ ।

Banakalagi
Banakalagi: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦୁଇ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଧ୍ୟ ବନ୍ଦ ରହିବା ନେଇ ସୂଚନା ମିଳିଛି ।

Tattoo
Tattoo In Foreign Woman: ବିଦେଶିନୀଙ୍କ ଜଙ୍ଘରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ଘଟଣାରେ ଦୁଇଜଣଙ୍କୁ ଗିରଫକଲା ପୋଲିସ୍

ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ବିନା ବାହୁରେ ମହାବାହୁ
ବିନା ବାହୁରେ ଆଙ୍କୁଛନ୍ତି ମହାବାହୁଙ୍କୁ

ଗୋଡ଼ରେ ଜଗନ୍ନାଥଙ୍କ ଚିତ୍ର କରୁଛନ୍ତି ପଶ୍ଚିମବଙ୍ଗରୁ ଆସିଥିବା ଦିବ୍ୟାଙ୍କ ଚିତ୍ରଶିଳ୍ପୀ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ତାଙ୍କ ଚିତ୍ର।

Tamilians Show Devotion In Lord Jagannath Service
Tamilians Show Devotion In Lord Jagannath Service: କାଳିଆ ସାଆନ୍ତଙ୍କ ସେବାରେ ତାମିଲ ଭକ୍ତ...

କାଳିଆ ସାଆନ୍ତଙ୍କ ପାଇଁ ଦୟଣା ସେବା କରୁଛନ୍ତି ତାମିଲ ଭକ୍ତ। ଓଡ଼ିଆ ବୁଝୁ ନ ଥିଲେ ବି ଓଡ଼ିଆଙ୍କ ବଡ଼ ଦିଅଁଙ୍କୁ ଭାରି ଭଲ ପାଆନ୍ତି ସିଏ। ଖାସ ସେଇଥିପାଇଁ ସେ ଧାଇଁ ଆସିଛନ୍ତି ସୁଦୂର ତାମିଲନାଡୁରୁ।

Srimandir Administration
Encroached Land: ଜବରଦଖଲ ଜମି ହାତକୁ ନେଲା ଶ୍ରୀମନ୍ଦିର ପ୍ରଶାସନ, ଲାଗିଲା ସୂଚନା ଫଳକ

ଶ୍ରୀଜଗନ୍ନାଥ ମନ୍ଦିରର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି ।

Puri Srimandir
Puri Srimandir: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଆସନ୍ତା ୨୦ରୁ ଟ୍ରାଏଲ୍ ରନ୍

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ ।

Darshan of Lord Jagannath
Darshan of Lord Jagannath: ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ଶ୍ରୀଜିଉଙ୍କ ଦର୍ଶନ ଲାଗି ଅସମ୍ଭାଳ ଭିଡ଼

ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍ । ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ ।

Puri Srimandir
Puri Srimandir: କାମ ଦେଲାନି ବ୍ୟବସ୍ଥା, ବ୍ୟାରିକେଡ୍ ଭାଙ୍ଗିଲା; ପହିଲି ଦିନରେ ଜଗା ଦର୍ଶନ ପାଇଁ ଭକ୍ତ ସମୁଦ୍ର

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ ।

Puri
Srimandir Massive Crowd: ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, କାଲିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ

ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ। ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର।

Puri
Srimandir: ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଟକଣା; ଜାଣନ୍ତୁ କେଉଁବାଟେ ଯାଇ କରିବେ ଜଗା ଦର୍ଶନ

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।

ମହାପ୍ରସାଦ ମହାପ୍ରସାଦ
Healthy Mahaprasad: ସ୍ୱାସ୍ଥ୍ୟକର ମହାପ୍ରସାଦ ପାଟିକୁ ସୁଆଦ ଯେମିତି, ଦେହକୁ ହିତ ବି ସେମିତି

ଜାଣନ୍ତି କି, ଆମ ମହାପ୍ରଭୁଙ୍କ ଭୋଗ ମହାପ୍ରସାଦର ଅବଢ଼ା ଡାଲି ଯେମିତି ପାଟିକୁ ସୁଆଦ, ସେପରି ଦେହକୁ ହିତ।

cock
Viral Video: ମହାପ୍ରଭୁଙ୍କ ପାଖେ ଅଧିଆ ପଡିଛି କୁକୁଡ଼ା; ଜଣାଉଛି ଦୁଃଖ...

ସତେ ଯେମିତି ସେ ମହାବାହୂଙ୍କୁ କହୁଛି ହେ ଚକ୍ରଧର ଏ କୁକୁଡା ଜୀବନରୁ ମତେ ଉଦ୍ଧାର କର। ସବୁବେଳେ ଭୟ ଲାଗୁଛି ହେ କଳା ସାଆନ୍ତେ। ମଣିଷମାନଙ୍କ ଗହଣରେ ଅଛି ପରା। ଏମାନଙ୍କ ଉପରେ କ’ଣ ଭରସା ଅଛି।

Vyanjana Dwadashi 2024
Vyanjana Dwadashi: କାହିଁକି ପାଳନ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ; କ’ଣ ରହିଛି ବୈଜ୍ଞାନିକ କାରଣ

ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି। କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି।

କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?
Srimandir, Land Scam: କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟାର ୬୪ ଏକର ଜମି ?

ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।

Prithiviraj Harichandan
Lord Jagannath's Land : 'ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି' : ପୃଥ୍ୱୀରାଜ ହରିଚନ୍ଦନ

ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।

Lord Jagannath Land Fraud
Lord Jagannath Land Fraud: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି । 

ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି
Puri Srimandir: ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି

କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।

Devotees Throng Puri Srimandir to Offer Prayers to Lord Jagannath
ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର

କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।