• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri Jaggannth Temple

Niladri bije the day when lord jagannath balabhadra & devi subhadra return to srimandir
Niladri Bije 2025: ନୀଳକନ୍ଦରକୁ ଶ୍ରୀଜିଉମାନଙ୍କ ପ୍ରତ୍ୟାବର୍ତ୍ତନର ଆନନ୍ଦମୟ ଉତ୍ସବ, ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ

ଭାଇ ଭଉଣୀଙ୍କ ସହ ନବଦିନ ଯାତ୍ରାରେ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ନୀଳକନ୍ଦରକୁ ଫେରନ୍ତି। ତାଙ୍କ ଯିବା ଯେମିତି ଏକ ଉତ୍ସବ, ରତ୍ନବେଦିକୁ ପ୍ରତ୍ୟାବର୍ତ୍ତନ ମଧ୍ୟ ଏକ ଉତ୍ସବ। ବାଣ ଫୁଟିବ ବାଜା ବାଜିବ। ତା ସହିତ ହୁଏ ସ୍ୱାମୀ-ସ୍ତ୍ରୀ ମୁହଁ ଫୁଲାଫୁଲିର ସମାଧାନ।

Adapa Abhada
Adapa Abhada:ଆଜି ଆଡ଼ପ ଅବଢ଼ା ମିଳିଛି

ଆଜି ଆଡ଼ପ ଅବଢ଼ା ମିଳିଛି। ଭକ୍ତ ଆଡ଼ପ ଅବଢ଼ା ପାଇଛନ୍ତି। ସେମାନେ ହାତରେ ମହାପ୍ରସାଦ ଧରି ଏତେ ଭାବବିହ୍ୱଳ ହୋଇ ପଡ଼ୁଛନ୍ତି ଯେ, କହୁଛନ୍ତି ଆମେ ସ୍ୱୟଂ ମହାପ୍ରଭୁଙ୍କୁ ଏଥିରୁ ପାଉଛୁ

Puri Tragedy
Puri Tragedy: ପହୁଡ଼ ଘଣ୍ଟାକ ପରେ ଉଠି ପାରିଥାନ୍ତା, ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା

ପହୁଡ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର ତାହା କରାଯାଇନି । ଯଦି ରାତି ୧୨ଟା କି ସାଢ଼େ ୧୨ଟାରେ ପହୁଡ଼ ପଡିଥିଲା । ଘଣ୍ଟାଏ ପରେ ପହୁଡ଼ ଉଠି ପାରିଥାଆନ୍ତା ।

puri
Rath yatra 2025 : ଭାବ ଭକ୍ତିରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ; ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ

ଜୟ ଜଗନ୍ନାଥ...ଗୁଣ୍ଡିଚା ନାମେ ମୋ ଯାତ୍ରା ପରମପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଜଗନ୍ନାଥ ପୁରାଣରେ ସ୍ବୟଂ ମହାପ୍ରଭୁ ଯେଉଁକଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଆଜି ସେହି ପବିତ୍ର ଘୋଷଯାତ୍ରା।

facts about netrostaba and nabajoubana darshan of lord jagannath in puri
Netrotsaba & Nabajoubana Darshana: ନେତ୍ରୋତ୍ସବ ଓ ନବଯୌବନ ଦର୍ଶନରେ କ'ଣ କ'ଣ ହୁଏ? କେଉଁ ବିଧିରେ ହୁଏ ମହାପ୍ରଭୁଙ୍କ ନେତ୍ର ଅଙ୍କନ?

ମହାପ୍ରଭୁ ଅଣସର ଘରୁ ବାହାରିବା ପରେ କେଉଁ କେଉଁ ବିଧି ପାଳନ ହୁଏ? ମହାପ୍ରଭୁଙ୍କ ନେତ୍ର ଅଙ୍କନ କେମିତି ହୁଏ, ସେତେବେଳେ କେଉଁ କେଉଁ ବିଧି ପାଳନ ହୁଏ? ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କ'ଣ?

Ratha
Rath yatra 2025 : ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ; ୯ଟାରେ ପହଣ୍ଡି, ୪ଟାରେ ରଥଟଣା

ଏକ ନୂତନ ଧାର୍ମିକ ଯାତ୍ରାର ଆରମ୍ଭ ହେଲା, ଯାହାରେ ଭକ୍ତିର ମହତ୍ତ୍ଵରେ ନିଜର ଅଭିବ୍ୟକ୍ତି ପାଇଁ ଲୋକମାନେ ଜଣାଇଲେ। ବିଭିନ୍ନ ଧାର୍ମିକ କାର୍ଯ୍ଯକ୍ରମ ଆୟୋଜିତ ହେବାକୁ ଯାଉଛି।

puri
Nabajoubana Darshan: ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତା’ ପୂର୍ବରୁ ଆଜି ଶ୍ରୀଜିଉଙ୍କ ପବିତ୍ର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ।

Rath Yatra
Rath Yatra: ପ୍ରସ୍ତୁତ ହେଲେଣି ତିନି ରଥ, ହେବ ଭକ୍ତ ଓ ଭଗବାନଙ୍କ ମିଳନ...ସୁରୁଖୁରୁରେ ସରିଛି ରଥ ଟଣା ମକ୍ ଡ୍ରିଲ୍

ଶୃଙ୍ଖଳିତ ରଥ ଟଣା ପାଇଁ ଆଜି ପୋଲିସ ପକ୍ଷରୁ ହୋଇଛି ମକ୍ ଡ୍ରିଲ। ୩ଟି ଗାଡ଼ିକୁ ୩ ରଥର ଡେମୋ ଆକାରରେ ଟାଣି ନେଇଥିଲେ ସୁରକ୍ଷାକର୍ମୀ। ତାଲିମ ଦେଇଥିଲେ ବରିଷ୍ଠ ଓ ଅନୁଭବି ପୋଲିସ ଅଧିକାରୀ ।

Ratha Yatra
Ratha Yatra: କାହା ହାତରେ ବୀର କାହାଳୀ, ତ କାହା କାନ୍ଧରେ ବିରଜାଙ୍କ ଧ୍ବଜା...ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର

ଜଗାକୁ ଭେଟ ହେବେ, ରଥ ଉପରେ ଆଖିରେ ଆଖି ପୂରେଇ ଦେଖିବେ, ସେଇଠି ନାଚିବେ-ଗାଇବେ। ଏମିତି ଅନେକ ଆଶା ନେଇ ପଥଯାତ୍ରାରେ ଆଗେଇ ଚାଲିଛନ୍ତି।

Rath Yatra
Rath Yatra: ଶୃଙ୍ଖଳିତ ରଥଯାତ୍ରା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ଶ୍ରୀନଅରକୁ ଗଲା ଶ୍ରୀଜୀଉଙ୍କ ସୁସ୍ଥତାର ଖବର

ରଥଯାତ୍ରାକୁ ସବୁ ଦୃଷ୍ଟିରୁ ଭବ୍ୟ, ଦିବ୍ୟ ଏବଂ ଶୃଙ୍ଖଳିତ କରିବାକୁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି। ରଥଯାତ୍ରାରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡ୍ରୋନର ସହାୟତା ନିଆଯିବା ସହ ଏଥର ପୂରା ଶ୍ରୀକ୍ଷେତ୍ରରେ ୨୭୫ ଟି AI କ୍ୟାମେରା ଲଗାଯିବ।

Mamata
ମମତାଙ୍କୁ ଶ୍ରୀମନ୍ଦିର ମନା !

ମମତାଙ୍କୁ ହେବ କି ଓଡ଼ିଶା ମନା ? ଶ୍ରୀମନ୍ଦିରକୁ ନେଇ ସରକାର ନେବେ କଡ଼ା ଆଭିମୁଖ୍ୟ ? ଗଜପତି ମହାରାଜା ଖୋଲିବେ କି ମୁହଁ ? ଏପରି କିଛି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଜଗନ୍ନାଥ ସଂସ୍କୃତିକୁ ନେଇ କାହିଁକି ଖେଳୁଛନ୍ତି ଦିଦି ? ବୋଲି ସେ ପ୍ରଶ୍ନ କରିଛନ୍ତି ।

Rath Yatra 2025
Rath Yatra 2025: ଅଣସେବକଙ୍କୁ କଡ଼ା ୱାର୍ଣ୍ଣିଂ; ରଥରେ ଚଢିଲେ ଗିରଫ ହେବେ, ମୋବାଇଲ ଧରିଲେ...

ଅମାନିଆ ଅଣସେବକଙ୍କୁ ୱାର୍ଣ୍ଣିଂ । ଏଥର ରଥକୁ ଚଢ଼ିଲେ ଆରେଷ୍ଟ ହେବ, ରୁଜୁ ହେବ ଏଫଆଇଆର୍ । ରଥରେ ଥିବାବେଳେ ମୋବାଇଲ୍ ଧରିଥିବା ସେବାୟତଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ଶୃଙ୍ଖଳିତ ଓ ସୁରକ୍ଷିତ ଘୋଷଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

Lord Jagannath
ଜଗାସ୍ନାନ ଭାଙ୍ଗିଲା ମମତାଙ୍କ ଗର୍ବ !

ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ଗଗନ । କାଳିଆର ଅଜି ଜନ୍ମଦିନ । ସବୁଠି ଶୁଭୁଛି ମଣିମା ମଣିମା । ସ୍ନାନ କରୁଛି କାଳିଆ ଦେଖୁଛି ସାରା ଜଗତ । ଆପଣ ଦୁଇଟି ୱିଣ୍ଡୋ ଜରିଆରେ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ସ୍ନାନ ଓ ଦୀଘା ଜଗନ୍ନାଥ ମନ୍ଦିରରୁ ତିନି ଦିଅଙ୍କ ସ୍ନାନ ଦେଖୁଛନ୍ତି ।

sea
ଆସୁଛି ପ୍ରଳୟ

ରହସ୍ୟମୟ ଭାବେ ଧିରେ ଧିରେ କଳା ହେଉଛି ସମୁଦ୍ର। ମାଡ଼ି ଆସୁଛି ମହା ବିପଦ। ଆରମ୍ଭ ହେବାକୁ ଯାଉଛି ମହାପ୍ରଳୟ। ହେଲେ କାହିଁକି ଜାଣନ୍ତୁ ।

Puri
Jagannath Hirarchy: ପୂର୍ବ ସରକାର କାହିଁକି ଗଲା ମୁହଁ ଖୋଲିଲେ ଜଗୁନୀ; କହିଲେ...

ମୁଁ ଭବିଷ୍ୟତ କହିପାରେ। ପୂର୍ବ ସରକାର ଯିବ, ବିଜେପି ସରକାର କରିବ ବୋଲି ମୁଁ ବିଜେପି ନେତାଙ୍କୁ କହିଥିଲି। ତୁମେ ଜିତିବ, ସରକାର କରିବ ବୋଲି ମୁଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ କହିଥିଲି। ତାହା ସତ ହେଲା।

puri
#ଶ୍ରୀମନ୍ଦିର ନା ଖେଳଘର ?

ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌ ! ସରକାର ସାଜିଛନ୍ତି ନିରବଦ୍ରଷ୍ଟା ! ବାରମ୍ବାର ଉଡୁଛି ଡ୍ରୋନ୍‌ । ସବୁ ସାଜିଛନ୍ତି ଦେଖଣାହାରୀ । ଅନେକ ଥର ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିସାରିଥିଲେ ମଧ୍ୟ ପ୍ରଶାସନ କି ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି କି ଦୋଷୀଙ୍କ ବିରୋଧରେ ନେଇନାହାନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।

puri
ସାବଧାନ ! ବଡ଼ଦାଣ୍ଡରେ ବଡ଼ ଠକ

Devotees Cheated in Khaja Sales Near Sreemandir Jagannath Temple

Puri Shree Mandir
Anti-Drone Technology to Be Deployed at Shree Mandir: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ ଟେକ୍ନୋଲୋଜି: ଆଇନ ମନ୍ତ୍ରୀଙ୍କ ବଡ ସୂଚନା

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଖୁବ ଶୀଘ୍ର ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

Anti-Drone Technology
Anti-Drone Technology: ଶ୍ରୀମନ୍ଦିର ସୁରକ୍ଷାକୁ ନୂଆ ବଳ, ଏଣିକି ଡ୍ରୋନ ଉଡିଲେ ଧାଏଁ କରି ଖସାଇବ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି

ଶ୍ରୀମନ୍ଦିର ସୁରକ୍ଷାରେ ଆଗେ ରକ୍ଷକ ଭେଇକିଲ୍ ମୁତୟନ ହେଲା ତ ଏବେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଏନେଇ ଆଲୋଚନା ବି କରିଛି ଆଇନ୍ ବିଭାଗ । ଭାରତ-ପାକିସ୍ତାନ ଉତ୍ତେଜନାତ୍ମକ ସ୍ଥିତିରେ ଆତଙ୍କୀ ଆକ୍ରମଣ ଡର ହେଉ ବା ପାକ୍ ଗୁପ୍ତଚର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ କରିବା ଘଟଣା, ଏସବୁ ରୋକିବାକୁ ରାଜ୍ୟ ସରକାର ସଜାଗ ହୋଇ ପଡ଼ିଛନ୍ତି।

ramakrushna
Notice To Ramakrushna: ତେଜିଲା ଦୀଘା ଦିଅଁ ଓ ଧାମ ବିବାଦ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ହାଜର ହେବେ ରାମକୃଷ୍ଣ

ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମପାତ୍ରଙ୍କ ସହ ଅନ୍ୟ ନିଯୋଗ ମୁଖ୍ୟମାନଙ୍କୁ କାଲି ସୁଦ୍ଧା ଏ ସଂପର୍କିତ ଦ୍ବନ୍ଦ୍ବାତ୍ମକ ତଥ୍ୟ ଉପରେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ରାମକୃଷ୍ଣଙ୍କ ବିରୋଧରେ ବଡ଼ ଆକ୍ସନ ପାଇଁ ଦାବି ଉଠିଥିବାବେଳେ ଶ୍ରୀମନ୍ଦିର ବାହାରକୁ କେମିତି ଦାରୁ ଗଲା ତାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

 Digha Jagannath temple
Digha Jagannath Temple: ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଲି; ପୁଷ୍ପାଳକ ଓ ସୁଆର ନିଯୋଗର ବୟକଟ୍, ମାନିଲେନି ଦଇତାପତି

ପଶ୍ଚିମବଙ୍ଗର ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ଏକ ମନ୍ଦିର ନିର୍ମାଣ ହୋଇଛି ଯାହାକୁ କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦଘାଟନ କରିବେ । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ନହେବାକୁ ସୁଆର-ମହାସୁଆର ନିଯୋଗର ଚେତାବନୀ ସତ୍ତ୍ୱେ ପୁରୀରୁ ଦୀଘା ଆସିଛନ୍ତି ୬୦ରୁ ୭୦ ଦଇତାପତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି କ୍ଷୋଭ ।

puri
Puri Jagannath Temple Ritual: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଆଜି ମହାପ୍ରଭୁଙ୍କୁ ପଇତା ଲାଗି ନୀତି ହୋଇଥାନ୍ତା। ଏଥିପାଇଁ ସର୍ବ ସାଧାରଣ ଦର୍ଶନ ସନ୍ଧ୍ୟା ୫ଟାରୁ ରାତି ୧୦ ଟାଯାଏଁ ସାଧାରଣ ଦର୍ଶନ ବନ୍ଦ ରହିଥାନ୍ତା। ହେଲେ ମହାସ୍ନାନ ପାଇଁ ନୀତି ବିଳମ୍ବ ହେବା ଯୋଗୁ ସନ୍ଧ୍ୟା ୬ଟାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ  ବୋଲି ଜଣାଯାଇଛି। 

puri
Banakalagi Ritual: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ...

ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି ।

Jagannath Temple Puri
Jagannath Devotees: ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଦଶା ଭୋଗୁଛନ୍ତି ଦିବ୍ୟାଙ୍ଗ ଭକ୍ତ

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍‌ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

puri
Puri Jagannath Temple: ବଡ଼ଦାଣ୍ଡରେ ଶୋଇଥିଲେ ଭକ୍ତ; ଚାଲିଆସିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ !

ଜୀବନର ଅଧାରୁ ଅଧିକ ସମୟ ସରିଆସିଲାଣି । ଆଉ ବାକିତକ ଜୀବନ ତୋରି କୋଳରେ ଏମିତି କଟୁ । ତୋ ନାମ ଧରି ଧରି ମୋ ଜୀବନ ଯାଉ । କିଛି ନଥାଇ ମୁଁ ସବୁ ପାଇ ସାରିଛି, କିଛି ନଦେଇ ତୁ ସବୁ ଦେଇ ସାରିଛୁ, ମନ ଭରିଯାଉଛି, ପେଟ ପୂରିଯାଉଛି ।