କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି।
ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ । ହଠାତ୍ କ’ଣ ହେଲା ଯେ ନିଜ ଆପାର୍ଟମେଣ୍ଟରେ ଝୁଲି ପଡ଼ିଲେ ଯୁବତୀ । ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି।
ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?
ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ ।
୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...ଛୋଟିଆ ଦୋକାନରୁ ଯେତିକି ଲାଭ ହେଉଛି ସେତିକିରେ ପରିବାର ଚଳାଉଛନ୍ତି ହର.
ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖେ। ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକ ମାନେ ଏପରି ନିଷ୍ପତି ନେଇଛନ୍ତି।
ମାଳଭୂମିର ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି । ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ ।
ଆଜିକାଲି ଡାଇବେଟିସ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଯାଇଛି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ରୋଗରେ ପୀଡିତ ହେଉଛନ୍ତି । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ବିଶେଷକରି ଅଧିକ ସୁଗର ଥିବା ଫଳ ଓ ପରିବା ଖାଇବା ଉଚିତ ନୁହେଁ ।
ଛଅ ଛଅ ଜଣ ଡାକ୍ତର ହେଲେ ଆସୁନାହଁନ୍ତି ଡାକ୍ତରଖାନା । କଳଙ୍କି ଲାଗିଲାଣି ଅତ୍ୟାଧୁନିକ ଯନ୍ତ୍ରାଂଶ । ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ସରକାର 5Tରେ ଡିଣ୍ଡିମ ପିଟୁଥିବା ବେଳେ ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମନମାନି ପାଇଁ ରୋଗୀ ହନ୍ତସନ୍ତ ଅଭିଯୋଗ । ସେପଟେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ କୋଭିଡ ହସ୍ପିଟାଲ ପାଲଟିଛି ଭୂତକୋଠି ।
ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ସୁଆଦିଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଆଫଗାନୀ ପନୀର ମସଲା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାଡ୍
ଦାମ ରାଉତଙ୍କ ଅନୁଭବରୁ ଅନୁଭୂତି ପୁସ୍ତକ ଉନ୍ମୋଚନ । ପୁସ୍ତକ ଉନ୍ମୋଚନରେ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କଡା ମନ୍ତବ୍ୟ ଦେଇଛନ୍ତି ।
ଶ୍ରୀମନ୍ଦିର ପ୍ରାଶାସନିକ କୋଠାର ଉଚ୍ଚତାକୁ ନେଇ ବିବାଦ । ସର୍ବୋଚ୍ଚ ଉଚ୍ଚତା ୭ ମିଟର ୫୦ ସେଣ୍ଟିମିଟର ଭିତରେ ରଖିବାକୁ ଏନ୍ଏମ୍ଏର ସୁପାରିଶ। ଆପତ୍ତି ଜଣାଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ ।
ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପ କେଉଁ ଥିମ୍ରେ ହେଉଛି ଚାଲନ୍ତୁ ଜାଣିବା ।
କଟକ ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି
ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଚିଠି
ଟାଙ୍ଗରପାଲିର ଅତିରିକ୍ତ ତହସିଲଦାରଙ୍କ ଘରେ ଚାଲିଛି ରେଡ୍ । ଦ୍ୱିତୀୟ ଦିନ ପାଇଁ ଭିଜିଲାନ୍ସ ରେଡ୍ ଜାରି । ଠାବ ହେଲାଣି ୨କୋଟିରୁ ଅଧିକ ସମ୍ପତ୍ତି ।
ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ
ଆଜିଠୁ +2 ପ୍ରଥମ ବର୍ଷ ପାଠପଢ଼ା, ରାଜ୍ୟର ବିଭିନ୍ନ କଲେଜରେ ଆରମ୍ଭ ହେବ କ୍ଲାସ୍ । ଆଡମିଶନ୍ ନେଇଛନ୍ତି ସାଢ଼େ ୩ ଲକ୍ଷ ପିଲା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୋ ବସ୍ରେ ବଢୁଛି ଚୋରି । କ୍ୟାନସର ରୋଗୀଙ୍କଠୁ ଲୁଟିନେଲେ ୧୫ ହଜାର ।
କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି...
ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ।
ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।