• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mo Bus

mo bus
Odisha Mo Bus Accident: ମୋ ବସ୍ ଦୁର୍ଘଟଣା, ଝିଅ ପରେ ପ୍ରାଣ ହରାଇଲା ମା’

ଭୁବନେଶ୍ବର ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ ପ୍ରଥମେ ଝିଅର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଥିବା ମା’ଙ୍କ ସୋମବାର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା। ମୋ ବସ୍ ଧକ୍କାରେ ପ୍ରଥମେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

ଯମ ଯାଉଛି ବାଟ ଛାଡ଼
ରାଜଧାନୀ ମୋ ବସ୍ ଆତଙ୍କ

ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର।

MO Bus
ଭୁବନେଶ୍ୱରରେ କେମିତି ଦୁର୍ଘଟଣା ଭିଆଇଥିଲା ‘ମୋ ବସ୍’?

ଆଜି ଆମେ ସେହି ଘାତକ ‘ମୋ ବସ’ର ଆଉ ଏକ ଛାତିଥରା ଦୃଶ୍ୟ ଦେଖାଉଛୁ। ଯାହା ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ କେମିତି ସ୍କୁଟରକୁ ଘୋଷାଡ଼ି ନେଉଛି ବସ।

Mo bus
Mo Bus Accident:ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Mo Bus
Mo bus Accident: ମୋ ବସ ସାଜିଛି ମଣିଷ ମରା ବସ

ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି।

Frequent Accidents by 'Mo Buses' Raise Serious Concerns Over Public Safety
'ମୋ ବସ୍' ଆତଙ୍କ

ରାଜଧାନୀରେ ପୁଣି  'ମୋ ବସ୍' ଆତଙ୍କ । ତମାଣ୍ଡୋରେ ମହିଳାଙ୍କୁ ଘୋଷାଡ଼ି ନେଲା \'ମୋ ବସ୍\'। ଗାଡ଼ିର ରୁଟ୍ ପରିବର୍ତ୍ତନକୁ ନେଇ ପ୍ରଶ୍ନ। ଲଗାତର ଅଘଟଣକୁ ନେଇ ତେଜୁଛି ଅସନ୍ତୋଷ ।

Mo Bus Accident
Mo Bus Accident in Bhubaneswar: ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ ; ଚାଲିଗଲା ଜଣେ ମହିଳାଙ୍କ ଜୀବନ

ମୋ ବସ୍‌ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍‌ସିଟିର ପ୍ରକାଶ ପାଇଛି ଉଦ୍‌ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ ।

Mo bus
Odisha Mo Bus Accidents: ୯୦ ଦିନରେ ୬୯ ଦୁର୍ଘଟଣା କରିଛି ମୋ ବସ, ଚକା ତଳେ ଗଲାଣି ଏକାଧିକ ଜୀବନ

କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍। ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ କ୍ରୁଟର ବଢିଛି ଚିନ୍ତା। କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ରାଜ୍ୟରେ ଏବେ ମୋ-ବସ୍ ସେବା ଚାଲୁଛି ଅଳ୍ପ କିନ୍ତୁ ଦୁର୍ଘଟଣା ଘଟାଉଛି ବେଶୀ।

Mo Bus to be renamed as Ama Bus
Mo Bus: ‘ମୋ ବସ୍‌ ଏକ ଅହଙ୍କାର ଶବ୍ଦ, ଆମର କହିବା ଠିକ୍‌ ହେବ’

‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Road Accident
Road Accident: ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।  

BBSR
Mo Bus Accident in Bhubaneswar: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

ଦୋକାନକୁ ଫୁଲ ଦେବା ପାଇଁ ଓ ବିସ୍କୁଟ ନେବା ପାଇଁ ଆସିଥିଲା ମୀନତି ଓରଫ୍‌ ମୁନୀ। ସାଇକେଲରେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା।

Accident
ବାପା ଖାଇବେ ବୋଲି ବିସ୍କୁଟ ଆଣିବାକୁ ଯାଇଥିଲା କୁନିଝି଼ଅ; ହେଲେ...

ବୁକୁ ଫଟାଇ କାନ୍ଦୁଛି ମା। ବାପା ଖାଇବେ ବୋଲି ସାଇକେଲ ନେଇ ବିସ୍କୁଟ ଆଣିବାକୁ ଯାଇଥିଲା କୁନିଝିଅ। ହେଲେ ଯମ ସାଜି ତା ଉପରେ ଚଢିଗଲା ମୋ ବସ୍ ।

Accident
Mo Bus Accident: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ

ରାଜଧାନୀରେ ସକାଳୁ ବଡ଼ ଅଘଟଣ ଘଟିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ନାବାଳିକା ଉପରେ ମାଡିଯାଇଛି ମୋ ବସ୍ । ଝିଅଟି ସାଇକେଲରେ ଯାଉଥିବା ବେଳେ ତାକୁ ‘ମୋ ବସ୍‌’ଧକ୍କା ଦେଇଥିଲା ।

ରାଜଧାନୀରେ ଟ୍ରାଫିକ୍‌ କଟକଣା
DG Conference Bhubaneswar: ଏହି ସବୁ ରୁଟ୍‌ରେ ୩ ଦିନ ଚାଲିବନି ମୋ ବସ୍‌ !

ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।

ମଦ ପିଇ ଚଳାଉଥିଲେ ବସ୍‌, ନିଲମ୍ବିତ କଲା CRUT
Mo Bus Diver: ମଦ ପିଇ ‘ମୋ ବସ’ ଚଲାଇଲେ ଲାଇସେନ୍ସ କ୍ୟାନ୍‌ସଲ !

ପ୍ରତିଦିନ ହେବ ମୋ ବସ୍ ଡ୍ରାଇଭରମାନଙ୍କ ମଦ୍ୟପାନ ପରୀକ୍ଷଣ ।

Mo Bus Speed To Be Restricted
Mo Bus Speed To Be Restricted: ସାବାଡ୍ ହେବେ ଅମାନିଆ 'ମୋ ବସ୍‌' ଡ୍ରାଇଭର; ଲାଗିବ ସ୍ପିଡ୍ ଗଭର୍ଣ୍ଣର

ପ୍ରତି 'ମୋ ବସ୍ 'ର ସ୍ପିଡ୍ ୪୦ରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 

Mo Bus
ରାସ୍ତାରେ ବୋଲ ମାନୁନି ମୋ ବସ୍ !

ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।

Mo Bus
Mo Bus Accident: ରାସ୍ତାରେ ବୋଲ ମାନୁନି ମୋ ବସ୍ ! ପୁଣି ଘଟାଇଲା ଦୁର୍ଘଟଣା, ଯୁବତୀ ଗୁରୁତର

ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।

Mo Bus Fire In Cuttack CDA 9
ରାସ୍ତା ଉପରେ ଅଚାନକ ଜଳିଗଲା ମୋ ବସ୍‌

ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍‌ଟି ଜଳିଯାଇଥିଲା ।

Mo Bus Lootera Gang
ଯେଉଁ ବସ୍‌ରେ ଅଧିକ ଭିଡ଼, ସେହି ବସ୍‌ରେ ଚଢ଼ି ଲୋକଙ୍କୁ ଲୁଟୁଥିଲେ

କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।

Mo Bus
ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍ !

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ । ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ବସ୍ ରାସ୍ତାରୁ ଖସି ନାଳରେ ପଶିଯିବା ପଛରେ, ସାମ୍ନାକୁ ଆସୁଛି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍।

Mo Bus
ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍; ସ୍ପଷ୍ଟ ଦିବାଲୋକରେ କେମିତି ରାସ୍ତାରୁ ବାହାରି ପଶିଲା ନାଳରେ ?

ସରକାରୀ ବସ୍ ଚଳାଇ ନିଜକୁ ସରକାର ଭାବୁଛନ୍ତି କି 'ମୋ ବସ୍' ଡ୍ରାଇଭର୍ ? ମୋ ବସ୍ ଚାଳକଙ୍କ ପାଇଁ କଣ ସାତ ଖୁଣ୍ ମାଫ୍ ? ବେପରୁଆ ଓ ଦ୍ରୁତ୍ ଗାଡ଼ି ଚାଳନାରେ କାହିଁକି ଲାଗୁନି ଲଗାମ୍ ?

Mo Bus falls into nullah
ନାଳକୁ ଖସିଲା ମୋ-ବସ୍ , ୨୦ ଯାତ୍ରୀ ଆହତ...

ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

My Bus Accident
ଦୁର୍ଘଟଣା ପରେ ‘ମୋ ବସ୍‌’ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

‘ମୋ ବସ୍‌’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍‌’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍‌ଫୋସିଟି ପୋଲିସ ପହଞ୍ଚିଛି ।

Road Accident
ଭୟଙ୍କର ଦୁର୍ଘଟଣା ! ମୋ ବସ୍‌-କାର୍‌ ଧକ୍କା, ଜଣେ ମୃତ, ୫ ଗୁରୁତର

କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।