• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Youtuber

youtube
richest Female Youtuber: ଭାରତର ଧନୀ ମହିଳା ୟୁଟ୍ୟୁବର, କମାଉଛନ୍ତି ମାସକୁ ଏତିକି କୋଟି ଟଙ୍କା

ଡିଜିଟାଲ ଯୁଗରେ ୟୁଟ୍ୟୁବରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କୌଣସି ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ଥିଲେ ସବୁକିଛି ୟୁଟ୍ୟୁବରେ ଉପଲବ୍ଧ । ଏହି କାରଣରୁ ୟୁଟ୍ୟୁବରେ ଚ୍ୟାନେଲ ଏବଂ ଭିଡିଓ ବିଷୟବସ୍ତୁ ଦିନକୁ ଦିନ ବଢିବାରେ ଲାଗିଛି ।

ଏଇ ଗାଁରେ ସମସ୍ତେ ୟୁଟ୍ୟୁବର
Success Story: ପିଲାଠୁ ବୁଢ଼ା ସମସ୍ତେ ଏଠି କଣ୍ଟେଣ୍ଟ କ୍ରିଏଟର, ରୋଜଗାର ବି ଲକ୍ଷ ଲକ୍ଷ

ରିପୋର୍ଟ ଅନୁସାରେ ୟୁଟ୍ୟୁବରୁ ମିଳୁଥିବା ଟଙ୍କାରୁ ଗାଁର ସ୍ଥିତି ତଥା ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଛି । ଲୋକେ ଏଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରି ଲାଭବାନ ହୋଇପାରିଛନ୍ତି । ଆର୍ଥିକ ଲାଭ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମ ସମାନତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ସାଧନ ପାଲଟିଛି । ଏଠାରେ ଅନେକ ବାସିନ୍ଦାଙ୍କର ସଫଳ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି । ସେମାନଙ୍କ ପାଇଁ ୟୁଟ୍ୟୁବ ଆୟର ନୂଆ ଉତ୍ସ ପାଲଟିଛି କହିଲେ ଚଳେ ।

Ranveer Allahbadia recorded statement in police admitted his mistake
Ranveer Allahbadia: କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, କହିଲେ ମୁଁ ଏହା କହିବା ଉଚିତ ନ ଥିଲା

ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି। ରଣବୀର ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍‌କୁ ନେଇ ବିବାଦ ଦେଖାଦେଇଛି ତାହା କହିବା ତାଙ୍କର ଭୁଲ ଥିଲା।

କେମିତି ଥିଲା ରଣବୀରଙ୍କ ଯାତ୍ରା
Ranveer Allahbadia : ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିଲେ ରଣବୀର ଆହ୍ଲାବାଦିଆ, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା...

ରଣବୀର ଆହ୍ଲାବାଦିଆଙ୍କ ଜନ୍ମ ୨ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା । ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଦ୍ୱାରକାଦାସ ଜୀବନଲାଲ ସାଂଘଭି ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍‌ରେ ବି.ଟେକ୍ ସମାପ୍ତ କରିଛନ୍ତି । ରଣବୀର ବୀରବାଇସେପସ୍ (beerbiceps) ନାମରେ ମଧ୍ୟ ପ୍ରସିଦ୍ଧ । ୨୨ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରି, ସେ ଜଣେ YouTuber ଏବଂ ପୋଡକାଷ୍ଟର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Samay Raina Row
Samay Raina Row: ସମୟ ରୈନାଙ୍କ ଶୋ'ରେ ଦର୍ଶକ ସାଜିବ ପୋଲିସ୍

ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ରେ ଦର୍ଶକ ସାଜି ଶୋ' ଦେଖିବ ପୋଲିସ । ଅଶ୍ଳୀଳ ଜୋକସ୍ କରାଯାଇଛି କି ନାହିଁ ଯାଞ୍ଚ କରିବ ।

Ranveer Allahbadia Row
Ranveer Allahbadia: କେତେ ସମ୍ପତ୍ତିର ମାଲିକ ରଣବୀର ଆହ୍ଲାବାଦିଆ ? ଜାଣିଲେ ଉଡ଼ିଯିବ ହୋସ୍

ବିବାଦ ଘେରରେ ଛନ୍ଦି ହୋଇଥିବା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଜାଣନ୍ତୁ ୟୁଟ୍ୟୁବରୁ ମାସିକ କେତେ ଟଙ୍କା କମାଉଛନ୍ତି

rumoured girlfriend unfollowed youtuber
Ranveer Allahbadia: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

ରଣବୀର ଆହ୍ଲାବାଦିଆ ତାଙ୍କ ଗର୍ଲଫ୍ରେଣ୍ଡ ନିକ୍କୀ ଶର୍ମାଙ୍କ ସହ ସମ୍ପର୍କ ଭାଙ୍ଗିଯାଇଛି। ଯଦିଓ ଦୁହେଁ ନିଜ ସମ୍ପର୍କକୁ କେବେ ନିଶ୍ଚିତ କରିନାହାଁନ୍ତି, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ଏହି ଯୋଡି ଦୀର୍ଘ ଦିନ ଧରି ଡେଟିଂ କରୁଥିଲେ।

Ranveer Allahbadia'
ଛି...ଛିରେ...ଅହ୍ଲାବାଦିଆ...

ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ନାଁରେ ଅଶ୍ଳିଳ କମେଡି କରିବା ଆଜିକାଲି ପାଲଟି ଗଲାଣି ଫ୍ୟାଶନ୍। କିନ୍ତୁ ବେଳେ ବେଳେ ଏଥିରେ ଦିଆଯାଉଥିବା ବିବାଦୀୟ କମେଣ୍ଟକୁ ନେଇ ସୃଷ୍ଟି ହୁଏ ବିବାଦ। ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ\' ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ଠିକ୍‌ ଏଭଳି କିଛି ଘଟିଛି।

Ranveer Allahbadia In Trouble
Youtuber Ranveer Allahbadia: ଜୋକ୍ କରୁ କରୁ ଜୋକର୍ ପାଲଟିଗଲେ କମେଡିଆନ୍, ରୁଜୁ ହେଲା ମାମଲା

ଅଶ୍ଳୀଳ ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ।

Youtuberଙ୍କ ଉପରେ ୧୦ କୋଟି ଫାଇନ୍‌
SEBI Fines Youtuber: ୟୁଟ୍ୟୁବ୍‌ରେ ଦେଉଥିଲେ ସେୟାର ମାର୍କେଟ୍‌ ଟିପ୍ସ, SEBI ଲଗାଇଲା ୧୦ କୋଟିର ଫାଇନ୍‌

ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI ।

Peacock Curry
ମୟୂର ତରକାରୀ କରି ବନ୍ଧାହେଲେ ୟୁଟ୍ୟୁବର

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ ।

YouTuber Sanju Techy
ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ କରି ଫସିଲେ ୟୁଟ୍ୟୁବର୍ ! ଏବେ ଭୋଗିବେ ଦଣ୍ତ...

ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏମିତି କରିଛନ୍ତି କେରଳର ଜଣେ ୟୁଟ୍ୟୁବର୍ ସଞ୍ଜୁ ଟେକ୍କି । 

Indian YouTuber
ଅଢେଇ ବର୍ଷରେ କମେଇଛନ୍ତି ୨ଶହ କୋଟି, କିଣିଛନ୍ତି ୧୦ଟି ଫ୍ଲାଟ୍

ୟୁଟ୍ୟୁବ କରାଇଦେଲା କୋଟିପତି। ଅଢେଇ ବର୍ଷରେ 200 କୋଟିର ମାଲିକ ହେଲେ ୟୁଟ୍ୟୁବର। ଦିନେ କରୁଥିଲେ ମିସ୍ତ୍ରୀ କାମ କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ। ଦେଖନ୍ତୁ ଏହି କୋଟିପତି ୟୁଟ୍ୟୁବରଙ୍କ କାହାଣୀ ।

Youtuber
ଅଢେଇ ବର୍ଷରେ କମେଇଛନ୍ତି ୨ ଶହ କୋଟି, କିଣିଛନ୍ତି ୧୦ଟି ଫ୍ଲାଟ୍

ଅରମାନ କହିଥିଲେ ଦିନେ ସେ ମିସ୍ତ୍ରୀ ଓ ଗାଡି ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ତାଙ୍କ ପାଖରେ କିଛି ନଥିଲା ।

YouTuber’s Village
ୟୁଟ୍ୟୁବରଙ୍କ ଗାଁ ଛତିଶଗଡ଼ର ତୁଳସୀ ଗାଁ : ୪୦ ୟୁଟ୍ୟୁବ ଚ୍ୟାନେଲ, ୧୧ ଶହରୁ ଅଧିକ ଆର୍ଟିଷ୍ଟ

ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ଦେଇଛି ଏଠିକାର ଲୋକଙ୍କ ପ୍ରୟାସ।

The village that is now the YouTubers' hub
ଗାଁ ପାଲଟିଛି ୟୁଟ୍ୟୁବ୍ ହବ୍; ଲୋକେ ସରକାରୀ ଚାକିରି ଛାଡି ହେଉଛନ୍ତି ୟୁଟ୍ୟୁବର୍

ଭାରତରେ ଅଛି ଏମିତି ଗାଁ ଯେଉଁଠି ପ୍ରାୟ ଘରେ ଦେଖାଯାଆନ୍ତି ଜଣେ ଜଣେ ୟୁଟ୍ୟୁବର୍। ଏହି ଗାଁ ଏବେ ୟୁଟ୍ୟୁବ୍‌ ହବ୍ ପାଲଟିଛି। ୟୁଟ୍ୟୁବର୍ ହେବା ପାଇଁ ଲୋକେ ସରକାରୀ ଚାକିରି ମଧ୍ୟ ଛାଡିଦେଉଛନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…

Youtube
ୟୁଟ୍ୟୁବରେ ରୋଷେଇ ଶିଖେଇ ଲକ୍ଷପତି ପାଲଟି ଗଲେ ୭୦ ବର୍ଷୀୟା ଆଈ

୭୦ ବର୍ଷରେ ବି କରୁଛନ୍ତି ଭଲ ରୋଷେଇ। ସାରା ଦେଶରେ ସେ ଏବେ ଚର୍ଚ୍ଚାରେ।