ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI ।
ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ ।
ଚଳନ୍ତା କାର୍ରେ ସୁଇମିଂ ପୁଲ୍ । କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏମିତି କରିଛନ୍ତି କେରଳର ଜଣେ ୟୁଟ୍ୟୁବର୍ ସଞ୍ଜୁ ଟେକ୍କି ।
ୟୁଟ୍ୟୁବ କରାଇଦେଲା କୋଟିପତି। ଅଢେଇ ବର୍ଷରେ 200 କୋଟିର ମାଲିକ ହେଲେ ୟୁଟ୍ୟୁବର। ଦିନେ କରୁଥିଲେ ମିସ୍ତ୍ରୀ କାମ କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ। ଦେଖନ୍ତୁ ଏହି କୋଟିପତି ୟୁଟ୍ୟୁବରଙ୍କ କାହାଣୀ ।
ଅରମାନ କହିଥିଲେ ଦିନେ ସେ ମିସ୍ତ୍ରୀ ଓ ଗାଡି ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ତାଙ୍କ ପାଖରେ କିଛି ନଥିଲା ।
ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ଦେଇଛି ଏଠିକାର ଲୋକଙ୍କ ପ୍ରୟାସ।
ଭାରତରେ ଅଛି ଏମିତି ଗାଁ ଯେଉଁଠି ପ୍ରାୟ ଘରେ ଦେଖାଯାଆନ୍ତି ଜଣେ ଜଣେ ୟୁଟ୍ୟୁବର୍। ଏହି ଗାଁ ଏବେ ୟୁଟ୍ୟୁବ୍ ହବ୍ ପାଲଟିଛି। ୟୁଟ୍ୟୁବର୍ ହେବା ପାଇଁ ଲୋକେ ସରକାରୀ ଚାକିରି ମଧ୍ୟ ଛାଡିଦେଉଛନ୍ତି। ଜାଣନ୍ତୁ ଏହି ଗାଁ କେଉଁଠି…
୭୦ ବର୍ଷରେ ବି କରୁଛନ୍ତି ଭଲ ରୋଷେଇ। ସାରା ଦେଶରେ ସେ ଏବେ ଚର୍ଚ୍ଚାରେ।