ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ । ହଠାତ୍ କ’ଣ ହେଲା ଯେ ନିଜ ଆପାର୍ଟମେଣ୍ଟରେ ଝୁଲି ପଡ଼ିଲେ ଯୁବତୀ । ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।