ଫୋନ୍ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ ।
କୁଆଡ଼େ ଗଲା ମୃତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଫୋନ୍ ? ତାକୁ ନେଇ ପ୍ରଶ୍ନ ଉଠିଛି।
କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ।
ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଚିକତ୍ସିତ ହେଉଥିବା ଓଲିଉଡ୍ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି।
ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା।
କେଉଁ ପରିସ୍ଥିତିରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ।
ମାସ ମାସ ଧରି ସ୍କୁଲ୍ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।
ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ।
ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ଡାକ୍ତରଖାନାରେ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ନର୍ସ ପ୍ରସବ କରାଇଥିଲେ। ପ୍ରଥମେ ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ୩ ଘଣ୍ଟା ପରେ ଡାକ୍ତର ଆସି ପ୍ରସୂତିଙ୍କ ଆଉ ଥରେ ପ୍ରସବ କରାଇଥିଲେ। ତେବେ ଜନ୍ମର କିଛି ସମୟ ପରେ ସେହି ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା।
ଡିଜାଷ୍ଟର ରିପୋର୍ଟିଂ ସାଙ୍ଗକୁ ଗ୍ରାଉଣ୍ଡ୍ରୁ ଓ୍ୱାଇଲ୍ଡ ଲାଇଫ୍ ରିପୋର୍ଟିଂରେ ବି ଅରିନ୍ଦମଙ୍କର ଥିଲା ଅସମ୍ଭବ ଦକ୍ଷତା। ବଢ଼ି ହେଉ କି ମରୁଡ଼ି, ବାତ୍ୟା ହେଉ କି ଅନ୍ୟ ଯେକୌଣସି ବିପତ୍ତି ସବୁ ବିପର୍ଯ୍ୟୟରେ ସବୁଠୁ ଆଗରେ ସେ ଥିବେ, ଥିବ ତାଙ୍କ ଡେୟାର ଡେଭିଲ୍ ରିପୋର୍ଟିଂ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା।
ଏବେ ପ୍ରଶ୍ନ, HSRP ସମସ୍ୟାର ସମାଧାନ କଣ ? ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିବହନ ବିଭାଗ HSRP ଡେଡଲାଇନ ବଢ଼ାଇବ କି ?
ଏଣିକି ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆ ଟିଫିନ୍ ଓ ସ୍ନାକ୍ସ। ସବୁ ବିଭାଗକୁ କୃଷି ପ୍ରମୁଖ ସଚିବଙ୍କ ଚିଠି। ଏନେଇ ଓଡ଼ିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ଉଦ୍ୟମ। ଚାଷୀଙ୍କ ସହ ଭଲ ବେପାର ଆଶାରେ ବ୍ୟବସାୟୀ ବି ଖୁସ୍।
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି।
ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି।
୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ଶହ ଶହ ଲୋକେ ହଇରାଣ । ରାସ୍ତା ନଥିବାରୁ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ ।
ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ। ପ୍ରତି ପିଲା ପିଛା ଆଦାୟ ହେଉଥିଲା ୩ ଶହ ଟଙ୍କା । ତେଲକୋଇର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ।
DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ। ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ ।
ଧରାପଡ଼ିଲେ ‘ମୋ ବସ୍’ରେ ଚୋରି କରୁଥିବା ଗ୍ୟାଙ୍ଗ। ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି।
ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅନ୍ୟ ସବୁ ଜିଲ୍ଲାର ଦାୟିତ୍ୱ ମିଳିଛି।