• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Crime Against Women
ଯୌନ ନିର୍ଯାତନା ମାମଲାର ଫୈସଲା ଚିନ୍ତା ! ରାଜ୍ୟରେ ୧୯ ହଜାରରୁ ଅଧିକ ମାମଲା ପେଣ୍ଡିଂ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ ।

Janasatabdi Train Derailed
ଷଣ୍ଢ ପାଇଁ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଲାଇନଚ୍ୟୁତର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଷଣ୍ଢ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

Byasanagar
ନାଁକୁ ମାତ୍ର ସହର ! ଏମିତି ଅବସ୍ଥା.. ଥରେ ବୁଲି ଆସିଲେ ଆଉ ଯିବାକୁ ମନ ହେବନି

ବ୍ୟାସନଗରରେ ଯିଏ ବୁଲିବ ସିଏ ହିଁ ଜାଣିପାରିବ ଏଠାରେ କେମିତି ହୋଇଛି ବିକାଶ । ନେତା ଓ ପ୍ରଶାସକ ସମସ୍ତେ ଏ ସମସ୍ୟା ସମ୍ପର୍କରେ ଜାଣିଛନ୍ତି ।

Road Construction
ବାବୁଙ୍କ ମନମୁଖୀ ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା, ଲୋକେ ବି ହନ୍ତସନ୍ତ..

ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।

Water Scarcity
ପାହାଡ଼ରୁ ଅନବରତ ଝରୂଛି ପାଣି, ତାକୁ ବାଉଁଶରେ ସଂଗ୍ରହ କରି ପିଉଛନ୍ତି ଲୋକେ

ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।

Farmer Problem
ସଙ୍ଗୀନ୍‌ ଅଭିଯୋଗ ! ଚାଷୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ମେସିନ୍‌ କିଣି ଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା..

ଏକଥା ଆମେ ନୁହେଁ କି ସାର୍ଥକ ବି ନିଜେ କହୁ ନାହାନ୍ତି । ହେଲେ କାଗଜପତ୍ର କହୁଛି ତାଙ୍କ ନାଁରେ କିଣାଯାଇଛି ମେସିନ୍‌ ।

Second Chandrasekhar Rao Memorial Lecture
ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଅତୁଳନୀୟ

ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ‘ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ'କୁ ନେଇ ବକ୍ତୃତା ହୋଇଥିଲା।

New Twist In Cash Seized From Lodge In Bolangir
ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ୍‌

ଜବତ ଟଙ୍କାଠାରୁ ଆହୁରି ଅଧିକ ଅର୍ଥାତ୍ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ବଲାଙ୍ଗିର ଏସ୍‌ପି ସ୍ପଷ୍ଟ କରିଛନ୍ତି।

Duplicate Medicine
ଆସିଲା ଲାବୋରେଟୋରି ରିପୋର୍ଟ; ଖୋଲିଲା ନକଲି ମେଡିସିନ୍‌ର ଗୁମର

କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହୋଇଛି ।

Special story
ପଟ୍ଟା ପାଇବାରୁ ବଞ୍ଚିତ ଭୂମିହୀନ : ସର୍ଭେ ପରେ ବି ମିଳୁନି ଜମି ଅଧିକାର ପ୍ରମାଣପତ୍ର

ବିନିକା ସହରର ଚଣ୍ଡିପଡ଼ା, ବେତାପଡ଼ା, ମନୋହରିପଡ଼ା, ଜଗଦଲପୁର ଭଳି ବିଭିନ୍ନ ପଡ଼ାର ୨୦୪ ଜଣ ଜମିହୀନ ଏଲ.ଆର.ସି ପଟ୍ଟା ପାଇବାରୁ ବଞ୍ଚିତ

Family Burden
ପରିବାର ବୋଝ ତଳେ ଲୁଚିଗଲା ଅସୁମାରୀ ସ୍ୱପ୍ନ; ସାନ ଭଉଣୀକୁ ମଣିଷ କରିବାକୁ ମୂଲ ଲାଗୁଛନ୍ତି ଲତା

ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।

crime
ନିଶାଗ୍ରସ୍ତ ହୋଇ ବନ୍ଧୁର ଜୀବନ ନେଇଗଲା ବନ୍ଧୁ

ନିଶାରେ ବନ୍ଧୁକୁ ମାରିଦେଲା ବନ୍ଧୁ ।

  • Saturday, 17 September 2022
  • Murder
 Lady Don Ranju’s House Demolition at Narayani Slum Of Bhubaneswar
ଚୁନା ହେଲା ଲେଡି ଡନ୍‌ ରଞ୍ଜୁ ଘର

ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍‌ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍‌ ରଞ୍ଜୁର ଘର ଭାଙ୍ଗିଛି। 

Marching sea
ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଶିଆଳୀ ବେଳାଭୂମି !

ଗର୍ଜନ କରି ମାଡି ଆସୁଛି ସମୁଦ୍ର। ଖୋଳି ହୋଇ ଗଲାଣି ୱାଚ୍‌ ଟାୱାର..କେତେବେଳେ ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିବା ମୁସ୍କିଲ। ଜୁଆର ଏତେ ମାତ୍ରାରେ ହେଉଛି ଯେ ପଥର କି ବାଲିବସ୍ତା କିଛି ମାନୁନି

Heavy To Very Heavy Rainfall In Various Districts Of Odisha
ଆସୁଛି ଲଘୁଚାପ ! ୨୦ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୧୮ ଏବଂ ୧୯ ତାରିରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେ.ମି.) ହେବାକୁ ଥିବାବେଳେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେ.ମି.) ହୋଇପାରେ।

Rairakhol farmer’s Son
ଚାଷୀ ବାପାର ଡାକ୍ତର ପୁଅ

ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି । ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍‌ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ ।

Fast food stalls raided in Cuttack
ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ: ‘ସସ୍‌ ବୋତଲର ବ୍ରାଣ୍ଡ୍ ଗୋଟିଏ, ହେଲେ ଭିତରେ ଅଲଗା ସସ୍‌’

ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ।

Biswakarma Puja
ବିଶ୍ୱକର୍ମାଙ୍କ ନିଆରା ମୂର୍ତ୍ତି; ମୁଣ୍ଡିଆ ମାରିଲେ ଦେଉଛନ୍ତି ଆଶୀର୍ବାଦ

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପଲ୍ଲୀଠୁ ସହର ସବୁଠି ବିଶ୍ୱକର୍ମାଙ୍କୁ ଆବାହାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Orientation Programme For Mahila Shishu Help Desk
ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ

ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। 

Accident In Biju Expressway
ବିଜୁ ଏକ୍ସପ୍ରେସ୍‌ ୱେରେ ଭୟଙ୍କର ଦୁର୍ଘଟଣା: ଅକାଳରେ ଚାଲିଗଲା ୬ ଜୀବନ

ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 17 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 17 September 2022
Cyber fraudster dupes woman
ଇମୋସନାଲ ବ୍ଲାକମେଲିଂ: ଶିକାର ବନିଗଲେ ଉଚ୍ଚଶିକ୍ଷିତ ଯୁବତୀ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା।

Kishore Mutton Hotel
ପାର୍ବଣରେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନାହିଁ ନିସ୍ତାର

ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ହୋଟେଲକୁ ବୁଲ ଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ବିଏମସି

OTM
ପୁଞ୍ଜି ଆଣିବାକୁ ବିଦେଶ ବୁଲୁଛନ୍ତି ସରକାର, ହେଲେ ରାଜ୍ୟରେ ମରି ଯାଉଛି ପୁରୁଣା ସଂସ୍ଥା

ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ ।