ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୨୦୨୦, ୨୧ ଏବଂ ୨୨ ପାଇଁ ପୁରସ୍କାର ଘୋଷଣା ।
ସୀମା ଭିତରେ ରହିବାକୁ ସବ୍ୟସାଚୀଙ୍କ ଜବାବ । କଥା ନୁହେଁ କାମରେ କରି ଦେଖାଇବାକୁ ସରଘରିଆଙ୍କ ଆହ୍ବାନ ।
ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।
ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍ ଆମେ ଏଠାରେ ଦେଉଛୁ।
କିନ୍ତୁ ବିଡମ୍ବନା ପୁରୀ ସହରରେ ଏବେ ଗୋଟିଏ ହେଲେ ସିନେମା ହଲ ନାହିଁ। ଯାହାକୁ ନେଇସାଧାରଣରେ ଦାବି ଉଠିଛି । ଅନ୍ନପୂର୍ଣ୍ଣା ଥଏଟର ହେବ ବା ତିନୋଟି ମାର୍କେଟ କମ୍ପ୍ଳେକସ ନିର୍ମାଣ ହେଲା ସେଠାରେ ସିନେମା ହଲ ଟିଏ ହେଉ।
ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ୨୦୨୪ ମାର୍ଚ୍ଚ ପୂର୍ବରୁ ସରକାର ଆଣିବେ ନୂଆ ସିନେମା ପଲିସି ।
ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ଏହାକୁ ଭରପୁର ସମର୍ଥନ ମିଳିବାରେ ଲାଗିଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜରରେ ଆସିଛନ୍ତି ।
ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ନିରସ। ଫିଲ୍ମ ଦୁନିଆ ଏଥିରୁ ବାଦ୍ ଯିବ ବା କେମିତି। ତେବେ ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।
ମାଳଭୂମିର ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି । ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ ।
ଫିଲ୍ମ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରେମିକା ଡାକ୍ତର ଖାନାରେ ପଡ଼ିଛନ୍ତି ଆଉ ପ୍ରେମିକାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ଏମିତି ହାତଯୋଡ଼ିଲେ ପ୍ରେମିକ....ଆଉ ତା’ପରେ ହେଲା କ’ଣ?
ସିନେମାର ନାଁ ପ୍ରଶ୍ନ। ହ୍ୱାଟସଆପ୍ ଚାର୍ଟିଂରୁ ସିନେମା ଆରମ୍ଭ ହୋଇ ଚାର୍ଟିଂରେ ହିଁ ସରିଯାଉଛି। ସମ୍ପୂର୍ଣ୍ଣ ସିନେମାରେ ନାୟକ ଜଣକ ପଦିଏ କଥା କହି ନାହାନ୍ତି।