ଟାଙ୍ଗି ଟୋଲଗେଟରେ ଯାଞ୍ଚ ବେଳେ ଧରିଲେ ଅବକାରୀ ସ୍କ୍ୱାଡ୍
ପୁରୀର ବହୁ ପୁରାତନ ଏମାର ମଠକୁ ଆଜି ପୁନର୍ବାର ଯାଞ୍ଚ କରାଯାଉଛି। ମାଟି ତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ଏମାର ମଠକୁ ଖୋଳା ଯାଉଛି।
ପୁଣି ଏମାର ମଠରେ ରୂପା ଇଟା ଖୋଜା ଆରମ୍ଭ ହୋଇଯାଇଛି। ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଇଛି।