ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା ।
ଯଦି ପେପରର ଅନ୍ତର୍ଜାତୀୟ ଦର ବୃଦ୍ଧି ପ୍ରଭାବ ଉତ୍କଳ ୟୁନିଭର୍ସିଟି ଉପରେ ପଡିଲା ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ପଡିଲାନି କିପରି?
କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।
ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।
ଖାଲି ଅଫିସ୍ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି ।
ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ ।
ସେହି ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଗଲା ।
ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି ।
କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।
ଭୁବନେଶ୍ୱର କ୍ଲବ୍ର ନିର୍ବାଚନରେ ଅସିତ୍ ତ୍ରିପାଠୀ ପୁଣି ବିଜୟୀ ହୋଇଛନ୍ତି। ଅସିତ୍ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍ର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି।
ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।
ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ବୁଲ୍ଡୋଜର୍ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ ତ?
ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।
ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।
ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଆସନ୍ତାକାଲି ୧୨ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍ରେ ରୋଜର୍ ଫେଡ଼ରର୍ ଯୁଗର ଅବସାନ ଘଟିଛି। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା କରିଥିବେ ୪୧ ବର୍ଷ ବୟସରେ ପହଞ୍ଚିଥିବା ଏହି ମହାନ ଖେଳାଳି ଅଥବା ତାଙ୍କର ଅଜସ୍ର ପ୍ରଶଂସକ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍ରେ ବିକ୍ରି ହେବ ।
ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ
କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ ।
ଯେଉଁ ମୋବାଇଲ୍ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ।
ପ୍ରାୟ ସପ୍ତାହେ ପରେ ଆଜି ବାବୁସାନ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।
ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି।
ଧାମନଗର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ । ପଦ୍ମ ଗଡ଼କୁ ହାତେଇବା ଲକ୍ଷ୍ୟରେ ଶାସକ ବିଜେଡ଼ି କଂଗ୍ରେସ ବି ଟକ୍କର ଦେବାକୁ ତିଆରି କଲାଣି ରଣନୀତି ।