• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Opsc

Exam Paper Controversy
ପ୍ରଶ୍ନପତ୍ର ବିଭ୍ରାଟ: ଆଜି ସିଧାସିଧା ପରୀକ୍ଷା ବାତିଲ ଦାବି

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ୍-OSSC ଅଧ୍ୟକ୍ଷଙ୍କୁ ଭେଟି ଗତକାଲି ହୋଇଥିବା ଏଗଜାମ୍ ବାତିଲ ପାଇଁ ଦାବି ଜଣାଇଛନ୍ତି ଆଶାୟୀ। ଏକ୍ସାଇଜ୍ ଏବଂ ଟ୍ରାଫିକ୍ ସବ୍-ଇନିସପେକ୍ଟର ପରୀକ୍ଷାରେ ସାଂଘାତିକ ତ୍ରୁଟି ପରେ ଆଜି କମିଶନଙ୍କ ଅଫିସ୍ ଆଗରେ ପହଞ୍ଚିଥିଲେ ପରୀକ୍ଷାର୍ଥୀ।

Major Errors in OSSC and OPSC Exams Spark Candidate Outrage​
ପୁଣି ପିଲାଙ୍କ ଭବିଷ୍ୟତ ସହ ଖେଳ 

ପୁଣି ପିଲାଙ୍କ ଭବିଷ୍ୟତ ସହ ଖେଳ । ଏକାଦିନେ ଦୁଇ ଦୁଇଟି ବଡ଼ ପରୀକ୍ଷା, ଆଉ ଦୁଇଟି ଯାକ ପରୀକ୍ଷାରେ ସାଂଘାତିକ ତ୍ରୁଟି । ଗୋଟିଏ ପରେ OSSCର ଏକ୍ସାଇଜ୍ ଓ ଟ୍ରାଫିକ୍ ସବ୍ ଇନସପେକ୍ଟର ପଦବି ପାଇଁ ହୋଇଥିବା ପରୀକ୍ଷାରେ CGL ପରୀକ୍ଷା ପ୍ରଶ୍ନ ଆସିଥିବା ବେଳେ, OCS ମେନ୍ ଏଗଜାମ୍ ର ଆନ୍ଥ୍ରପୋଲୋଜି ପରୀକ୍ଷାରେ ହୋଇଛି ଗୋଳମାଳ । ଏଠି ପ୍ରଥମ ପେପରରେ ଦ୍ୱିତୀୟ ପେପର କୋଶ୍ଚିନ୍, ଆଉ ଦ୍ବିତୀୟ ପେପରରେ ଆସିଥିଲା ପ୍ରଥମ ପେପର୍ ର ପ୍ରଶ୍ନ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି ପରୀକ୍ଷାର୍ଥୀ।

Examination Paper Mix-up Error
Examination Paper Mix-up Error: ଏକାଦିନେ ଦୁଇ ଦୁଇଟି ବଡ଼ ପରୀକ୍ଷାରେ ସାଂଘାତିକ ତ୍ରୁଟି; ହତାଶ ପରୀକ୍ଷାର୍ଥୀ...

ପଦାରେ ପଡିଛି OSSC ଏବଂ OPSCର ବେପରୁଆ ପଣ ! ସକାଳ ସାଢେ ୯ଟାରୁ ଆରମ୍ଭ ହୋଇଥିଲା ODISHA STAFF SELECTION COMMISSION- ବା OSSC ଦ୍ବାରା ପରିଚାଳିତ ଅବକାରୀ ଏବଂ ଟ୍ରାଫିକ୍ ସବ୍ ଇନସପେକ୍ଟର ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା । କିନ୍ତୁ ପ୍ରଶ୍ନ ଆସିଥିଲା CGL ବା କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେବଲ ପରୀକ୍ଷାରୁ।

exam
Exam Tension: ଗୋଟିଏ ଦିନରେ ଦୁଇଟି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

ଏକା ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ। ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCର ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି। ଅନେକ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ଦେଉଥିବାରୁ ସେହିଦିନ କେଉଁ ପରୀକ୍ଷା ଦେବେ, କେଉଁ ପରୀକ୍ଷା ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ।

SDIPRO
ସାମ୍ବାଦିକଙ୍କ ପରୀକ୍ଷାରେ ବଡ଼ ବିଭ୍ରାଟ, ୧୦୦ ବଦଳରେ ୯୪ ନମ୍ବର

ସାମ୍ବାଦିକଙ୍କ ପରୀକ୍ଷାରେ ବଡ଼ ବିଭ୍ରାଟ । OPSCର ନାହିଁ ନିଘା । ପ୍ରଶ୍ନପତ୍ରରେ ନାହିଁ ତାଳମେଳ । ପୂର୍ଣ୍ଣ ସଂଖ୍ୟା ଶହେ ବଦଳରେ ରହିଛି ୯୪ ନମ୍ବର ।

Error In OPSC SDIPRO Exam
Error In OPSC SDIPRO Exam: OPSC ପରିଚାଳିତ OIS ପରୀକ୍ଷାରେ ତ୍ରୁଟି; ଓପିଏସ୍‌ସି କହିଲା...

OPSC ପରିଚାଳିତ ଓଡ଼ିଶା ଇନଫର୍ମେସନ୍ ସର୍ଭିସ୍ ପରୀକ୍ଷାରେ ତ୍ରୁଟି । ସାମ୍ବାଦିକତା ଓ ଗଣଯୋଗାଯୋଗ ପେପରରେ ଶହେ ବଦଳରେ ୯୪ ନମ୍ବରର ପ୍ରଶ୍ନ । ପୂର୍ଣ୍ଣ ସଂଖ୍ୟାଠୁ ୬ ମାର୍କ କମ୍ ଥିବା ନେଇ ପରୀକ୍ଷାର୍ଥୀ ଆଣିଲେ ଅଭିଯୋଗ ।

ojs
OJS Result: ସୋମେଶ ରଣବିଜୁଳି OJS ଟପ୍ପର

ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏହି ତାଲିକାରେ ଅରୁଣିମା ପତି ଦ୍ବିତୀୟ, ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଛନ୍ତି।

ଆସିଲା OCS ପ୍ରିଲିମ୍‌ ରେଜଲ୍ଟ
OCS Prelim Results: ପ୍ରକାଶ ପାଇଲା OCS ପ୍ରିଲିମ୍‌ ରେଜଲ୍ଟ, ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ

OCS ପ୍ରିଲିମ୍‌ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି । OPSC ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।

OCS Exam
OPSC Registration: ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ସୁଯୋଗ, ଏହି ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସେବା ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି। କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିଥିବା ଆବଶ୍ୟକ।

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
Odisha Cabinet: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍

ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । 

Inspiring Story
ହାର ମାନିଲାନି ପ୍ରତିଭା, ଦାଦନ ଖଟିବାକୁ ଯାଇଥିଲେ ସୁରତ ! ଏବେ ଅଫିସର୍

ଏ ଘଟଣା କୌଣସି ଫିଲ୍ମଠୁ କମ୍ ନୁହେଁ । ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପାସ୍ ହେଇପାରିବ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା ।

OCS
ବାତ୍ୟା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ, ୭ ଦିନ ପରେ ଧାର୍ଯ୍ୟ ହେବ ନୂଆ ତାରିଖ

ବାତ୍ୟା ଦାନା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ ତାରିଖରେ OCS ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

Success Stories
ସଫଳତାକୁ ରୋକିପାରିନି ଗରିବୀ କି ଦୁସ୍ଥିତି

ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।

Success Stories
ସଫଳତାକୁ ରୋକିପାରିନି ଗରିବୀ କି ଦୁସ୍ଥିତି; ପ୍ରଥମ ଚେଷ୍ଟାରେ ମାଲକାନଗିରିର ବଣ୍ଡା ଝିଅ ପାଇଲେ OAS

ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ।

OAS Officer
ବାପା ରୋଷେୟା, ମାଆ ଅଙ୍ଗନବାଡ଼ିରେ.. OAS ହେଲେ ବଣ୍ତା ଘାଟିର ପ୍ରଥମ ଝିଅ

୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ।

2022 OPSC OAS results
ପ୍ରକାଶ ପାଇଲା OAS ରେଜଲ୍ଟ; ଶ୍ବେତାଶ୍ରୀ ମହାପାତ୍ର ହେଲେ ଟପ୍ପର...

ପ୍ରକାଶ ପାଇଲା ୨୦୨୨ର ଓଏଏସ୍  ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ ।

PG Teacher Exams
ବାତିଲ୍ ହେଲା PGT ଲିଖିତ ପରୀକ୍ଷା, ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍

ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବା PGT ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ । ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍ କରିଛି OPSC ।

Arun Sarangi
ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

ବରିଷ୍ଠ IPS ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକ ସେବା ଆୟୋଗ-OPSCର ଚେୟାରମ୍ୟାନ୍ ।

OPSC SDIPRO Recruitment
OPSC Recruitment 2024: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ ସାମ୍ବାଦିକ ପ୍ରାର୍ଥୀ

ଓଡ଼ିଶାରେ ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ୍। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ଜନସେବା ଆୟୋଗ (OPSC) ଏହି ସୁଯୋଗ ନେଇ ଆସିଛି।

OPSC OCS 2023 Prelims date announced
ଅକ୍ଟୋବର ୨୭ରେ OAS ପ୍ରିଲିମ୍ ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍  ପ୍ରିଲିମ୍ ପରୀକ୍ଷା । ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।

 OPSC
ଓପିଏସସି ପାଇଲା ସୁନା ଝିଅ, ଗାଁରେ ବାଜା ରୋଷଣୀରେ ସ୍ୱାଗତ

ବାଜା ବାଜୁଛି , ବାଣ ଫୁଟୁଛି, ନାଚ ଗୀତ ସହ ଚାଲିଛି ସେଲିବ୍ରେସନ । ଆପଣ ଭାବୁଥିବେ ବାହାଘର ଶୋଭାଯାତ୍ରା ହୋଇଥିବ । କିନ୍ତୁ ନା...ଏ ବାହାଘର ନୁହେଁ ବରଂ ଜଣେ ଝିଅର ସଫଳତାରେ ପରିବାର ଓ ଗ୍ରାମବାସୀଙ୍କ ସେଲିବ୍ରେସନ ।

OPSC PGT Recruitment 2024 Apply For 1375 Post
OPSC Recruitment 2024: ଓଡ଼ିଶାରେ ପୂରଣ ହେବ ୧୩୭୫ ପଦବୀ; ଦରମା ୧.୭୭ ଲକ୍ଷ

ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

JOB
OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି, ତୁରନ୍ତ କରନ୍ତୁ ଆବେଦନ

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।

ASO Merit List
ASO ଚୟନ ଅନିୟମିତତା ମାମଲା: ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ସୂଚନା ଅନୁସାରେ ୨୦୨୨ ମସିହାରେ ୭୯୬ଟି ASO ପଦବୀ ପାଇଁ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆବେଦନ କରିଥିବା ୧ ଲକ୍ଷ ୪୮ ହଜାର ୮୮୮ ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ ।

OPSC Recruitment
OPSC ରେ ଖାଲି ପଡ଼ିଛି ୭୨୭୬ ପଦବୀ: ଜାଣନ୍ତୁ କେମିତି କରିବେ ଆବେଦନ..

ଗ୍ରୁପ୍‌ A ମେଡିକାଲ ଅଫିସର୍‌ ନିଯୁକ୍ତି ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।