• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sundargarh

ଡିଜିପି ଧରିଲେ ‘ବାରୁଦ’ ଖିଅ
ଖୋଲୁଛି ବାଙ୍କୋରୁ ବିସ୍ଫୋରକ ଲୁଟର ମହାଗୁମର

ଖୋଲୁଛି ବାଙ୍କୋରୁ ବିସ୍ଫୋରକ ଲୁଟର ମହାଗୁମର। ଫିଟୁଛି ଶ୍ରବଣ ଅଗ୍ରୱାଲଙ୍କ ବିସ୍ଫୋରକ ବେପାରର ରହସ୍ୟ । ରାଉରକେଲା ବାସିନ୍ଦା ଶ୍ରବଣ ଅଗ୍ରୱାଲ୍, ପତ୍ନୀ ନିକିତା ଅଗ୍ରୱାଲ।

ଡିଜିପି ଧରିଲେ ‘ବାରୁଦ’ ଖିଅ
Explosive Seizure: ‘୫ ଟନ୍ ଲୁଟ୍ ବିସ୍ଫୋରକ ମଧ୍ୟରୁ ୩.୮ ଟନ୍ ଜବତ, ବଳକା ଉଦ୍ଧାର ପାଇଁ ଜାରି ରହିଛି ଅପରେସନ୍‌’

ଖୋଲୁଛି ବାଙ୍କୋରୁ ବିସ୍ଫୋରକ ଲୁଟର ମହାଗୁମର। ଫିଟୁଛି ଶ୍ରବଣ ଅଗ୍ରୱାଲଙ୍କ ବିସ୍ଫୋରକ ବେପାରର ରହସ୍ୟ । ରାଉରକେଲା ବାସିନ୍ଦା ଶ୍ରବଣ ଅଗ୍ରୱାଲ୍, ପତ୍ନୀ ନିକିତା ଅଗ୍ରୱାଲ।

Road accident
2 youths killed in road accident: ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ; ତନାଘନା ଜାରି

ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲ ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ମାଳିଡିହି ଗ୍ରାମର ଅବିନାଶ ପ୍ରଧାନ ଓ ବିରଞ୍ଚି ପ୍ରଧାନଙ୍କ ମୃତ୍ୟୁ ଘଟିଛି। ସିସିଟିଭି ନଥିବାରୁ ଧକ୍କା ଦେଇଥିବା ଗାଡିକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

Accident
Bus Accident in Sundargarh: ଓଲଟିଲା ବସ୍‌; ଜଣେ ମୃତ, ୫ ଆହତ

ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

Gang Rape
Minor Girl Gang Raped: ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ଭୋଜି ଖାଇ ଫେରୁଥିଲେ...

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ରାତିରେ ଭୋଜି ଖାଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ।

Illegal Coal Mining
Illegal Coal Mining: ସୁନ୍ଦରଗଡ଼ କୋଇଲା ମହାଲୁଟ୍; ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ୨ ମନ୍ତ୍ରୀ

ସୁନ୍ଦରଗଡ ଗୋପାଳପୁର ଫରେଷ୍ଟ ରେଞ୍ଜ ଜଙ୍ଗଲରେ ଚାଲିଥିବା ଚୋରା କୋଇଲା ଖଣି ଦୁର୍ନୀତିର ତନାଘନା । ଆଜି ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛନ୍ତି ଖଣି ମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ ।

Loot
Armed Robbery in Odisha: କିଣି ପାରିଲେନି ଛେଳି; ନିର୍ଧୂମ ମାଡ଼ ଖାଇଲେ

ହାତ ଦେଖାଇ ଗାଡ଼ି ଅଟକାଇଲେ, ବନ୍ଧୁକ ମୁନରେ ଛେଳି ବ୍ୟବସାୟୀଙ୍କୁ ଡରାଇଲେ,ପରେ ମାଡ଼ ମାରି ଲୁଟିନେଲେ ୩ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣି ଗାଁ ନିକଟରେ ଘଟିଛି ଏହି ଘଟଣା।

Accident
Fatal Accident after Jatra: ମାଡ଼ିଗଲା ଅଜଣାଗାଡ଼ି; ଚାଲିଗଲା ୩ ଜୀବନ

ତିର୍ତ୍ତୋଲା ଗାଁର ୩ଯୁବକ ଖୋଲା ରଙ୍ଗମଞ୍ଚରେ ହେଉଥିବା ରାମ ନବମୀ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ୩ ଯୁବକ ବାଇକରେ ଗତକାଲି ବିଳମ୍ବିତ ରାତିରେ ଘରୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା

ଅବକାରୀ ଟିମ୍ ଉପରକୁ ଫାୟାରିଂ
Gunfire on Excise Vehicle in Sundargarh: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।

କୋଇଲା ମହାଲୁଟ୍‌ ତନାଘନା
Illegal Coal Mining: ତେଲନଡିହି କୋଇଲା ମହାଲୁଟ୍ ପଛରେ କିଏ ?

ତେଲେନଡିହି କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ?

କୋଇଲା ମହାଲୁଟ୍‌ ତନାଘନା
Illegal Coal Mining Investigation: ତେଲନଡିହି କୋଇଲା ମହାଲୁଟ୍ ପଛରେ କିଏ ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ଦାବି କଲେ ଉପବାଚସ୍ପତି

ତେଲେନଡିହି କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ?

 Apple Cultivation
Success Story: ଥିଲେ ଇଞ୍ଜିନିୟର, ନୂଆ ପରିଚୟ ଦେଲା ସେଓ ଚାଷ

ଇଞ୍ଜିନିୟରଙ୍କୁ ନୂଆ ପରିଚୟ ଦେଲା ସେଓ ଚାଷ । ଇଞ୍ଜିନିୟର ହୋଇ ନିଜ ବାଡ଼ିରେ ଫଳାଇଲେ ପେନ୍ଥା ପେନ୍ଥା ସେଓ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେବା ପରେ ଏବେ ଟାଙ୍ଗରା ଭୂଇଁରେ ସେଓ ଫଳାଇ ହେଉଛନ୍ତି ମାଲାମାଲ । ଅନ୍ୟକୁ ରୋଜଗାର ବି ଦେଉଛନ୍ତି ।

ଶବଦାହ ପାଇଁ କାଠ ଅଭାବ
Wood Shortage Crisis: ସୁନ୍ଦରଗଡ଼ ଓ ପୁରୀରେ କାଠ ସଂକଟ, ଶବଦାହ ପାଇଁ ବିକଳ୍ପ ଚୟନ ଜରୁରୀ

କେବଳ ସୁନ୍ଦରଗଡ ଜିଲ୍ଲା କାହିଁକି, ଅନେକ ସମୟରେ ଶବଦାହ ପାଇଁ କାଠ ଅଭାବର ଖବର ସାମ୍ନାକୁ ଆସୁଛି । ନିକଟରେ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେବା କାରଣରୁ ଗୋବର ପ୍ରସ୍ତୁତ ଘସି ଦ୍ୱାରା ଦାହ ସଂସ୍କାର ଯୋଜନା କରାଯାଉଥିବା କଥା ପ୍ରାଣୀସମ୍ପଦ ମନ୍ତ୍ରୀ କହିଥିଲେ । ଏଭଳି କି କାଠର ଅଭାବ, ପରିବେଶ ସୁରକ୍ଷା ଏବଂ ପୁରୀ ସ୍ୱର୍ଗଦ୍ୱାରକୁ ଦୈନିକ ଶବ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଚୁଲା ଭଳି ବିକଳ୍ପ ବ୍ୟବସ୍ଥା ବିଷୟରେ ଆଲୋଚନା ଚାଲିଥିବା ସ୍ଥାନୀୟ ଜିଲ୍ଲାପାଳ ଗଣମାଧ୍ୟକୁ ଜଣାଇଥିଲେ ।

Tragedy Strikes During OSSC Physical Test in Sundargarh
Tragedy Strikes During OSSC Physical Test: ଦୌଡ ପରୀକ୍ଷା ବେଳେ ଟଳିପଡିଲେ ୩ ପରୀକ୍ଷାର୍ଥୀ; ପ୍ରଚଣ୍ଡ ଖରା ତାତିରେ କେମିତି ହେଉଥିଲା ଏତେ କଷ୍ଟସାଧ୍ୟ ପରୀକ୍ଷା ?

ଆଖି ସାମ୍ନାରେ ପଡିଛି ପୁଅର ଡେଡବଡି। ନା ଦେଖିହେଉଛି ନା କୋହ ସମ୍ଭାଳି ହେଉଛି। ଭେଣ୍ଡିଆ ପୁଅକୁ ହରାଇ ହସପିଟାଲରେ ଛଟପଟ ହେଉଛି ବାପା। 

Kanha Kund
Odisha Tourism : ଓଡ଼ିଶାର ଗୁପ୍ତ ପର୍ଯ୍ୟଟନସ୍ଥଳୀ କାହ୍ନାକୁଣ୍ଡକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା; ବିଶିଷ୍ଠ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଲେ...

ଅଦ୍ଭୁତ ବିସ୍ମୟ, ଅଜବ ଆଶ୍ଚର୍ଯ୍ୟ । ଯିଏ ଦେଖୁଛି ତାର ପଲକ ପଡ଼ୁନି ଏବଂ ଆଖି ଲେଉଟେଇ ହେଉନି । ସତେ କି ସୌନ୍ଦର୍ଯ୍ୟର ସରଗ ପୁରୀଟିଏ । ପ୍ରକୃତିର ରୋମାଞ୍ଚଭରା ରହସ୍ୟଟିଏ । ଆମେରିକାର ଆରିଜୋନାର ଗ୍ରାଣ୍ଡ କାନିୟନ ଭଳି ଦିଶୁଥିବା ପ୍ରକୃତିର ମାଷ୍ଟରପିସ୍ ଟି ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ ।

Bus Accident
Bus Accident: ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟି ପଡିଲା OSRTC ବସ୍‌ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ।

Water Crisis In Gajapati And Sundargarh
Drinking Water Crisis: ଖରା ସହ ବଢୁଛି ଜଳ ଯାତନା, କେବେ ବିଶୁଦ୍ଧ ପାନୀୟ ଜଳ ପାଇବେ ଗ୍ରାମବାସୀ ?

ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।

BJD
Prafulla Majhi: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! ଦେଲେ ଏମିତି ସଙ୍କେତ

ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।

ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା ।
CITU Protest In Koida: ସୁନ୍ଦରଗଡ଼ କୋଇଡ଼ାରେ CITUର ବିକ୍ଷୋଭ ବେଳେ ଉତ୍ତେଜନା

ସୁନ୍ଦରଗଡ଼ କୋଇଡ଼ାରେ ସିଆଇଟିୟୁର ବିକ୍ଷୋଭ ବେଳେ ଉତ୍ତେଜନା ଦେଖାଦେଇଛି। ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି ।

Sundargarh
Stop Crime: ପୋଲିସ ଟାର୍ଗେଟ୍‌ରେ ଅପରାଧୀ; ରାତି ୧୦ ପରେ ଦୋକାନରେ ଝୁଲିବ ତାଲା

ଦୋକାନ ଖୋଲା ରହିଲେ ରାତିରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଉଛନ୍ତି। ଏଣୁ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଆଜିଠାରୁ ଏହାକୁ କଡାକଡି ଭାବେ ପାଳନ୍ କରାଯିବା ନେଇ ନୋଟିସ ରେ ଉଲ୍ଲେଖ ରହିଛି।

Crime
Firing In Sundargarh: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ବ୍ୟବସାୟୀ, ଗୁଳିକରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଫାୟାରିଂ କରି ପ୍ଳାଣ୍ଟ ସାଇଡ୍‌ ଦେଇ ଗାଁ ରାସ୍ତାରେ ପଳାଇ ଯାଇଥିଲେ।

Arrested
Vigilance Arrest: ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ; ଗିରଫ ହେଲେ କୋଟିପତି ପ୍ରକଳ୍ପ ଅଧିକାରୀ

ଲକ୍ଷ୍ମୀସାଗରରେ ଗୋଟିଏ ଫ୍ଲାଟ ଥିବାବେଳେ ଆଉ ଗୋଟିଏ ଫ୍ଲାଟ ପାଇଁ ଦେଢ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ ବିଶ୍ୱଦର୍ଶୀ।

Vigilance
Vigilance Raid: କୋଟିପତି ପ୍ରକଳ୍ପ ଅଧିକାରୀ; ୭ଟି ସ୍ଥାନରେ ଚଢ଼ଉ

ଚଢ଼ାଉ ବେଳେ ବିଶ୍ୱଦର୍ଶୀଙ୍କ ଘରୁ ଦାମୀ କାର୍‌, ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

Accident
Accident: ସ୍କୁଟିକୁ ପିଟିଲା ଟ୍ରକ୍‌, ଦୁଇ ନାବାଳିକାଙ୍କ ମୃତ୍ୟୁ

କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍‌ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍‌।

Anganwadi Center in Bonai
Odisha Anganwadi Centre: ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ହେଲେ କାହିଁକି ?