• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Thief

Niranjan Patnaik House Loot
High Profile Thief: କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ ଆଣିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟିଥିବା ଚୋର

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଠାରୁ ଅଧିକ ଚର୍ଚ୍ଚାରେ ଚୋର । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଥିବା ଚୋର ସ୍ପାଇଡର୍ ସତୀଶର ଥାଟବାଟ ଓ ଜୀବନ ଶୈଳୀ ଲାଗୁଛି ବେଶ୍ ସମ୍ଭ୍ରାନ୍ତ ।

thief
Thiefs Love Story: ଅଜବ ପ୍ରେମ, ଚୋରି କରି ପ୍ରେମିକାକୁ ୩ କୋଟିର ଘର ଗିଫ୍ଟ

ବେଙ୍ଗାଲୁରୁରେ ଜନୈକ ଚୋରର ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଚୋରି କରିଥିଲା ଆଉ ସେ ପଇସାରେ ପ୍ରେମିକା ପାଇଁ ତିଆରି କରିଥିଲା ଆଲିଶାନ ବଙ୍ଗଳା।

Thief Arrested
Thief Arrested: ସୁଟ୍ ବୁଟ୍ ପିନ୍ଧା ଚୋର ଧରାପଡିଲା, ପୋଲିସ ଆଶ୍ୱସ୍ତ

ଏ ଚୋର ସାଧାରଣ ଚୋର ନୁହେଁ । ସୁଟ୍ ବୁଟ୍ ପିନ୍ଧି ବିବାହ ମଣ୍ଡପ ଯାଏ । ନିମନ୍ତ୍ରିତ ଅତିଥି ଭଳି ବ୍ୟବହାର କରେ । ମଉକା ଦେଖି ଗହଣାଗାଣ୍ଠି ଓ ଟଙ୍କା ଧରି ଚମ୍ପଟ ମାରେ । ଗହଳି ଭିତରେ ହିଁ ଚୋରି କରେ । ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଚିନ୍ତାରେ ପଡିଯାଇଥିଲା ପୋଲିସ୍ । ପୁରୀରେ ହୋଟେଲ୍ କର୍ମଚାରୀ ଏହି ଚୋରକୁ ଧରି ପୋଲିସ୍ ଜିମା ଦେଇଛନ୍ତି ।

Govt Property Under Thiefs Eyes
Govt Property Under Thief Eyes: ରାତି ଅଧରେ କାଟୁଥିଲେ ୧୧ କେଭି, ଟେକି ନେଉଥିଲେ ଟ୍ରାନ୍ସଫରମର୍

ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍। 

Berhampur
ଚୋରି କରିବାକୁ ଆସି ବେକ କାଟି ଦେଲା ଚୋର

ରକ୍ତାକ୍ତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ପୂରା ମାମଲାରେ ଏବେ ପୋଲିସ୍ ତଦନ୍ତ କରୁଛି ।

treadmill
ରାତି ଅଧରେ ପଶିଥିଲା ଚୋର; କାବୁ କଲେ, ଟ୍ରେଡ୍‌ମିଲ୍‌ରେ ଦୌଡାଇଲେ..ଦେଖନ୍ତୁ ଭିଡିଓ

ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍‌ମିଲ୍‌ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Bald thief
ଚୋର ଥିଲା ଚନ୍ଦା, ନକଲି ଚୁଟି ଲଗାଇ କରୁଥିଲା ଲୁଟ୍

ମୁଣ୍ଡରେ ନଥିଲା କେରେ କେଶ... ହେଲେ ଚାଲାକ୍ ଥିଲା ଚୋର । ଚନ୍ଧା ମୁଣ୍ଡରେ ନକଲି ଚୁଟି ଲଗାଇ ଲୁଟ୍ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଆଉ ଗାଏବ୍ କରୁଥିଲା ସୁନା ଗହଣା ।

Techie turned thief
କୋଭିଡ୍‌ରେ ଚାଲିଗଲା ଚାକିରି, ପାଲଟିଗଲେ ଲାପଟପ୍‌ ଚୋର

ବେଙ୍ଗାଲୁରୁର ପିଜିରୁ ୧୦ ଲକ୍ଷରୁ ଅଧିକ ମୂଲ୍ୟର ୨୪ଟି ଲାପଟପ୍‌ ଚୋରି ଅଭିଯୋଗରେ ୨୬ ବର୍ଷ ବୟସ୍କ ଜଣେ ପୂର୍ବତନ IT କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ୍।

Lootera Active In Bhubaneswar
ଲୁଟେରା ଭୟ ! ରାଜଧାନୀରେ ଘର ଛାଡ଼ି ଯିବାକୁ ଭୟ କଲେଣି ଲୋକେ...

ପୋଲିସକୁ ଖୋଲା ଚ୍ୟାଲେଂଜ କରି ଦିନଦ୍ୱିପହରେ ଜନ ବହୁଳ ସ୍ଥାନରେ ଥିବା ଘରୁ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହ ୫୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।

Big B's film dialogues
ଏ କେମିତିକା ଚୋର ! ଚିକ୍କଣ କାନ୍ଥ ଦେଖି ଲେଖିଦେଲା ‘ବିଗ୍‌ ବି’ଙ୍କ ଡାଏଲଗ୍‌, ବାନ୍ଧିଲା ପୋଲିସ

କାନ୍ଥରେ ଦୁଇ ଚୋର ଚିତ୍ର ଆଙ୍କିବା ସହ ଡାଏଲଗ୍‌ ଲେଖିବା ସମୟରେ ସେଠାରେ ଲାଗିଥିବା ଏକ କାଚ ଖସିପଡ଼ିଥିଲା । ତଳେ ପଡ଼ି କାଚଟି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ।

UP thief
ଚୋରି କରିବା ପାଇଁ ପଶିଥିଲା : ଦାମୀ ମଦ ପିଇ ନିଘୋଡ଼ ନିଦରେ ଶୋଇଲା, ତା’ପରେ

ଦାମୀ ମଦ ପିଇ ନିଘୋଡ଼ ନିଦରେ ଚୋର । ଉଠିଲା ପରେ ଧରି ପକାଇଲେ ମାମୁଁ ।

thief returns ornaments
ଭୋଗ କରିପାରିଲାନି ଠାକୁରଙ୍କ ଟଙ୍କା, ୯ ବର୍ଷ ଭୋଗିଲା ନର୍କ ଯନ୍ତ୍ରଣା…

ଭୋଗ କରିପାରିଲାନି ଠାକୁରଙ୍କ ଟଙ୍କା, ୯ ବର୍ଷ ଭୋଗିଲା ନର୍କ ଯନ୍ତ୍ରଣା…

Super Thief Bunty Arrested From UP
୫୦୦ କି.ମି. ଯାଏ ପିଛା କରି ‘ସୁପର ଚୋର’ ବଣ୍ଟିକୁ ଧରିଲା ପୋଲିସ୍‌

‘ସୁପର ଚୋର’ ବଣ୍ଟି ଓରଫ ଦେବେନ୍ଦ୍ର ସିଂକୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି। ପୋଲିସ୍‌ ବଣ୍ଟିକୁ ୫୦୦ କି.ମି. କାନପୁର ପର୍ଯ୍ୟନ୍ତ ପିଛା କରି ଶେଷରେ ଗିରଫ କରିଛି।

Theif
ଚୋରି କଲେ, ତା’ପରେ ଅନୁତାପ ଭରା ଚିଠି ଲେଖି ସବୁ ଫେରାଇଦେଲେ

ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

CHOR
ମିଛରେ ଚିତ୍କାର କଲେ ‘ବନ୍ଧୁକ ଆଣ.. ବନ୍ଧୁକ ଆଣ’, ଜୀବନ ବିକଳରେ ପଳାଇଲା ଚୋର... ଦେଖନ୍ତୁ ଭିଡିଓ

ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ ।

Mobile thief dupes businessman
ଜିନିଷ କିଣିଲା ଚୋର, ଫସିଲେ ବ୍ୟବସାୟୀ

ଚୋରା ମୋବାଇଲ୍‌ରୁ ଫୋନ୍ ପେ’ରେ ୪୬୦ ଟଙ୍କାର ପେମେଣ୍ଟ ଗ୍ରହଣ କରିବା ଯୋଗୁ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି।

Loot
ଯେତେ ଚୋରି କଲେ ବି ମନ ବୁଝୁନି, ଜେଲ୍‌ରୁ ବାହାରି ତିଆରି କଲା ଗ୍ୟାଙ୍ଗ

ଏବେ ସୁଦ୍ଧା ଉକ୍ତ ଚୋର ବିରୋଧରେ ୪୪ଟି ମାମଲା ରହିଛି । ପୂବରୁ ୩୭ଟି କେସ୍‌ କରି ଜେଲ୍‌ ଦଣ୍ଡ ଭୋଗି ସାରିଥିବା ବେଳେ ଏବେ ଆଉ ୭ଟି ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।

ପୋଲିସ ହେପାଜତରେ ଥିବା ଚୋର ହେମନ୍ତ ଦାସ
ପୋଲିସ ହାତରେ କୁଖ୍ୟାତ ଚୋର: ୩୫ ବର୍ଷରେ ୫ଶହ ଚୋରି

ଚୋରି ଟଙ୍କାରେ ବିଭିନ୍ନ ଜାଗା ବୁଲିବା ସହ କଲଗାର୍ଲରେ ଉଡାଉଥିଲା। ବିଜେବି କଲେଜରେ ପଢ଼ିବା ବେଳେ ଗଣ୍ଡଗୋଳ କରି ଜେଲ୍ ଯାଇଥିଲା। ଜେଲ୍‌ରେ ଅନ୍ୟ ଜଣେ ଚୋର ସହ ମିଶି କୁଖ୍ୟାତ ଲୁଟେରା ପାଲଟି ଯାଇଥିଲା। ଏଯାଏଁ ୫ କୋଟି ଚୋରି କରିଥିଲେ ବି ମାତ୍ର ୧୪ଶହ ଆକାଉଣ୍ଟରେ ଅଛି।