• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Rare species of chameleon rescued in Bhadrak
ବିରଳ ବହୁରୂପୀ ଏଣ୍ଡୁଅ: ୧୦ ମିନିଟ୍‌ରେ ବଦଳାଉଛି ୧୦ ପ୍ରକାର ରଙ୍ଗ

ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍‌ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି।

12 Dogs Rescued From Berhampur University Hostel
ନିର୍ଦ୍ଦୟ ମଣିଷ: ସେଠି ଘରୁ ତଡ଼ିଦେଲା...ଏଠି ମୁହଁ, ଗୋଡ଼ ବାନ୍ଧି ଛାଡ଼ିଦେଲା

ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଜଣେ ପଶୁପ୍ରେମୀ ଉଦ୍ଧାର କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୨ଟି ବୁଲା କୁକୁରଙ୍କୁ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଉଦ୍ଧାର କରିଛନ୍ତି।

Chhatra Congress members stage demonstration in front of Minister Samir Dash's official residence
ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ମାଡ଼

ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି  ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି। 

Employees struggle to make ends meet after closure of many industries
ସେପଟେ ଉଜୁଡ଼ୁଛି ଶିଳ୍ପ, ଏପଟେ ଶିଳ୍ପାୟନ ଚିନ୍ତା

ଗୋଟିଏପଟେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ପୁଞ୍ଜି ନିବେଶ ପାଇଁ ଅନ୍ୟ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଛନ୍ତି, ଅନ୍ୟପଟେ ରାଜ୍ୟରେ ଅନେକ ଶିଳ୍ପରେ ତାଲା ଝୁଲୁଛି। ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ।

Robbers Push Truck Driver Into Mahanadi Flee With Vehicle
ପ୍ରଥମେ ମଦ ପିଆଇ ମାତାଲ୍‌ କଲେ; ପରେ ମହାନଦୀକୁ ଠେଲି ଦେଲେ, ଶେଷରେ...

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ।

  • Wednesday, 28 September 2022
  • Loot
Elderly couple trampled to death by a herd of elephants in cuttack
କଟକରେ ହାତୀ ଆତଙ୍କ: ସାରା ରାତି ଉତ୍ପାତ କଲେ, ଭୋରରେ ଜୀବନ ନେଲେ...

ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ସାରା ରାତି ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ଆଜି ଭୋରରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳିଦେଇଥିବା ସୂଚନା ମିଳିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 28 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 28 September 2022
Ratnabhandar
ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।

Child Trafficking
ସାମ୍ନାକୁ ଆସିଲା SCB ପିଲା ଚୋରି ସତ, SNCUରୁ ନବଜାତ କନ୍ୟାକୁ ଚୋରାଇଥିଲେ ମହିଳା

କେମିତି ହାତେଇଲା ଜାଲ ପ୍ରସୂତି ଡିସଚାର୍ଜ ସାର୍ଟିଫିକେଟ୍ ? କଟକ ବଡ଼ ମେଡିକାଲ ସୁରକ୍ଷା ଉପରେ ପ୍ରଶ୍ନ ।

Dharmendra Sahoo
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଅଡିଓ କ୍ଲିପ୍‌, ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ !

ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରଭାତି ।

Bus Accident
ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

Special story
ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ବିଷ ପିଇଲେ ଛାତ୍ରୀ

ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୁରୁତର ଛାତ୍ରୀ କଟକ ଏସ୍‌ସିବିରେ ଭର୍ତ୍ତି

Special story
ଅଫିସ ଭିତରେ ମଦ ପିଉଛନ୍ତି ଅଫିସର : ଫଟୋ ଭାଇରାଲ୍ ହେବାପରେ ରାଣ ଖାଇଲେ

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଅଫିସ ଭିତରେ ମଦ ପିଇବାର ଫଟୋ ଏବେ ଭାଇରାଲ୍ ପରେ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ରାଣ ଖାଇଛନ୍ତି ।

Paradeep Town
ଲୋକେ ହନ୍ତସନ୍ତ ! ନାଁକୁ ମାତ୍ର ପାରାଦୀପ ସହର, ହେଲେ ୱାର୍ଡରେ ନାହିଁ ରାସ୍ତା କି ଡ୍ରେନ୍..

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।

Special story
ଏତେ ସାହସ ! ପୋଲିସ ଓ ଅବକାରୀ ଟିମକୁ ପନିକି ଦେଖାଇଲେ ମହିଳା

ମୋହନା ଥାନା ଲବାରସିଂ ଗାଁରେ ଦେଖିବାକୁ ମିଳିଛି ଏ ଦୃଶ୍ୟ

Ratna Bhandar
ନିରାଶ ଜଗନ୍ନାଥ ପ୍ରେମୀ ! ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇଲେ ଗଜପତି ମହାରାଜ

ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Anubhav Mohanty And Varsha Priyadarshini
କଟକ ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଞ୍ଚିଥିବା ସୂଚନା

ସନ୍ତୋଷ କୁମାର ନାଥ
ହାର ମାନିଛି ଶାରୀରିକ ଅକ୍ଷମତା: ସବୁ କାମରେ ମାହିର୍‌ ସନ୍ତୋଷ

କପଡା କାଟି ସିଲେଇ ମେସିନରେ ପୋଷାକ ତିଆରି କରିବା ହେଉ ବା ଇଲେକ୍ଟ୍ରି ସରଞ୍ଜାମ  ମରାମତି  ହେଉ  ସବୁଥିରେ ମାହିର ଏହି ବ୍ୟକ୍ତି।

Prisioner Death
ଜେଲ୍‌ରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; କାରଣ ଜାଣିବାକୁ ଉଦ୍ୟମ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।

scb medical
SCBରୁ ଶିଶୁ ଗାଏବ ଘଟଣାରେ ଟ୍ୱିଷ୍ଟ: ଜଣେ ମହିଳା ମାଷ୍ଟରମାଇଣ୍ଡ

ଏହା ପରେ ସେମାନେ ହସ୍ପିଟାଲକୁ ଆସି ନିଜ ପିଲାକୁ ନେଇ ତୋଫାନଙ୍କ ଝିଅକୁ ଛାଡ଼ି ଯାଇଛନ୍ତି। 

E-bike showroom
ବମିଖାଲ ଇ-ସ୍କୁଟର ସୋରୁମ୍‌ରେ ଅଗ୍ନିକାଣ୍ତ

ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Weather Update
ଅକ୍ଟୋବର ୧ରୁ ବଢ଼ିବ ବର୍ଷା!

ଆସନ୍ତାକାଲି ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 27 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 27 September 2022