• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Oas

Odisha youths from technical background are more interested to join administrative service!
ଅଲୋଡା ହେଉଛି କି ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ ?

ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ।

Inspiring story
ବିନା କୋଚିଂରେ OAS ଟପ୍ପର । ସୁଦେବ ପୃଷ୍ଟି ଲକ୍ଷ୍ୟ ଆଗରେ ବାଧକ ସାଜିନି ଅର୍ଥାଭାବ

ଅଭାବୀ ପରିବାରରୁ ଆସି ପ୍ରଶାସନିକ ପଦବୀରେ ବସିବାକୁ ଯାଉଥିବା କୃତିତ୍ୱଧାରୀଙ୍କୁ ନେଇ ରିପୋର୍ଟ ।

OAS Result
ଏତେ ଖୁସି ଭିତରେ ବି ଗଭୀର ଦୁଃଖ ! ବାପାଙ୍କ ଆଶା ପୂରଣ ହେଲା, କିନ୍ତୁ ସେ ନାହାନ୍ତି..

ଜଗତସିଂହପୁରର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

OAS Result Day
କଥାରେ ଅଛି ପଢ଼ିବା ପିଲା ଯେମିତି ବି ପାଠ ପଢ଼ିବେ, ତାହା ଏଠି ପ୍ରମାଣିତ.. ପଢ଼ନ୍ତୁ ଅନେକ ଉଦାହରଣ

ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।

OAS
ସମାଜ ପାଇଁ ଉଦାହରଣ; ଦୃଷ୍ଟି ଶକ୍ତି ନାହିଁ, ହେଲେ OAS ପରୀକ୍ଷାରେ ପାସ୍

୨୬୨ ରାଙ୍କ ରଖି ସଫଳତା ପାଇଥିବା ବାଣପୁରର ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ପରୀକ୍ଷାରେ ସଫଳତା ପରେ ଏବେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ମୁନା ସେଠୀ ଓ ତାଙ୍କ ପରିବାର
ପୁଅ OAS ହେବା ଶୁଣି ବାପା ମା'ଙ୍କ ଆଖିରେ ଖୁସିର ଲୁହ

ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ପର ଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି।

OAS Result
ବାହାରିଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ରେଜଲ୍ଟ, ଟପ୍ ଟେନ୍‌ରେ ବାଜି ମାରିଲେ ମହିଳା

୨୪ ବର୍ଷିଆ ତେଜସ୍ୱିନୀ ବେହେରା ଓସିଏସ୍ ଟପ୍ପର । ପ୍ରଥମ ତିନିଟି ସ୍ଥାନରେ ତିନି ମହିଳା ।

OAS Topper, Tejaswini Behera
OAS Result: ତେଜସ୍ୱିନୀ ଥରକେ ଟପ୍ପର, ଶୁଭଙ୍କରୀ ଦ୍ୱିତୀୟ ଥରରେ ରାଙ୍କ ୨

ଲିଷ୍ଟରେ ନାଁ ରହିବ ବୋଲି ସେ ନିଶ୍ଚିତ ଥିଲେ । ଆର୍ଥାତ୍‌ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ।

OAS Result
OAS ରେଜଲ୍ଟ, ପ୍ରଥମ ତିନି ସ୍ଥାନରେ ଛାତ୍ରୀ

OAS ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ।

IAS Officer's Property
IAS ବାବୁଙ୍କ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, କାହିଁକି ଲୁଚାଉଛନ୍ତି ତଥ୍ୟ ? ଆସନ୍ତୁ ଜାଣିବା..

ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ।

Ex-Navy Personnel Cracks OPSC Civil Examinations
ପଥ କଠିନ ଥିଲେ ବି ଶେଷରେ ମିଳିଲା ସଫଳତା: ନୌସେନା ଅଧିକାରୀରୁ OAS ଅଫିସର

ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।

TRUCK DRIVER
ବାପା ଟ୍ରକ୍‌ ଚଲାଉଥିଲେ, ପୁଅ OAS ପାଇଲେ

ବାପା ଟ୍ରକ୍‌ ଡ୍ରାଇଭର, ପୁଅ ପାଇଲା ଓଏଏସ୍‌ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ।

Examination
ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ପେପରରେ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି।

burla
ବୁର୍ଲା ଭିମ୍‌ସାରରେ ଦୁଇ ଅଧିକାରୀ ମୁହାଁମୁହିଁ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ପ୍ରଶାସନିକ ସ୍ତରରେ ଅଜବ ସ୍ଥିତି। ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ଏବଂ ପ୍ରାଶାସନିକ  ଅଧିକରୀ। ଅଭ୍ୟାସଗତଭାବେ ବିଳମ୍ବରେ ଆସୁଥିବା ଅଭିଯୋଗରେ ପ୍ରାଶାସନିକ  ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ପକାଇଛନ୍ତି ନିର୍ଦ୍ଦେଶକ। ଅଭିଯୋଗ ନେଇ ଓ.ଏ.ଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି ଅଧିକାରୀ। ସେପଟେ ନିର୍ଦ୍ଦେଶକ ତାଙ୍କ ବିରୋଧରେ ଆଣିଛନ୍ତି ପାଲଟା ଅଭିଯୋଗ।