ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?
ଆଜିକାଲି ଜାଗାବାଡିର ମୂଲ୍ୟ ଯାହା ହେଲାଣି ସବୁ ସ୍ଥାନରେ ଜାଗା କିଣିବା ସମ୍ଭବ ହେଉନି। ଯଦି ସୁବିଧାରେ କେଉଁଠି ମିଳୁଛି ତେବେ ବାସ୍ତୁର ସବୁ ନିୟମ ମଧ୍ୟ ମାନି ହେଉନି। ଯଦି ଘର ପାଖକୁ ଲାଗି ଜାଗା ମିଳୁଛି ଆଉ ଆପଣ କିଣିବାକୁ ଚାହୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ, ନହେଲେ ଆସିପାରେ ବିପଦ।
ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ।
ଗାଡ଼ିର ସ୍ପିଡ୍ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍ ପଶି ଯାଇଥିଲା।
ଲଜ୍ରେ ଚଢ଼ାଉ କରିଥିବା ସ୍କ୍ୱାଡ୍ର ସବୁ ସଦସ୍ୟଙ୍କୁ ଏସ୍ପି ବ୍ୟକ୍ତିଗତ ଭାବେ ଡାକି ପଚରାଉଚରା କରିଛନ୍ତି। ଇଟାଭାଟି ମାଲିକଙ୍କଠାରୁ ଅଧିକ ଟଙ୍କା ଜବତ କରାଯାଇଥିଲେ ମଧ୍ୟ SDPO କାରସାଦି କରି ଅଧା ଟଙ୍କା ଲୁଚାଇ ଦେଇଥିବା ନେଇ ଖବର ପ୍ରସାରଣ ହୋଇଥିଲା।
ବର୍ତ୍ତମାନ ମେଡିକାଲରେ ପହଞ୍ଚିଛନ୍ତି ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ।
ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍ କଟାଯିବ ।
ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି ।
ଗୋରୁ ଚାଲାଣ ଗାଡି ଆଗରେ ଥିଲା ଜଗନ୍ନାଥଙ୍କର ଚିତ୍ର । ଗାଡି ପଛରେ ମାଆଙ୍କ ଆଶୀର୍ବାଦ ଲେଖା ।
ଭୁବନେଶ୍ୱରରେ ହୋଇଥିବା ଏୟାର ଶୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା। ତେବେ ପୁରୀରେ ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରୁଥିବା କ୍ଲିନିକ୍ ସମ୍ପର୍କରେ ସୂଚନା ପାଇବା କଷ୍ଟକର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ଜୋରସୋର ପ୍ରସ୍ତୁତି । ବାଉଁଶରେ ତିଆରି ହେଉଛି ୬୫ ଫୁଟ୍ ଉଚ୍ଚର ତୋରଣ ।
ବୁଗୁଡ଼ା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗପାଣି ଜେନାଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ ।
ମୟୂରଭଞ୍ଜ ଲକ୍ଷ୍ମୀପୋଷିରେ ବଜ୍ରପାତ । ଜଣେ ଦର୍ଶକ ମୃତ, ଅନ୍ୟ ଚାରିଜଣ ଆହତ ।
ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି।
୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ । ୨୦ ଓ ୨୧ରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍।
ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।
ପେପରଲେସ୍ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟ । ଯୋଜନାର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।
ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା ।
ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍ପିଙ୍କ ସ୍କାନର୍ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ?